ଜୀବନଚର୍ଯ୍ୟା - Samaya Live

ନଡିଆ ଚିକେନ
ସାମଗ୍ରୀ _ ଚିକେନ, କଟା ପିଆଜ, ରସୁଣ, ଅଦା, ଶୁଖିଲା ଲଙ୍କା, ଟମାଟୋ, ଭୃସଙ୍ଗ ପତ୍ର, ଖଣ୍ଡ ନଡିଆ, ଗୋଟା ଧନିଆ, ଗୋଟା ଜିରା, ପାନମଧୁରୀ, ଗୁଜୁରାତି, ଅଳେଇଚ, ଲବଙ୍ଗ,ଗୋଲମରିଚ, ଗୋଟା ଗରମ ମସଲା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ,ମିଟ ମସଲା, କାଶ୍ମିରୀ ଚିଲି, କସୁରୀ ମେଥି, ତେନ୍ତୁଳି ରସ, ଚିନି, ଗରମ ମସଲା ଗୁଣ୍ଡ, ଧନିଆ ପତ୍ର ।

ପ୍ରଣାଳୀ _ ଚିକେନକୁ ଧୋଇ ଲୁଣ ଓ ହଳଦି ପକାଇ ଗୋଳାଇ ରଖନ୍ତୁ । ପିଆଜକୁ କାଟି ରଖନ୍ତୁ । ଏହାପରେ ଟମାଟୋ, ରସୁଣ, ଅଦା, ଶୁଖିଲା ଲଙ୍କାକୁ ବାଟି ନିଅନ୍ତୁ । ଏହାପରେ ଭୃସଙ୍ଗ ପତ୍ର, ଖଣ୍ଡ ନଡିଆ, ଗୋଟା ଧନିଆ, ଗୋଟା ଜିରା, ପାନମଧୁରୀ, ଗୁଜୁରାତି, ଅଳେଇଚ, ଲବଙ୍ଗ,ଗୋଲମରିଚକୁ ଅଳ୍ପ ଭାଜି ନିଅନ୍ତୁ । ଏହି ଭଜା ମସଲାକୁ ଗୁଣ୍ଡ କରି ରଖନ୍ତୁ । ଏହାପରେ ପ୍ୟାନରେ ତେଲ ଦେଇ ଏଥିରେ ଗୋଟା ଗରମ ମସଲା ଓ ଭୃସଙ୍ଗ ପତ୍ର ପକାନ୍ତୁ । ଏହାପରେ ପିଆଜକୁ ଭାଜି ସେଥିରେ ବଟା ଅଦା ରସୁଣ ମସଲା ଦେଇ କସନ୍ତୁ । ଏହାପରେ ଏଥିରେ ଚିକେନକୁ ପକାନ୍ତୁ । ଏହାପରେ ଏଥିରେ ଗ୍ରାଇଣ୍ଡିଂ କରାଯାଇଥିବା ଗୁଣ୍ଡ ମସଲା ଓ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ,ମିଟ ମସଲା, କାଶ୍ମିରୀ ଚିଲି ଦେଇ କସନ୍ତୁ । ମସଲା ଭଲଭାବେ କସି ହେବା ସହ ଚିକେନ ଅଧା ସିଝି ଆସିଲେ ଏଥିରେ ପାଣି ଦେଇ ଦିଅନ୍ତୁ । ପାଣି ଅଳ୍ପ ଫୁଟିବା ପରେ ଏଥିରେ ଚିନି ଓ ତେନ୍ତୁଳି ରସ ଅଳ୍ପ ଦିଅନ୍ତୁ । ଶେଷରେ ଏଥିରେ ଧନିଆ ପତ୍ର, କସୁରୀ ମେଥି ଓ ଗରମ ମସଲା ପକାଇ ପ୍ରସ୍ତୁତ କରନ୍ତୁ ନଡିଆ ଚିକେନ । ଏହାକୁ ଭାତ ସହ ପରଷନ୍ତୁ ।

ଟ୍ରାଇକଲର୍‌ ଫ୍ୟାଶନ
ସ୍ୱାଧୀନତା ଦିବସରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ହୋଇଥାଏ । ଯେଉଁଥିରେ ସମସ୍ତେ ଟ୍ରାଇକଲର ଫ୍ୟାଶନରେ ଦେଖିବାକୁ ମିଳନ୍ତି । ତେବେ ଆପଣ ଏଥିରେ ବିଭିନ୍ନ ପ୍ରକାରର ପୋଷାକକୁ ଷ୍ଟାଇଲ କରିପାରିବେ । ଆସନ୍ତୁ ଜାଣିବା ସେହିଭଳି କିଛି ଟ୍ରାଇକଲର ଫ୍ୟାଶନ ସମ୍ପର୍କରେ ।

କୁର୍ତ୍ତି

ଯଦି ଆପଣଙ୍କର କୁର୍ତ୍ତୀ ପସନ୍ଦ ତେବେ ଏହି ଦିନ ଟ୍ରାଇକଲରର କୁର୍ତ୍ତି ଟ୍ରାଏ କରନ୍ତୁ । ଏହା ଏକ ଡିଫରେଣ୍ଟ୍‌ ଲୁକ୍‌ ଦେବ । ଏହାସହିତ ଦୁପଟ୍ଟା ଓ ପ୍ୟାଣ୍ଟ ନିଜ ପସନ୍ଦ ଅନୁଯାୟୀ ମ୍ୟାଚ କରାଇବେ । ସେହିଭଳି ଜୁଏଲାରୀ ଟିକେ ହେଭି ପିନ୍ଧିବେ ଯାହା ଫଳରେ ଆପଣ ଏକ ସୁନ୍ଦର ଫେଷ୍ଟିଭ୍‌ ଲୁକ୍‌ ପାଇପାରିବେ । ଏହା ବିଭିନ୍ନ ଫାବ୍ରିକ୍‌ ଓ ଡିଜାଇନ୍‌ର ମିଳିଥାଏ । ସେହିଭଳି ଏଥିରେ ଟ୍ରାଇକଲରର ଷ୍ଟୋଲ ମଧ୍ୟ ବ୍ୟବହାର କରିପାରିବେ ।

ଶାଢୀ

ଭାରତୀୟ ପରମ୍ପରା ଶାଢୀରେ ଝଲକ ଥାଏ । ଏହି ଦିନ ଏକ ଟ୍ରାଇ କଲର ହେଉ କିମ୍ବା ତ୍ରିରଙ୍ଗାରେ ଥିବା ଯେ କୌଣସି ରଙ୍ଗର ହେଉ ପିନ୍ଧିପାରିବେ । ତେବେ ଟ୍ରାଇ କଲର ଶାଢୀ ବେଶି ଭଲ ଲାଗିବ । ତେବେ ଶାଢୀରେ ମିନିମାଲ ଜୁଏଲାରୀ ପିନ୍ଧନ୍ତୁ । ହେୟାର ଷ୍ଟାଇଲ୍‌ ଖୋଲା ରଖିପାରିବେ ଏହା ବେଶି ମାନିଥାଏ । ଆଜିକାଲି ବଜାରରେ ସ୍ୱାଧୀନତା ଦିବସକୁ ଆଖିରେ ରଖି ବିଭିନ୍ନ ଡିଜାଇନ ତଥା ବିଭିନ୍ନ ଫାବ୍ରିକର ଟ୍ରାଇକଲର ଶାଢୀ ମିଳୁଛି ।

