ରାଜନୀତି - Samaya Live

ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ପରଲୋକ
କଳାହାଣ୍ଡି : ପୂର୍ବତନ ବିଧାୟକଙ୍କ ପରଲୋକ । ୫୫ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି  କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡର ପୂର୍ବତନ ବିଧାୟକ ଶିବାଜୀ ମାଝୀ । ବିଜେପୁର ପଞ୍ଚାୟତର ଥିବା ନିଜ ଗାଁ ଦାନାରୀଗୁଡା ବାସ ଭବନରେ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି । ଗତ କିଛି ଦିନ ତଳେ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ନିଜ ଗାଁ କୁ ଫେରିଥିଲେ । ତାଙ୍କ ଅକାଳ ବିୟୋଗରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି l

ଜଣେ ଆଦିବାସୀ ନେତା ହିସାବରେ ଜିଲ୍ଲାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଶିବାଜୀ ମାଝୀ ୨୦୦୯ ମସିହାରେ ସେ କଂଗ୍ରେସ ଟିକେଟରୁ ବିଧାୟକ ନିର୍ବାଚିତ ହୋଇଥିଲେ । ପରବର୍ତୀ ସମୟରେ ବିଜେଡିରେ ଯୋଗଦେଇଥିଲେ । ବିଜେଡିରେ ସାମିଲ ହେଲା ପରେ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ଅଧ୍ୟକ୍ଷ ଭାବେ ତାଙ୍କୁ ଦାୟିତ୍ୱ ମିଳିଥିଲା l ସେ ଜିଲାର ଲାଞ୍ଜିଗଡ଼, ଥୁଆମୂଳ ରାମପୁର ଭଳି ଆଦିବାସୀ ଅଞ୍ଚଳଗୁଡ଼ିକର ବିକାଶ ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଥିଲେ। ବିଭିନ୍ନ ପଦପଦବୀରେ ରହିଥିଲେ ମଧ୍ୟ ତାଙ୍କର ସରଳ ଜୀବନଯାପନ ଓ ଲୋକଙ୍କ ପ୍ରତି ଆତ୍ମୀୟତା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା।

୩ ରାଜ୍ୟ ପାଇଁ ବିଜେପିର ପ୍ରଭାରୀ ସହ ପ୍ରଭାରୀ ନିଯୁକ୍ତ
ନୂଆଦିଲ୍ଲୀ : ୩ପ୍ରମୁଖ ରାଜ୍ୟ ପାଇଁ ପ୍ରଭାରୀ ଓ ସହ ପ୍ରଭାରୀ ନିଯୁକ୍ତ କଲା ଭାରତୀୟ ଜନତା ପାର୍ଟି । ମଙ୍ଗଳବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଉତ୍ତର ପ୍ରଦେଶ, ପଞ୍ଜାବ ଏବଂ ଗୁଜରାଟ ପାଇଁ ନୂତନ ରାଜ୍ୟ ପ୍ରଭାରୀ ଏବଂ ସହ-ପ୍ରଭାରୀ ନିଯୁକ୍ତ କରିଛନ୍ତି ।

ଉତ୍ତର ପ୍ରଦେଶ: ବିନୋଦ ତାୱଡେଙ୍କୁ ରାଜ୍ୟ ପ୍ରଭାରୀ ନିଯୁକ୍ତ କରାଯାଇଛି, ଜଗଦୀଶ ଈଶ୍ୱରଭାଇ ପଟେଲଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ପଞ୍ଜାବ ପାଇଁ  ସତୀଶ ପୁନିଆଙ୍କୁ ରାଜ୍ୟ ପ୍ରଭାରୀ ନିଯୁକ୍ତ କରାଯାଇଛି ଏବଂ ଗୁଜରାଟ ପାଇଁ ତରୁଣ ଚୁଗ୍ ଙ୍କୁ ରାଜ୍ୟ ପ୍ରଭାରୀ ନିଯୁକ୍ତ କରାଯାଇଛି।

ସେପଟେ, ସୋମବାର ବିଜେପି ସଭାପତି ଦଳର ନୂତନ ଜାତୀୟ ପଦାଧିକାରୀଙ୍କ ନାମ ଘୋଷଣା କରିଥିଲେ । ନୂଆ ତାଲିକାରେ ୨ଜଣ ଓଡ଼ିଆଙ୍କୁ ସ୍ଥାନ ମିଳିଥିବାବେଳେ ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ବାଦ ଦିଆଯାଇଥିବା ଦେଖିବାକୁ ମିଳିଛି ଇ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ନୂଆ ଟିମ୍ ରେ ମୋଟ ୧୩ ଜଣଙ୍କୁ ଜାତୀୟ ଉପସଭାପତି କରାଯାଇଛି । ତାଲିକାରେ ବସୁନ୍ଧରା ରାଜେ ସିନ୍ଧିଆ, ତୀରଥ ସିଂ ରାୱତ, ରାମ ମାଧବ, ଡି. ପୁରନ୍ଦେଶ୍ୱରୀ, ରେଖା ବର୍ମା, ବର୍ଷାବେନ ନରେନ୍ଦ୍ରଭାଇ ଦୋଶୀ ଅଛନ୍ତି । ସେହିପରି ଡକ୍ଟର ଭାରତୀ ପ୍ରବୀଣ ପାୱାର, ମନପ୍ରୀତ ସିଂ ବାଦଲ, ଲାଲ ସିଂ ଆର୍ଯ୍ୟ, ପ୍ରଫେସର ଏମ୍. ନାଗରାଜା, ପ୍ରଫେସର ତାରିକ ମନସୁର ଓ ଡା. ମଧୁଚନ୍ଦ୍ର କରଙ୍କ ସମେତ ବରିଷ୍ଠ ନେତା ରହିଛନ୍ତି । ନୀତିନ ନବୀନଙ୍କ ନୂଆ ଟିମରେ ଓଡ଼ିଶାର ବରିଷ୍ଠ ନେତା ତଥା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ପ୍ରଦାନ କରାଯାଇ ଥିବାବେଳେ ପୁରୀ ସାଂସଦ ଡ.ସମ୍ବିତ ପାତ୍ରଙ୍କୁ ଉତ୍ତର ପୂର୍ବ ଭାରତର ସଂଯୋଜକ ଦାୟିତ୍ବ ମିଳିଛି ।

