କୃଷି - Samaya Live

୨୦୨୬-୨୭ ଖରିଫ ଧାନ ସଂଗ୍ରହ ପାଇଁ ୭ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀଙ୍କ ପଞ୍ଜୀକରଣ
ଭୁବନେଶ୍ବର :  ୨୦୨୬-୨୭ ଖରିଫ ଧାନ ସଂଗ୍ରହପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭ଲକ୍ଷ ୧୮ହଜାରରୁ ଅଧିକ ଚାଷୀ ନାମ ପଞ୍ଜୀକରଣ । ଗତକାଲି ଗୋଟିଏ ଦିନରେ ଗୋଟିଏ ଦିନରେ ୧ ଲକ୍ଷ ୨୦ ହଜାର ଚାଷୀ ପଞ୍ଜୀକରଣ କରିଥିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ପ୍ରାଥମିକ କୃଷି ସମବାୟ ସମିିତି(ପାକ୍ସ), ବୃହତ୍‌ ଆଦିବାସୀ ବହୁମୁଖୀ ସମବାୟ ସମିତି (ଲାମ୍ପ୍ସ) ଓ ପାଣି ପଞ୍ଚାୟତରେ ପଞ୍ଜୀକରଣ କରାଯାଉଛି । ଖରିଫ ଧାନ କିଣା ପାଇଁ ଅଗଷ୍ଟ ୬ ତାରିଖରୁ ଚାଷୀ ପଞ୍ଜିକରଣ ଆରମ୍ଭ ହୋଇଛି । ଏହି ପଞ୍ଜିକରଣ ପ୍ରକ୍ରିୟା ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।
ସୂଚନା ମୁତାବକ, ବରଗଡ଼ ଜିଲାରେ ପ୍ରାୟ ୭୫ହଜାର, ବାଲେଶ୍ୱରରେ ୫୦ହଜାର, କଳାହାଣ୍ଡିରେ ୪୯ହଜାର, ଗଞ୍ଜାମରେ ୪୯ହଜାର ଓ ବଲାଙ୍ଗିରରେ ପ୍ରାୟ ୩୧ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି । ରାଜ୍ୟର ୨୯୧୨ଟି ପାକ୍ସ ଓ ୪ଟି ପାଣି ପଞ୍ଚାୟତରେ ଏହି ପଞ୍ଜୀକରଣ କାର୍ଯ୍ୟ ଚାଲିଛି । ଚଳିତ ପଞ୍ଜୀକରଣ ପ୍ରକ୍ରିୟା ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ସମବାୟ ବିଭାଗ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଓ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ କରାଯାଉଛି ।

ଆଧାର କାର୍ଡ ଭଳି ଚାଷୀଙ୍କୁ ମିଳିବ ‘ଏଗ୍ରିଷ୍ଟାକ୍ ID’
ଭୁବନେଶ୍ୱର: ରାଜ୍ୟର ଚାଷୀଙ୍କ ପାଇଁ ଖୁସି ଖବର । ସ୍ୱତନ୍ତ୍ର ID  କାର୍ଡ ପ୍ରସ୍ତୁତ କରୁଛନ୍ତି ସରକାର । ଆଧାରକାର୍ଡ଼ ଭଳି ଚାଷୀ ଭାଇଙ୍କୁ ସରକାରଙ୍କ ପକ୍ଷରୁ ମିଳିବ ‘ଏଗ୍ରିଷ୍ଟାକ୍ ID’ (Agristack ID) । ଏହି ଆଇଡି ମାଧ୍ୟମରେ ଚାଷୀଙ୍କ କୃଷି ସମ୍ବନ୍ଧୀୟ ତଥ୍ୟ ସଂରକ୍ଷିତ ରହିବା ସହ ସରକାରୀ ଯୋଜନା ଓ ସୁବିଧା ପାଇବା ପ୍ରକ୍ରିୟା ଆହୁରି ସହଜ ହେବ।

ଚାଷୀଙ୍କ ଏଗ୍ରିଷ୍ଟାକ୍ ID ପାଇଁ ବର୍ତ୍ତମାନ ବିଭିନ୍ନ ସମବାୟ ସମିତି ଓ ସୋସାଇଟିରେ ପଞ୍ଜୀକରଣ କରାଯାଉଛି। ତେବେ ଯେଉଁ ଚାଷୀମାନେ କୌଣସି କାରଣରୁ ସମବାୟ ସଂସ୍ଥାକୁ ଆସି ପଞ୍ଜୀକରଣ କରିପାରିବେ ନାହିଁ, ସେମାନଙ୍କୁ ନେଇ ମଧ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆବଶ୍ୟକ ପଡ଼ିଲେ ସରକାରୀ ଅଧିକାରୀମାନେ ଚାଷୀଙ୍କ ଘରକୁ ଯାଇ ପଞ୍ଜୀକରଣ କରିବେ।

ଏହି ପ୍ରକ୍ରିୟାକୁ ସଫଳ କରିବା ପାଇଁ କୃଷି, ରାଜସ୍ୱ ଓ ସମବାୟ ବିଭାଗର ଅଧିକାରୀମାନେ ମିଳିତ ଭାବେ କାର୍ଯ୍ୟ କରିବେ। ଏନେଇ ଆୟୋଜିତ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକରେ କୃଷି, ସମବାୟ, ରାଜସ୍ୱ ଓ ଯୋଗାଣ ବିଭାଗର ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ପଞ୍ଜୀକରଣ ପ୍ରକ୍ରିୟାକୁ କିପରି ଆହୁରି ସରଳ କରାଯିବ, ସେନେଇ ଆଲୋଚନା କରିଛନ୍ତି।

ପଞ୍ଜୀକରଣ ସରିବା ପରେ ଚାଷୀଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରଦାନ କରାଯିବ। ଏଥିରେ ଚାଷୀଙ୍କ କୃଷି ସମ୍ବନ୍ଧୀୟ ଆବଶ୍ୟକ ତଥ୍ୟ ସଂରକ୍ଷିତ ରହିବ। ଫଳରେ ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରି ସରକାରୀ ଯୋଜନା, ସହାୟତା ଓ ଅନ୍ୟାନ୍ୟ ସୁବିଧା ପହଞ୍ଚାଇବା ଅଧିକ ସହଜ ହେବ।

ସବୁଠାରୁ ବଡ଼ କଥା ହେଉଛି, ରାଜ୍ୟ ବାହାରେ କିମ୍ବା ବିଦେଶରେ ଥିବା ଚାଷୀଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ସେମାନେ ଭିଡିଓ କନଫରେନ୍ସିଂ ଜରିଆରେ ପଞ୍ଜୀକରଣ କରିବା ସହ ଆଖି ସ୍କାନ୍ ପ୍ରକ୍ରିୟା ମଧ୍ୟ ସମ୍ପୂର୍ଣ୍ଣ କରିପାରିବେ।

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଚାଷୀ ପଞ୍ଜୀକରଣକୁ ନେଇ କୌଣସି ସମସ୍ୟା ହେବ ନାହିଁ। ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ଚାଲିବ। ଆବଶ୍ୟକ ପଡ଼ିଲେ ଏହାର ଅବଧି ମଧ୍ୟ ବଢ଼ାଯିବ ବୋଲି ସେ କହିଛନ୍ତି।

ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଚାଷୀଙ୍କୁ ଏକ ଡିଜିଟାଲ ପରିଚୟ ମିଳିବା ସହ ସରକାରୀ ସୁବିଧା ସିଧାସଳଖ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିବାର ବାଟ ଆହୁରି ସୁଗମ ହେବ।

ଧାନ କ୍ରୟ ପ୍ରକ୍ରିୟା ରୁ SHG ଙ୍କୁ ବାଦ
ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟାରୁ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଙ୍କୁ ବାଦ ଦିଆଯାଇଛି । ଏହା ପୂର୍ବରୁ ମଧ୍ୟ ଅନ୍ୟ କେତେକ ଜିଲ୍ଲାରେ SHG ଙ୍କୁ ବାଦ ଦିଆଯାଇଥିଲା । ତେବେ SHG ଙ୍କୁ ପ୍ୟାକ୍ସ ,ଲାଂପ୍ସ,ଓ ପାଣି ପଂଚାୟତ ବିଭାଗରେ ସାମିଲ କରାଯିବ ବୋଲି ସୂଚନା ମିଳିଛି । ସରକାରଙ୍କ ନୂଆ ନିର୍ଦ୍ଦେଶ ଅନୁସାରେ, ରାଜ୍ୟର କୌଣସି ଜିଲ୍ଲାରେ ମଧ୍ୟ SHG ମାନଙ୍କୁ ଧାନ କ୍ରୟ ପ୍ରକ୍ରିୟାରେ ସମ୍ପୃକ୍ତ କରାଯିବ ନାହିଁ । ଏହି ନିଷ୍ପତ୍ତିକୁ ସମଗ୍ର ରାଜ୍ୟରେ ଲାଗୁ କରାଯାଇଛି । ୨୦୨୫-୨୬ ରବି ଧାନ କ୍ରୟ ଋତୁରେ SHG ମାନେ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ସରକାରଙ୍କ ଏହି ନିଷ୍ପତ୍ତି ପରେ ଧାନ କ୍ରୟ ବ୍ୟବସ୍ଥାରେ କିପରି ପରିବର୍ତ୍ତନ ଆସୁଛି ଏବଂ ଏହାର ପ୍ରଭାବ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉପରେ କିପରି ପଡ଼ିବ, ତାହାକୁ ନେଇ ବିଭିନ୍ନ ମହଳରେ ଆଲୋଚନା ଆରମ୍ଭ ହୋଇଛି । ସେପଟେ,ଖରିଫ ଧାନ କିଣା ପ୍ରକ୍ରିୟା ନିମନ୍ତେ ଆସନ୍ତା ୨୨ ତାରିଖରୁ ପଞ୍ଜୀକରଣ ହେବାକୁ ଯାଉଛି  ।