ଧଳା କୁର୍ତ୍ତା ସହିତ ଷ୍ଟୋଲ

ପୁଅ ପିଲାଙ୍କ ପାଇଁ ମଧ୍ୟ ଏଥିରେ ପୋଷାକ ରହିଛି । ଆପଣ ପ୍ଲେନ୍‌ ଧଳା ରଙ୍ଗର କୁର୍ତ୍ତା ସହିତ ଟ୍ରାଇକଲରର ଷ୍ଟୋଲ ପକାଇ ପାରିବେ । ଏହା ଆପଣଙ୍କୁ ଏକ ଏଲିଗାଣ୍ଟୟୁନିକ ଲୁକ୍‌ ଦେବ । ଏଥି ସହିତ ହାତରେ ଟ୍ରାଇକଲରର ବ୍ୟାଣ୍ଡ ପିନ୍ଧନ୍ତୁ ଭଲ ଲାଗିବ ।

ଫ୍ରକ

ଛୋଟ ପିଲାଙ୍କ ପାଇଁ ଟ୍ରାଇକଲର ଫ୍ୟାଶନରେ ରହିଛି ଫ୍ରକ । ଏହିଦିନ ଛୋଟଛୋଟ ପିଲାଙ୍କୁ ଟ୍ରାଇକଲରର ଫ୍ରକ ପିନ୍ଧାନ୍ତୁ ଏହା ବେଶ୍‌ ଫ୍ୟାଶନେବଲ ହୋଇଥାଏ । ସେମାନଙ୍କୁ କିଛି ଜୁଏଲାରୀ ନୁହେଁ କେବଳ ହାତରେ ବ୍ୟାଣ୍ଡ ପିନ୍ଧାଇପାରିବେ ଏହା ବେଶ୍‌ ସୁନ୍ଦର ଦିଶିଥାଏ । ଏହା ସହିତ ଧଳା ରଙ୍ଗର ଜୋତା ପିନ୍ଧାନ୍ତୁ ବେଶ୍‌ୟୁନିକ୍‌ ଷ୍ଟାଇଲ ଲାଗିବ ।

ଫେସ ଅନୁସାରେ ହେୟାର କଟ
ପ୍ରତ୍ୟେକ ମଣିଷଙ୍କ ମୁହଁର ଗଠନ ଅଲଗା ଅଲଗା ହୋଇଥାଏ। ତେଣୁ ନିଜ ମୁହଁର ଆକାର ଅନୁସାରେ ହେୟାରକଟ୍ ବାଛିଲେ ଏହା ଆପଣଙ୍କ ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇଥାଏ। ହେଲେ ଅନେକ ସମୟରେ ଦ୍ବନ୍ଦ୍ବଥାଏ କି କେଉଁ ଫେସକୁ କେଉଁ ହେୟାର କଟ

୧. ଓଭାଲ୍

ଏହି ପ୍ରକାରର ମୁହଁ ଓସାର ତୁଳନାରେ ଲମ୍ବ ଅଧିକ ଥାଏ ଏବଂ କପାଳ ତୁଳନାରେ ଗାଲ ଟିକିଏ ସରୁ ଥାଏ। ଏହି ଫେସ ପାଇଁ କାନ୍ଧ ଯାଏଁ ଲମ୍ବ ଥିବା ଲେୟାର କଟ୍, ବ୍ଲଣ୍ଟ ବବ୍ କଟ୍ , ଗୋଟିଏ ପାଖକୁ ଢଳି ରହିଥିବା କେଶ, ହାଇ ପୋନିଟେଲ୍ କିମ୍ବା ଓପନ୍ ହାଫ୍-ଅପ୍ ଷ୍ଟାଇଲ୍ ଖୁବ ମାନିବ । ମୁହଁକୁ ଘୋଡ଼ାଇ ରଖୁଥିବା ଅଧିକ ମୋଟା ସିଧା ବ୍ୟାଙ୍ଗ୍ସ କାଟନ୍ତୁ ନାହିଁ, ଏହା ମୁହଁକୁ ଛୋଟ ଦେଖାଏ।

୨. ହାର୍ଟ ସେପ

ଏହିପରି ମୁହଁର କପାଳ ଓ ଗାଲ ଓସାରିଆ ଥାଏ ଏବଂ ଚିବୁକ ବା ଥୋଡି ସରୁ କିମ୍ବା ମୁନିଆ ହୋଇଥାଏ। ଏହି ଫେସ ପାଇଁ କାନ୍ଧ ଯାଏଁ ଥିବା ଲବ୍ କଟ୍, ଯାହା ତଳ ଭାଗକୁ ଓସାରିଆ ଦେଖାଇବାରେ ସାହାଯ୍ୟ କରେ। ସେହିପରି ଗୋଟିଏ ପାଖକୁ ସାଇଡ୍ ପାର୍ଟ କରି କେଶକୁ ତଳକୁ ଲହରାଇବା ଖୁବ ମାନିଥାଏ । କର୍ଟେନ୍ ବ୍ୟାଙ୍ଗ୍ସ କିମ୍ବା ଲଙ୍ଗ୍ ଲେୟାର୍ସ ଭଲ ମାନିବ ।

୩ ସ୍କୋୟାର ସେପ

ସ୍କୋୟାର ସେପରେ କପାଳ, ଗାଲ ଓ ଜ ଲାଇନ ସବୁ ସମାନ ଓସାରର ହୋଇଥାଏ ଏବଂ ମୁହଁର ଗଠନ ସ୍ପଷ୍ଟ ଓ ସିଧା ଦେଖାଯାଏ। ଏହି ମୁହଁ ପାଇଁ ସ୍ଫଟ୍ ସାଇଡ୍-ସ୍ୱେପ୍ଟ ବ୍ୟାଙ୍ଗ୍ସ ଭଲ ମାନିବ । ସେହିଭଳି ଲମ୍ବା କେଶରେ ଲେୟାର୍ସ ଏବଂ ହାଲୁକା ୱେଭ୍ କିମ୍ବା କର୍ଲ ଏକ ଷ୍ଟାଇଲିସ ଲୁକ କ୍ରିଏଟ କରିବ । କର୍ଟେନ୍ ବ୍ୟାଙ୍ଗ୍ସ ମଧ୍ୟ ଟ୍ରାଏ କରିପାରିବେ ।

