ସାହିତ୍ୟ - Samaya Live

ସଦ୍‌ଭାବନା ଦିବସ
ସମଗ୍ର ଭାରତବର୍ଷରେ ପ୍ରତିବର୍ଷ ଅଗଷ୍ଟ ୨୦ ତାରିଖକୁ "ସଦ୍‌ଭାବନା ଦିବସ" ଭାବେ ପାଳନ କରାଯାଇଥାଏ । ଏହି ଦିବସ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀ ( ୨୦ ଅଗଷ୍ଟ ୧୯୪୪ – ୨୧ ମଇ ୧୯୯୧ )ଙ୍କ ଜନ୍ମଜୟନ୍ତୀ ସ୍ମୃତିରେ ଆୟୋଜିତ ହୋଇଥାଏ । "ସଦ୍‌ଭାବନା" ଶବ୍ଦର ପ୍ରକୃତ ଅର୍ଥ ହେଉଛି ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ଓ ଭାଷାଗତ ଭେଦଭାବ ଭୁଲି ସମସ୍ତ ମାନବସମାଜ ମଧ୍ୟରେ ଶାନ୍ତି, ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ, ଏବଂ ପାରସ୍ପରିକ ବିଶ୍ୱାସ ଗଢ଼ିତୋଳିବା । ଭାରତକୁ ଏକବିଂଶ ଶତାବ୍ଦୀର ଆଧୁନିକତାର ପଥରେ ଆଗେଇ ନେବାରେ ରାଜୀବ ଗାନ୍ଧୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଓ ବିଶେଷ ଅବଦାନ ରହିଛି । ସେ ଦେଶରେ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଟେଲିକମ୍ କ୍ରାନ୍ତିର ମୂଳଦୁଆ ପକାଇଥିଲେ । ଯୁବସମାଜକୁ ସଶକ୍ତ କରିବା ପାଇଁ ଭୋଟଦାନ ବୟସ ସୀମାକୁ ୨୧ରୁ ୧୮ ବର୍ଷକୁ ହ୍ରାସ କରିଥିଲେ ଏବଂ ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଜବାହର ନବୋଦୟ ବିଦ୍ୟାଳୟର ସ୍ଥାପନ କରିଥିଲେ । ସଦ୍‌ଭାବନା ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ହିଂସାର ପଥ ପରିତ୍ୟାଗ କରି ଆଲୋଚନା ଓ ସମ୍ବିଧାନିକ ମୂଲ୍ୟବୋଧ ମାଧ୍ୟମରେ ସମସ୍ତ ମତଭେଦକୁ ଦୂର କରିବା ଏବଂ ଜାତୀୟ ସଂହତି ପ୍ରତିଷ୍ଠା କରିବା । ଏହି ଅବସରରେ ଦେଶର ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ସାମାଜିକ ଅନୁଷ୍ଠାନଗୁଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ଏହାସହ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଓ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ବ୍ୟକ୍ତିବିଶେଷଙ୍କୁ "ରାଜୀବ ଗାନ୍ଧୀ ଜାତୀୟ ସଦ୍‌ଭାବନା ପୁରସ୍କାର"ରେ ସମ୍ମାନିତ କରାଯାଏ । ଯାହା ଆମର ଯୁବପିଢ଼ିକୁ ଏକ ସମାବେଶୀ, ଶାନ୍ତିପୂର୍ଣ୍ଣ ଓ ଆଧୁନିକ ଭାରତ ଗଠନ ପାଇଁ ସଦାସର୍ବଦା ପ୍ରେରଣା ଯୋଗାଇଥାଏ ।

ଡକ୍ଟର ଆଶୁତୋଷ ପରିଡା ପାଇବେ ୪୭ ତମ ଶାରଳା ପୁରସ୍କାର
ଭୁବନେଶ୍ୱର : ଚଳିତ ବର୍ଷର ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ପାଇବେ ପ୍ରସିଦ୍ଧ କବି ତଥା ସୁସାହିତି୍ୟକ ଆଶୁତୋଷ ପରିଡ଼ା । ୨୦୨୪ ମସିହାରେ ପ୍ରଭା ପବ୍ଲିକେସନ୍‌ ଦ୍ୱାରା ପ୍ରକାଶିତ ତାଙ୍କର କବିତା ସଙ୍କଳନ ‘ବିଶ୍ୱାସ ଦେ’ ପୃଥ୍ବୀ’ ପାଇଁ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ସେ  ୧୯୯୦ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇ ସାରିଛନ୍ତି । ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ୍ (ଇମ୍ଫା)ର ସାମାଜିକ ଶାଖା ‘ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବଲ ଟ୍ରଷ୍ଟ’ (ଇମ୍ପାକ୍ଟ) ପକ୍ଷରୁ ପ୍ରତିବର୍ଷ ଶ୍ରେଷ୍ଠ ସାରସ୍ୱତ କୃତି ଲାଗି ଆଦିକବି ‘ଶାରଳା ପୁରସ୍କାର’ ଘୋଷଣା କରାଯାଇଆସୁଛି । ଆସନ୍ତା ଅକ୍ଟୋବର ୨୫ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଲେଖକଙ୍କୁ ମାନପତ୍ର, ତାମ୍ରଫଳକ ଓ ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ।

ସୂଚନାନୁସାରେ , ଆଶୁତୋଷ ପରିଡ଼ା ୧୯୪୬ରେ କେନ୍ଦ୍ରାପଡ଼ା ଜିଲାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ କେବଳ ସାହିତି୍ୟକ ନୁହନ୍ତି ବରଂ ଜଣେ ବିଜ୍ଞାନୀ ଭାବେ ମଧ୍ୟ ଭୁବନେଶ୍ୱରସ୍ଥିତ ଖଣିଜ ଏବଂ ପଦାର୍ଥ ପ୍ରୌଦ୍ଧୋଗିକୀ ସଂସ୍ଥା (IMMT)ରେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ପ୍ରମୁଖ କବିତା ସଂକଳନତାଙ୍କର ଅନେକ ଉଚ୍ଚକୋଟୀର କବିତା ପୁସ୍ତକ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି। ସେଗୁଡ଼ିକ ମଧ୍ୟରେ ‘ଇପସିତ କ୍ରୋଧ’, ‘ଅପ୍ରସ୍ତୁତ ମୃତ୍ୟୁ, ‘ଅଙ୍ଗାର ଗାର’, ‘ଆକ୍ରାନ୍ତ ଅକ୍ଷର’, ‘ଅନ୍ତରାଳ’, ଏବଂ ‘ଚଣ୍ଡାଳ’ ଆଦି ଅନ୍ତର୍ଭୁକ୍ତ ।

ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ଏବଂ ଶ୍ରେଷ୍ଠ ସୃଜନଶୀଳ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଦିଗରେ ଏହି ପୁରସ୍କାରର ଭୂମିକା ଅତୁଳନୀୟ। ଆଶୁତୋଷ ପରିଡ଼ାଙ୍କ ପରି ଜଣେ ପ୍ରତିଷ୍ଠିତ ଓ ଗଭୀର ଚିନ୍ତନଶୀଳ କବିଙ୍କୁ ଏଭଳି ସମ୍ମାନ ମିଳିବା ଓଡ଼ିଆ କବିତା ଜଗତକୁ ଆହୁରି ଋଦ୍ଧିମନ୍ତ କରିବ ବୋଲି ଆଶା କରାଯାଉଛି ।