ଚାଷକୁ ନେଇ ନୂଆ ନିୟମ
ଘାନା ସଂସଦରେ ପାରିତ ଏକ ନୂତନ ବିଲ୍ ଅନୁଯାୟୀ, କୃଷକମାନେ ସରକାରଙ୍କ ଅନୁମତି ବିନା କୋକୋ ବା ଚକୋଲେଟ୍ ଚାଷ ଛାଡିପାରିବେ ନାହିଁ ।  ଯଦି ସେମାନେ କୋକୋ ଛଡା ଅନ୍ୟ କୌଣସି ଫସଲ ଅମଳ କରନ୍ତି କିମ୍ବା ଜମିକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କରନ୍ତି, ତେବେ ତାଙ୍କୁ ୨୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ସହ ଜରିମାନା ଭୋଗିବାକୁ ପଡ଼ିପାରେ । ଯାହାକି ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ପରେ ଆଇନରେ ପରିଣତ ହେବବୋଲି ଜଣା ପଡିଛି । ସେହିଭଳି ଏହି ବିଲ୍‌ରେ ବେଆଇନ ସୁନା ଖନନକାରୀଙ୍କ ପାଇଁ ମଧ୍ୟ ୧୦ ରୁ ୨୦ ବର୍ଷର ଦଣ୍ଡ ନିର୍ଦ୍ଧାରଣ କରାଯାଇଛି। ଘାନାରେ ଲକ୍ଷ ଲକ୍ଷ ପରିବାର କୋକୋ ଚାଷ ଉପରେ ନିର୍ଭରଶୀଳ ଏବଂ ଏହା ଦେଶର ଅର୍ଥବ୍ୟବସ୍ଥାରେ ବଡ଼ ଯୋଗଦାନ ଦେଇଥାଏ । ମାତ୍ର କୃଷକମାନେ ଏହି ବିଲ୍‌କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେମାନଙ୍କ ଅନୁଯାୟୀ ଜମି କିଣିବାଠାରୁ ଆରମ୍ଭ କରି ଚାଷ କାର୍ଯ୍ୟ ପାଇଁ ସମସ୍ତ ଖର୍ଚ୍ଚ ସେମାନେ ନିଜେ ବହନ କରୁଥିବା ବେଳେ ସରକାରୀ ସାହାଯ୍ୟ ଖୁବ୍ କମ୍ ମିଳିଥାଏ । ତେଣୁ ନିଜ ଜମିରେ କେଉଁ ଫସଲ କରିବେ ସେହି ନିଷ୍ପତ୍ତି ନେବାର ପୂର୍ଣ୍ଣ ଅଧିକାର ସେମାନଙ୍କର ହିଁ ରହିବା ଉଚିତ୍ ।

ଆଉ ୩ଦିନ ବଢ଼ିଲା ଧାନ କିଣା ଅବଧି
ଭୁବନେଶ୍ୱର : ବୃଦ୍ଧି ହେଲା ରବି ଧାନ ସଂଗ୍ରହ ଅବଧି । ଜୁଲାଇ ୩ ତାରିଖ ଯାଏ ଅବଧି ବୃଦ୍ଧି କରିଛନ୍ତି  ସରକାର । ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପୂର୍ବରୁ ଜୁନ୍ ୩୦ ଯାଏଁ ଧାନ କିଣା ନେଇ ପୂର୍ବରୁ ନିଷ୍ପତ୍ତି ନେଇଥିଲା ବିଭାଗ । ଚାଷୀଙ୍କ ବହୁ ଦାବି ପରେ ଆଜି ଅବଧି ବଢ଼ାଇଛନ୍ତି ସରକାର । ୨୦ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ସରକାର । ମାତ୍ର ଏଯାଏ ୧୮.୭୯ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି । ୫ ଜିଲାରେ ଧାନ ପଡ଼ି ରହିଥିବାରୁ ସରକାର ଧାନ ସଂଗ୍ରହ ଅବଧି ବୃଦ୍ଧି କରିଥିବା ମନ୍ତ୍ରୀ କହିଛନ୍ତି ।

ନୂଆପଡ଼ା, ବାଲେଶ୍ବର ସମେତ ୫ ଜିଲ୍ଲାରେ ଧାନ ପଡ଼ି ରହିଛି । ଚଳିତ ରବି ଋତୁରେ ୩ ଲକ୍ଷ ୩୬ ହଜାର ୫୨ କୃଷକଙ୍କ ଠାରୁ ୧୮ ଲକ୍ଷ ୭୯ ହଜାର ୯୧୯ ମେଟ୍ରିକ ଟନ୍‌ ଧାନ କିଣାହୋଇଛି । ଆସନ୍ତା ୩ ଦିନ ମଧ୍ୟରେ ଦିନ ମଧ୍ୟରେ ସବୁ ଧାନ ଉଠିଯିବ । ଲକ୍ଷ୍ୟ ଧାର୍ଯ୍ୟ ହେବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।

ସହଜ ହେଉଛି ମାଟି ପରୀକ୍ଷା
ଧୀରେଧୀରେ ଚାଷକୁ ନେଇ ବିଭିନ୍ନ ନୂଆନୂଆ ବୈଜ୍ଞାନିକ ପଦ୍ଧତି ଆସୁଛି, ଯାହା ଚାଷୀଙ୍କର ବିଭିନ୍ନ ପ୍ରକ୍ରିୟାକୁ ସରଳ କରୁଛି । ସେହିଭଳି ଏକ ଡିଭାଇସ ବର୍ତ୍ତମାନ ଖୁବ ଚର୍ଚ୍ଚା ସାଉଁଟୁଛି, ଯାହା ଚାଷୀଙ୍କର ମାଟି ପରୀକ୍ଷାକୁ ଖୁବ ସହଜ କରୁଛି ।

ଆଜକୁ ପ୍ରାୟ ପାଞ୍ଚ ଦଶନ୍ଧି ପୂର୍ବେ ହେକ୍ଟର ପିଛା ପ୍ରାୟ ୨ ଟନ୍ ଅମଳ ପାଇଁ ୫୪ କିଲୋଗ୍ରାମ ରାସାୟନିକ ସାରର ଆବଶ୍ୟକତା ପଡ଼ୁଥିଲା। କିନ୍ତୁ ଆଜି ସେତିକି ପରିମାଣର ଅମଳ ପାଇଁ ପ୍ରାୟ ୨୮୦ କିଲୋଗ୍ରାମ ସାର ପ୍ରୟୋଗ କରିବାକୁ ପଡ଼ୁଛି। ରାସାୟନିକ ସାରର ଅନୁପଯୁକ୍ତ ଏବଂ ଅସନ୍ତୁଳିତ ବ୍ୟବହାର ଯୋଗୁଁ ଆମ ମାଟିର ସ୍ୱାସ୍ଥ୍ୟ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ବିଶେଷଜ୍ଞଙ୍କ ମତରେ, ଠିକ୍ ଜ୍ଞାନ ଅଭାବରୁ ଚାଷୀମାନେ ଜମିରେ ଅତ୍ୟଧିକ ସାର ପ୍ରୟୋଗ କରୁଛନ୍ତି, ଯାହା ଫସଲର ଅମଳକୁ ଆହୁରି ଖରାପ କରିଦେଉଛି । ଏହି ସମସ୍ୟାର ସମାଧାନ ପାଇଁ ପୁଣେର 'ପ୍ରୋକ୍ସିମାଲ ସଏଲସେନ୍ସ ଟେକ୍ନୋଲୋଜି'ର ସହ-ପ୍ରତିଷ୍ଠାତା ଡକ୍ଟର ରାଜୁଲ ପାଟକର ଏବଂ ଡକ୍ଟର ମୁକୁଲ ସିଂହ ମିଶି ବିଶ୍ୱର ସବୁଠାରୁ ଛୋଟ, ପୋର୍ଟେବଲ୍ ଏବଂ ଶସ୍ତା ମାଟି ପରୀକ୍ଷା ଉପକରଣ 'ନ୍ୟୁଟ୍ରିସେନ୍ସ' ବିକଶିତ କରିଛନ୍ତି ।

ଲାବୋରେଟୋରୀର ବ୍ୟବହାର କମିଛି

ଭାରତରେ ପାରମ୍ପରିକ ମାଟି ପରୀକ୍ଷା ପଦ୍ଧତି ବେଶ୍ ଜଟିଳ । ୧୪ କୋଟି ଚାଷୀଙ୍କ ପାଇଁ ମାତ୍ର ପ୍ରାୟ ୩,୦୦୦ ସରକାରୀ ଲାବୋରେଟୋରୀ ରହିଛି, ଯେଉଁଠାରେ ରିପୋର୍ଟ ଆସିବାକୁ ଅତିକମରେ ୧୫ ଦିନ ସମୟ ଲାଗିଥାଏ । ଫଳରେ ରିପୋର୍ଟ ଆସିବା ପୂର୍ବରୁ ହିଁ ଚାଷୀମାନେ ଜମିରେ ସାର ପକାଇ ସାରିଥାନ୍ତି । କିନ୍ତୁ 'ନ୍ୟୁଟ୍ରିସେନ୍ସ' ଡିଭାଇସ୍ ମାଧ୍ୟମରେ ଏବେ ଘରେ ବସି ରକ୍ତରେ ଶର୍କରା ମାପିବା ଭଳି ସହଜରେ ମାଟି ପରୀକ୍ଷା କରାଯାଇପାରୁଛି। ଆଇଆଇଟି ବମ୍ବେରୁ ପିଏଚ୍‌ଡି କରିଥିବା ଡକ୍ଟର ରାଜୁଲ ୨୦୧୧ ମସିହାରୁ ଏହି ଇଲେକ୍ଟ୍ରୋ-କେମିକାଲ୍ ଟେକ୍ନୋଲୋଜି ଉପରେ ଗବେଷଣା ଆରମ୍ଭ କରି ୨୦୨୨ ପ୍ରାରମ୍ଭରେ ଏହାର ପ୍ରଥମ ପ୍ରୋଟୋଟାଇପ୍ ପ୍ରସ୍ତୁତ କରିଥିଲେ ।