ଘରୁ ନ ବାହାରି ଟୁଇଟ୍ କରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବିରୋଧୀ ଦଳ ନେତା: ବିରଂଚି ନାରାୟଣ ତ୍ରିପାଠୀ
କୁଆଡ଼େ ନ ଯାଇ, ଲୋକଙ୍କ ସୁବିଧା ଅସୁବିଧାରେ ଠିଆ ନ ହୋଇ କେବଳ ଟୁଇଟ୍ କରି ଯଦି କାମ ସାରିଦେବେ ବୋଲି ନବୀନ ପଟ୍ଟନାୟକ ଭାବୁଛନ୍ତି ତାକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ..

ଭୁବନେଶ୍ୱର: ଲଗାଣ ବର୍ଷା କାରଣରୁ ଓଡ଼ିଶାର ଅନେକ ଜିଲ୍ଲାରେ ଏକାଧିକବାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଓଡ଼ିଶା ସରକାର ଅତ୍ୟନ୍ତ ଦକ୍ଷତାର ସହ ତାର ମୁକାବିଲା ଓ ପରିଚାଳନା କରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀଙ୍କ ଠାରୁଆରମ୍ଭ କରି ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ, ବିଜେପିର ସମସ୍ତ ସାଂସଦ, ବିଧାୟକ, ବିଜେପି ରାଜ୍ୟ ସଭାପତିଙ୍କ ପର୍ଯ୍ୟନ୍ତ ସଭିଏଁ ବିଭିନ୍ନ
ଅଚଂଳ ଗସ୍ତ କରି ବନ୍ୟାସ୍ଥିତି ସମୀକ୍ଷା କରୁଛନ୍ତି । ସେସବୁ ଅଂଚଳରେ କିପରି ଲୋକଙ୍କ ପାଖରେ ସରକାରୀ ସୁବିଧା ପଂହଚିବ, ଲୋକମାନେ କେଉଁ ପ୍ରକାର ଭାବେ ସୁରକ୍ଷିତ ରହିବେ ସେସମସ୍ତ ବ୍ୟବସ୍ଥା ଅତ୍ୟନ୍ତ ଦକ୍ଷତାର ସହ ସରକାର ଏବଂ ସଂଗଠନ ତରଫରୁ କରାଯାଉଛି । କନ୍ତି ୁବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘରେ ବସି କିଛି ଅନୁଧ୍ୟାନ ନ କରି କେବଳ ଟୁଇଟ୍ କରୁଛନ୍ତି ବୋଲି ପ୍ରେସ୍‌ବାର୍ତାରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।
ଶ୍ରୀ ତ୍ରିପାଠୀ କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଜାଣିବା ଦରକାର ଯେ, କେବଳ ଟୁଇଟ୍ କଲେ ତାଙ୍କର କାମ
ସରିବ ନାହିଁ । ଓଡ଼ିଶାବାସୀ ସବୁ ଦେଖୁଛନ୍ତି । ଓଡ଼ିଶାବାସୀ ଦୀର୍ଘ ସମୟ ଧରି ତାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ ଏବଂ ଆଜି ମଧ୍ୟ ବିରୋଧି ଦଳର ନେତା ଆସନରେ ବସାଇଛନ୍ତି । ବିରୋଧୀ ଦଳର ନେତା ହିସାବରେ ମଧ୍ୟ ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତାଙ୍କର ନୈତିକ ଦାୟିତ୍ୱ ହେଉଛି ଲୋକଙ୍କ ପାଖରେ ପହଂଚିବା ଓ ସେମାନଙ୍କ ସୁବିଧା ଅସୁବିଧାରେ ଠିଆହେବା, ଯଦି କୌଣସି ସମସ୍ୟା ରହିଛି ତାକୁ ସୁଧାରିବାକୁ ଚେଷ୍ଟା କରିବା । ମାତ୍ର ଲୋକଙ୍କ ସମସ୍ୟାକୁ ସେ ଗୁରୁତ୍ୱ ଦେଉନାହାନ୍ତି । ଚଳିତ ବର୍ଷ ଓଡ଼ିଶାରେ ବାରମ୍ବାର ବନ୍ୟା ଆସିଲା ପରେ ମଧ୍ୟ ଦିନେ ହେଲେ ସେ ଘରୁ ବାହାରି ନାହାନ୍ତି, କୌଣସି ବନ୍ୟା ପ୍ଲାବିତ ଅଂଚଳକୁ ଗସ୍ତ କରିନାହାନ୍ତି । କୁଆଡ଼େ ନ ଯାଇ ଲୋକଙ୍କ ସୁବିଧା ଅସୁବିଧାରେ ଠିଆ ନ ହୋଇ କେବଳ ଟୁଇଟ୍ କରି ଯଦି କାମ ସାରିଦେବେ ଭାବୁଛନ୍ତି ତାକୁ ଓଡ଼ିଶାବାସୀ କେବେ ଗ୍ରହଣ କରିବେ ନାହିଁ ।