ଏହାବ୍ୟତୀତ , କଳାକ୍ଷେତ୍ରରେ ଜୀବନବ୍ୟାପି ସାଧନା ପାଇଁ ଇମ୍ପାକ୍ଟ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା 'ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ' - ୨୦୨୬ମଧ୍ୟ ଘୋଷଣା କରାଯାଇଛି । ଓଡିଶୀ ନୃତ୍ୟଗୁରୁ ତଥା ପଦ୍ମଶ୍ରୀ ଦୁର୍ଗା ଚରଣ ରଣବୀର ଏବଂ ଭାସ୍କର ଓ କଳା ଶିକ୍ଷାବିତ ଦାମୋଦର ବେହେରାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ । ଉଭୟଙ୍କୁ ମାନପତ୍ର ଏବଂ ତାମ୍ରଫଳକ ସହ ୨  ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ  ।

ଆଡପ ମଣ୍ଡପ
ରତ୍ନବେଦିରୁ ବିଦାୟନେଇ ପ୍ରଭୁ ବିଜେ କରନ୍ତି ଆଡପ ମଣ୍ଡପରେ, ଯାହାର ମହିମା ଅନନ୍ୟ । ଏହାର ମାହାତ୍ମ୍ୟ ଖୁବ ଅଧିକ । ବିଶ୍ବାସ ରହିଛି ଆଡପ ଦର୍ଶନକଲେ ଭକ୍ତଙ୍କର କୋଟି ପାପ କ୍ଷୟ ହୋଇଥାଏ । ସେଥିପାଇଁ ଆଡପ ଦର୍ଶନ ପାଇଁ ଲୋକଙ୍କ ଭିତରେ ରହିଥାଏ ଗଭୀର ଆକର୍ଷଣ ।

ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଶ୍ରୀକ୍ଷେତ୍ର ବା ଶଙ୍ଖକ୍ଷେତ୍ରର ଅଧିଷ୍ଠିତ ଦାରୁ ଦେବତା । ତେବେ କୋଟି କୈବଲ୍ୟନାଥ ଶ୍ରୀଜଗନ୍ନାଥ ମହାପ୍ରଭୁ ଓଡ଼ିଶାର ଇଷ୍ଟଦେବ ହୋଇ ମଧ୍ୟ ଜଣେ ଅବତାରୀ ପୁରୁଷ। ଯିଏ ସକଳ ପ୍ରକାର ବିଘ୍ନର ନାଶକାରକ ଏବଂ ସୃଷ୍ଟିରକ୍ଷା ଲାଗି ଦାରୁବ୍ରହ୍ମ ରୂପେ ବା ଦାରୁ ବିଗ୍ରହଧାରୀ ରୂପେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ବିରାଜିତ ଓ ସର୍ବପୂଜିତ। ଶଙ୍ଖକ୍ଷେତ୍ର ଭାରତବର୍ଷରେ ଅବସ୍ଥିତ ଚାରିଧାମ ମଧ୍ୟରୁ ଅନ୍ୟତମ ଓ ଶ୍ରେଷ୍ଠଧାମ ରୂପେ ଜଗତଖ୍ୟାତ । ଜଗନ୍ନାଥଙ୍କ ଶ୍ରୀମନ୍ଦିର ବ୍ୟତିତ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ଅନେକ ପବିତ୍ର ସ୍ଥାନ ରହିଛି ଯାହାର ମହିମା ଅନନ୍ୟ । ଏଠାରେ ପଞ୍ଚକୋଶ ଯୋଜନ ବ୍ୟାପୀ ଶ୍ରୀକ୍ଷେତ୍ରରେ ଆନୁମାନିକ ଶହେରୁ ଅଧିକ ମଣ୍ଡପ, ମଠ ଓ  ମନ୍ଦିର ରହିଛି ।  ତେବେ ଏହି ସମସ୍ତଙ୍କ ପୂଜା ରୀତିନୀତି ଶ୍ରୀମନ୍ଦିର ସହିତ ଜଡିତ । ପୁରାଣ ବର୍ଣ୍ଣିତ ଷୋଡ଼ଶ ମଣ୍ଡପଗୁଡ଼ିକର ନାମ ହେଲା ଯଥା- ରତ୍ନ ମଣ୍ଡପ, ଦେବସଭା ମଣ୍ଡପ, ଭୋଗ ମଣ୍ଡପ, ଚାହାଣୀ ମଣ୍ଡପ, ନିର୍ମାଲ୍ୟ ମଣ୍ଡପ, ସ୍ନାନ ମଣ୍ଡପ, ମାଜଣା ମଣ୍ଡପ, ଅବିଢ଼ା ମଣ୍ଡପ, ଦୋଳ ମଣ୍ଡପ, ନାଟ ମଣ୍ଡପ, ରାହାସ ମଣ୍ଡପ, ଗୁଣ୍ଡିଚା ମଣ୍ଡପ ବା ଆଡ଼ପ ମଣ୍ଡପ, ବିବାହ ମଣ୍ଡପ, ବକୁଳ ମଣ୍ଡପ, ମୁକ୍ତି ମଣ୍ଡପ, ଜଳକ୍ରୀଡ଼ା ମଣ୍ଡପ, ଯଜ୍ଞ ମଣ୍ଡପ ଇତ୍ୟାଦି ଇତ୍ୟାଦି ।  ଆଡ଼ପ ମଣ୍ଡପ ବା ଗୁଣ୍ଡିଚା ମଣ୍ଡପ ଷୋଡ଼ଶ ମଣ୍ଡପ ମଧ୍ୟରୁ ଶ୍ରେଷ୍ଠ ମଣ୍ଡପ। ମଣ୍ଡପମାନଙ୍କର କାର୍ଯ୍ୟକାରିତାକୁ ବିଶ୍ଳେଷଣ କଲେ ଜଣାପଡ଼େ ଯେ, ଆଡ଼ପ ମଣ୍ଡପ ବା ଗୁଣ୍ଡିଚା ମଣ୍ଡପର ପବିତ୍ରତା ରତ୍ନ ମଣ୍ଡପଠାରୁ କୌଣସି ଗୁଣରେ କମ୍ ନୁହେଁ । ବରଂ ଏହି ମଣ୍ଡପର ମାହାତ୍ମ୍ୟ ବିଭିନ୍ନ ପୁରାଣ ଓ ଶାସ୍ତ୍ରରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇ କୁହାଯାଇଛି ଯେ, ଏହି ମଣ୍ଡପର ପବିତ୍ରତା ରତ୍ନ ମଣ୍ଡପ ଅପେକ୍ଷା ଶହେ ଗୁଣ ଅଧିକ ପ୍ରଭାବଶାଳୀ । ମୂଳତଃ ଆଡ଼ପ ମଣ୍ଡପକୁ ଯଜ୍ଞ ବା ଯଜ୍ଞବେଦୀ, ମହାବେଦୀ, ଗୁଣ୍ଡିଚା ମଣ୍ଡପ, ରାସ ମଣ୍ଡପ  ଆଦି ନାମରେ ସମ୍ଭୋଧନ କରାଯାଇଥାଏ । ପୌରାଣିକ କଥାବସ୍ତୁକୁ ଆଧାର କରି ଉଲ୍ଲେଖ ଅଛି ଯେ, ଶ୍ରୀକ୍ଷେତ୍ରରେ ଅବସ୍ଥିତ ଗୁଣ୍ଡିଚା ମଣ୍ଡପ ବା ଆଡ଼ପ ମଣ୍ଡପକୁ ପରମ ବୈଷ୍ଣବ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ମହାରାଣୀ ଗୁଣ୍ଡିଚାଙ୍କ ନାମରେ ନାମିତ କରାଯାଇଛି । ଏହାଛଡ଼ା ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀରେ ଆଡ଼ପ ମଣ୍ଡପ ବା ଗୁଣ୍ଡିଚା ମଣ୍ଡପ ଦାରୁନିର୍ମିତ ଥିଲା । ପରବର୍ତ୍ତୀ ସମୟରେ ଐତିହାସିକ ଦୃଷ୍ଟିକୋଣରୁ ବିଚାରାତ୍ମକ ଯେ, ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀରୁ ଚତୁର୍ଦ୍ଦଶ ଶତାବ୍ଦୀର ମଧ୍ୟବର୍ତ୍ତୀ ମଧ୍ୟ ଯେତେବେଳେ ଚୋଡ଼ଗଙ୍ଗଦେବଙ୍କ ରାଜା ନରସିଂହ ଦେବ- ୨ୟ ରାଜୁତି କରୁଥିଲେ, ସେତେବେଳେ ସେ କାଷ୍ଠ ନିର୍ମିତ ମଣ୍ଡପକୁ ପରିବର୍ତ୍ତନ କରି ପଥର ମଣ୍ଡପ ନିର୍ମାଣ କରିଥିଲେ । ସଂପ୍ରତି ଗୁଣ୍ଡିଚା ଘର ଗର୍ଭଗୃହରେ ବର୍ତ୍ତମାନ ଯେଉଁ ସ୍ଥାପିତ ମଣ୍ଡପଟି ଅଛି ତାହା କଳା ମୁଗୁନି ପ୍ରସ୍ତରରେ ନିର୍ମାଣ କରାଯାଇଛି ଏବଂ ଏହାର ଉଚ୍ଚତା ୪ଫୁଟ ଏବଂ ଲମ୍ବ ୧୯ ଫୁଟ ଅଟେ । ଏହି ମଣ୍ଡପର ପ୍ରମୁଖ ବିଶେଷତା ହେଲା ବଡ଼ଦାଣ୍ଡରୁ ଦାରୁ ଦିଅଁ ରଥରୁ ଓହ୍ଲାଇ ପ୍ରଥମେ ଯେଉଁ ମଣ୍ଡପକୁ ବିଜେ କରନ୍ତି ତାହାକୁ ଆଡ଼ପ ମଣ୍ଡପ କୁହାଯାଏ। ଏହାଛଡ଼ା ଏହି ମଣ୍ଡପର ପଶ୍ଚାତ୍ ଭାଗରେ ଅବସ୍ଥିତ ଶ୍ରୀ ନୃସିଂହ ଦେବତାଙ୍କୁ ମହାରାଜା ଇନ୍ଦ୍ରଦ୍ୟୁମ୍ନ ପ୍ରତିଷ୍ଠା କରିଥିଲେ । ତତ୍ ସହିତ ସେ ଏଠାରେ ଅଶ୍ୱମେଧ ଯଜ୍ଞ ମଧ୍ୟ ଅନୁଷ୍ଠିତ କରିଥିବାର ପ୍ରମାଣ ମିଳେ। ଏହି କାରଣରୁ ଗୁଣ୍ଡିଚା ମଣ୍ଡପ ବା ଆଡ଼ପ ମଣ୍ଡପକୁ ନୃସିଂହକ୍ଷେତ୍ର କୁହାଯାଏ। ପୁନଶ୍ଚ ଏହି ଯଜ୍ଞସ୍ଥଳର ଦକ୍ଷିଣ ପଟକୁ ଆଡ଼େଇ ମଣ୍ଡପଟି ଅବସ୍ଥିତ ଥିବାରୁ ଏହାର ନାମକରଣ ଆଡ଼ପ ମଣ୍ଡପ କରାଯାଇଛି। ଏହି ମଣ୍ଡପର ଅବସ୍ଥିତ ପ୍ରାୟତଃ ଶ୍ରୀମନ୍ଦିର ଅନୁରୂପ କହିଲେ ଠିକ୍ ହେବ । କାହିଁକିନା ଗୁଣ୍ଡିଚା ମଣ୍ଡପକୁ ଦୁଇଟି ପ୍ରାଚୀର ଘେରି ରହିଛି ଏବଂ ଏହାର ପରିସୀମା ପ୍ରାୟ ୪ ଏକର ପରିମିତ କ୍ଷେତ୍ର ଉପରେ ବ୍ୟାପ୍ତ । ପୁନଶ୍ଚ ଗୁଣ୍ଡିଚା ମଣ୍ଡପରେ ଶ୍ରୀମନ୍ଦିର ପରି ଗର୍ଭଗୃହ, ଜଗମୋହନ, ନାଟ ମଣ୍ଡପ ଓ ଭୋଗ ମଣ୍ଡପ ରହିଛି। ଏହାର ଉତ୍ତର ପୂର୍ବ ଦିଗରେ ନୀଳ କଣ୍ଠେଶ୍ୱର ମନ୍ଦିର ଅବସ୍ଥିତ । ତଦ୍‌ସହିତ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ମଧ୍ୟ। ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ରତ୍ନ ମଣ୍ଡପରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କର ଘୋଷଯାତ୍ରା ବା ଗୁଣ୍ଡିଚା ଯାତ୍ରା ଅବସରରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମଣ୍ଡପ ବା ଆଡ଼ପ ମଣ୍ଡପରେ ବିଜେ କରନ୍ତି । ପ୍ରାୟତଃ ବର୍ଷସାରା ଜନଗହଳିଶୂନ୍ୟ ଥିବା ଆଡ଼ପ ମଣ୍ଡପ କେବଳ ରଥଯାତ୍ରା ବେଳେ ଦୀର୍ଘ ସପ୍ତାହ ବ୍ୟାପୀ ଲୋକାରଣ୍ୟ ରହିଥାଏ । ବର୍ଷକୁ ଥରେ ମାତ୍ର ଦାରୁ ବିଗ୍ରହମାନେ ରଥରେ ବିଜେ କରି ମାଉସୀ ମାଆ ମନ୍ଦିର ବା ଆଡ଼ପ ମଣ୍ଡପକୁ ଆସିଥାନ୍ତି । ଏହି ଶୁଭଅବସରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ହରିବୋଲ ହୁଳହୁଳି ଧ୍ୱନିରେ ବଡ଼ଦାଣ୍ଡ ପ୍ରକମ୍ପିତ କରି, ଗୁଣ୍ଡିଚା ମନ୍ଦିରରେ ସମାବେଶ ହୋଇଥାନ୍ତି ଏବଂ ଏଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପୂଜାବିଧୂ ଅତ୍ୟନ୍ତ ନିଷ୍ଠାର ସହ ସମ୍ପନ୍ନ ହେବାପରେ ଜଗନ୍ନାଥପ୍ରେମୀ ଭକ୍ତମାନେ ତିନି ରଥକୁ ଶରଧାବାଲି ପର୍ଯ୍ୟନ୍ତ ଟାଣି ଟାଣି ନେଇଯାଇଥାନ୍ତି। ପରେ ଦାରୁ ବିଗ୍ରହମାନେ ଶରଧାବାଲିରୁ ରଥରୁ ଓହ୍ଲାଇ ସିଧାସଳଖ ଆଡ଼ପ ମଣ୍ଡପକୁ ବିଜେ କରିଥାନ୍ତି । ଏଥିପାଇଁ ବର୍ଷସାରା ଶ୍ରଦ୍ଧାଳୁଶୂନ୍ୟ ଗୁଣ୍ଡିଚା ମଣ୍ଡପ ରଥଯାତ୍ରାରୁ ବାହୁଡ଼ା ପର୍ଯ୍ୟନ୍ତ ଲୋକାରଣ୍ୟ ରହିଥାଏ ।