କାର୍ଯ୍ୟଶୈଳୀ

'ନ୍ୟୁଟ୍ରିସେନ୍ସ' ହେଉଛି ଏକ ଛୋଟ ହାର୍ଡୱେର ଡିଭାଇସ୍, ଯାହା ପେପର-ବେସଡ୍ ସେନ୍ସର ଷ୍ଟ୍ରିପ୍ ସହିତ ଆସିଥାଏ । ଏହା ମାଟିର ୬ଟି ଗୁରୁତ୍ୱପୂର୍ଣ୍ଣ ପାରାମିଟର ଯଥା ପିଏଚ୍, ବୈଦ୍ୟୁତିକ ପରିବାହିତା, ନାଇଟ୍ରେଟ୍, ଫସଫେଟ୍ ଏବଂ ପୋଟାସିୟମ୍ ପରୀକ୍ଷା କରିପାରେ। ମାତ୍ର ୧ ଗ୍ରାମ ମାଟି ଏବଂ ୩ ମିଲିଲିଟର ଏଜେଣ୍ଟ ସଲ୍ୟୁସନକୁ ଏକ ଛୋଟ ବୋତଲରେ ମିଶାଇ ଅଧଘଣ୍ଟା ଛାଡ଼ିଦେବାକୁ ପଡ଼ିଥାଏ । ମାଟି ସେଟଲ୍ ହେବା ପରେ ସେହି ସ୍ୱଚ୍ଛ ଦ୍ରବଣରୁ ମାତ୍ର ଗୋଟିଏ ଟୋପା ନେଇ ସେନ୍ସର ଉପରେ ପକାଇବାକୁ ହୁଏ । ଯାହାପରେ ମାତ୍ର ୫ ମିନିଟ୍‌ରୁ କମ ସମୟ ମଧ୍ୟରେ ସମସ୍ତ ୬ଟି ପାରାମିଟରର ସଠିକ୍ ଫଳାଫଳ ମିଳିଯାଏ । ଏହାପରେ ସଏଲ୍ ହେଲ୍‌ଥ କାର୍ଡ ବା ମାଟିର ପୁରା ଏକ ସ୍ବାସ୍ଥ୍ୟ କାର୍ଡ ପ୍ରସ୍ତୁତ ହୋଇ ଚାଷୀଙ୍କ ମୋବାଇଲ୍‌କୁ ତୁରନ୍ତ ଡାଉନଲୋଡ୍ ହୋଇଯାଏ । ଏହି ଡିଭାଇସ୍ ସାହାଯ୍ୟରେ ଦିନକରେ ୨୫ଟି ପର୍ଯ୍ୟନ୍ତ ମାଟି ପରୀକ୍ଷା କରାଯାଇପାରିବ ।

ଲକ୍ଷ ମହିଳା ଚାଷୀ

ଏହି ଡିଭାଇସ୍ ସାହାଯ୍ୟରେ ଗ୍ରାମୀଣ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଲକ୍ଷ୍ୟ ରଖାଯାଇଛି । ମହିଳାମାନେ ଏହି ମେସିନ୍ କିଣି ଚାଷୀମାନଙ୍କ ମାଟି ପରୀକ୍ଷା କରି ନିଜ ପାଇଁ ରୋଜଗାରକ୍ଷମ ହୋଇପାରୁଛନ୍ତି । ଏହି ଡିଭାଇସ ଦ୍ବାରା ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଚାଷୀ ଉପକୃତ ହୋଇଥିବା ଜଣା ପଡିଛି । ଏହା ଦ୍ୱାରା ଚାଷୀମାନେ ତୁରନ୍ତ ଜାଣିପାରୁଛନ୍ତି ଯେ ସେମାନଙ୍କୁ କେଉଁ ସାର କେତେ ପରିମାଣରେ ପ୍ରୟୋଗ କରିବାକୁ ହେବ । ଏବେ ସେମାନଙ୍କ ଅଞ୍ଚଳରେ ୟୁରିଆ ବଦଳରେ ଗୋବର ଖତର ବ୍ୟବହାର ବୃଦ୍ଧି ପାଇଛି ।

ବଜାର ମୂଲ୍ୟ

ବର୍ତ୍ତମାନ ଆସାମ, ପଞ୍ଜାବ, ତେଲେଙ୍ଗାନା, ମହାରାଷ୍ଟ୍ର, ଗୁଜରାଟ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର କୃଷି ଉଦ୍ୟୋଗୀମାନେ ଏହି ଉପକରଣ ବ୍ୟବହାର କରୁଛନ୍ତି । ବଜାରରେ ଉପଲବ୍ଧ ଅନ୍ୟାନ୍ୟ ମେସିନ୍ ତୁଳନାରେ ଏହାର ମୂଲ୍ୟ ପ୍ରାୟ ଅଧା ଅର୍ଥାତ୍ ୩୫,୦୦୦ ଟଙ୍କା ରଖାଯାଇଛି । ଏହା ମାଟି ପରୀକ୍ଷା ଖର୍ଚ୍ଚକୁ ୫୦୦ ଟଙ୍କାରୁ ୩୦୦ ଟଙ୍କାକୁ ହ୍ରାସ କରିବ । ୩ ବର୍ଷର ଆୟୁଷ ଥିବା ଏହି ଡିଭାଇସ୍ ବର୍ଷକୁ ଅତିକମରେ ୩,୦୦୦ ମାଟି ପରୀକ୍ଷା କରିପାରିବ । ଡକ୍ଟର ରାଜୁଲଙ୍କ ଆଶା, ଯେମିତି ପ୍ରତି ଘରେ ଗ୍ଲୁକୋମିଟର ଥାଏ, ସେମିତି ପ୍ରତି ଗ୍ରାମୀଣ ପରିବାରରେ ଏହି ମାଟି ପରୀକ୍ଷା ଯନ୍ତ୍ର ରହୁ, ଯାହା ଦ୍ୱାରା ମାଟିର ସ୍ୱାସ୍ଥ୍ୟ ସହ ଫସଲର ଅମଳ ମଧ୍ୟ ବୃଦ୍ଧି ପାଇବ ।

ବରଫ ଜଳର ସଂରକ୍ଷଣ
ସମସ୍ତଙ୍କୁ ଆନନ୍ଦ ଦେଉଥିବା ବରଫ କିଛି ଅଞ୍ଚଳ ପାଇଁ କିନ୍ତୁ ଅଭିଶାପ ହୋଇଥାଏ । ଏହି ବରଫ କାରଣରୁ ସେମାନେ ନାହିଁ ନଥିବା ସମସ୍ୟାର ସାମନା କରିଥାଆନ୍ତି । ତେବେ ଲଦାଖରେ ଏହି ବରଫକୁ ବ୍ୟବହାର କରି ପାନୀୟ ଜଳ ପ୍ରସ୍ତୁତିର ନିଆରା ଉଦାହରଣ ଦେଖିବାକୁ ମିଳିଛି ।

ଫେବୃଆରୀ ମାସରେ ଯଦି ଆପଣ ଲଦାଖର ଏକ ଗାଁରେ ଛିଡ଼ା ହେବେ ତେବେ, ଚାରିଆଡ଼େ କେବଳ ବରଫ - ଘର ଛାତ ଉପରେ, ପାହାଡ଼ ଢାଲୁରେ ଏବଂ ଯେଉଁଆଡ଼େ ଦୃଷ୍ଟି ପକାଇବେ ସେଠାରେ ବରଫର ଚମକ ଦେଖିବାକୁ ମିଳିବ । ବାହାରୁ ଦେଖିଲେ ମନେହେବ ଯେମିତି ଆପଣ ଜଳରାଶି ଦ୍ୱାରା ଘେରି ହୋଇ ରହିଛନ୍ତି। କିନ୍ତୁ ବିଡ଼ମ୍ବନାର ବିଷୟ ଏହି ଯେ, ଜୁନ୍ ମାସ ଆସିବା ବେଳକୁ ଆପଣଙ୍କ ଚାଷଜମି ସମ୍ପୂର୍ଣ୍ଣ ଶୁଖିଲା ପଡ଼ିଥିବ। ସ୍ଥାନୀୟ ଲୋକମାନେ ଅନେକ ସମସ୍ୟା ଭୋଗୁଥିବେ । ଏହା ହେଉଛି ପୃଥିବୀର ଅନ୍ୟତମ ଉଚ୍ଚ, ଶୀତଳ ଏବଂ ଶୁଷ୍କ ଜନବସତି ଅଞ୍ଚଳ ଲଦାଖର ଏକ ଯନ୍ତ୍ରଣାଦାୟକ ବାସ୍ତବତା। ଏହା ଏଭଳି ଏକ ଭୂଭାଗ ଯେଉଁଠାରେ ଭାରତର ଅନ୍ୟ ଅଞ୍ଚଳର କଳ୍ପନା ବାହାରେ ଅଧିକ ବରଫପାତ ହୋଇଥାଏ, କିନ୍ତୁ ବର୍ଷା ପ୍ରାୟତଃ ଶୂନ୍ୟ। ହିମାଳୟ ପର୍ବତମାଳା ଲଦାଖ ଏବଂ ମୌସୁମୀ ମଧ୍ୟରେ ବାଧା ସୃଷ୍ଟି କରିଥାଏ, ଯେଉଁ କାରଣରୁ ୯୦% ଆଦ୍ରତାକୁ ବାଟରୁ ହିଁ ଫେରିଯାଏ । ତେବେ ଏହି ସବୁ ବରଫ ବହୁତ ଶୀଘ୍ର ତରଳିଯାଏ। ପଥୁରିଆ ନାଳ ଦେଇ ଏହା ପାହାଡ଼ ତଳକୁ ବୋହିଯାଏ ଏବଂ ଯେତେବେଳେ ଚାଷଜମି ପ୍ରସ୍ତୁତ ହୋଇନଥାଏ, ସେହି ସମୟରେ ଏହି ଜଳ ନଷ୍ଟ ହୋଇଯାଏ। ଯେତେବେଳେ ଜଣେ ଲଦାଖୀ ଚାଷୀର ଫସଲ ପାଇଁ ପାଣି ଦରକାର ହୁଏ, ସେତେବେଳକୁ ବସନ୍ତ ଋତୁର ସେହି ବରଫ ତରଳା ପାଣି ଆଉ ନଥାଏ । ବର୍ଷ ବର୍ଷ ଧରି ଏଠାକାର ବାସିନ୍ଦା ଏକ ଅସମ୍ଭବ ସନ୍ତୁଳନ ରକ୍ଷା କରି ଚାଲିଛନ୍ତି । ପାଣି ବୋହିବା ସମୟର ସେହି ସ୍ୱଳ୍ପ ଓ ଅନିଶ୍ଚିତ ମୁହୂର୍ତ୍ତକୁ ଚାହିଁ ସେମାନେ ଚାଷର ନିଷ୍ପତ୍ତି ନିଅନ୍ତି। ଅଧିକ ଶୀଘ୍ର ହେଲେ ଜମି ବରଫ ପାଲଟିଥାଏ ଏବଂ ଅଧିକ ବିଳମ୍ବ ହେଲେ ନାଳ ଶୁଖିଯାଏ। ଯଦି ସେହି ସମୟ ସୀମା ଗଡିଗଲା, ତେବେ ଫସଲ ହାନି ହେବା ନିଶ୍ଚିତ । ଏବେ ଏକ ନୂତନ ପ୍ରକଳ୍ପ ଏହି ସମସ୍ୟାର ସରଳ ସମାଧାନ କାଢିଛି ।