୪. ରାଉଣ୍ଡ ଫେସ

ଏହି ପ୍ରକାର ମୁହଁର ଲମ୍ବ ଓ ଓସାର ପ୍ରାୟ ସମାନ ଥାଏ ଏବଂ ଗାଲଗୁଡ଼ିକ ଗୋଲାକାର ଓ ନରମ ଦେଖାଯାଏ। ଏହି ମୁହଁ ପାଇଁ ଗୋଟିଏ ପାଖକୁ ସାଇଡ୍ ପାର୍ଟ କରିବା ଖୁବ ମାନିଥାଏ । ସେହିଭଳି ଏହି ଫେସର ଝିଅଙ୍କୁ ହାଇପୋନିଟେଲ୍ ଖୁବ ମାନିଥାଏ । ଏମାନେ ଲମ୍ବା ଲେୟାର୍ସ ଏବଂ ସାଇଡ୍ କର୍ଟେନ୍ ବ୍ୟାଙ୍ଗ୍ସ କରିପାରିବେ । ଉପର ଭାଗରେ ଭଲ ଭଲ୍ୟୁମ୍ ଥିବା ପିକ୍ସି କଟବି ଏମାନଙ୍କୁ ମାନିଥାଏ ।

୫. ଲଙ୍ଗ ଫେସ

ଏହା ଓଭାଲ୍ ମୁହଁ ଭଳି, କିନ୍ତୁ ଏହାର ଲମ୍ବ ଓସାର ତୁଳନାରେ ଯଥେଷ୍ଟ ଅଧିକ ଥାଏ। ଏମାନଙ୍କ କେଶରେ କର୍ଲ କିମ୍ବା ୱେଭ୍ସ , ଯାହା ଦୁଇପାଖକୁ ଓସାରିଆ ଦେଖାଏ। କପାଳକୁ ଘୋଡ଼ାଉଥିବା ବ୍ଲଣ୍ଟ କିମ୍ବା ସାଇଡ୍ ବ୍ୟାଙ୍ଗ୍ସ, ଯାହା ମୁହଁର ଲମ୍ବକୁ କମ୍ ଦେଖାଏ। ସେହିଭଳି କାନ୍ଧ କିମ୍ବା ଗାଲ ଯାଏଁ ଥିବା ମିଡ ଲେନ୍ଥ କଟ ମଧ୍ୟ ଖୁବ ମାନିବ ।

ମସାଲା ସୋୟାମଞ୍ଜି
ସାମଗ୍ରୀ _ ସୋୟାବିନ୍ ମଞ୍ଜି, ପିଆଜ, ରସୁଣ, ଅଦା, ଟମାଟୋ, ଭୃସଙ୍ଗ ପତ୍ର, ହଳଦୀ, ଲଙ୍କା ଗୁଣ୍ଡ, ଜୀରା ଗୁଣ୍ଡ, ଧନିଆ ଗୁଣ୍ଡ, ତେଜପତ୍ର, ସିଝା ଅଣ୍ଡା, ଲୁଣ, ଧନିଆ ପତ୍ର ।

ପ୍ରସ୍ତୁତି _ ପ୍ରଥମେ ସୋୟା ମଞ୍ଜିକୁ ୪ ରୁ ୫ଘଣ୍ଟା ବତୁରାଇ ସିଝାଇ ନିଅନ୍ତୁ । ଏହାପରେ ସିଝା ଅଣ୍ଡାକୁ ତେଲରେ ଭାଜି ରଖନ୍ତୁ । ଏହାପରେ କରେଇରେ ତେଜପତ୍ର ଓ ଭୃସଙ୍ଗ ପତ୍ର ଦେଇ ଛୋଟଛୋଟ କଟା ହୋଇଥିବା ପିଆଜକୁ ପକାଇ ଭାଜନ୍ତୁ । ପିଆଜ ଭାଜିହେବା ପରେ ଏଥିରେ ଅଦା ରସୁଣ ବଟା ପକାନ୍ତୁ । ଏହା ଅଳ୍ପ ସମୟ କସି ହେବା ପରେ ଏଥିରେ ଟମାଟୋ ବଟା ଦିଅନ୍ତୁ । ବର୍ତ୍ତମାନ ଏଥିରେ ସ୍ବାଦ ଅନୁସାରେ ସମସ୍ତ ଗୁଣ୍ଡ ମସଲାକୁ ପକାଇ ଦିଅନ୍ତୁ । ମସଲା ଭଲ ଭାବେ କସି ହେବା ପରେ ଏଥିରେ ସିଝା ସୋୟାବିନ ମଞ୍ଜିକୁ ପକାଇ କସନ୍ତୁ । ମାରି ମରିବା ପରେ ଏଥିରେ ଭଜା ସିଝା ଅଣ୍ଡାକୁ ଛୋଟ ଛୋଟ ଖଣ୍ଡ କାଟି ପକାଇ ଦିଅନ୍ତୁ । ଶେଷରେ ଧନିଆ ପତ୍ର ପକାଇ ପ୍ରସ୍ତୁତ କରନ୍ତୁ ମସାଲା ସୋୟା ମଞ୍ଜି ତରକାରୀ । ଆପଣ ଚାହିଁଲେ ଏହାକୁ ଅଣ୍ଡା ନଦେଇ ମଧ୍ୟ କରିପାରିବେ ।

ଷ୍ଟ୍ରିଟ୍ ଷ୍ଟାଇଲ
ଆଜିକାଲି 'ଷ୍ଟ୍ରିଟ୍ ଷ୍ଟାଇଲ୍' କୁ ସମସ୍ତେ ଖୁବ ପସନ୍ଦ କରିବାରେ ଲାଗିଛନ୍ତି । ବିଶେଷଭାବେ ଯୁବପିଢିଙ୍କର ଏହା ପ୍ରଥମ ପସନ୍ଦ ପାଲଟିଛି । କେବଳ ରାମ୍ପ ଶୋ ନୁହେଁ ଏହାକୁ ବର୍ତ୍ତମାନ ସବୁଦିନିଆ ପିନ୍ଧିବା ଶୈଳୀରେ ମଧ୍ୟ ସାମିଲ କରାଯାଉଛି । ଆସନ୍ତୁ ସେହିଭଳି କିଛି ଷ୍ଟ୍ରିଟ ଷ୍ଟାଇଲ ସମ୍ପର୍କରେ ଜାଣିବା ଯାହା ଆପଣଙ୍କୁ ଷ୍ଟାଇଲିସ କରିବା ସହିତ ଏକ ଭଲ ଲୁକ ପ୍ରଦାନ କରିବ ।