କୈବଲ୍ୟ
ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦକୁ କୈବଲ୍ୟ ବୋଲି କୁହାଯାଏ । ଭକ୍ତମାନେ ଶ୍ରୀଜଗନ୍ନାଥଙ୍କଠାରେ ପରମାତ୍ମା ଭାବ ଧାରଣ କରି କୈବଲ୍ୟ ଗ୍ରହଣ କରିଥାନ୍ତି । ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ପାଇଲେ ସମସ୍ତ ପ୍ରକାର ଦୁଃଖ ଦୂର ହୋଇଯାଏ ବୋଲି କୋଟି କୋଟି ଜଗନ୍ନାଥ ଭକ୍ତ ବିଶ୍ୱାସ କରନ୍ତି । ଶ୍ରୀଜଗନ୍ନାଥଙ୍କ ଅନ୍ନଭୋଗ ବା ମହାପ୍ରସାଦକୁ ଭକ୍ତମାନେ କୈବଲ୍ୟ ରୂପେ ସ୍ୱୀକାର କରିଥାନ୍ତି । କଳିଯୁଗରେ ଶ୍ରୀଜଗନ୍ନାଥଙ୍କ କୈବଲ୍ୟ ମହାପ୍ରସାଦ କଣିକା ମୁମୂର୍ଷୁ ଲୋକଙ୍କ ମୁହଁରେ ଦେଲେ ପରଲୋକ ପ୍ରାପ୍ତିର ପଥ ସୁଗମ କରି ଦିଆଯାଏ ବୋଲି ବିଶ୍ବାସ ରହିଛି । ପୁରୀରେ କୈବଲ୍ୟ ବିକ୍ରି ହେଉଥିବା ସ୍ଥାନକୁ କୈବଲ୍ୟ ହାଟ କୁହାଯାଏ । ଶ୍ରୀମନ୍ଦିର ବାହାର ବେଢ଼ା ମଧ୍ୟରେ ଥିବା ଆନନ୍ଦ ବଜାର ହେଉଛି କୈବଲ୍ୟ ହାଟ । ସେଠାରେ କୈବଲ୍ୟ ବିକ୍ରି ନିମିତ୍ତ ବିଭିନ୍ନ ପ୍ରସାଦ ଦ୍ରବ୍ୟ ହାଣ୍ଡି କୁଡ଼ୁଆରେ ରଖା ଯାଇଥାଏ । ଏହି ସବୁ ମାଟି ପାତ୍ରକୁ କୈବଲ୍ୟ ପସରା ବୋଲି ସମ୍ଭୋଧନ କରାଯାଏ । ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପ୍ରଭୁଙ୍କ ନିମନ୍ତେ ବିଭିନ୍ନ ପ୍ରକାର ଭୋଗ ଲାଗିହୁଏ । ଅନ୍ନ ବ୍ୟଞ୍ଜନାଦି ବ୍ୟତୀତ ବିଭିନ୍ନ ଖଜା, ପେଣି, ପୁଲି, ପିଠାପଣା ନୈବେଦ୍ୟ ପ୍ରସ୍ତୁତ ହୋଇଥାଏ। ସେହି ନୈବେଦ୍ୟକୁ ମହାପ୍ରସାଦ ବୋଲି କୁହାଯାଏ । କେବଳ ଶ୍ରୀମନ୍ଦିର ରୋଷଘରେ ନିଷ୍ଠାର ସହିତ ପ୍ରସାଦ ପ୍ରସ୍ତୁତ ହୋଇଥାଏ । ଠାକୁରମାନଙ୍କ ପାଖରେ ଧୂପ ସମୟରେ ଛାମୁ ପଟ୍ଟିରେ ମୃଦୁଳ କଟା ହୋଇଥିବା ସ୍ଥାନରେ କିମ୍ବା ଭୋଗମଣ୍ଡପ ମଧ୍ୟରେ ତୟାର ହୋଇ ପୂଜା ଅର୍ପଣ ହୋଇଥିବା ସମସ୍ତ ଭୋଗ ପ୍ରସାଦ । ଶ୍ରୀଜୀଉଙ୍କ ପାଖରେ ଭୋଗ ଲାଗିଲାପରେ ବିମଳା ଦେବୀଙ୍କୁ ସମର୍ପଣ କରାଯାଏ, ଯାହାପରେ ଏହା ମହାପ୍ରସାଦ ହୋଇଥାଏ ।  ଶ୍ରୀମନ୍ଦିରରେ ଦୁଇ ପ୍ରକାର ଭୋଗ ବ୍ୟବସ୍ଥା ଅଛି, କୋଠଭୋଗ ଓ ଛତ୍ରଭୋଗ । ମହାପ୍ରସାଦ ରନ୍ଧନ କେବଳ ମାଟିପାତ୍ରରେ ହୋଇଥାଏ । ଏହି ପାତ୍ରର ବର୍ଣ୍ଣ ଲାଲ୍ ରଙ୍ଗର ହୋଇଥାଏ । ଐତିହାସିକ କାରଣରୁ ତଥା ସ୍ୱାସ୍ଥ୍ୟଗତ କାରଣରୁ ଏହାର ମହତ୍ତ୍ୱ ଅଛି । ଏସବୁକୁ କୁଡ଼ୁଆ ବୋଲି କୁହାଯାଏ । ମାଟି ପାତ୍ର ବଡ଼ ହୋଇଗଲେ ବାଇହାଣ୍ଡି ମଧ୍ୟମ ଭଳିକୁ କୁଡ଼ୁଆ ଓ ସାନପାତ୍ରକୁ ଓଳି ବୋଲି କୁହାଯାଏ । ଅନ୍ନ କୁଡ଼ୁଆରେ ରଖାଯାଇ ବଡ଼ହାଣ୍ଡିରେ ଢଳାଯାଏ । କୁଡ଼ୁଆମାନଙ୍କର ମଧ୍ୟ ବିଭିନ୍ନ ନାମ ଅଛି । ଅନ୍ନକୁଡ଼ୁଆ, ଖିରି କୁଡ଼ୁଆ, ତିଅଣ କୁଡ଼ୁଆ, ନାଗର କୁଡ଼ୁଆ, ସମାଦି କୁଡ଼ୁଆ, ଦାସିଆ କୁଡ଼ୁଆ, ମକର ପାଇଁ ମକର ତାଡ, ସାତପୁରୀ ପାଇଁ ସାତପୁରୀ ତାଡ ଇତ୍ୟାଦି । ସେହିଭଳି ଅନ୍ୟ ଏକ ପ୍ରସାଦ ହେଲା ନିର୍ମାଲ୍ୟ । ମହାପ୍ରସାଦ ଅନ୍ନକୁ ଶ୍ରୀମନ୍ଦିର ବାହାର ବେଢ଼ାର ଦକ୍ଷିଣ ପାର୍ଶ୍ୱରେ ନିର୍ମାଲ୍ୟ ପ୍ରସ୍ତୁତ କରାଯାଏ । ସେହି ନର୍ମାଲ୍ୟକୁ ବିକ୍ରି କରାଯାଏ। ଏହା ଶୁଷ୍କ ଅନ୍ନ ମହାପ୍ରସାଦ। ଏଠାରେ ଥିବା ମଣ୍ଡପକୁ ନିର୍ମାଲ୍ୟ ମଣ୍ଡପ ବୋଲି କୁହାଯାଏ। ପୁରୀରେ ମହାପ୍ରସାଦର ଶୁଷ୍କ ଅନ୍ନକୁ ନିର୍ମାଲ୍ୟ ରୂପେ ପ୍ରସିଦ୍ଧି ଲାଭ କରିଅଛି । ଏଠାରେ ନୀଳାଚଳ ଉପବନ ଅଛି, ଯେଉଁଠାରେ ନିର୍ମାଲ୍ୟ ଖଳା, ଉପବନ ମଧ୍ୟରେ ଶ୍ରୀଚକ୍ର ନାରାୟଣ, ଦୁର୍ଗା, ମାଧବ, ସିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିର ଏବଂ ପବିତ୍ର ନିର୍ମାଲ୍ୟ ମଣ୍ଡପ ଅଛି । ନିର୍ମାଲ୍ୟ ମଣ୍ଡପ ଉପରେ ନିର୍ମାଲ୍ୟ ମହାବୀର ବିଜେ କରିଛନ୍ତି, ସେ ହେଉଛନ୍ତି ନିର୍ମାଲ୍ୟ ଖଳାର ରକ୍ଷକ । ଶ୍ରୀମନ୍ଦିର ପାକଶାଳାରେ କେତେକ ଫଳ ଓ ପରିବାକୁ ନିଷେଧ କରାଯାଇଛି, ଯଥା – ବିଲାତି ଆଳୁ, ବିଲାତି ବାଇଗଣ, ସଜନା ଛୁଇଁ, ଲାଉ, ଅମୃତଭଣ୍ଡା, ଭେଣ୍ଡି, ଝୁଡ଼ଙ୍ଗ ଛୁଇଁ, ପୋଇ, ପିଆଜ, ରସୁଣ, କଞ୍ଚାଲଙ୍କା, ଶୁଖିଲା ଲଙ୍କା, ଫୁଲ କୋବି, ପତ୍ର କୋବି, ବିନ୍, ଛତୁଛଞ୍ଚା, କଲରା, ବିଟ୍, ଗାଜର, ମଟର ଛୁଇଁ, ପିଆଜଷଣ୍ଢା, କ୍ୟାପ୍ସିକମ୍ ଇତ୍ୟାଦି । କେବଳ କଦଳୀ, ବୋଇତି କଖାରୁ, ପାଣି କଖାରୁ, ପଣସ, ଦେଶୀ ଆଳୁ, ମୂଳା, ଶିମ, କନ୍ଦମୂଳ ପ୍ରଭୃତି ପରିବା ଶ୍ରୀଜୀଉଙ୍କ ଭୋଗରେ ଲାଗି ହୋଇଥାଏ । ଶାଗ ମଧ୍ୟରେ କୋଶଳା ଓ ଲେଉଟିଆ ଶାଗ ବ୍ୟତୀତ ଅନ୍ୟ ସମସ୍ତ ଶାଗ ନିଷିଦ୍ଧ । କେବଳ କାର୍ତ୍ତିକ ମାସରେ ଅଗସ୍ତି ଶାଗ ଭୋଗ ହୁଏ । ଅରୁଆ ଚାଉଳ ଓ ହରଡ଼, ବିରି, ମୁଗ, ସୋଲା ଇତ୍ୟାଦି ଡାଲି ଓ ଯବ ତିନ୍ତୁଳିକୁ ଶ୍ରୀମନ୍ଦିରେ ସ୍ୱୀକୃତି ମିଳିଛି ।