ପ୍ରକଳ୍ପର ନାମ ହିମ ସରୋବର

‘ହିମ୍’ ର ଅର୍ଥ ବରଫ ଏବଂ ‘ସରୋବର’ର ଅର୍ଥ ହ୍ରଦ।  ୨୦୨୬ରେ  ଆରମ୍ଭ ହୋଇଥିବା 'ପ୍ରକଳ୍ପ ହିମ୍ ସରୋବର' ଲଦାଖରେ  ବହୁତ ଶୀଘ୍ର ଆସୁଥିବା ବରଫ ତରଳ ଜଳକୁ ସଞ୍ଚୟ କରି ତାହା ଦରକାର ପଡ଼ିବା ପର୍ଯ୍ୟନ୍ତ ରଖିବା ଏହାର ଲକ୍ଷ୍ୟ। ଏଥିପାଇଁ ଲେହ ଏବଂ କାର୍ଗିଲ ଜିଲ୍ଲାରେ ୫୦ଟି ଛୋଟ ଜଳାଶୟ ନିର୍ମାଣ କରାଯାଉଛି। କୌଣସି ବଡ଼ ଡ୍ୟାମ୍ ନୁହେଁ, ବରଂ ୫୦ଟି ଛୋଟ ଓ ଯୋଜନାବଦ୍ଧ ପୋଖରୀ ଜଳର ଗତିକୁ ‘ପଜ୍’ ବଟନ୍ ଭଳି ଅଟକାଇ ଦେବ।ପୋଖରୀରେ ରହୁଥିବା ଜଳ ଭୂତଳ ଜଳସ୍ତରକୁ ବୃଦ୍ଧି କରେ ଏବଂ ଏହା ଧୀରେ ଧୀରେ ବାହାରି ଚାଷୀଙ୍କ କାମରେ ଆସେ। ଲଦାଖର ଚାଷ ପାଇଁ ବିଶାଳ ସମୁଦ୍ର ଭଳି ଜଳାଶୟ ଦରକାର ନାହିଁ; କେବଳ ଛୋଟଛୋଟ ପୋଖରୀ ହେଲେ ଏଠାରେ ଚାଷ କାମ ସମ୍ଭବ । ପୂର୍ବରୁ ଲଦାଖୀମାନେ ପାରମ୍ପରିକ ଭାବେ ‘କୁଲ୍’ ନାମକ ଏକ ନାଳ ବ୍ୟବସ୍ଥା ଦ୍ୱାରା ଗ୍ଲେସିୟର ପାଣିକୁ ନିଜ ଜମିକୁ ଆଣୁଥିଲେ । କିନ୍ତୁ ‘କୁଲ୍‌’ ଗୁଡ଼ିକ ଗ୍ଲେସିୟରର ନିର୍ଦ୍ଦିଷ୍ଟ ପ୍ରବାହ ଉପରେ ନିର୍ଭର କରନ୍ତି। ଗ୍ଲେସିୟରଗୁଡ଼ିକ ଏବେ ପ୍ରତିବର୍ଷ କିଛି ମିଟର ପଛକୁ ହଟିବାରେ ଲାଗିଛନ୍ତି, ଯାହା ଦ୍ୱାରା ପୁରୁଣା ବ୍ୟବସ୍ଥା ଆଉ ସଠିକ୍ ଭାବେ କାମ କରୁନାହିଁ। ହିମ୍ ସରୋବର ହେଉଛି ସେହି ଶତାବ୍ଦୀ ପୁରୁଣା ଯୁକ୍ତିର ଏକ ୨୧ଶ ଶତାବ୍ଦୀର ସଂସ୍କରଣ। ଏଠାରେ କେବଳ ଗ୍ରାମବାସୀ ନୁହଁନ୍ତି, ବରଂ ଭାରତୀୟ ସେନା, ଆଇଟିବିପି  ଏବଂ ବିଆରଓ  ଭଳି ଅନୁଷ୍ଠାନ ଏକାଠି ହୋଇଛନ୍ତି, ଯେଉଁମାନେ ଏଭଳି କଠିନ ଭୂଭାଗରେ କାମ କରିବା ପାଇଁ ଦକ୍ଷ।

ଭୂତଳ ଜଳସ୍ତରର ଚମତ୍କାର

ଏହି ଜଳାଶୟଗୁଡ଼ିକର ସବୁଠାରୁ ବଡ଼ କାମ କେବଳ ଚାଷଜମିକୁ ପାଣି ଦେବା ନୁହେଁ, ବରଂ ଭୂତଳ ଜଳସ୍ତରକୁ ବଢାଇବା । ପୋଖରୀରେ ଜଳ ଜମି ରହିଲେ ତାହା ଧୀରେ ଧୀରେ ମାଟି ଭିତରକୁ ଯାଏ, ଯାହା ଫଳରେ ଶୁଖିଯାଉଥିବା ଝରଣାଗୁଡ଼ିକ ପୁଣି ଜୀବନ୍ତ ହୋଇଉଠେ। ଅଧିକ ଓଦାଳିଆ ମାଟିରେ ଘାସ ଓ ଗଛଲତା ବଢ଼େ, ଯାହା ପୁଣି ଅଧିକ ଆଦ୍ରତା ଧରି ରଖେ। ଏହି ପ୍ରକଳ୍ପ ପଛରେ ଥିବା ଚିନ୍ତାଧାରା ବେଶ୍ ଚମତ୍କାର। ବରଫ ହେଉଛି ପ୍ରକୃତିର ନିଜସ୍ୱ ଜଳଭଣ୍ଡାର। ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରକୃତିର ଏହି ସଂରକ୍ଷଣ ବ୍ୟବସ୍ଥା ନଷ୍ଟ ହୋଇଯାଉଛି। ପ୍ରକଳ୍ପ ହିମ୍ ସରୋବର ହେଉଛି ପାହାଡ଼ ପୂର୍ବରୁ ଯାହା କାମ କରୁଥିଲା, ତାହା କୃତ୍ରିମ ଭାବେ କରିବା ପାଇଁ ଏକ ପ୍ରୟାସ - ଅର୍ଥାତ୍ ଆବଶ୍ୟକ ହେବା ପର୍ଯ୍ୟନ୍ତ ଜଳକୁ ସଞ୍ଚୟ କରି ରଖିବା। ସମୁଦ୍ର ପତ୍ତନରୁ ୩,୫୦୦ ମିଟର ଉଚ୍ଚରେ ଚାଷ କରୁଥିବା ପରିବାରଗୁଡ଼ିକ ପାଇଁ ସଞ୍ଚିତ ବରଫ ତରଳା ପାଣିର ଏକ ପୋଖରୀ କୌଣସି ବରଦାନଠାରୁ କମ୍ ନୁହେଁ। ସେମାନଙ୍କ ପାଇଁ ଏହା ଉପକାରୀ ପାଲଟିଛି ।

କୃଷକର ସାଥୀ ସ୍ମାର୍ଟ ବାଡ଼ି
ଅନେକ ସମୟରେ ଛୋଟଛୋଟ ଉଦ୍ଭାବନ ଅନେକ ସୁବିଧା ପ୍ରଦାନ କରିଥାଏ । ସେହିଭଳି ଏକ ଉଦ୍ଭାବନ ବର୍ତ୍ତମାନ ସୋସିଆଲ ମିିଡିଆରେ ଖୁବ ଚର୍ଚ୍ଚା ସାଉଁଟୁଛି । ଚାଷୀଙ୍କ ପାଇଁ ଉଦ୍ଭାବନ ହୋଇଥିବା କିଷାନ ମିତ୍ର ଛଡି ବା ସ୍ମାର୍ଟ ବାଡି ବର୍ତ୍ତମାନ ସମସ୍ତ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଛି ।