ଓଡ଼ିଶାବାସୀ ଅତ୍ୟନ୍ତ ସଚେତନ । ବିରୋଧୀ ଦଳ ନେତାଙ୍କ ଏପ୍ରକାର ମାନସିକତାକୁ ସମସ୍ତେ ଭଲ ଭାବେ ବୁଝିସାରିଲେଣି । ବନ୍ୟା ସମୟରେ ଘରୁ ନ ବାହାରି ଗଣମାଧ୍ୟମରେ ବାର୍ତା ଦେଇ ଓ ଟୁଇଟ୍ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିପରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ତାହା ସବୁ ଜାଣିସାରିଲେଣି । ତାଙ୍କର ଏପ୍ରକାର ଅପଚେଷ୍ଟା କେବେ ସଫଳ ହେବ ନାହିଁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

ବାଜି ରାଉତଙ୍କ ଜନ୍ମସ୍ଥାନ ଢେଙ୍କାନାଳ ନୀଳକଣ୍ଠପୁରରେ 'ତ୍ରିରଙ୍ଗା ପଦଯାତ୍ରା'ରେ ସାମିଲ ହେଲେ ସାଂସଦ
ଢେଙ୍କାନାଳ/ଭୁବନ, ଅଗଷ୍ଟ ୧୪, ୨୦୨୬ - ବୀର ବାଜି ରାଉତ ହେଉଛନ୍ତି ଯୁବକତ୍ୱ, ତ୍ୟାଗ, ସାହସ, ଦେଶପ୍ରେମ ଓ ବଳିଦାନର ଅମର ପ୍ରତୀକ । ଖେଳକୁଦ ବୟସରେ ଦେଶ ମାତୃକା ପାଇଁ ସେ ଯେଉଁଭଳି ନିର୍ଭୀକତାର ସହ ବଳିଦାନ ଦେଇଥିଲେ, ତାହା ଆଜିର ନୂଆପିଢ଼ି ପାଇଁ ବୀରତ୍ୱର ଚରମ ନିଦର୍ଶନ ବୋଲି କହିଛନ୍ତି  ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଶୁକ୍ରବାର ଦେଶର ସର୍ବକନିଷ୍ଠ ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ପବିତ୍ର ଜନ୍ମସ୍ଥାନ ଢେଙ୍କାନାଳ ଜିଲ୍ଲା ଭୁବନ ନୀଳକଣ୍ଠପୁରରେ ଆୟୋଜିତ ‘ତ୍ରିରଙ୍ଗା ପଦଯାତ୍ରା ସମାରୋହ’ରେ ସାମିଲ ହୋଇଥିଲେ । ଏଠାରେ ‘ଶହୀଦ ବାଜି ରାଉତ ସ୍ମୃତି ସ୍ତମ୍ଭ’ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦେଶ ପ୍ରତି ବୀର ବାଜି ରାଉତଙ୍କ ଅବଦାନ ଅତୁଳନୀୟ । ଖେଳକୁଦ ବୟସରେ ମାତୃଭୂମିର ସ୍ୱାଭିମାନ ରକ୍ଷା ପାଇଁ ସେ ଇଂରେଜମାନଙ୍କ ଠାରୁ ଗୁଳି ଖାଇବାକୁ ଶ୍ରେୟସ୍କର ମଣିଥିଲେ । ତାଙ୍କର ଜନ୍ମସ୍ଥାନକୁ ଏକ ସାଧାରଣ ଭୌତିକ ସ୍ମରଣିକାରେ ସୀମିତ ନରଖି, ଏହାକୁ ଶତାବ୍ଦୀ ଶତାବ୍ଦୀ ଧରି ପ୍ରେରଣା ଯୋଗାଉଥିବା ଏକ ଅନନ୍ୟ "ପ୍ରେରଣାର କେନ୍ଦ୍ର" ଭାବେ ଗଢ଼ିତୋଳାଯିବ ।

ଏହି ସଂଗ୍ରାମୀ ମାଟିର ପରମ୍ପରାକୁ ସ୍ମରଣ କରି ସେ କହିଛନ୍ତି ଯେ, ବିପ୍ଳବୀ ସାରଙ୍ଗଧର ଦାସ, ବୀର ବୈଷ୍ଣବ ଚରଣ ପଟ୍ଟନାୟକ, ମୂଷା ମଲ୍ଲିକ, ମହେଶ ଚନ୍ଦ୍ର ସୁବାହୁ ସିଂହ, ପବିତ୍ର ମୋହନ ପ୍ରଧାନଙ୍କ ଭଳି ମହାନୁଭବଙ୍କ ଅତୁଳନୀୟ ତ୍ୟାଗ ବଳରେ ଇଂରେଜ ଶାସନ ବିରୋଧରେ ଏହି ଅଞ୍ଚଳ ସ୍ୱାଧୀନତା ସଂଗ୍ରାମର ପ୍ରମୁଖ କେନ୍ଦ୍ର ପାଲଟିଥିଲା। ସେତେବେଳେ ଦେଶ ପାଇଁ ବଳିଦାନ ଦେବାର ଆବଶ୍ୟକତା ଥିଲା, ମାତ୍ର ଆଜି ଦେଶ ପାଇଁ ବଞ୍ଚିବାର ଆବଶ୍ୟକତା ରହିଛି। ଟେକ୍ନୋଲୋଜିର ଉପଯୋଗ କରି ଲୋକଙ୍କ ଜୀବନଶୈଳୀ ବଦଳାଇବା ସହ ଆମ ଯୁବପିଢ଼ି ନିଶାରୁ ଦୂରେଇ, ସ୍ୱାବଲମ୍ବୀ, ଆତ୍ମବିଶ୍ୱାସୀ, କୁଶଳୀ, ବୈଜ୍ଞାନିକ ଓ ଚିକିତ୍ସକ ହୁଅନ୍ତୁ । ଏହି ଅଞ୍ଚଳର ଉତ୍ପାଦିତ ସାମଗ୍ରୀକୁ ଗ୍ଲୋବାଲ ସପ୍ଲାଏ ଚେନ୍‌ରେ ଯୋଡ଼ିପାରିଲେ ହିଁ ଏହି ମହାନ ବୀର ସଂଗ୍ରାମୀମାନଙ୍କ ପ୍ରତି ସଠିକ୍‌ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଛନ୍ତି।