ଦେବସ୍ନାନ ପୂର୍ଣ୍ଣିମା
ପୃଥିବୀ ପ୍ରସିଦ୍ଧ ରଥଯାତ୍ରାର ଆଦ୍ୟପର୍ବ ଭାବେ ସ୍ନାନଯାତ୍ରାକୁ ବିବେଚନା କରାଯାଇଥାଏ । ଏହି ଦିନଠାରୁ ମହାପ୍ରଭୁଙ୍କର ରଥଯାତ୍ରାର ନୀତିକାନ୍ତି ଆରମ୍ଭ ହୋଇଥାଏ । ସ୍ନାନପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀଜିୟୁଙ୍କୁ ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳ ଦ୍ୱାରା ସ୍ନାନ କରାଯାଇଥାଏ । ଏହି ଦିନ ଠାକୁର ଭକ୍ତମାନଙ୍କୁ ଗଜାନନ ବେଶରେ ଦର୍ଶନ ଦିଅନ୍ତି । ଏହାକୁ ଭଗବାନଙ୍କର ଏକ ମାନବୀୟ ଲୀଳା ବୋଲି ଆଖ୍ୟା ଦିଆଯାଇଥାଏ । ଏହି ଦିନ ଠାକୁର ୧୦୮ ସୁବାସିତ ଅଭିମନ୍ତ୍ରିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡିଥାଆନ୍ତି । ତେଣୁ ଏହାପରେ ଅଣସର ନୀତି ଅନୁଷ୍ଠିତ ହୋଇଥାଏ । ଏହି ଦିନ କୀମ୍ବଦନ୍ତୀ ଅନୁସାରେ ଠାକୁରଙ୍କର ବିଭିନ୍ନ ନୀତି ଅନୁଷ୍ଠିତ ହୋଇଥାଏ । ସ୍ନାନପୂର୍ଣ୍ଣିମାଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଶ୍ରୀଜିୟୁ ଜ୍ୱରରେ ପଡ଼ନ୍ତି । ଏହି ଦିନମାନଙ୍କରେ ଠାକୁରଙ୍କର ଦର୍ଶନ ବନ୍ଦ ରହିଥାଏ । ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥଙ୍କୁ ଦର୍ଶନ କରନ୍ତି ।

ଝାନ୍ସୀ ରାଣୀ ଲକ୍ଷ୍ମୀବାଈ
ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସର ଅସୀମ ସାହସ, ବୀରତ୍ୱ ଓ ଦେଶପ୍ରେମର ଅନନ୍ୟ ପ୍ରତୀକ ହେଉଛନ୍ତି ଝାନ୍ସୀର ରାଣୀ ଲକ୍ଷ୍ମୀବାଈ । ୧୮୨୮ ମସିହା ନଭେମ୍ବର ୧୯ରେ ବାରାଣସୀର ଏକ ମରାଠା ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିବା ଲକ୍ଷ୍ମୀବାଈଙ୍କ ପିଲାଦିନର ନାମ ‘ମଣିକର୍ଣ୍ଣିକା’ ଥିଲା ଏବଂ ସେ ଆଦରରେ ‘ମନୁ’ ନାମରେ ଜଣାଶୁଣା ଥିଲେ । ପିଲାଦିନରୁ ହିଁ ସେ ଅଶ୍ୱାରୋହଣ, ଖଣ୍ଡା ଚାଳନା ଓ ସନ୍ତରଣ ଭଳି ଯୁଦ୍ଧକଳାରେ ପାରଙ୍ଗମ ଥିଲେ ଏବଂ ପରବର୍ତ୍ତୀ ସମୟରେ ଝାନ୍ସୀର ମହାରାଜା ଗଙ୍ଗାଧର ରାଓଙ୍କ ସହ ବିବାହ ପରେ ସେ ଝାନ୍ସୀର ରାଣୀ ହୋଇଥିଲେ । ମହାରାଜାଙ୍କ ମୃତ୍ୟୁ ପରେ ଯେତେବେଳେ ଇଂରେଜ ସରକାର ସେମାନଙ୍କ ପୋଷ୍ୟପୁତ୍ର ଦାମୋଦର ରାଓଙ୍କୁ ଉତ୍ତରାଧିକାରୀ ଭାବେ ଗ୍ରହଣ ନକରି ‘ଡକ୍ଟ୍ରିନ୍ ଅଫ୍ ଲ୍ୟାପ୍ସ’ ବଳରେ ଝାନ୍ସୀକୁ ଜବରଦସ୍ତ ହଡ଼ପ କରିବାକୁ ଚେଷ୍ଟା କରିଥିଲେ । ସେତେବେଳେ ରାଣୀ ଲକ୍ଷ୍ମୀବାଈ ବୀରତ୍ୱର ସହ ସେମାନଙ୍କ ବିରୋଧ କରିଥିଲେ । ୧୮୫୭ ମସିହାର ପ୍ରଥମ ଭାରତୀୟ ସ୍ୱାଧୀନତା ସଂଗ୍ରାମ ବା ସିପାହୀ ବିଦ୍ରୋହରେ ସେ ନେତୃତ୍ୱ ନେଇ ନିଜ ପିଠିରେ ପୁତ୍ରକୁ ବାନ୍ଧି, ହାତରେ ଖଣ୍ଡା ଧରି ବ୍ରିଟିଶ ସେନା ବିରୋଧରେ ସମ୍ମୁଖ ଯୁଦ୍ଧ ଲଢ଼ିଥିଲେ । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ଶତ୍ରୁ ସହ ମୁକାବିଲା କରି ୧୮୫୮ ଜୁନ୍ ୧୮ରେ ଗ୍ୱାଲିଅର୍‌ଠାରେ ମାତ୍ର ୨୯ ବର୍ଷ ବୟସରେ ବୀରଗତି ପ୍ରାପ୍ତ ହୋଇଥିଲେ । ତାଙ୍କର ଏହି ଅତୁଳନୀୟ ବଳିଦାନ ଓ ସ୍ୱାଭିମାନ ଆଜି ବି ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଜୀବନ୍ତ ଅଛି ।