ଓଭରସାଇଜ୍‌ଡ୍

ଷ୍ଟ୍ରିଟ୍ ଫ୍ୟାସନ୍‌ରେ ଓଭରସାଇଜ୍‌ଡ୍ ପୋଷାକର ଚାହିଦା ସବୁଠାରୁ ଅଧିକ। ଲମ୍ବା, ଓଭରସାଇଜ୍‌ଡ୍ ଗ୍ରାଫିକ୍ ଟି-ସାର୍ଟକୁ ଆପଣ ସିଧାସଳଖ ଡ୍ରେସ୍ ଭାବେ ପିନ୍ଧିପାରିବେ । ଏହା ସହିତ ସ୍ନିକର୍ସ ଏବଂ ଏକ ସ୍ମାର୍ଟ ବେଲ୍ଟ ବ୍ୟବହାର କଲେ ଏହା ଏକ ପ୍ରଫେସନାଲ୍ ତଥା କାଜୁଆଲ୍ ଲୁକ୍ ଦେଇଥାଏ ।

କାର୍ଗୋ ପ୍ୟାଣ୍ଟ୍‌ସ ଏବଂ କ୍ରପ୍ ଟପ୍

ଗତ କିଛି ବର୍ଷ ହେବ କାର୍ଗୋ ପ୍ୟାଣ୍ଟ୍‌ସ ଷ୍ଟ୍ରିଟ୍ ଷ୍ଟାଇଲ୍‌ର ପ୍ରମୁଖ ଅଂଶ ପାଲଟିଛି। ଢିଲା କାର୍ଗୋ ପ୍ୟାଣ୍ଟ ସହ ଫିଟେଡ୍ କ୍ରପ୍ ଟପ୍ କିମ୍ବା ଟ୍ୟାଙ୍କ ଟପ୍ ପିନ୍ଧିବା ଦ୍ବାରା ଶରୀରର ବାଲାନ୍ସ ସୁନ୍ଦର ଦେଖାଯାଏ । ଏହା ସହ ଏକ ଓଭରସାଇଜ୍‌ଡ୍ ଜ୍ୟାକେଟ୍ ଲେୟାରିଂ ଆହୁରି ଆକର୍ଷଣୀୟ ଲୁକ ଦେଇଥାଏ ।

ଡେନିମ୍-ଅନ୍-ଡେନିମ୍

ଡେନିମ୍ କେବେବି ଆଉଟ୍-ଅଫ୍-ଫ୍ୟାଶନ୍ ହୁଏନାହିଁ । ଆପଣ ଜିନ୍ସ ସହ ଡେନିମ୍ ଜ୍ୟାକେଟ୍ ପିନ୍ଧିପାରିବେ କିମ୍ବା କୌଣସି ସିମ୍ପଲ୍ କର୍ଟନ୍ ଡ୍ରେସ୍ ଉପରେ ଏକ ଓଭରସାଇଜ୍‌ଡ୍ ଡେନିମ୍ ଜ୍ୟାକେଟ୍‌କୁ କାନ୍ଧରେ ପକାଇ ଷ୍ଟ୍ରିଟ୍-ଚିକ୍ ଲୁକ୍ ପାଇପାରିବେ ।

କାଜୁଆଲ୍ ସ୍ପୋର୍ଟି କୋ-ଓର୍ଡ ସେଟ୍

ଜୋଗର୍ସ, ଟ୍ରାକ୍ ସୁଟ୍ କିମ୍ବା ମ୍ୟାଚିଂ କୋ-ଓର୍ଡ ସେଟ୍ ଗୁଡ଼ିକ ଆଥଲେଜର ଷ୍ଟାଇଲ୍ ପାଇଁ ଜଣାଶୁଣା ।  ଏହି ପୋଷାକଗୁଡ଼ିକ ଯେତିକି କମ୍ଫର୍ଟେବୁଲ୍, ସେତିକି ଷ୍ଟାଇଲିସ୍ । ଏହା ସହିତ ସନ୍‌ଗ୍ଲାସ୍ ଏବଂ ବାସ୍କେଟବଲ୍ ସ୍ନିକର୍ସ ପିନ୍ଧି ଆପଣ ଷ୍ଟ୍ରିଟ୍ ଷ୍ଟାଇଲ୍‌କୁ ସମ୍ପୂର୍ଣ୍ଣ କରିପାରିବେ ।

ଇଣ୍ଡୋ-ୱେଷ୍ଟର୍ନ ଫ୍ୟୁଜନ୍

ଭାରତୀୟ ଷ୍ଟ୍ରିଟ୍ ଫ୍ୟାଶନ୍‌ରେ ସବୁଠାରୁ ଟ୍ରେଣ୍ଡିଂ ହେଉଛି ଫ୍ୟୁଜନ୍ ଲୁକ୍ ।  ଷ୍ଟ୍ରେଟକଟ୍ କୁର୍ତ୍ତି ସହ ଜିନ୍ସ ଏବଂ ହ୍ୱାଇଟ୍ ସ୍ନିକର୍ସ, କିମ୍ବା ଶାଢ଼ୀ ସହ ଡେନିମ୍ ଜ୍ୟାକେଟ୍ ପିନ୍ଧିବା ଦ୍ବାରା ଏକ ପାରମ୍ପରିକ ଏବଂ ଆଧୁନିକ ରୂପ ମିଳିଥାଏ ।

ହାଇଦ୍ରାବାଦି ଲୁଖମି
ସାମଗ୍ରୀ- ୩୦୦ ଗ୍ରାମ ଛୋଟ କଟା ହୋଇଥିବା ମାଂସ, ୨ କପ ମଇଦା, ଏକ ଚାମଚ ଅଦା ରସୁଣ ପେଷ୍ଟ, ଅଳ୍ପ ବଟର, ଅଳ୍ପ ହଳଦୀ, ଏକ ଚାମଚ ଲଙ୍କା ଗୁଣ୍ଡ, ପିଆଜ କଟା ଏକଟା, ଏକ ଚାମଚ ଗରମ ମସଲା, ଅଧା ଚାମଚ ଧନିଆ ଗୁଣ୍ଡ,୨ରୁ ୩ ଚାମଚ ଲେମ୍ବୁ ରସ, କଞ୍ଚା ଲଙ୍କା ।