ଢେଙ୍କାନାଳ ହେଉଛି ସଂସ୍କୃତି, ଆଧ୍ୟାତ୍ମିକତା, ମହିମା ବିଚାରର ଭୂମି । ୨୦୪୭ରେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ । ତେଣୁ ବର୍ତ୍ତମାନ ସମୟରୁ ‘ବିକଶିତ ଢେଙ୍କାନାଳ’ ଓ ‘ବିକଶିତ ଓଡ଼ିଶା’ ଗଠନ କରିବା ପାଇଁ ସମସ୍ତଙ୍କୁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି।

ଏହି 'ତ୍ରିରଙ୍ଗା ପଦଯାତ୍ରା' କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ରନାରାୟଣ ପାଣି, ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି, ବହୁମାନ୍ୟଗଣ୍ୟ ବ୍ୟକ୍ତି, ଯୁବସାଥୀ ଓ ଜନସାଧାରଣ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ।

ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ସମାପ୍ତ ହେଲା ଲୋକସଭା ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ : ବିରୋଧୀଙ୍କ ହଟ୍ଟଗୋଳ ଓ ନାରାବାଜି ମଧ୍ୟରେ ସମାପ୍ତ ହେଲା ଲୋକସଭା ମୌସୁମୀ ଅଧିବେଶନ । ଆଜି ଅଧିବେଶନର ଅନ୍ତିମ ଦିନ ଥିବାବେଳେ ଅଧିବେଶନ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ କରିଥିଲେ ବିରୋଧୀ । ଫଳରେ ବନ୍ଦେ ମାତରମ ଗାନ ପରେ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ଓମ ବିର୍ଲା । ସଂସଦ ଆରମ୍ଭରୁ ପେପର ଲିକ କୁ ନେଇ  ପ୍ରବଳ ହଟ୍ଟଗୋଳ ଏବଂ ନାରାବାଜି କରି ଗୃରେହ ଚଳାଇ ଦେଇନଥିଲେ ବିରୋଧୀ ସାଂସଦ ।

ଅଧିବେଶନର ଅନ୍ତିମ ଦିନରେ ବାଚସ୍ପତି ଓମ୍ ବିର୍ଲା ଗୃହର ସୁଚାରୁ ପରିଚାଳନା ପାଇଁ ସମସ୍ତ ସଦସ୍ୟଙ୍କ ସହଯୋଗ ଲୋଡ଼ିଥିଲେ। ତେବେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସାଂସଦଙ୍କ ପ୍ରତିବାଦ ଓ ନାରାବାଜି ଜାରି ରହିଥିଲା। ଫଳରେ ଗୃହର କାର୍ଯ୍ୟ ସ୍ୱାଭାବିକ ହୋଇପାରିନଥିଲା। ଶେଷରେ ଆଜି ସମ୍ପୂର୍ଣ୍ଣ ‘ବନ୍ଦେ ମାତରମ୍’ ଗାନ ପରେ ବାଚସ୍ପତି ଅଧିବେଶନକୁ ସମାପ୍ତ ଘୋଷଣା କରିଥିଲେ ବାଚସ୍ପତି   ।

ଚଳିତ ଅଧିବେଶନରେ ସରକାର ଓ ବିରୋଧୀ ଦଳ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ତୀବ୍ର ମତଭେଦ ଦେଖାଦେଇଥିଲା। ବିରୋଧୀଙ୍କ ପ୍ରତିବାଦ ଯୋଗୁଁ ଏକାଧିକ ଥର ଲୋକସଭାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ବିଶେଷକରି ପେପର ଲିକ୍‌ ପ୍ରସଙ୍ଗକୁ ନେଇ ଅଧିବେଶନ ସମୟରେ ଗୃହ ରାଜନୈତିକ ଭାବେ ସରଗରମ ରହିଥିଲା।ହଟ୍ଟଗୋଳ ଓ ମତଭେଦ ସତ୍ତ୍ୱେ ସରକାର ପକ୍ଷରୁ ଅଧିବେଶନରେ କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାରିତ କରାଯାଇଥିଲା।

ତିଖିରୀ ପଞ୍ଚାୟତ ବିବାଦ , ଅନାସ୍ଥା ଫଳ ପ୍ରକାଶ ଉପରେ ହାଇକୋର୍ଟଙ୍କ ରୋକ
କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ଅନାସ୍ଥା ପ୍ରସଙ୍ଗ । ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ଭୋଟିଂ ହେବ କିନ୍ତୁ ଫଳାଫଳ ଘୋଷଣା ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ । ନ୍ୟାୟାଳୟଙ୍କ ରାୟ ନ ଆସିବା ପର୍ଯ୍ୟନ୍ତ ମାମଲାର ରାୟକୁ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ ବିଚାରପତି ସଞ୍ଜୟ କୁମାର ମିଶ୍ରଙ୍କ ଜଣକିଆ ଖଣ୍ଡପୀଠ । ଏଥିସହ ସରପଞ୍ଚ ଚାମେଲିଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପ୍ରକ୍ରିୟା ଚାଲୁ ରଖିବା ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି ।