ନନ୍ଦିନୀ ଶତପଥୀ
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଜଣେ ବିଶିଷ୍ଟ ଲେଖିକା ଭାବେ ଖୁବ ପରିଚିତା ଥିଲେ ନନ୍ଦିନୀ ଶତପଥୀ । ସେ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ । ନନ୍ଦିନୀ ୧୯୩୧ ମସିହା ଜୁନ୍‌ ୯ ତାରିଖରେ କଟକ ସହରର ପିଠାପୁର ସାହିରେ ଏକ ବିପ୍ଲବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଥିଲେ ପଦ୍ମଭୂଷଣ ସାହିତି୍ୟକ କାଳିନ୍ଦୀ ଚରଣ ପାଣିଗ୍ରାହୀ ଓ ରତ୍ନମଣି ଦେବୀଙ୍କର ଜ୍ୟେଷ୍ଠା କନ୍ୟା । ଛାତ୍ରୀ ଜୀବନରୁ ହିଁ ସେ ରାଜନୀତି ତଥା ସାହିତ୍ୟ ସର୍ଜନା ପ୍ରତି ବେଶ ଆକର୍ଷିତ ଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରେ ଓଡ଼ିଆରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ । ମହାବିଦ୍ୟାଳୟ ଜୀବନରେ ୧୯୫୧ ମସିହାରେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇ ସେ କାରାବରଣ କରିଥିଲେ । ପ୍ରଥମେ ୧୯୬୨ ମସିହାରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଓ କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗର ଉପମନ୍ତ୍ରୀ ହୋଇଥିଲେ । ୧୯୬୮ରେ ସେ ପୁଣିଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ପ୍ରଚାର ଓ ସୂଚନା ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ୧୯୭୨ରୁ ୭୩ ଓ ୧୯୭୪-୭୬ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ । ଏହି ବିଶିଷ୍ଟ ଲେଖିକାଙ୍କର ୭୫ ବର୍ଷ ବୟସରେ ୨୦୦୬ ଅଗଷ୍ଟ ୪ ଚାରିଖରେ ଦେହାନ୍ତ ହୋଇଥିଲା । ତାଙ୍କ ମୃତ୍ୟୁରେ ଓଡ଼ିଶା ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା ।

ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ
ଭୁବନେଶ୍ୱର :  ବିଶିଷ୍ଟ ଲେଖକ, କବି ତଥା ପୂର୍ବତନ ପ୍ରଶାସକ ଡ.ଜଗନ୍ନାଥ ପ୍ରସାଦ ଦାସଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ସେ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ଭାବରେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ସାହିତ୍ୟ ସାଧନାରେ ନିଜକୁ ସାମିଲ କରିଥିଲେ । ସେ ଏକାଧାରରେ ଓଡ଼ିଆ କବି, ନାଟ୍ୟକାର, କଳା ଐତିହାସିକ ଥିଲେ । ସେ  କାଳଜୟୀ ଉପନ୍ୟାସ ‘ଦେଶ କାଳ ପାତ୍ର’ ଲେଖି ଖ୍ୟାତି ଅର୍ଜନ କରିଛନ୍ତି । ତାଙ୍କ ବିୟୋଗରେ ସମଗ୍ର ଓଡ଼ିଶା ସାହିତ୍ୟ ଓ ସଂସ୍କୃତି ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି ।

ଜଗନ୍ନାଥ ପ୍ରସାଦ ଦାସ ୧୯୩୬ ଏପ୍ରିଲ ୨୬ରେ ପୁରୀଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପତ୍ନୀ ମିତା ଦାସ ଜଣେ ପ୍ରସିଦ୍ଧ ଗାୟିକା ଓ କନ୍ୟା ମୋନାଲିସା ଦାସ ଜଣେ ପ୍ରତିଷ୍ଠିତ ନୃତ୍ୟାଙ୍ଗନା । ଜଗନ୍ନାଥ ଦାସ କଟକର ମିସନ ସ୍କୁଲ ଓ ରେଭେନ୍ସା କଲେଜରେ ପଢ଼ା ସାରି ଆଲ୍ହାବାଦ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରି କିଛିଦିନ ସେଠାରେ ଅଧ୍ୟାପନା କରିଥିଲେ । କିଶୋର କାଳରେ ଜଗନ୍ନାଥ ଦାସ ଲେଖାଲେଖି ଆରମ୍ଭ କରିଥିଲେ । ୧୯୫୧ରେ ସେ "ସ୍ତବକ" ନାମରେ ଏକ କବିତା ସଙ୍କଳନ ପ୍ରକାଶ କରିଥିଲେ । ଏହାପରେ ୧୯୫୮ମସିହାରେ, ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ୧୯୬୦ ମସିହାରେ ସେ ଦୁଇଟି ନାଟକ ଲେଖିଥିଲେ । ୧୯୭୦ ମସିହାରେ ସେ ଆଙ୍କିଥିବା ନିଜର ଚିତ୍ର ଗୁଡିକୁ ଏକ ପ୍ରଦର୍ଶନୀ ମାଧ୍ୟମରେ ପ୍ରଦର୍ଶନ କରାଇଥିଲେ । ୧୯୭୯ରେ ମିଳିଥିବା "ହୋମି ଭାବା ବୃତ୍ତି"ଦ୍ୱାରା ସେ ପଟ୍ଟଚିତ୍ର ଉପରେ ରିସର୍ଚ୍ଚ କରିବାର ସୁଯୋଗ ପାଇଥିଲେ, ଯାହା ପରବର୍ତ୍ତୀ ସମୟରେ "ପୁରୀ ପେଣ୍ଟିଙ୍ଗସ" ନାମରେ ତାହା ପ୍ରକାଶ ପାଇଥିଲା । ସାହିତ୍ୟ ସାଧନା ଓ ଗବେଷଣା ପାଇଁ, ସେ ୧୯୮୪ମସିହାରେ ପ୍ରଶାସନିକ ସେବାକୁ ପରିତ୍ୟାଗ କରିଥିଲେ ।

ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କ ରଚିତ କବିତା ସଂକଳନ ମଧ୍ୟରେ ‘ପ୍ରଥମ ପୁରୁଷ’, ‘ଆହ୍ନିକ’ ଏବଂ ‘ପରିକ୍ରମା’ ଆଦି ପାଠକୀୟ ଆଦୃତି ଲାଭ କରିଛି । ନାଟକ କ୍ଷେତ୍ରରେ ‘ସୂର୍ଯ୍ୟାସ୍ତ ପୂର୍ବରୁ’ ଓ ‘ସୁନ୍ଦର ଦାସ’ ଏବଂ ଐତିହାସିକ ଉପନ୍ୟାସ ‘ଦେଶ କାଳ ପାତ୍ର’ ତାଙ୍କର ଅନ୍ୟତମ ଶ୍ରେଷ୍ଠ ସୃଷ୍ଟି। ଓଡ଼ିଆ ପତ୍ରିକା ଡଗର, ଝଙ୍କାର, ଆସନ୍ତାକାଲି ଆଦିରେ ତାଙ୍କର ଲେଖା ନିୟମିତ ପ୍ରକାଶିତ ହେଉଥିଲା । ମନୋଜ ଦାସଙ୍କ ସହ ସେ ଛାତ୍ର ଫେଡେରେସନ ଅଫ ଇଣ୍ଡିଆର ଏକ ଜର୍ଣ୍ଣାଲ "ଆଗାମୀ"ର ସମ୍ପାଦନା କରୁଥିଲେ । ସାହିତ୍ୟିକ ଅବଦାନ ପାଇଁ ତାଙ୍କୁ ୨୦୦୬ ମସିହାରେ ସମ୍ମାନଜନକ ‘ସରସ୍ୱତୀ ସମ୍ମାନ’ ପ୍ରଦାନ କରାଯାଇଥିଲା। ତେବେ ନିଜ ନୀତିଗତ ଆଦର୍ଶ କାରଣରୁ ସେ ୧୯୯୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରି ଚର୍ଚ୍ଚାକୁ ଆସିଥିଲେ। ଜଣେ ଦ୍ୱିଭାଷୀ ଲେଖକ ତଥା ଅନୁବାଦକ ଭାବରେ ସେ ସୁଇଡିସ୍, ଉର୍ଦ୍ଦୁ, ଫରାସୀ ଏବଂ ଇଂରାଜୀ ଭାଷାରେ ଓଡ଼ିଆ ସାହିତ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇଥିଲେ। ନିଜର ଲେଖା ପାଇଁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଅନେକ ସମ୍ମାନ ପାଇଥିଲେ ଡ଼.ଜଗନ୍ନାଥ ପ୍ରସାଦ ଦାସ ।  ୧୯୭୩ମସିହାରୁ ଦିଲ୍ଲୀରେ ଅବସ୍ଥାନ କରୁଥିବା ଜେ.ପି, ଦିଲ୍ଲୀରେ ରହୁଥିବା ଓଡ଼ିଆମାନଙ୍କ ପାଇଁ ମୁରବୀ ଭଳି ଥିଲେ । ଡ.ଜଗନ୍ନାଥ ପ୍ରସାଦ ଦାସଙ୍କ ବିୟୋଗ ରେ ଦିଲ୍ଲୀ ଓଡ଼ିଆ ଅସ୍ମିତାର ସଭାନେତ୍ରୀ ଅନିତା ପଣ୍ଡା ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ଜବାହରଲାଲ ନେହେରୁ
ଭାରତର ସ୍ୱାଧୀନତା ସଂଗ୍ରାମର ଅଗ୍ରଗଣ୍ୟ ଜନନାୟକ ତଥା ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ବଳିଷ୍ଠ ନେତୃତ୍ୱ ଓ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ଆଜି ମଧ୍ୟ ସମଗ୍ର ରାଷ୍ଟ୍ର ପାଇଁ ଏକ ପ୍ରେରଣାର ଉତ୍ସ ହୋଇ ରହିଛି । ୧୮୮୯ ମସିହା ନଭେମ୍ବର ୧୪ ତାରିଖରେ ଉତ୍ତରପ୍ରଦେଶର ପ୍ରୟାଗରାଜ (ଆଲାହାବାଦ)ଠାରେ ଜନ୍ମଗ୍ରହଣ କରିଥିବା ଏହି ମହାନ ସଂଗ୍ରାମୀ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବ୍ରିଟିଶ ଶାସନ ବିରୋଧରେ ଅନେକ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଏହାସହ ଦେଶ ପାଇଁ ଏକାଧିକ ବାର କାରାବରଣ ମଧ୍ୟ କରିଥିଲେ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ପରେ ଦେଶର ଶାସନ ଭାର ସମ୍ଭାଳିଥିବା ନେହେରୁ ଭାରତକୁ ଏକ ସାର୍ବଭୌମ, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ରାଷ୍ଟ୍ର ଭାବେ ଗଢ଼ିତୋଳିବାରେ ମୁଖ୍ୟ ସୂତ୍ରଧର ସାଜିଥିଲେ । ଭାରତର ପଞ୍ଚବାର୍ଷିକ ଯୋଜନା, ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ସୁଦୃଢ଼ୀକରଣ ଏବଂ ଶିଳ୍ପ, କୃଷି, ବିଜ୍ଞାନ ତଥା ବୈଷୟିକ ଜ୍ଞାନକୌଶଳର ବିକାଶ ପାଇଁ ଆଇଆଇଟି, ଆଇଆଇଏମ  ଭଳି ଅନେକ ବିଶ୍ୱସ୍ତରୀୟ ଅନୁଷ୍ଠାନର ପ୍ରତିଷ୍ଠା ତାଙ୍କର ଦେଶ ପ୍ରତି ଥିବା ସୁଦୂରପ୍ରସାରୀ ଦୃଷ୍ଟିଭଙ୍ଗୀର ପ୍ରମାଣ ଦେଇଥାଏ ।  ପଣ୍ଡିତ ନେହେରୁ ଶିଶୁମାନଙ୍କ ପ୍ରତି ଥିବା ଅଗାଧ ଭଲପାଇବା ପାଇଁ ସମସ୍ତଙ୍କ ପାଖରେ 'ଚାଚା ନେହେରୁ' ଭାବେ ପରିଚିତ ଥିଲେ, ଯେଉଁଥିପାଇଁ ତାଙ୍କ ଜନ୍ମଦିନକୁ ଆଜି ବି ଦେଶବ୍ୟାପୀ 'ଶିଶୁ ଦିବସ' ଭାବେ ପାଳନ କରାଯାଏ । ସାରା ଜୀବନ ଦେଶ ଓ ଜାତିର ସେବାରେ ନିଜକୁ ଉତ୍ସର୍ଗ କରି ଶେଷରେ ୧୯୬୪ ମସିହା ମେ ୨୭ ତାରିଖରେ ଏହି ମହାନ ଜନନାୟକଙ୍କର ମହାପ୍ରୟାଣ ହୋଇଥିଲା। କିନ୍ତୁ ଆଧୁନିକ ଭାରତର ନିର୍ମାଣ ତଥା ରାଷ୍ଟ୍ର ପ୍ରଗତିର ଭିତ୍ତିଭୂମି ସ୍ଥାପନରେ ତାଙ୍କର ଅତୁଳନୀୟ କୀର୍ତ୍ତି ଅମର ହୋଇ ରହିଛି ଏବଂ ରହିଥିବ ।