ପ୍ରଣାଳୀ

ପ୍ରଥମେ ଲୁଖମି ପ୍ରସ୍ତୁତ ପାଇଁ ଗୋଟିଏ ପାତ୍ରରେ ମଇଦାରେ ଲେମ୍ବୁ ରସ, ବଟର, ଲୁଣ ଓ ପାଣି ମିଶାଇ ଚକଟି ନିଅନ୍ତୁ । ଏହାକୁ କିଛି ସମୟ ପାଖରେ ରଖିଦିଅନ୍ତୁ । ପ୍ୟାନରେ ପିଆଜ ପକାଇ ଭାଜନ୍ତୁ । ଏହାପରେ ସେଥିରେ ଅଦା ରସୁଣ ପେଷ୍ଟ ଓ ଲୁଣ ମିଶାନ୍ତୁ । କିଛି ସମୟ ପରେ ଏଥିରେ ଶୁଖିଲା ମସଲା ସବୁ ପକାଇ ଭାଜନ୍ତୁ । ଶେଷରେ ମାଂସ ମିଶାଇ ସିଝିଲା ପର୍ଯ୍ୟନ୍ତ ଭାଜନ୍ତୁ । ସିଝିଗଲା ପରେ ଏହାକୁ ଥଣ୍ଡା କରିବା ପାଇଁ ସାଇଡ୍‌ରେ ରଖନ୍ତୁ । ଏହାପରେ ମଇଦା ମିଶ୍ରଣରୁ ଛୋଟଛୋଟ ଗୁଳା କରନ୍ତୁ । ଏହି ଗୁଳାକୁ ଚାରିକୋଣିଆ ଆକାର କରି ବେଲି ସେଥିରେ ପୁର ଦେଇ ପୁଡିଆ ଭଳି ପ୍ରସ୍ତୁତ କରନ୍ତୁ । ତାପରେ ଏହି ପୁଡିଆକୁ ତେଲରେ ଛାଣି ପ୍ରସ୍ତୁତ କରନ୍ତୁ ହାଇଦ୍ରାବାଦୀ ଲୁଖମି ।

ଷ୍ଟାଇଲିସ୍ ମନସୁନ
ବର୍ଷା ଦିନେ ବର୍ଷା କାରଣରୁ କେଉଁ ପୋଷାକ ପିନ୍ଧିବେ ସେଥିପାଇଁ ଖୁବ ଦ୍ବନ୍ଦ୍ବ ଦେଖିବାକୁ ମିଳିଥାଏ । ସେହିଭଳି ଯେଉଁମାନେ ଷ୍ଟାଇଲିଷ୍ଟ ପୋଷାକ ପିନ୍ଧିବାକୁ ଚାହାନ୍ତି ସେମାନଙ୍କ ପାଇଁ ଏହା ଏକ ସମସ୍ୟାରେ ପରିଣତ ହୋଇଥାଏ । ତେବେ ଆସନ୍ତୁ କିଛି ଟ୍ରିକ ସମ୍ପର୍କରେ ଜାଣିବା ଯାହାକୁ ଅନୁକରଣ କରି ଆପଣ ଏକ ଷ୍ଟାଇଲିସ୍ ମନସୁନ କ୍ରିଏଟ କରିପାରିବେ ।

ଜର୍ଜେଟ୍

ଫ୍ୟାଶନେବୁଲ୍ ଏବଂ ଷ୍ଟାଇଲିସ୍ ଲୁକ୍ ପାଇଁ ଜର୍ଜେଟ୍ ଅତ୍ୟନ୍ତ ଉତ୍ତମ । ଏହା ହାଲୁକା, ନମନୀୟ ଏବଂ ଅତି ଶୀଘ୍ର ଶୁଖିଯାଉଥିବାରୁ ଆର୍ଦ୍ରତାପୂର୍ଣ୍ଣ ପାଗରେ ପିନ୍ଧିବା ପାଇଁ ଏକ ଭଲ ଅପସନ ହୋଇଥାଏ । ଏହା ଏକ ଷ୍ଟାଇଲିଷ୍ଟ ଲୁକ ମଧ୍ୟ ଦେଇଥାଏ ।

ହାଲୁକା ସୁତା ଓ ଲିନେନ୍

ଏହି କପଡ଼ାଗୁଡ଼ିକ ଶରୀରକୁ ଥଣ୍ଡା ରଖନ୍ତି ଏବଂ ଝାଳ ଶୁଖାଇବାରେ ସାହାଯ୍ୟ କରନ୍ତି ।  ସେହିଭଳି ଏଗୁଡିକ ହାଲୁକା ହୋଇଥିବାରୁ ପିନ୍ଧିବାକୁ ଭଲ ହୋଇଥାଏ ।  ତେବେ ବର୍ଷାରେ ଓଦା ହେଲେ ଏହା ଶରୀରରେ ଲାଖିଯିବାର ସମ୍ଭାବନା ଥିବାରୁ, ସବୁବେଳେ ଏହି କପଡ଼ାର ଢିଲା ଓ ଫ୍ରି-ସାଇଜ୍ ପୋଷାକ ପିନ୍ଧିବା ଉଚିତ୍।

ନାଇଲନ୍ ଓ ପଲିଏଷ୍ଟର ବ୍ଲେଣ୍ଡ

ଅଚାନକ ବର୍ଷା ପାଇଁ ଏଗୁଡ଼ିକ ସବୁଠାରୁ ଭଲ ବିକଳ୍ପ । ଏଗୁଡ଼ିକ ଓଦା ହେଲେ ଖୁବ ଶିଘ୍ର ଶୁଖିଥାଏ ତେଣୁ ଏହା ଖୁବ ଭଲ ହୋଇଥାଏ ବାହାରକୁ ଯିବାବେଳେ ପିନ୍ଧିବା ପାଇଁ ।

କ୍ରେପ୍

ଜର୍ଜେଟ୍ ଭଳି ଏହା ମଧ୍ୟ ହାଲୁକା ଏବଂ  ଖୁବ ରିଲାକ୍ସିଂ । ଦୈନନ୍ଦିନ ବ୍ୟବହାର ହେଉଥିବା ଡ୍ରେସ୍ ଏବଂ କୁର୍ତ୍ତି ପାଇଁ ଏହା ଅତି ସୁନ୍ଦର। ପ୍ରତିଦିନର ଅଫିସ ଡ୍ରେସ ପାଇଁ ଏହା ଖୁବ ଭଲ ବିକଳ୍ପ ହୋଇଥାଏ ।

କେଉଁ କପଡ଼ା ପିନ୍ଧିବେ ନାହିଁ

ଜିନ୍ସ  ଓ ଭାରୀ ସୁତା କପଡ଼ା ଏହିଦିନେ ପିନ୍ଧନ୍ତୁ ନାହିଁ । ଏଗୁଡ଼ିକ ସ୍ପଞ୍ଜ ଭଳି ପାଣି ଓ ଆର୍ଦ୍ରତାକୁ ଶୋଷି ନିଅନ୍ତି। ସେହିଭଳି ରେୟନ୍  ଓ ଭିସ୍କୋସ୍ ମଧ୍ୟ ବର୍ଷାଦିନ ପାଇଁ ଅନୁପଯୋଗୀ ହୋଇଥାଏ । କେବେ ବି ଏହି ଦିନେ ସିଲ୍କ  ଓ ଭେଲଭେଟ୍ ପୋଷାକ ପିନ୍ଧନ୍ତୁ ନାହିଁ ।  ପାଣି ପଡ଼ିଲେ ସିଲ୍କ କପଡ଼ାରେ ସହଜରେ ଦାଗ ରହିଯାଏ ଏବଂ ଭେଲଭେଟ୍ ଅତ୍ୟଧିକ ଓଜନିଆ ହୋଇଥିବାରୁ ଓଦା ହେଲେ ଶୀଘ୍ର ଶୁଖେ ନାହିଁ ।