ଗତ ଜୁଲାଇ ୨୭ ତାରିଖ ଦିନ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୱାର୍ଡ ସଭ୍ୟ ମାନଙ୍କର ଦସ୍ତଖତ ଯାଞ୍ଚ ହୋଇଥିବା ବେଳେ ଆସନ୍ତା ୧୩ ତାରିଖ ଗୁରୁବାର ଦିନ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟିଂ ହେବାକୁ ଦିନ ଧାର୍ଯ୍ୟ କରିଥିଲେ ନିର୍ବାଚନ ଅଧିକାରୀ ତଥା କେନ୍ଦ୍ରାପଡ଼ା ଉପ ଜିଲ୍ଲାପାଳ । ତେବେ ଏହି ଅନାସ୍ଥା ଭୋଟିଂକୁ ବିରୋଧ କରି ସରପଞ୍ଚ ଚାମେଲି ଓଝା, ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ । ଆଜି (ମଙ୍ଗଳବାର) ଚାମେଲିଙ୍କ ଅନାସ୍ଥା ଭୋଟିଂର ଶୁଣାଣୀ କରି ରାୟ ସଂରକ୍ଷିତ ରଖିଛନ୍ତି ଉଚ୍ଚ ନ୍ୟାୟାଳୟ । ତେବେ ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ନିର୍ବାଚନ ପ୍ରକ୍ରିୟା ଜାରି ରହିବ କିନ୍ତୁ ଫଳାଫଳ ଘୋଷଣା କରିପାରିବେ ନାହିଁ ବୋଲି, ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ ।

ସୂଚନାନୁସାରେ, ତିଖିରୀ ପଞ୍ଚାୟତର ୨୨ଜଣ ଓ୍ବାର୍ଡ ସଭ୍ୟଙ୍କ ମଧ୍ୟରୁ ୨୧ଜଣ ଓ୍ବାର୍ଡ ସଭ୍ୟ ସରପଞ୍ଚ ଚାମେଲି ଓଝାଙ୍କ ବିପକ୍ଷରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି।

ଆଜିଠାରୁ ୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର :  ଆଜି ଅପରାହ୍ନରେ ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ମୁଖ୍ୟ ଶାସନ ସଚିବ ଏବଂ ଶିଳ୍ପ ସଚିବ ମଧ୍ୟ ଯିବେ । ଦିଲ୍ଲୀ ଓ ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ସେଠାରେ ବିଶାଳ ରୋଡ଼ ଶୋ'ରେ ଭାଗ ନେବେ ମୁଖ୍ୟମନ୍ତ୍ରୀ । ଏଥର ଫୋକସରେ ରହିବ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ ମେଟାଲ ଡାଉନଷ୍ଟ୍ରିମ ଶିଳ୍ପ ।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଟିମ ଓଡିଶା ବିଭିନ୍ନ ନିବେଶକାରୀଙ୍କ ସହ ଆଲୋଚନା କରିବେ । ଓଡ଼ିଶାରେ ଥିବା ଶିଳ୍ପାୟନର ସୁଯୋଗ ଫାଇଦା ନେବାକୁ ବିଭିନ୍ନ କମ୍ପାନୀକୁ ଆମନ୍ତ୍ରଣ କରିବେ । ଆଇଓସିଏଲ, ନାଲ୍‌କେ ଭଳି କମ୍ପାନୀ କିଭଳି ରାଜ୍ୟରେ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରି ଜରିଆରେ ଉତ୍ପାଦ ବଢାଇବେ, ସେ ନେଇ ରାଉଣ୍ଡଟେବଲ ବୈଠକ ବସିବ ।

ଉଦୟନିଧି ଷ୍ଟାଲିନ ଗିରଫ
ତାମିଲନାଡୁ : ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଗିରଫ । ଅଭିନେତ୍ରୀ 'ତ୍ରିଶା'ଙ୍କ ପ୍ରତି ବିବାଦୀୟ ଟିପ୍ପଣୀ ଦେଇ ମଙ୍ଗଳବାର ସକାଳେ ଗିରଫ ହୋଇଛନ୍ତି ବିରୋଧୀ ଦଳ ନେତା ଷ୍ଟାଲିନ । ତଞ୍ଜାଭୁରରେ ଏକ ରାଲି ସମୟରେ ଅଭିନେତ୍ରୀ ତ୍ରିଶାଙ୍କୁ ନେଇ ଅପମାନଜନକ ଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ ହୋଇଥିଲା ।