ଅଧିକାଂଶ ଚାଷୀଙ୍କ ପାଇଁ କାମର ସମୟ କେବଳ ଦିନ ଭିତରେ ସୀମିତ ନଥାଏ । ସୂର୍ଯ୍ୟାସ୍ତ ପରେ ବିଲକୁ ପାଣି ମଡ଼ାଇବା, ବିଭିନ୍ନ ସମୟରେ ପମ୍ପ ସେଟ୍ ଯାଞ୍ଚ କରିବା ଏବଂ ଅନ୍ଧାରରେ ହିଡ଼ କୋଣରେ ଚାଲିବା ସେମାନଙ୍କ ଦୈନନ୍ଦିନ ଜୀବନର ଅଂଶ। କିନ୍ତୁ ଏହି ସମୟରେ ଘାସ ବା ହିଡ଼ କଣରେ ଲୁଚି ରହିଥିବା ସାପ ଜଣେ ଚାଷୀଙ୍କ ପାଇଁ ଯମ ସଦୃଶ ହୋଇପାରେ। ଭାରତରେ ପ୍ରତିବର୍ଷ ପ୍ରାୟ ୪୬,୦୦୦ ଲୋକ ସାପ କାମୁଡ଼ାରେ ପ୍ରାଣ ହରାନ୍ତି ଏବଂ ପ୍ରାୟ ୧.୪ ରୁ ୨.୮ ନିୟୁତ ଲୋକ ଏହାର ଶିକାର ହୋଇଥାନ୍ତିବୋଲି ଜଣା ପଡିଛି ।  ଏହି ସମସ୍ୟାର ସମାଧାନ ପାଇଁ ଏବେ ଆସିଛି ଏକ ଅଭିନବ ସମାଧାନ 'କିଷାନ ମିତ୍ର ଛଡ଼ି' ବା ସ୍ମାର୍ଟ ବାଡି ।

କିପରି କରିଥାଏ କାମ

ଦେଖିବାକୁ ଏହା ଏକ ସାଧାରଣ ବାଡ଼ି ପରି ହୋଇଥିଲେ ମଧ୍ୟ ଏହା ଭିତରେ ଅତ୍ୟାଧୁନିକ ସେନ୍ସର ଏବଂ ଆଇଓଟି  ଟେକ୍ନୋଲୋଜି ଖଞ୍ଜା ଯାଇଛି । ଜଣେ ଚାଷୀ ଯେତେବେଳେ ଏହି ବାଡ଼ିକୁ ଧରି ବିଲରେ ଚାଲନ୍ତି, ସେ ଏଥିରେ ଥିବା ଏକ ବଟନ୍ ଦବାଇ ନିଜ ଚାରିପାଖର ଅଞ୍ଚଳକୁ ସ୍କାନ କରିପାରନ୍ତି । ଯଦି ବାଡ଼ିର ୫ ରୁ ୧୫ ମିଟର ପରିଧି ମଧ୍ୟରେ କୌଣସି ସାପ ବା ସରୀସୃପ ଥାଏ, ତେବେ ଏହା ଏକ ଜୋରଦାର ଭାଇବ୍ରେସନ ସୃଷ୍ଟି କରେ। ଏହି କମ୍ପନ ହିଁ ଚାଷୀଙ୍କ ପାଇଁ ସତର୍କ ଘଣ୍ଟି, ଯାହା ତାଙ୍କୁ ସେହି ସ୍ଥାନରେ ଅଟକି ଯିବାକୁ ଏବଂ ନିଜ ଗତିପଥ ବଦଳାଇବାକୁ ସୂଚନା ଦିଏ ।

ବୈଷୟିକ ଜ୍ଞାନକୌଶଳ

ଏହି ବାଡ଼ିରେ 'ଇନଫ୍ରାରେଡ୍ ରେଡିଏସନ୍' ଏବଂ 'ଅଲଟ୍ରାସୋନିକ୍ ସେନ୍ସର' ବ୍ୟବହାର କରାଯାଇଛି । ସାପମାନେ ଶୀତଳ ରକ୍ତ ବିଶିଷ୍ଟ ପ୍ରାଣୀ ହୋଇଥିବାରୁ ସେମାନଙ୍କ ଶରୀରର ତାପମାତ୍ରା ପରିବେଶ ଅନୁସାରେ ବଦଳିଥାଏ । ଏହି ସେନ୍ସରଗୁଡ଼ିକ ସେହି ତାପମାତ୍ରାର ପରିବର୍ତ୍ତନ ଏବଂ ସାପର ସ୍ଲାଇଡିଂ ଗତିକୁ ଚିହ୍ନଟ କରିପାରନ୍ତି । ଏଥିରେ ଥିବା ଆଇଓଟି ସିଷ୍ଟମ୍ ଏବଂ ଆର୍ଡୁଇନୋ କିମ୍ବା ରାସପବେରୀ ପାଇ ପରି ଛୋଟ ପ୍ରୋସେସରଗୁଡ଼ିକ ସେନ୍ସରରୁ ମିଳୁଥିବା ସୂଚନାକୁ ତୁରନ୍ତ ବିଶ୍ଳେଷଣ କରି କମ୍ପନ ସୃଷ୍ଟି କରନ୍ତି । କେତେକ ଉନ୍ନତ ସଂସ୍କରଣରେ ଏଆଇ ମଧ୍ୟ ବ୍ୟବହାର କରାଯାଇଛି, ଯାହା ଘାସ ହଲିବା ଏବଂ ସାପର ଗତି ମଧ୍ୟରେ ପାର୍ଥକ୍ୟ ବୁଝିପାରେ, ଫଳରେ ଭୁଲ୍ ସୂଚନା ମିଳିବାର ଆଶଙ୍କା କମ୍ ରହିଥାଏ ।

ସୁରକ୍ଷା ସହ ସଂରକ୍ଷଣ

ଏହି ଉଦ୍ଭାବନ କେବଳ ଚାଷୀଙ୍କ ଜୀବନ ବଞ୍ଚାଏ ନାହିଁ, ବରଂ ସାପମାନଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ କରେ । ଅନେକ ସମୟରେ ଭୟଭୀତ ହୋଇ ଚାଷୀମାନେ ସାପଙ୍କୁ ମାରିଦିଅନ୍ତି, କିନ୍ତୁ ଏହି ବାଡ଼ି ସାହାଯ୍ୟରେ ପୂର୍ବରୁ ସତର୍କତା ମିଳିଯାଉଥିବାରୁ ଚାଷୀ ସାପଠାରୁ ଦୂରେଇ ଯାଇପାରନ୍ତି । ଏହାଦ୍ୱାରା ଜୈବ ବିବିଧତା ରକ୍ଷା ହେବା ସହ ମୂଷା ସଂଖ୍ୟା ନିୟନ୍ତ୍ରଣରେ ସାପମାନେ ସାହାଯ୍ୟ କରନ୍ତି । କେରଳ ଭଳି ଅନେକ ରାଜ୍ୟର ସରକାରୀ ପ୍ରୋଜେକ୍ଟ ମାଧ୍ୟମରେ ଏହାକୁ ପ୍ରୋତ୍ସାହନ ଦିଆଯାଉଛି । ରାତି ଅନ୍ଧାରରେ ବିଲରେ କାମ କରୁଥିବା ଜଣେ ଚାଷୀ ପାଇଁ ଏହି ଛୋଟ ବାଡ଼ିଟି ଜୀବନରକ୍ଷାକାରୀ ବନ୍ଧୁ ବା 'କିଷାନ ମିତ୍ର' ସାବ୍ୟସ୍ତ ହୋଇଛି ।