ଶାଗ ମୁଗ
ସାମଗ୍ରୀ

ଭଜା ମୁଗ ଡାଲି : ୧/୨ କପ, କୋଶଳା ଶାଗ: ୧ ବିଡା (ଭଲ ଭାବରେ ଧୋଇ କାଟି ରଖନ୍ତୁ), ପରିବା : କଖାରୁ, ସାରୁ, କଞ୍ଚା କଦଳୀ, ଦେଶୀ ଆଳୁ ଓ ବାଇଗଣ (ଛୋଟ ଛୋଟ ଖଣ୍ଡ କରି କଟା), କୋରା ନଡ଼ିଆ : ୧/୪ କପ୍, ଘିଅ : ୨ ରୁ ୩ ଚାମଚ, ଗୋଟା ଜିରା: ୧ ଚାମଚ, ଗୋଲମରିଚ  :  ୧/୨ ଚାମଚ (ସଦ୍ୟ ବଟା/ଗୁଣ୍ଡ),  ହେଙ୍ଗୁ : ୧/୪ ଚାମଚ, ସୋରିଷ : ୧/୨ ଚାମଚ, ହଳଦୀ ଗୁଣ୍ଡ ଓ ଲୁଣ (ସେନ୍ଧବ ଲୁଣ): ସ୍ୱାଦ ଅନୁସାରେ, ତେଜପତ୍ର : ୧-୨ ଟି ।

ପ୍ରସ୍ତୁତି

ପ୍ରଥମେ ମୁଗ ଡାଲିକୁ ସାମାନ୍ୟ ଭାଜି ଧୋଇ ଦିଅନ୍ତୁ । ଦେଶୀ ହାଣ୍ଡି କିମ୍ବା କୋରାଇରେ ଆବଶ୍ୟକ ପରିମାଣର ପାଣି, ହଳଦୀ, ଲୁଣ, ତେଜପତ୍ର ଓ ଭଜା ମୁଗ ଡାଲି ପକାଇ ସିଝିବାକୁ ଦିଅନ୍ତୁ। ଡାଲି ଅଧା ସିଝି ଆସିଲେ ସେଥିରେ କଟା ହୋଇଥିବା ପରିବା (କଖାରୁ, ସାରୁ, କଦଳୀ, ଆଳୁ) ମିଶାନ୍ତୁ। ପରିବା ନରମ ହୋଇ ଆସିଲେ କଟା ଶାଗ ଓ ବାଇଗଣ ପକାଇ ଭଲ ଭାବରେ ଗୋଳାଇ କିଛି ସମୟ ଫୁଟିବାକୁ ଛାଡ଼ନ୍ତୁ। ସବୁ ସାମଗ୍ରୀ ଭଲ ଭାବେ ସିଝି ମିଶିଗଲା ପରେ ସେଥିରେ କୋରା ନଡ଼ିଆ, ଜିରା-ଗୋଲମରିଚ ଗୁଣ୍ଡ ପକାଇ ଅଳ୍ପ ସମୟ ଆଞ୍ଚରେ ରଖନ୍ତୁ। ଶେଷରେ ଅନ୍ୟ ଏକ ପାତ୍ରରେ ଘିଅ ଗରମ କରି ସୋରିଷ, ଜିରା ଓ ହେଙ୍ଗୁର ଛୁଙ୍କ ପ୍ରସ୍ତୁତ କରି ସେହି ଶାଗ-ମୁଗ ମିଶ୍ରଣରେ ଢାଳି ତୁରନ୍ତ ଘୋଡ଼ାଇ ଦିଅନ୍ତୁ, ପ୍ରସ୍ତୁତ ହୋଇଯିବ ଶାଗମୁଗ ।

ଅମାଲୁ
ସାମଗ୍ରୀ:

ଗହମ ଅଟା କିମ୍ବା ମଇଦା : ୧ କପ, କ୍ଷୀର/ସର : ଗୋଳାଇବା ପାଇଁ ଆବଶ୍ୟକ ଅନୁସାରେ, ଗୁଜୁରାତି ଗୁଣ୍ଡ : ୧ ଛୋଟ ଚାମଚ, ଲୁଣ, ଚିନି/ଗୁଡ଼ ସିରା, ଶୁଦ୍ଧ ଘିଅ କିମ୍ବା ତେଲ ।

ପ୍ରସ୍ତୁତି :

ଅମାଲୁ ହେଉଛି ଓଡ଼ିଶାର ଏକ ପାରମ୍ପରିକ ମିଠା, ଯାହା ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଛପନ ଭୋଗର ଅଂଶ ଭାବେ ଅର୍ପଣ କରାଯାଏ । ଏହାକୁ ତିଆରି କରିବା ପାଇଁ ପ୍ରଥମେ ଗୋଟିଏ ପାତ୍ରରେ ଅଟା (କିମ୍ବା ମଇଦା), ଅଳ୍ପ ଲୁଣ ଏବଂ ଗୁଜୁରାତି ଗୁଣ୍ଡ ମିଶାନ୍ତୁ । ଏବେ ସେଥିରେ ଆବଶ୍ୟକ ଅନୁସାରେ କ୍ଷୀର କିମ୍ବା ସର ମିଶାଇ ଗୋଟିଏ ଚିକ୍କଣ ଓ ମସୃଣ ଘୋଳ ତିଆରି କରନ୍ତୁ । ଅନ୍ୟପଟେ କଡ଼େଇରେ ଘିଅ ଗରମ କରନ୍ତୁ । ଘିଅ ଗରମ ହୋଇଗଲେ, ଘୋଳରୁ ଛୋଟ ଚାମଚେ ଆଣି ଗରମ ଘିଅରେ ଢାଳନ୍ତୁ ଏବଂ ଦୁଇ ପାଖ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଭଲ ଭାବରେ ଛାଣି ନିଅନ୍ତୁ । ଶେଷରେ ଛଣା ହୋଇଥିବା ଗରମ ଅମାଲୁଗୁଡ଼ିକୁ ପୂର୍ବରୁ ପ୍ରସ୍ତୁତ ଚିନି କିମ୍ବା ଗୁଡ଼ ସିରାରେ ଅଳ୍ପ ସମୟ ବୁଡ଼ାଇ କାଢ଼ି ନିଅନ୍ତୁ । ଏବେ ଆପଣଙ୍କର ସ୍ୱାଦିଷ୍ଟ ଶ୍ରୀମନ୍ଦିର ଶୈଳୀର "ଅମାଲୁ" ପ୍ରସ୍ତୁତ ।