ସୂଚନାନୁସାରେ, ସୋମବାର ତଞ୍ଜାଭୁରରେ କାବେରୀ ଜଳ ବିବାଦକୁ ନେଇ ଆୟୋଜିତ ଏକ ପ୍ରତିବାଦ ସଭାରେ ଉଦୟନିଧି ଷ୍ଟାଲିନ୍ ମୁଖ୍ୟମନ୍ତ୍ରୀ ସି.ଜୋସେଫ୍ ବିଜୟଙ୍କୁ ଟାର୍ଗେଟ୍ କରୁଥିବା ସମୟରେ ଏକ ବିବାଦୀୟ ପରିସ୍ଥିତି ଉପୁଜିଥିଲା । ଏହି ସମୟରେ ଭିଡ଼ ମଧ୍ୟରୁ 'ତ୍ରିଶା' 'ତ୍ରିଶା' ନାରା ଶୁଣାଯାଇଥିଲା । ଏହାର ଜବାବରେ ଉଦୟନିଧି ଏକ ଅଶ୍ଳୀଳ, ଡବଲ ମିନିଙ୍ଗ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ସ୍ଲୋଗାନ ମଧ୍ୟରେ ଷ୍ଟାଲିନ୍ କହିଥିଲେ, “ପାଣି ଅନ୍ୟତ୍ର ପହଞ୍ଚୁକି ନ ପହଞ୍ଚୁ ତାହା ନିଶ୍ଚିତ ଭାବରେ ସେଠାରେ ପହଞ୍ଚିବ।” ତଥାପି, ସେ ତୁରନ୍ତ ହସି ସ୍ପଷ୍ଟ କଲେ ଯେ ସେ କାବେରୀ ନଦୀର ପାଣି ବିଷୟରେ କହୁଥିଲେ । ଟିଭିକେ ଏହି ବୟାନକୁ ମହିଳାଙ୍କ ପ୍ରତି ଅପମାନଜନକ ଏବଂ ଅଶାଳୀନ ବୋଲି ଦର୍ଶାଇ ଉଦୟନିଧିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି।

ତାମିଲନାଡୁ ଭାଜପାର ମୁଖ୍ୟ ମୁଖପାତ୍ର ନାରାୟଣନ ତିରୁପତି ଏହି ବୟାନକୁ କଡ଼ା ନିନ୍ଦା କରିବା ସହ ଉଦୟନିଧିଙ୍କୁ ଗିରଫ କରାଯିବାକୁ ଦାବି କରିଥିଲେ । ସେହିପରି ଟିଭିକେ ଡିଏମକେ ନେତାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନିନ୍ଦା କରିଥିଲା।

ଟିଭିକେ ନେତା ଏ.ନାରାୟଣାନ କହିଥିଲେ "ଉଦୟନିଧି ଷ୍ଟାଲିନଙ୍କୁ ମୁଖ୍ୟମନ୍ତ୍ରୀ ବିଜୟ କିମ୍ବା ଟିଭିକେ ବିରୋଧରେ କହିବା ପାଇଁ ନୁହେଁ, ବରଂ ଜଣେ ମହିଳାଙ୍କୁ ଅପମାନ କରିବା ପାଇଁ ଗିରଫ କରାଯାଇଛି।"

ଉଲ୍ଲେଖଯୋଗ୍ୟ,ଅଭିନେତ୍ରୀ 'ତ୍ରିଶା' ହେଉଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଘନିଷ୍ଠ ବନ୍ଧୁ । ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ସମୟରେ ସୋସିଆଲ ମିଡିଆରେ ଆଲୋଚାନା ହୋଇଥାଏ ।  ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇ ରାଲ ହେବା ପରେ ଶାସକ ଟିଭିକେ ଓ ବିରୋଧୀ ଦଳ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା  ।

ଭୁବନେଶ୍ୱର ପହଞ୍ଚିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପରେ ପ୍ରଥମ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଆଜି ସକାଳେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଛାତ୍ରଛାତ୍ରୀଙ୍କ ସହ ରାଜ୍ୟ ବିଜେପି ପକ୍ଷରୁ ଧର୍ମେନ୍ଦ୍ରଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ବିମାନବନ୍ଦରରେ ବରଗଡ଼ ବିଧାୟକ,ବରିଷ୍ଠ ବିଜେପି ନେତା,ସାଂସଦଙ୍କ ସମେତ ଦଳୀୟ କର୍ମୀ ପହଞ୍ଚି ତାଙ୍କୁ ସ୍ୱାଗତ ଜଣାଇଛନ୍ତି । ମଙ୍ଗଳବାର ଦିଲ୍ଲୀରୁ ବାହାରି ସକାଳ ୧୧ଟାରେ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ।

ସେପଟେ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି । ସୋସିଆଲ ମିଡିଆଠାରୁ ଆରମ୍ଭ କରି ଜନସାଧାରଣଙ୍କ ପର୍ଯ୍ୟନ୍ତ ସବୁଠି ଏବେ ତାଙ୍କ ତ୍ୟାଗ ଓ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ।

ଛାତ୍ରଛାତ୍ରୀ ଏବଂ ଯୁବପୀଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ନିଜର ଆବେଗପୂର୍ଣ୍ଣ ଇସ୍ତଫା ପତ୍ରରେ ସେ ଦେଶର ଯୁବବର୍ଗଙ୍କ ସ୍ୱାର୍ଥ ରକ୍ଷାକୁ ନେଇ ଯେଉଁ ବାର୍ତ୍ତା ଦେଇଛନ୍ତି, ତାହା ସାରା ଦେଶର ଯୁବସମାଜକୁ ଗଭୀର ଭାବେ ଆନ୍ଦୋଳିତ କରିଛି । ଜଣେ ଦକ୍ଷ ନେତା ଭାବରେ ବ୍ୟକ୍ତିଗତ କ୍ଷମତା ଠାରୁ ଦେଶର ଭବିଷ୍ୟତ ଗଢୁଥିବା ଯୁବପିଢିଙ୍କ ସ୍ୱାର୍ଥକୁ ଆଗରେ ରଖିବା ଘଟଣାକୁ ଯୁବ ସମାଜ ଖୁବ ପସନ୍ଦ କରିଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଧର୍ମେନ୍ଦ୍ର ପ୍ରଧାନଙ୍କର ଏହି ଗୋଟିଏ ଇସ୍ତଫା ପୋଷ୍ଟ ଏବେ ଚର୍ଚ୍ଚା ସୃଷ୍ଟି କରିଛି । ସୋସିଆଲ ମିଡିଆରେ ସମର୍ଥନ ବଢୁଛି । ଧର୍ମେନ୍ଦ୍ରଙ୍କ ଗୋଟିଏ ପୋଷ୍ଟକୁ ୪ କୋଟି ୬୮ ଲକ୍ଷ ଲୋକ ଦେଖିଛନ୍ତି ।