ମୋଦୀ କେବଳ ଜଣେ ବ୍ୟକ୍ତି ନୁହଁନ୍ତି ବରଂ ଏକ ବିଚାରଧାରା ଓ ଅନୁଷ୍ଠାନ: କେନ୍ଦ୍ର କୃଷି ମନ୍ତ୍ରୀ ଚୌହାନ
ନୂଆଦିଲ୍ଲୀ, ୨୩/୩ (ପିଟିଆଇ): ସାର୍ବଜନୀନ ଜୀବନରେ କୌଣସି ସରକାରର ମୁଖ୍ୟ ହୋଇ ରହିବାରେ ମୋଦୀଙ୍କ ରେକର୍ଡ ସ୍ଥାପନକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶିବରାଜସିଂ ଚୌହାନ। ଲଗାତାର  ଭାରତ ବର୍ଷର କୋଣ ଅନୁକୋଣରୁ ତାଙ୍କ ପ୍ରତି ଜନତାଙ୍କ ଶ୍ରଦ୍ଧା ଓ ଭଲ ପାଇବା ହେତୁ ସେ ସରକାରର ମୁଖ୍ୟ ହେବାରେ ୮୯୩୧ ଦିନ ପୂରଣ କରିଛନ୍ତି। ଶ୍ରୀ ମୋଦୀଙ୍କ ଏହି ନିରନ୍ତର ସଫଳତାକୁ ବର୍ଣ୍ଣନା କରିବାକୁ ଯାଇ ଶ୍ରୀ ଚୌହାନ ତାଙ୍କୁ କେବଳ ଜଣେ ବ୍ୟକ୍ତି ନୁହେଁ ବରଂ ଅନୁଷ୍ଠାନ ସହ ତୁଳନା କରିଛନ୍ତି।
ନୂଆଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ଶ୍ରୀ ଚୌହାନ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ "କେବଳ ଜଣେ ବ୍ୟକ୍ତି ନୁହଁନ୍ତି ବରଂ ଏକ ବିଚାରଧାରା ଏବଂ ଏକ ଅନୁଷ୍ଠାନ" । ଏକ ସମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଚୌହାନ କହିଛନ୍ତି ଯେ, ସିକିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମଲିଂଙ୍କ ପୂର୍ବ ରେକର୍ଡକୁ ଅତିକ୍ରମ କରି ଶ୍ରୀ ମୋଦୀ ଏବେ ଭାରତରେ ଏକ ନିର୍ବାଚିତ ସରକାରର ଦୀର୍ଘତମ ସେବା କରୁଥିବା ମୁଖ୍ୟ ହୋଇପାରିଛନ୍ତି।
ସେ ଶ୍ରୀ ମୋଦୀଙ୍କୁ ଜଣେ ଏପରି ନେତା ଭାବରେ ବର୍ଣ୍ଣନା କରିଛନ୍ତି, ଯିଏ ଦେଶ ପାଇଁ ନିରନ୍ତର କାର୍ଯ୍ୟ କରିଛନ୍ତି ଏବଂ ସର୍ବସାଧାରଣ ଜୀବନରେ ଉତ୍ସର୍ଗୀକୃତ ମନୋଭାବର ଏକ ଉଦାହରଣ ସୃଷ୍ଟି କରିଛନ୍ତି।
ଶ୍ରୀ ଚୌହାନ ଏବେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଭାବେ କାର୍ଯ୍ୟରତ। ଏହା ପୂର୍ବରୁ ସେ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି। ସେ କହିଛନ୍ତି, “ମୋଦୀ ଜୀ କେବଳ ଜଣେ ବ୍ୟକ୍ତି ନୁହଁନ୍ତି, ସେ ଏକ ବିଚାରଧାରା, ଏକ ଅନୁଷ୍ଠାନ। ସର୍ବସାଧାରଣ କାର୍ଯ୍ୟାଳୟରେ ସର୍ବାଧିକ ଦିନ ଅତିବାହିତ କରିବା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଥିବାବେଳେ ଏହି କାର୍ଯ୍ୟକାଳ ମଧ୍ୟରେ ଜନକଲ୍ୟାଣ ପ୍ରତି ତାଙ୍କର ଅକ୍ଲାନ୍ତ ପ୍ରତିବଦ୍ଧତା ଅଧିକ ଉଲ୍ଲେଖନୀୟ।”
ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟ ପଛରେ ଜାତୀୟତାବାଦ ହିଁ ମୁଖ୍ୟ ପ୍ରେରଣା ଶକ୍ତି ହୋଇ ରହିଛି।
“ପ୍ରତ୍ୟେକ ଭୂମିକାରେ, ମୁଁ ତାଙ୍କ ମଧ୍ୟରେ ଯେଉଁ ମୂଳ ପ୍ରେରଣା ଦେଖିଛି ତାହା ହେଉଛି ରାଷ୍ଟ୍ରବାଦ - ପ୍ରଥମେ ଦେଶ, ସର୍ବୋପରି ଦେଶ। ସେ ଭାରତ ମାତାର ଜଣେ ପ୍ରକୃତ ଭକ୍ତ ଏବଂ ଜନସାଧାରଣଙ୍କ ସେବକ। ଏହା ହିଁ ତାଙ୍କ କାର୍ଯ୍ୟ ପଛରେ ଥିବା ମୌଳିକ ପ୍ରେରଣା,” ବୋଲି ଶ୍ରୀ ଚୌହାନ କହିଛନ୍ତି।
ଭ୍ରଷ୍ଟାଚାର ଏବଂ ଜନସାଧାରଣଙ୍କ ମୋହଭଙ୍ଗ ସମୟରେ ମୋଦୀ "ବିଶ୍ୱାସର ପ୍ରତୀକ" ଭାବରେ ଉଭା ହୋଇଥିବା ଶ୍ରୀ ଚୌହାନ କହିଛନ୍ତି। “ମୋର ୨୦୧୧-୧୩ର ସେହି ଅନ୍ଧକାରମୟ ଦିନଗୁଡ଼ିକ ମନେ ଅଛି, ଯେତେବେଳେ ସ୍କାମ ଏବଂ ଦୁର୍ନୀତି ବ୍ୟାପକ ଥିଲା ଏବଂ ଲୋକମାନେ ନିରାଶ ହୋଇଯାଇଥିଲେ। ସେହି ଅନ୍ଧକାରରେ ନରେନ୍ଦ୍ର ମୋଦୀ ଆସ୍ଥା ଓ ବିଶ୍ୱାସର ପ୍ରତୀକ ଭାବରେ ଉଭା ହୋଇଥିଲେ,” ବୋଲି ସେ କହିଛନ୍ତି।
ବରିଷ୍ଠ ବିଜେପି ନେତା ଜଣଙ୍କ ଆହୁରି ମଧ୍ୟ କହିଛନ୍ତି, “'ଭଲ ଦିନ ଆସୁଛି' ବୋଲି ବିଶ୍ୱାସ ବ୍ୟାପିଥିଲା। ୨୦୧୪ ରେ, ବିଶ୍ୱ ଆଶ୍ଚର୍ଯ୍ୟର ସହ ଦେଖିଲା ଯେ ତାଙ୍କ ନେତୃତ୍ୱରେ ଗୋଟିଏ ଦଳ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କଲା।”
ସେ ଆହୁରି ମଧ୍ୟ କହିଛନ୍ତି ଯେ ଶ୍ରୀ ମୋଦୀଙ୍କ ନେତୃତ୍ୱ ଦେଶରେ ବିକାଶର ଏକ ନୂତନ ପର୍ଯ୍ୟାୟ ଆଣିଛି, ଯେଉଁଥିରେ ଲୋକମାନେ ବିଶ୍ୱାସ କରୁଛନ୍ତି ଯେ "ମୋଦୀ ଅଛନ୍ତି ତ, ସମ୍ଭବ"।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚୌହାନ ଆହୁରି କହିଛନ୍ତି, “ଯାହା ଦିନେ ଅସମ୍ଭବ ମନେ ହେଉଥିଲା ତାହା ସମ୍ଭବ ହେବାକୁ ଲାଗିଛି – ରାଜପଥ, ବିମାନବନ୍ଦର, ବନ୍ଦର, ରେଳବାଇ, ମେଟ୍ରୋ ଏବଂ ବୁଲେଟ୍ ଟ୍ରେନ୍ ସବୁ କ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିଛି A।”
ସରକାରଙ୍କ ପ୍ରମୁଖ ପଦକ୍ଷେପଗୁଡିକର ତାଲିକା ଦେଇ ଚୌହାନ କହିଛନ୍ତି ଯେ ଅନେକ ଯୋଜନା ନିବେଶ ଏବଂ ଜନକଲ୍ୟାଣକୁ ପ୍ରୋତ୍ସାହିତ କରିଛି। ସେ କହିଛନ୍ତି, “ମେକ୍ ଇନ୍ ଇଣ୍ଡିଆ, ଷ୍ଟାଣ୍ଡ-ଅପ୍ ଇଣ୍ଡିଆ ଏବଂ ଷ୍ଟାର୍ଟ-ଅପ୍ ଇଣ୍ଡିଆ ଭଳି କାର୍ଯ୍ୟକ୍ରମ ନିବେଶ, ଆଶା ଏବଂ ବିଶ୍ୱାସର ଏକ ନୂତନ ପରିବେଶ ସୃଷ୍ଟି କରିଛି।”
ମହିଳା ସଶକ୍ତିକରଣ ଦିଗରେ ହୋଇଥିବା ପ୍ରୟାସ ଉପରେ ମଧ୍ୟ ସେ ଆଲୋକପାତ କରିଛନ୍ତି। "ମହିଳାମାନଙ୍କ ପାଇଁ ଶିକ୍ଷା, କଲ୍ୟାଣକାରୀ ଯୋଜନା ଏବଂ 'ଲକ୍ଷପତି ଦିଦି' କାର୍ଯ୍ୟକ୍ରମ ଭଳି ଅର୍ଥନୈତିକ ସଶକ୍ତିକରଣ ପଦକ୍ଷେପ ଆରମ୍ଭ କରାଯାଇଥିଲା," ସେ କହିଛନ୍ତି।
କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, “୩ କୋଟିର ଲକ୍ଷ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ହାସଲ ହୋଇଛି ଏବଂ ବର୍ତ୍ତମାନ ଲକ୍ଷ୍ୟ ହେଉଛି ୬ କୋଟି। ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ସହିତ ମହିଳା ସଶକ୍ତିକରଣ ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରିଛି।”
ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଚୌହାନ କହିଛନ୍ତି ଯେ ସର୍ଜିକାଲ ଷ୍ଟ୍ରାଇକ ଏବଂ ଏୟାର ଷ୍ଟ୍ରାଇକ ସମେତ ଆତଙ୍କବାଦ ବିରୋଧରେ ସରକାର ଦୃଢ଼ ପଦକ୍ଷେପ ନେଇଛନ୍ତି। “ଆମେ ବିଶ୍ୱ ପାଇଁ ବନ୍ଧୁତ୍ୱପୂର୍ଣ୍ଣ, କିନ୍ତୁ ଦୃଢ଼ ରହିଛୁ। ଭଲ ଲୋକଙ୍କ ପାଇଁ ଫୁଲ ପରି କୋମଳ ଏବଂ ଶତ୍ରୁମାନଙ୍କ ପାଇଁ ବଜ୍ର ଭଳି କଠୋର। ନକ୍ସଲବାଦ ଏହାର ଶେଷ ସୀମାରେ ପହଞ୍ଚିଛି,” ବୋଲି ସେ କହିଛନ୍ତି।
ପ୍ରମୁଖ ରାଜନୈତିକ ନିଷ୍ପତ୍ତି ଗୁଡିକ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ ଦିନେ ଯେଉଁ ପ୍ରସଙ୍ଗଗୁଡିକ କେବଳ ସ୍ଲୋଗାନ ଭାବେ ଦେଖାଯାଉଥିଲା ତାହା ଏବେ ସାକାର ହୋଇଛି।
“ଜଣେ କର୍ମକର୍ତ୍ତା ଭାବରେ, ଆମେ ଦେଉଥିବା ସ୍ଲୋଗାନ ଗୁଡ଼ିକ ମୋର ମନେ ଅଛି - 'ଗୋଟିଏ ଦେଶରେ ଦୁଇଟି ପତାକା, ଦୁଇଟି ସମ୍ବିଧାନ, ଦୁଇଟି ମୁଖ୍ୟ ରହିପାରିବେ ନାହିଁ।' ସେହି ସମୟରେ ଏହା କେବଳ ଏକ ସ୍ଲୋଗାନ ପରି ମନେ ହେଉଥିଲା। ଏପରିକି 'ଆମେ ରାମ ମନ୍ଦିର ନିର୍ମାଣ କରିବୁ' ମଧ୍ୟ ଦୂରର କଥା ମନେ ହେଉଥିଲା,” ସେ କହିଛନ୍ତି।
ଶ୍ରୀ ଚୌହାନ କହିଛନ୍ତି, “କିନ୍ତୁ ଆଜି ଦେଶ ଏବଂ ବିଶ୍ୱ ଦେଖିଛି ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହୋଇଛି ଏବଂ ଧାରା ୩୭୦ ଉଚ୍ଛେଦ କରାଯାଇଛି। ଯାହା ଅସମ୍ଭବ ମନେ ହେଉଥିଲା ତାହା ସମ୍ଭବ ହୋଇଛି।” ଶ୍ରୀ  ମୋଦୀ ସିଧାସଳଖ ଲୋକଙ୍କ ସହ ଯୋଡ଼ି ହୋଇଛନ୍ତି ଏବଂ ତାଙ୍କୁ ଜଣେ "ସମାଜ ସଂସ୍କାରକ" ଏବଂ ଜଣେ "ଅସାଧାରଣ ଶ୍ରୋତା" ବୋଲି କହିଛନ୍ତି ଶ୍ରୀ ଚୌହାନ।
ଏକ ସମୃଦ୍ଧ, ଶକ୍ତିଶାଳୀ, ଆତ୍ମନିର୍ଭରଶୀଳ ଏବଂ ବିକଶିତ ଭାରତ - ଏହି ସ୍ୱପ୍ନ ମୋଦୀଙ୍କ ନେତୃତ୍ୱରେ ପୂରଣ ହେବ ବୋଲି ସେ କହିଛନ୍ତି। ଇତିହାସ ଚକ୍ରାକାରରେ ଗତି କରେ ଏବଂ ଦୀର୍ଘ ସମୟ ପରେ ମୋଦୀଙ୍କ ଭଳି ନେତା ଜନ୍ମ ହୁଅନ୍ତି ବୋଲି ସେ ସୂଚନା ଦେଇଛନ୍ତି।