ତ୍ରିପୁରି
ସାମଗ୍ରୀ

ମଇଦା: ୨୦୦ ଗ୍ରାମ, ଘିଅ : ୨ ବଡ଼ ଚାମଚ, ଲୁଣ, ପାଣି, କୋରା ନଡ଼ିଆ : ୧୦୦ ଗ୍ରାମ, ଗୁଡ଼ : ୧୩୦-୧୫୦ ଗ୍ରାମ, ଗୋଲମରିଚ, ଅଳେଇଚ ମଞ୍ଜି, ମଇଦା : ୧ ବଡ଼ ଚାମଚ, ଘିଅ ।

ପ୍ରସ୍ତୁତି

ପ୍ରଥମେ ଏକ ପାତ୍ରରେ ମଇଦା, ଲୁଣ ଏବଂ ୨ ବଡ଼ ଚାମଚ ଉଷୁମ ଘିଅ ପକାଇ ଭଲଭାବେ ମିଶାଇ ଦିଅନ୍ତୁ । ତା'ପରେ ଅଳ୍ପ ଅଳ୍ପ ପାଣି ଦେଇ ଏକ ଟାଣ ମିଶ୍ରଣ ଚକଟି ନିଅନ୍ତୁ। ଏହାକୁ ଏକ ଓଦା କପଡ଼ାରେ ଘୋଡ଼ାଇ ୧୫-୨୦ ମିନିଟ୍ ପାଇଁ ରଖିଦିଅନ୍ତୁ । ଏହାପରେ ଅଳ୍ପ ଆଞ୍ଚରେ ଏକ କଡ଼େଇ ବସାଇ ସେଥିରେ ଗୁଡ଼ ପକାଇ ତରଳାନ୍ତୁ । ଏହାପରେ ଏଥିରେ କୋରା ନଡିଆ ପକାଇ ଗୋଳାନ୍ତୁ । ଗୁଡ଼  ଓ ନଡିଆ କୋରା ମିଶିଗଲା ପରେ ସେଥିରେ ଛେଚା ଗୋଲମରିଚ ଓ ଅଳେଇଚ ମଞ୍ଜି ଗୁଣ୍ଡ ପକାଇ ଭଲଭାବେ ମିଶାଇ ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ। ଏବେ ଚକଟା ମଇଦାରୁ ଛୋଟ ଛୋଟ ଗୋଳା କରି ୩-୪ ଇଞ୍ଚ ବ୍ୟାସର ଛୋଟ ପୁରୀ ଭଳି ବେଲି ନିଅନ୍ତୁ । ୧ ବଡ଼ ଚାମଚ ମଇଦା ସହ ୩ ବଡ଼ ଚାମଚ ପାଣି ମିଶାଇ ଏକ ବହଳିଆ ଘୋଳ ତିଆରି କରନ୍ତୁ। ବର୍ତ୍ତମାନ ଗୋଟିଏ ପୁରୀର ମଝିରେ ପ୍ରସ୍ତୁତ ନଡ଼ିଆ-ଗୁଡ଼ ପୁର ରଖନ୍ତୁ । ଏହା ଉପରେ ଆଉ ଏକ  ଛୋଟ ପୁରୀ ସାହାଯ୍ୟରେ ପୁରକୁ ଘୋଡାଇ ଦିଅନ୍ତୁ । ପରେ ପୁଣି ଉକ୍ତ ପୁରୀ ଉପରେ ଆଉ ଅଳ୍ପ ପୁର ଦେଇ ତା ଉପରେ ଆଉ ଏକ ପୁରୀ ଘୋଡାନ୍ତୁ । ପ୍ରତି ସ୍ତରକୁ ମଇଦା ଘୋଳ ଦ୍ବାରା ସିଲ କରନ୍ତୁ । ବର୍ତ୍ତମାନ ତଳେ ଥିବା ସବୁଠାରୁ ବଡ ପୁରୀକୁ ମଇଦା ଘୋଳ ଦେଇ ଅର୍ଦ୍ଧଚନ୍ଦ୍ରାକାର ଆକାର ଦେଇ ବନ୍ଦ କରି ଦିଅନ୍ତୁ । ଏହାପରେ କଡ଼େଇରେ ଘିଅ ଗରମ କରି, ପ୍ରସ୍ତୁତ ତ୍ରିପୁରୀଗୁଡ଼ିକୁ ସାବଧାନତାର ସହ ଛାଣି ନିଅନ୍ତୁ । ଏହାକୁ ଗାଢ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଛାଣି ନିଅନ୍ତୁ ।

ମିଠା କାନିକା
ଅରୁଆ ଚାଉଳ କିମ୍ବା ବାସୁମତୀ ଚାଉଳ: ୧ କପ୍ ,ପାଣି: ୨ କପ, ଗୁଡ଼: ୧ କପ, ଅଳେଇଚ : ୨ଟି, ଜାଇଫଳ, ଡାଲଚିନି , ଲବଙ୍ଗ : ୭-୮ ଟି, ଦେଶୀ ଘିଅ : ୪-୫, ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଚାଉଳକୁ ସଫା ପାଣିରେ ଭଲ ଭାବରେ ଧୋଇ ୧୫-୨୦ ମିନିଟ୍ ପାଇଁ ଭିଜାଇ ରଖନ୍ତୁ ଏବଂ ପରେ ପାଣି ସମ୍ପୂର୍ଣ୍ଣ ନିଗାଡ଼ି ଦିଅନ୍ତୁ । ଏବେ ଘିଅ ଗରମ କରନ୍ତୁ, ସେଥିରେ କାଜୁ ଏବଂ କିସମିସକୁ ହାଲୁକା ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜି ଅଲଗା ବାହାର କରି ରଖିଦିଅନ୍ତୁ । ବଳକା ଘିଅରେ ସମସ୍ତ ଗୋଟା ମସଲା (ତେଜପତ୍ର, ଲବଙ୍ଗ, ଗୁଜୁରାତି, ଅଳେଇଚ, ଡାଲଚିନି, ଏବଂ ଗୋଲମରିଚ) ପକାଇ କିଛି ସେକେଣ୍ଡ ପାଇଁ ଫୁଟାନ୍ତୁ । ଯେପରି ସେଥିରୁ ସୁଗନ୍ଧ ଆସିବ। ଏହାପରେ  ସେଥିରେ ଚାଉଳକୁ ମସଲା ମଧ୍ୟରେ ପକାଇ ଧୀମା ଆଞ୍ଚରେ ୨-୩ ମିନିଟ୍ ପାଇଁ ହାଲୁକା ଭାବେ ଭାଜନ୍ତୁ। ଏବେ ସେଥିରେ ୨ କପ୍ ଗରମ ପାଣି ଏବଂ ଆବଶ୍ୟକ ମୁତାବକ ସାମାନ୍ୟ ଲୁଣ ମିଶାଇ ଫୁଟିବାକୁ ଦିଅନ୍ତୁ । ପାତ୍ରଟିକୁ ଭଲ ଭାବେ ଘୋଡ଼ାଇ ଅତି ଧୀମା ଆଞ୍ଚରେ ୧୨-୧୫ ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ, ଯେପର୍ଯ୍ୟନ୍ତ ଚାଉଳ ୯୦% ପର୍ଯ୍ୟନ୍ତ ସିଝି ନଯାଇଛି । ବର୍ତ୍ତମାନ ସେଥିରେ ଗୁଡ଼  ମିଶାଇ ହାଲୁକା ଭାବେ ଗୋଳାଇ ଦିଅନ୍ତୁ। ପୁଣି ଥରେ ଘୋଡ଼େଇ ଧୀମା ଆଞ୍ଚରେ ୫ ମିନିଟ୍ ପାଇଁ ରନ୍ଧାନ୍ତୁ, ଯେପରି ଚାଉଳ ମିଠାକୁ ଭଲ ଭାବେ ପିଇନେବ । ଶେଷରେ ଆଞ୍ଚ ବନ୍ଦ କରି ଦିଅନ୍ତୁ। ଏବେ ପୂର୍ବରୁ ଭାଜି ରଖିଥିବା କାଜୁ, କିସମିସ୍ ଏବଂ ଏକ ଚାମଚ ଘିଅ ପକାଇ ହାଲୁକା ଗୋଳାଇ ଦିଅନ୍ତୁ ।