ସୁପ୍ରିମକୋର୍ଟ ରୁ ନିରାଶ ହେଲେ ବିଜେଡି ନେତା ଅରୁଣ ସାହୁ
ଭୁବନେଶ୍ୱର : ନିର୍ବାଚନୀ ଅନିୟମିତତା ମାମଲା । ବିଜୁ ଜନତା ଦଳର ପୂର୍ବତନ ବିଧାୟକ ଅରୁଣ ସାହୁ ସୁପ୍ରିମକୋର୍ଟ ରୁ ନିରାଶ । ବିନା ଶୁଣାଣିରେ ନିର୍ବାଚନ ଅନିୟମିତତା ମାମଲା ଖାରଜ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ତାଙ୍କ ସଦସ୍ୟତା ରଦ୍ଦ ମାମଲା ଓଡ଼ିଶା ହାଇକୋର୍ଟରେ ଚାଲିବ । ଆସନ୍ତା ୬ ମାସ ମଧ୍ୟରେ ନିର୍ବାଚନ ଅନିୟମିତତା ମାମଲାର ଶୁଣାଣି କରି ରାୟ ପ୍ରକାଶ କରିବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ସୂଚନାନୁସାରେ, ଗତ ୨୦୨୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ନୟାଗଡ଼ ଆସନରୁ ବିଧାୟକ ହୋଇଥିବା ଅରୁଣ କୁମାର ସାହୁଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ପରାଜିତ ବିଜେପି ପରାଜିତ ପ୍ରାର୍ଥୀନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ହାଇକୋର୍ଟରେ ଆବେଦନ କରିଥିଲେ । ନିର୍ବାଚନ ସତ୍ୟପାଠ‌ରେ ଶ୍ରୀ ସାହୁ ସଂପତ୍ତି ସଂକ୍ରାନ୍ତରେ ସଠିକ ତଥ୍ୟ ଦେଇ ନଥିଲେ । ଏଥି ସହିତ ତାଙ୍କ ନାମାଙ୍କନପତ୍ର ରିଟର୍ଣ୍ଣିଂ ଅଫିସର ବେଆଇନ ଭାବେ ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା । ନିର୍ବାଚନରେ ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ ମାତ୍ର ୪୩୯ ଖଣ୍ଡ ଭୋଟରେ ହରାଇଥିଲେ ଅରୁଣ ସାହୁ । ରାଜେଶ୍ୱରୀ ହାଇକୋର୍ଟରେ ମାମଲା ଦାୟର ପରେ ବିନା  ଶୁଣାଣିରେ ମାମଲା ଖାରଜ କରିବାକୁ ନେଇ ଅରୁଣ ସାହୁ ହାଇକୋର୍ଟଙ୍କ ନିକଟରେ ଅପିଲ୍ କରିଥିଲେ । ହାଇକୋର୍ଟ ତାଙ୍କର ଆବେଦନ ଖାରଜ କରିବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶେଷରେ ସୁପ୍ରିମକୋର୍ଟରୁ ଅରୁଣଙ୍କୁ ନିରାଶ ହେବାକୁ ପଡ଼ିଛି ।

ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସ୍ୱାଗତ
ନୂଆଦିଲ୍ଲୀ : ଶିକ୍ଷାମନ୍ତ୍ରୀ ପଦବୀରୁ ଇସ୍ତଫା ଦେବା ପରେ ଆଜି ମୌସୁମୀ ଅଧିବେଶନ ପାଇଁ ସଂସଦରେ ପହଂଚିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଂସଦର ମକର ଦ୍ୱାରରେ ଏନଡିର ସାଂସଦମାନଙ୍କ ପକ୍ଷରୁ ତାଙ୍କୁ ଉଚ୍ଛ୍ୱସିତ ସ୍ୱାଗତ କରାଯାଇଥିଲା। ସାଂସଦମାନେ ‘ଧର୍ମେନ୍ଦ୍ର ପ୍ରଧାନ ଜିନ୍ଦାବାଦ’ ସ୍ଲୋଗାନ ମଧ୍ୟ ଦେଇଥିଲେ । ଏହା ପରେ ତାଙ୍କୁ ପଗଡ଼ି ପିନ୍ଧାଇ ସସମ୍ମାନ ସହିତ ଗୃହ ଭିତରକୁ ନିଆଯାଇଥିଲା ।