ରବୀନ୍ଦ୍ରନାଥ ଠାକୁର
ଭାରତୀୟ ସାହିତ୍ୟ ଏବଂ ସମାଜ ସଂସ୍କାର କ୍ଷେତ୍ରରେ ରବୀନ୍ଦ୍ରନାଥ ଠାକୁରଙ୍କ ଅବଦାନ ଅତୁଳନୀୟ । ସେ ୭ ମେ ୧୮୬୧ ମସିହାରେ କଲିକତାର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ନୋବେଲ ପୁରସ୍କାର ବିଜେତା ରବୀନ୍ଦ୍ରନାଥ ଠାକୁର । ତାଙ୍କର ସଫଳତାର ଫର୍ଦ୍ଦ ଖୁବ ଅଧିକ । ୧୯୧୩ ମସିହାରେ ନିଜର କବିତା ସଂକଳନ 'ଗୀତାଞ୍ଜଳି' ପାଇଁ ତାଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ସମ୍ମାନ ପାଇବାରେ ସେ ଥିଲେ ପ୍ରଥମ ଏସୀୟ ବ୍ୟକ୍ତି । ଭାରତର ଜାତୀୟ ସଙ୍ଗୀତ 'ଜନ ଗଣ ମନ' ଏବଂ ବାଂଲାଦେଶର ଜାତୀୟ ସଙ୍ଗୀତ  ରଚୟିତା ଭାବେ ସେ ସମଗ୍ର ବିଶ୍ବରେ ପରିଚିତ । ସମାଜ ପାଇଁ ତାଙ୍କର କାର୍ଯ୍ୟ ମଧ୍ୟ ବହୁତ ମହତ୍ତ୍ବପୂର୍ଣ୍ଣ ଥିଲା; ସେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଶାନ୍ତିନିକେତନ ଓ ବିଶ୍ବଭାରତୀ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏହା ସହିତ ସେ ଜାତିଭେଦ ପ୍ରଥା ଓ ଅନ୍ଧବିଶ୍ବାସ ବିରୋଧରେ ସ୍ବର ଉତ୍ତୋଳନ କରି ସମାଜକୁ ଏକଜୁଟ କରିବାକୁ ଚେଷ୍ଟା କରିଥିଲେ । ୭ ଅଗଷ୍ଟ ୧୯୪୧ ମସିହାରେ ଏହି ମହାନ ବ୍ୟକ୍ତିତ୍ବଙ୍କର ପରଲୋକ ଘଟିଥିଲା, କିନ୍ତୁ ତାଙ୍କର ଶିକ୍ଷା ଏବଂ ଆଦର୍ଶ ଆଜି ମଧ୍ୟ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି ।

ବିଜୁ ପଟ୍ଟନାୟକ
୫ ମାର୍ଚ୍ଚ ୧୯୧୬ ମସିହାରେ ଜନ୍ମଗ୍ରହଣ କରିଥିବା ବିଜୁ ବାବୁଙ୍କ ଜୀବନ ସଂଘର୍ଷ ଓ ସାହସିକତାର ଏକ ଜ୍ୱଳନ୍ତ ଉଦାହରଣ ଥିଲା, ଯେଉଁଥିରେ ଜଣେ ଦକ୍ଷ ପାଇଲଟ୍ ଭାବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଓ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଅବିସ୍ମରଣୀୟ ହୋଇ ରହିଛି । ତାଙ୍କୁ ଆଧୁନିକ ଓଡ଼ିଶାର ନିର୍ମାତା ତଥା ‘ଭୂମିପୁତ୍ର’ଭାବେ ସମ୍ଭୋଧନ କରାଯାଇଥାଏ ।  ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ସେ ଶିଳ୍ପାୟନର ବୁନିଆଦି ପକାଇବା ସହ ପାରାଦୀପ ବନ୍ଦର, ହୀରାକୁଦ ବନ୍ଧ, ରାଉରକେଲା ଇସ୍ପାତ କାରଖାନା, ସୈନିକ ସ୍କୁଲ ଓ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭଳି ଅନେକ ଯୁଗାନ୍ତକାରୀ ପ୍ରକଳ୍ପ ଜରିଆରେ ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେଇଥିଲେ । ବିଜ୍ଞାନର ପ୍ରସାର ପାଇଁ ବିଶ୍ୱସ୍ତରୀୟ ‘କଳିଙ୍ଗ ପୁରସ୍କାର’ ପ୍ରତିଷ୍ଠା କରି ସେ ଓଡ଼ିଶାର ଗୌରବକୁ ବିଶ୍ୱ ଦରବାରରେ ପହଞ୍ଚାଇଥିଲେ । ତାଙ୍କର ସଫଳ ନେତୃତ୍ୱ ଓ ଦୂରଦୃଷ୍ଟି ଯୋଗୁଁ ଓଡ଼ିଆ ଜାତି ଏକ ସ୍ୱତନ୍ତ୍ର ପରିଚୟ ପାଇପାରିଥିଲା । ୧୭ ଏପ୍ରିଲ ୧୯୯୭ ମସିହାରେ ଏହି ମହାନ୍ ଜନନାୟକଙ୍କ ମହାପ୍ରୟାଣ ଘଟିଥିଲେ ମଧ୍ୟ ତାଙ୍କର ନିର୍ଭୀକତା, ସମାଜ ସେବା ଓ ଓଡ଼ିଶା ଗଠନର ସ୍ୱପ୍ନ ଆଜି ବି କୋଟି କୋଟି ଓଡ଼ିଆଙ୍କ ହୃଦୟରେ ପ୍ରେରଣାର ଉତ୍ସ ହୋଇ ରହିଛି ।

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓଡ଼ିଆ ସାହିତ୍ୟ ଜଗତର ଜଣେ ବିଶିଷ୍ଠ ପ୍ରତିଭା ଯିଏ ଓଡ଼ିଶାର ସଂସ୍କୃତିକୁ ଏକ ଭିନ୍ନରୂପ ଦେଇଥିଲେ। ୧୮୮୮ ମସିହା ଡିସେମ୍ବର ୯ ତାରିଖରେ ଭଦ୍ରକ ଜିଲ୍ଲାର ତାଳପଦା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଏହି ମହାନ କବିଙ୍କୁ ଓଡ଼ିଶାର କଳା ଓ ସଂସ୍କୃତି ପ୍ରତି ତାଙ୍କର ଅତୁଳନୀୟ ଅବଦାନ ପାଇଁ  ଆଜି ବି ସମସ୍ତେ ମନେ ରଖିଛନ୍ତି । ତାଙ୍କର ଅନନ୍ୟ କୀର୍ତ୍ତି  ପାଇଁ ତାଙ୍କୁ ୧୯୩୪ ମସିହାରେ ‘କାନ୍ତକବି’ ଉପାଧିରେ ସମ୍ମାନିତ କରାଯାଇଥିଲା। ତାଙ୍କର ସବୁଠାରୁ ବଡ଼ ସଫଳତା ତଥା ଓଡ଼ିଶା ପାଇଁ ଶ୍ରେଷ୍ଠ ଅବଦାନ ହେଉଛି କାଳଜୟୀ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’, ଯାହା ପ୍ରତିଟି ଓଡ଼ିଆଙ୍କ ମନରେ ସ୍ବଦେଶୀ ଅଭିମାନ ଜାଗ୍ରତ କରିଛି। ସେ ଓଡ଼ିଆ ସାହିତ୍ୟକୁ ‘କଣା ମାମୁଁ’ ଭଳି ଉଚ୍ଚକୋଟୀର ଉପନ୍ୟାସ, ଜଣାଣ, ସଙ୍ଗୀତ ଏବଂ ପ୍ରସିଦ୍ଧ ପତ୍ରିକା ‘ଡଗର’ ଭେଟି ଦେଇଛନ୍ତି। ଓଡ଼ିଆ ଜାତିକୁ ନିଜର ଲେଖନୀ ମାଧ୍ୟମରେ ଏକଜୁଟ କରିବାର ମହାନ ପ୍ରୟାସ କରିଥିବା ଏହି ଯଶସ୍ୱୀ କବି ୧୯୫୩ ମସିହା ଫେବୃଆରୀ ୨୪ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ, କିନ୍ତୁ ତାଙ୍କର ଅମର କୃତି  ପାଇଁ ଆଜି ବି ଓଡ଼ିଶା ତାଙ୍କୁ ମନେ ପକାଉଛି ।