ପୋଡପିଠା
ସାମଗ୍ରୀ

ଅରୁଆ ଚାଉଳ ଗୁଣ୍ଡ : ୨ କପ, ଛେନା : ୧ କପ (ହାତରେ ଭଲଭାବେ ଚକଟା ହୋଇଥିବା), ଗୁଡ଼: ୧.୫ କପ, ଶୁଦ୍ଧ ଗାଈ ଘିଅ : ୩-୪ ଚାମଚ, କୋରା ନଡ଼ିଆ: ୧ କପ,ନଡ଼ିଆ ଖଣ୍ଡ (ଛୋଟ ଛୋଟ କଟା ହୋଇଥିବା) : ଅଧ କପ,  ଗୁଜୁରାତି ଗୁଣ୍ଡ: ୧ ଛୋଟ ଚାମଚ, ମରିଚ ଗୁଣ୍ଡ : ୧/୨ ଛୋଟ ଚାମଚ, ହେଙ୍ଗୁ , କାଜୁ ଓ କିସମିସ୍: ଆବଶ୍ୟକ ଅନୁସାରେ, କଦଳୀ ପତ୍ର ।

ପ୍ରସ୍ତୁତି

ପୋଡ଼ ପିଠା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ କଡ଼େଇରେ ୩ କପ୍ ପାଣି ଗରମ କରି ସେଥିରେ ଗୁଡ଼କୁ ଭଲଭାବେ ମିଳେଇବାକୁ ଦିଅନ୍ତୁ । ଗୁଡ଼ ପାଣି ଫୁଟି ଆସିଲେ ସେଥିରେ କୋରା ନଡ଼ିଆ, କଟା ନଡ଼ିଆ ଖଣ୍ଡ, ହାତରେ ଚକଟା ହୋଇଥିବା ଛେନା, କାଜୁ, କିସମିସ୍, ଗୁଜୁରାତି ଗୁଣ୍ଡ, ମରିଚ ଗୁଣ୍ଡ, ହେଙ୍ଗୁ ଏବଂ ୨ ଚାମଚ ଗାଈ ଘିଅ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ଏହାପରେ ଆଞ୍ଚକୁ ଧିମା କରି ସେହି ଫୁଟୁଥିବା ମିଶ୍ରଣରେ ଅଳ୍ପ ଅଳ୍ପ କରି ଚାଉଳ ଗୁଣ୍ଡ ପକାଇ ଚାଟୁ ସାହାଯ୍ୟରେ କ୍ରମାଗତ ଭାବେ ଗୋଳାନ୍ତୁ, ଯେପରି କୌଣସି ମୁଣ୍ଡା ବାନ୍ଧିବ ନାହିଁ ଏବଂ ମିଶ୍ରଣଟି ଶକ୍ତ ହୋଇ କଡ଼େଇ ଛାଡ଼ିବା ପର୍ଯ୍ୟନ୍ତ ଏହି ଜନ୍ତଣୀକୁ ରାନ୍ଧି ସାମାନ୍ୟ ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ । ଏବେ ଏକ ମୋଟା ସସପ୍ୟାନ୍ କିମ୍ବା ବେକିଙ୍ଗ୍ ପାତ୍ରରେ ଘିଅ ଲଗାଇ ତାର ତଳ ଓ ଚାରିପାଖରେ କଦଳୀ ପତ୍ର ବିଛାଇ ଦିଅନ୍ତୁ। ପତ୍ର ଉପରେ ସାମାନ୍ୟ ଘିଅ ଲଗାଇ ପ୍ରସ୍ତୁତ ଜନ୍ତଣୀକୁ ସେଥିରେ ଢାଳି ହାତରେ ସମାନ ଭାବେ ଦବାଇ ସେଟ୍ କରିଦିଅନ୍ତୁ। ଉପରୁ କିଛି କଟା ନଡ଼ିଆ ଓ କାଜୁ ସଜାଇ ଆଉ ଏକ କଦଳୀ ପତ୍ର ଘୋଡ଼ାଇ ଦିଅନ୍ତୁ । ଶେଷରେ, ଗ୍ୟାସ୍‌ ଉପରେ ଏକ ମୋଟା ତାୱା ରଖି ତା' ଉପରେ ଏହି ପିଠା ପାତ୍ରଟିକୁ ରଖନ୍ତୁ ଏବଂ ଏକ ଭାରି ଢାଙ୍କୁଣୀ ଘୋଡ଼ାଇ ସମ୍ପୂର୍ଣ୍ଣ ଧିମା ଆଞ୍ଚରେ ୪୫ ରୁ ୬୦ ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ । ପିଠା ସମ୍ପୂର୍ଣ୍ଣ ଥଣ୍ଡା ହେବା ପରେ ଏହାକୁ କାଟି ନିଅନ୍ତୁ । ଏହାକୁ ପାରମ୍ପରିକ ଉପାୟରେ ଚୁଲିରେ ମଧ୍ୟ ପ୍ରସ୍ତୁତ କରାଯାଇ ପାରିବ ।