ସୂଚନାନୁଯାୟୀ, ଏହି ସ୍ବାଗତ ମାଧ୍ୟମରେ ସରକାର ଏକ ସ୍ପଷ୍ଟ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ, ଧର୍ମେନ୍ଦ୍ର ପ୍ରଧାନ ଛାତ୍ର ଏବଂ ଦେଶର ସ୍ବାର୍ଥକୁ ଦୃଷ୍ଟିରେ ରଖି ଇସ୍ତଫା ନିଷ୍ପତ୍ତି ନିଜସ୍ୱ ଇଚ୍ଛାରେ ନେଇଥିଲେ । ଏହି ନିଷ୍ପତ୍ତିରେ ସମଗ୍ର ସରକାର ଏବଂ ସଂଗଠନ ତାଙ୍କ ପଛରେ ଦୃଢ଼ ଭାବରେ ଠିଆ ହୋଇଛି । ସରକାର ପ୍ରମାଣ କରିବାକୁ ଚାହୁଁଛି ଯେ ପ୍ରଧାନମନ୍ତ୍ରୀ ତାଙ୍କ ଇସ୍ତଫା ମାଗି ନାହାଁନ୍ତି, ବରଂ ଦେଶ ଏବଂ ଛାତ୍ରଙ୍କ ସ୍ୱାର୍ଥ ପାଇଁ ସେ ଏହି ନିଷ୍ପତ୍ତି ନିଜେ ନେଇଛନ୍ତି । ଏହି ସମୟରେ ବିରୋଧୀ ଦଳ ମକର ଦ୍ୱାରକୁ ଘେରି ଏକାଠି ହୋଇଥିଲେ ଏବଂ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିଲେ ।

ଅନ୍ୟପଟେ ଯେତେବେଳେ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସେତେବେଳେ ଗୃହମନ୍ତ୍ରୀ ଅମିତ ଶାହ, ପୀୟୁଷ ଗୋୟଲ, ଜେପି ନଡ୍ଡା, ଜିତେନ୍ଦ୍ର ସିଂହ, ନିର୍ମଳା ସୀତାରମଣ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସମେତ ଅନେକ ବରିଷ୍ଠ ନେତା ତାଙ୍କ ଘରକୁ ଆସିଥିଲେ । ସେମାନଙ୍କ ମଧ୍ୟରେ ବିଜେପି ସଭାପତି ନୀତିନ ନବୀନ ମଧ୍ୟ ଥିଲେ। ସମସ୍ତ ବିଜେପି ନେତା ତାଙ୍କ ଇସ୍ତଫାକୁ ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରିଥିଲେ । ନିଟ ପେପର ଲିକ କୁ ନେଇ ଦୀର୍ଘ ୩୫ ଦିନ ଧରି ଦିଲ୍ଲୀର ଜନ୍ତରମନ୍ତରରେ ସିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଚାଲିଥିଲା । ଆନ୍ଦୋଳନ ସମୟରେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ସବୁଠାରୁ ବଡ଼ ପ୍ରସଙ୍ଗ ହୋଇ ରହିଥିଲା । କ୍ରମାଗତ ବର୍ଦ୍ଧିତ ଚାପ ପରେ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଥିଲେ, ଯାହାକୁ କେନ୍ଦ୍ର ସରକାର ଗ୍ରହଣ କରିନେଇଥିଲେ।

ପୂର୍ବତନ ବିଜେଡି ବିଧାୟକ ସୁଶାନ୍ତ ସିଂ ଙ୍କ ପରଲୋକ ,ଶୋକ ପ୍ରକାଶ କଲେ ନବୀନ
ଭୁବନେଶ୍ୱର : ରାଜନୈତିକ ମହଲରୁ ଦୁଃଖଦ ଖବର । ବିଜୁ ଜନତା ଦଳ ର ପୂର୍ବତନ ବିଧାୟକ ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଗତକାଲି ରାଜଧାନୀ ଭୂବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ପାର୍ଥିବ ଶରୀର ତ୍ୟାଗ କରିଛନ୍ତି  । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୩ ବର୍ଷ ବୟସ ହୋଇଥିଲା । ସୁଶାନ୍ତ ସିଂହ ଦୀର୍ଘଦିନ ଧରି ଗୁରୁତର ଅସୁସ୍ଥତାରେ ପୀଡ଼ିତ ଥିଲେ । ସୁଶାନ୍ତ ସିଂ ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ଥିଲେ ।

ସୁଶାନ୍ତ ସିଂ ୨୦୦୯ , ୨୦୧୪ , ୨୦୧୯ , ତିନି ଥର ଭଟଲି ନିର୍ବାଚନମଣ୍ଡଳୀ ର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୨୪ ବିଧାନସଭା ନିର୍ବାଚନରେ ବିଜେପିର ଇରାଶିଷ ଆଚାର୍ଯ୍ୟଙ୍କ ଠାରୁ ପରାଜୟ ହୋଇଥିଲି ସୁଶାନ୍ତ । ତାଙ୍କର ରାଜନୈତିକ ଜୀବନରେ ସାଧାରଣ ଲୋକଙ୍କ ସେବା ଏବଂ ବିକାଶମୂଳକ କାର୍ଯ୍ୟ ପାଇଁ ସେ ପରିଚିତ ଥିଲେ । ସୁଶାନ୍ତ ସିଂ ଙ୍କର  ଅକାଳ ବିୟୋଗ ରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ବିଜେଡି ସମେତ ବିଭିନ୍ନ ଦଳର ନେତାମାନେ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

ସୁଶାନ୍ତ ସିଂଙ୍କ ବିୟୋଗରେ ଦୁଃଖପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଏକ୍ସରେ ଲେଖିଛନ୍ତି, '' ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟ ସୁଶାନ୍ତ ସିଂହଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ବିୟୋଗରେ ଦଳ ଜଣେ ଦକ୍ଷ ସଙ୍ଗଠକ ତଥା ଲୋକପ୍ରିୟ ନେତାଙ୍କୁ ହରାଇଲା। ବିଜୁ ଜନତା ଦଳକୁ ମଜଭୁତ କରିବା ସହ ଲୋକଙ୍କ ସେବାରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି ।''