ଭାରତୀୟ ଜନତା ପାର୍ଟି ,କୃଷକ ମୋର୍ଚ୍ଚା ରାଜ୍ୟ ପଦାଧିକାରୀ ନାମ ଘୋଷଣା
ମିଡିଆ ସଂଯୋଜକ ଏବଂ ସାମାଜିକ ଗଣମାଧ୍ୟମ ସଂଯୋଜକ ଏବଂ ଜିଲ୍ଲା ସଭାପତି ନାମ ତାଲିକା ଘୋଷଣା

ଭୁବନେଶ୍ୱର : ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢୀ ଆଜି କୃଷକ ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ମିଡିଆ ସଂଯୋଜକ, ଗଣମାଧ୍ୟମ ସଂଯୋଜକ ଏବଂ ଜିଲ୍ଲା ସଭାପତି ନାମ ତାଲିକା ଘୋଷଣା କରିଛନ୍ତି ।

୭ ଉପସଭାପତି, ୨ ସାଧାରଣ ସଂପାଦକ, ୭ ସଂପାଦକ, ୧ କୋଷାଧ୍ୟକ୍ଷ, ୧ କାର୍ଯ୍ୟାଳୟ ସଂପାଦକ, ୧  ମିଡିଆ ସଂଯୋଜକ ଏବଂ ୨ ସାମାଜିକ ଗଣମାଧ୍ୟମ ସଂଯୋଜକ ନାମ ତାଲିକା ଘୋଷଣା
-୩୩ ଜିଲ୍ଲା ସଭାପତି ନାମ ତାଲିକା ଘୋଷଣା ।

ଡିଷ୍ଟ୍ରିକ୍ଟ  ପ୍ରେସିଡେଣ୍ଟ

1. ଅନଗୁଳ - ବିଜୟ କୁମାର ମାଝୀ
2.ଵାଲେଶ୍ୱର  - ତାପସ କୁମାର ମହାନ୍ତି
3. ଵାଲେଶ୍ୱର (ନର୍ଥ) - ଖଗେନ୍ଦ୍ର ନାୟକ
4 ବରଗଡ - ସୁରେନ୍ଦ୍ର ପାତ୍ର
5. ଭୁବନେଶ୍ୱର - ସଞ୍ଜୟ ତ୍ରିପାଠୀ
6. ବଲାଙ୍ଗୀର -ଅମିତ ସିଂ ନିନା
7. ବୌଦ୍ଧ - ପୂର୍ଣ୍ଣ ଚନ୍ଦ୍ର ଗାଇଗରୀଆ
8. କଟକ   - ନିର୍ମଳ କୁମାର ଦାସ
9. କଟକ ଗ୍ରାମୀଣ - ଧନେଶ୍ୱର ନାୟକ
10. ଦେଓଗଡ - ବିରଞ୍ଚି ବେହେରା
11. ଢେଙ୍କାନାଳ - ଲଳିତ କୁମାର ସାହୁ
12. ଗଜପତି  -ପ୍ରଶାନ୍ତ କୁମାର ପାଲୋ
13. ଗଞ୍ଜାମ - ସୂର୍ଯ୍ୟ ନାରାୟଣ ଦାସ
14. ଘୁମୁସର (ଆସ୍କା) - ମନୋଜ କୁମାର ପ୍ରଧାନ
15. ଘୁମୁସର (ଭଞ୍ଜନଗର) - ରଘୁନାଥ ପଣ୍ଡା
16. ଜଗତସିଂହପୁର - ପ୍ରଶାନ୍ତ କୁମାର ସ୍ୱାଇଁ
17. ଯାଜପୁର - ସୀତାନାଥ ବଳସମାନ୍ତ
18. ଝାରସୁଗୁଡା - ମୁରାରୀ ପାଣିଗ୍ରାହୀ
19. କଳାହାଣ୍ଡି - ସୁଧୀର ମୁଣ୍ଡ
20. କନ୍ଧମାଳ - ଆଦିତ୍ୟ କହଁର
21. କେନ୍ଦ୍ରାପଡା - ଦୟାନିଧି ବଳ
22. କେଉଁଝର  - ସୁନୀଲ ମହାନ୍ତ
23. କୋରାପୁଟ -ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ
24. ମାଲକାନଗିରି - ସପନ  ରାୟ
25. ମୟୁରଭଞ୍ଜ (ଇଷ୍ଟ)  -ଟୁନା ରାମ ଥୋୟାଲ
26. ମୟୁରଭଞ୍ଜ (ୱେଷ୍ଟ) - ଯୋଗେନ୍ଦ୍ର ମହାନ୍ତ
27. ନବରଙ୍ଗପୁର - ଜଗଦୀଶ କଲର
28. ନୟାଗଡ - ସଞ୍ଜୟ  କୁମାର  ନାୟକ
29. ନୂଆପଡା -  ରତନ  ଚନ୍ଦ୍ରକର
30. ରାଉରକେଲା - ଅନିଲ  କୁମାର ମହନ୍ତ
31. ରାୟଗଡା - ପ୍ରତାପ ପୁଆଳ
32. ସୁବର୍ଣପୁର -ଅଶୋକ ପୃଷ୍ଟି
33. ସୁନ୍ଦରଗଡ - ବିମଲ କୁମାର ପଟେଲ

ଶୁଭ୍ରାଂଶୁ ମୋହନ ପାଢ଼ୀ
ଷ୍ଟେଟ ପ୍ରେସିଡେଣ୍ଟ, କିଷାନ ମୋର୍ଚ୍ଚା, ବିଜେପି, ଓଡିଶା

ବର୍ଜ୍ୟରୁ ବ୍ୟବହାରଯୋଗ୍ୟ
ଅନେକ ସମୟରେ ଛୋଟଛୋଟ ଷ୍ଟାର୍ଟଅପ ପରିବେଶ ପାଇଁ ଖୁବ ଉପକାରୀ ପ୍ରୋଜେକ୍ଟ ଲଞ୍ଚ କରିଥାଆନ୍ତି । ସେହିଭଳି ଏକ ପ୍ରୋଜେକ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ଆବର୍ଜନାକୁ ଉପଯୋଗ କରି ଏକ ଅନୁଷ୍ଠାନ ପ୍ରସ୍ତୁତି କରୁଛି ବ୍ୟବହାର ଉପଯୋଗୀ ସାମଗ୍ରୀ ।

ତାମିଲନାଡୁର ପର୍ଯ୍ୟଟନସ୍ଥଳୀ ଭେଲିଙ୍ଗିରି ପାହାଡ଼କୁ ଯାଉଥିବା ଶ୍ରଦ୍ଧାଳୁମାନେ ଛାଡି ଯାଉଥିବା ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପୂର୍ବରୁ ପରିବେଶପାଇଁ ଏକ ଚିନ୍ତାର ବିଷୟ ପାଲଟିଥିଲା । ତେବେ ଏହି ଚିନ୍ତାକୁ ସେଠିକାର ଏକ ଷ୍ଟାର୍ଟଅପ କମ୍ପାନୀ ସମାଧାନ କରିଥିବା ଦେଖିବାକୁ ମିଳିଛି ।  ବୁଲୁଭାମ୍ପଟ୍ଟିସ୍ଥିତ ଫରେଷ୍ଟ ରେଞ୍ଜ ଅଫିସରେ ସ୍ଥାପିତ ହୋଇଥିବା ଆଲମାରୀ, ଟେବୁଲ୍ ଏବଂ ତିନି ସିଟ୍ ବିଶିଷ୍ଟ ସୋଫା ସେଟ୍ କୌଣସି କାଠ କିମ୍ବା ଧାତୁରେ ନୁହେଁ, ବରଂ ଟ୍ରେକିଂ ରୁଟ୍‌ରୁ ସଂଗୃହିତ ପ୍ଲାଷ୍ଟିକ୍‌ରୁ ପ୍ରସ୍ତୁତ କରାଯାଇଛି। ତାମିଲନାଡୁ ବନ ବିଭାଗ ଏବଂ କୋଏମ୍ବାଟୁରସ୍ଥିତ କ୍ଲିନ୍-ଟେକ୍ ଷ୍ଟାର୍ଟ-ଅପ୍ 'ରିକମ୍ପୋଜ୍ ରିସାଇକ୍ଲିଂ ପ୍ରାଇଭେଟ୍ ଲିମିଟେଡ୍' ର ମିଳିତ ସହଯୋଗରେ ଏହି ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ବିଶେଷ କରି ମଲ୍ଟି-ଲେୟାର୍ ପ୍ଲାଷ୍ଟିକ୍ , ଯାହା ସାଧାରଣତଃ ସ୍ନାକ୍ସ ପ୍ୟାକେଟ୍ ଏବଂ ସାଚେ ଆକାରରେ ପାହାଡ଼ ଉପରେ ପଡିରହିଥାଏ ଏବଂ ଯାହାକୁ ରିସାଇକ୍ଲିଂ କରିବା ସବୁଠାରୁ କଷ୍ଟକର । ସେହି ବର୍ଜ୍ୟବସ୍ତୁକୁ ଏବେ ଲ୍ୟାଣ୍ଡଫିଲ୍‌କୁ ନପଠାଇ ଉପଯୋଗୀ ସାମଗ୍ରୀରେ ପରିଣତ କରାଯାଉଛି । ବନ ବିଭାଗର ଅଧିକାରୀଙ୍କ ସହାୟତାରେ ଏହି ପ୍ଲାଷ୍ଟିକ୍‌କୁ ସଫା କରାଯାଇ ପ୍ରକ୍ରିୟାକରଣ ପରେ ରୁଫିଙ୍ଗ୍ ସିଟ୍, ପେଭର ବ୍ଲକ୍ ଏବଂ ଆସବାବପତ୍ରରେ ରୂପାନ୍ତରିତ କରାଯାଉଛି । ଏହି ପଦକ୍ଷେପ କେବଳ ପରିବେଶ ପ୍ରଦୂଷଣ ରୋକୁନାହିଁ, ବରଂ ସ୍ଥାନୀୟ ପ୍ରଶାସନ ପାଇଁ ବର୍ଜ୍ୟବସ୍ତୁ ପରିଚାଳନାର ଏକ ସ୍ଥାୟୀ ମଡେଲ୍ ଭାବେ ଉଭା ହୋଇଛି । କେବଳ ଭେଲିଙ୍ଗିରି ପାହାଡ଼ ନୁହେଁ, ଏହି ରିସାଇକ୍ଲିଂ ମଡେଲ୍ କୋଏମ୍ବାଟୁରର କିଟ୍ଟମ୍ପାଲାୟମ୍ ଗ୍ରାମ ପଞ୍ଚାୟତରେ ମଧ୍ୟ ସଫଳତା ପାଇଛି । ୨୦୨୪ ନଭେମ୍ବର ସୁଦ୍ଧା ଶେଷ ହୋଇଥିବା ଏକ ପ୍ରକଳ୍ପରେ ପ୍ରାୟ ୧,୯୦୮ କିଲୋଗ୍ରାମ ମଲ୍ଟି-ଲେୟାର୍ ପ୍ଲାଷ୍ଟିକ୍ ବ୍ୟବହାର କରି ଏକ ବସ୍ ଶେଲ୍ଟର ନିର୍ମାଣ କରାଯାଇଛି । ଏଠାରେ ଗ୍ରାମବାସୀଙ୍କୁ ବର୍ଜ୍ୟବସ୍ତୁ ପୃଥକୀକରଣ ଏବଂ ଜୈବିକ ବର୍ଜ୍ୟବସ୍ତୁକୁ ଖତରେ ପରିଣତ କରିବା ପାଇଁ ମଧ୍ୟ ଶିକ୍ଷା ଦିଆଯାଉଛି । ଏହି ସଫଳତା ଭାରତର ଅନ୍ୟାନ୍ୟ ସଂସ୍ଥା ଯେଉଁମାନେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁରୁ ରାସ୍ତା ମରାମତି ଏବଂ ଉଚ୍ଚମାନର କଞ୍ଚାମାଲ ପ୍ରସ୍ତୁତ କରୁଛନ୍ତି ସେମାନେ ପ୍ରେରିତ ହେଉଛନ୍ତି । ପବିତ୍ର ପୀଠଗୁଡ଼ିକରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଭେଲିଙ୍ଗିରିର ଏହି ମଡେଲ୍ ଏକ ବଡ଼ ଉଦାହରଣ ପାଲଟିଛି । ଯେଉଁ ପ୍ଲାଷ୍ଟିକ୍ ଦିନେ ପାହାଡ଼ର ପରିବେଶ ପାଇଁ ବିପଦ ସାଜିଥିଲା, ଆଜି ତାହା ସେହି ଜଙ୍ଗଲ ଏବଂ ଜନସାଧାରଣଙ୍କ ସେବାରେ ଉପଯୋଗୀ ସମ୍ପତ୍ତି ଭାବେ ବ୍ୟବହୃତ ହେଉଛି । ଏହି ମଡେଲକୁ ଅନ୍ୟ ସ୍ଥାନରେ ମଧ୍ୟ ବ୍ୟବହାର ପାଇଁ ଆଲୋଚନା ଜାରି ରହିଛି । ଏହା ପରିବେଶ ପ୍ରଦୂଷଣ ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ବ୍ୟବହାର କରିବା ପାଇଁ ଏକ ଭଲ ବିକଳ୍ପବୋଲି ମତ ପ୍ରକାଶ ପାଉଛି ।

ଚାଷ ଦେଇଛି ପରିଚୟ
ଆଜିର ମହିଳା କାହାଠାରୁ କମ ନୁହେଁ, ସବୁ କ୍ଷେତ୍ରରେ ପୁରୁଷଙ୍କ ସହ ତାଳ ଦେଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟିକରିବାରେ ସେମାନେ ସମର୍ଥ । ସେହିଭଳି ଏକ କାହାଣୀ ହେଲା ଝାରଖଣ୍ଡର ବାସନ୍ତୀ ଦେବୀଙ୍କର । ଆଧୁନିକ କୃଷି ପ୍ରଣାଳୀକୁ ଆପଣେଇ ସେ କିପରି ଜଣେ ସଫଳ ଉଦ୍ୟୋଗୀ ଭାବେ ଉଭା ହୋଇଛନ୍ତି, ତାହା ପ୍ରତ୍ୟେକ ନାରୀ ପାଇଁ ଏକ ପ୍ରେରଣା । ଝାରଖଣ୍ଡର ରାମଗଡ଼ ଜିଲ୍ଲା ଶିଶାଟାଣ୍ଡ-ଗୋଲା ଗ୍ରାମର ବାସନ୍ତୀ ଦେବୀଙ୍କୁ ଚାଷ ଦେଇଛି ଏକ ନୂଆ ପରିଚୟ । ତାଙ୍କୁ ବର୍ତ୍ତମାନ ଧନିଆ ଚାଷ ଏକ ପରିଚୟ ଦେବାସହିତ ତାଙ୍କର ଘର ଖର୍ଚ୍ଚ ମଧ୍ୟ ଉଠାଇଛି । ପୂର୍ବରୁ ବର୍ଷା ଦିନେ ଧନିଆ ଚାଷ କରିବାକୁ ଚେଷ୍ଟା କରି ସେ ବାରମ୍ବାର ବିଫଳ ହେଉଥିଲେ, କିନ୍ତୁ ପରେ ଆଧୁନିକ ଜ୍ଞାନକୌଶଳ ଆପଣାଇ ସେ ଏହି ଚାଷକୁ ନୂଆ ଢଙ୍ଗରେ କରିଥିଲେ । ଯାହା ତାଙ୍କୁ ସଫଳତା ଦେଇଥିଲା ।   ବାସନ୍ତୀଙ୍କ କହିବା ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ଚାଷରେ ହେଉଥିବା ଅନିଶ୍ଚିତତାକୁ ଏହି ଆଧୁନିକ ପ୍ରାଳୀ ଦୂର କରିଛି ଏବଂ ସେ ବର୍ଷକୁ ପ୍ରାୟ ୭୦,୦୦୦ ଟଙ୍କା ରୋଜଗାର କରି ନିଜ ପରିବାରର ଆର୍ଥିକ ସ୍ଥିତି ସୁଧାରିବାରେ ସକ୍ଷମ ହୋଇଛନ୍ତି । ନିଜ ପରିବାରକୁ ଏକ ଭଲ ଜୀବନଶୈଳୀ ଦେବା ସହିତ ପିଲାଙ୍କ ପାଠପଢାର ଭାର ମଧ୍ୟ ବାସନ୍ତୀ ଉଠାଉଛନ୍ତି । ଏହି ଆନ୍ତର୍ଜାତିକ ମହିଳା ଦିବସରେ ବାସନ୍ତୀ ଦେବୀଙ୍କ ଏହି ଯାତ୍ରା ପ୍ରମାଣ କରେ ଯେ ଯେତେବେଳେ ଜଣେ ମହିଳାଙ୍କୁ ସଠିକ୍ ସମ୍ବଳ ଓ ସୁଯୋଗ ମିଳେ, ସେ କେବଳ ନିଜ ଜୀବିକା ନୁହେଁ ବରଂ ସମଗ୍ର ସମାଜ ପାଇଁ ଏକ ନୂଆ ଦିଗ ଦେଖାଇପାରନ୍ତି । ବାସନ୍ତୀଙ୍କ କାହାଣୀ ଅନେକ ମହିଳାଙ୍କ ପାଇଁ ବର୍ତ୍ତମାନ ପ୍ରେରଣା ପାଲଟିଛି ।