ଫିଟନେସ୍ - Samaya Live

ମାଂସପେଶୀ ଯନ୍ତ୍ରଣା
ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଉତ୍ତାପ ଯୋଗୁଁ ଶରୀରରେ ଦେଖାଯାଉଥିବା ଜଳୀୟ ଅଂଶର ଅଭାବ ବା ଡିହାଇଡ୍ରେସନ୍  ମାଂସପେଶୀ ଗୁଡ଼ିକ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ । ଏହି କାରଣରୁ ଶରୀରରେ ଅସହ୍ୟ ବିନ୍ଧା ହେବାସହ ଯନ୍ତ୍ରଣା ହୋଇଥାଏ । ତେବେ ଅଧିକାଂଶ ସମୟରେ ଲୋକମାନେ ଏହାକୁ ଏକ ସାଧାରଣ ଯନ୍ତ୍ରଣା ଭାବି ଅଣଦେଖା କରିଦେଇଥାଆନ୍ତି । ହେଲେ ପ୍ରକୃତରେ ଏହା ଶରୀରରେ ଇଲେକ୍ଟ୍ରୋଲାଇଟ୍ ଅସନ୍ତୁଳନର ଏକ ବଡ଼ ସଙ୍କେତ ଅଟେ । ବିଶେଷଜ୍ଞଙ୍କ ଅନୁସାରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅତ୍ୟଧିକ ଝାଳ ବାହାରିବା ଫଳରେ ଶରୀରରୁ ପାଣି ସମେତ ସୋଡିୟମ୍ ଓ ପୋଟାସିୟମ୍ ଭଳି ଆବଶ୍ୟକୀୟ ମିନେରାଲ୍ସ କମିଯାଏ। ଯାହାଦ୍ୱାରା ରକ୍ତ ମଧ୍ୟ ଘନ ହୋଇ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ । ମାଂସପେଶୀ ଗୁଡ଼ିକୁ ପର୍ଯ୍ୟାପ୍ତ ଅକ୍ସିଜେନ ଓ ପୋଷକ ତତ୍ତ୍ୱ ନମିଳିବା କାରଣରୁ ସେଗୁଡ଼ିକ ସକ୍ତ ଓ ସେନ୍ସିଟିଭ୍ ହୋଇଯିବା ସହ ଶରୀରରେ ଜକଡ଼ନ୍, ଦୁର୍ବଳତା, ପ୍ରବଳ ଯନ୍ତ୍ରଣା ଏବଂ କ୍ରାମ୍ପ୍ସ ବା ମାଂସପେଶୀ ଟାଣିହେବା ଭଳି ସମସ୍ୟା ବହୁମାତ୍ରାରେ ବଢ଼ିଯାଇଥାଏ । ବିଶେଷ କରି ଖରାରେ ଅଧିକ ପରିଶ୍ରମ କରୁଥିବା ବ୍ୟକ୍ତି, ବିନା ୱାର୍ମ-ଅପ୍‌ରେ ହଠାତ୍ ଭାରୀ ବ୍ୟାୟାମ କରୁଥିବା ଲୋକ, ପାଣି ପିଇବା ପାଇଁ ଶୋଷ ଲାଗିବାକୁ ଅପେକ୍ଷା କରୁଥିବା ବ୍ୟକ୍ତି, ଅତ୍ୟଧିକ କ୍ୟାଫିନ୍ ବା ଜଙ୍କ ଫୁଡ୍ ସେବନ କରୁଥିବା ଏବଂ ଦୀର୍ଘ ସମୟ ଧରି ଗୋଟିଏ ପୋଜିସନରେ ବସି ରହୁଥିବା ଲୋକମାନଙ୍କ କ୍ଷେତ୍ରରେ ଏହି ମାଂସପେଶୀ ଜନିତ ସମସ୍ୟାର ଆଶଙ୍କା ସବୁଠାରୁ ଅଧିକ ଥାଏ । ତେବେ ଏହି ସାଙ୍ଘାତିକ ସମସ୍ୟାରୁ ରକ୍ଷା ପାଇବା ପାଇଁ ଓ ମାଂସପେଶୀର ସନ୍ତୁଳନ ରକ୍ଷା କରିବା ପାଇଁ ନିଜ ଜୀବନଶୈଳୀରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିବା ଜରୁରୀ। ଯେଉଁଥିରେ ପ୍ରତିଦିନ ପ୍ରଚୁର ପରିମାଣରେ ପାଣି ଓ ତରଳ ପଦାର୍ଥ ପିଇ ଡିହାଇଡ୍ରେସନ୍‌ରୁ ବଞ୍ଚିବା, ପ୍ରବଳ ଖରା ସମୟରେ ବ୍ୟାୟାମ ନକରି କେବଳ ସକାଳେ କିମ୍ବା ସନ୍ଧ୍ୟାରେ ୱାର୍କଆଉଟ୍ କରିବା, ପ୍ରତିଦିନ ହାଲୁକା ଷ୍ଟ୍ରେଚିଂ କରି ମାଂସପେଶୀକୁ ନମନୀୟ ରଖିବା, ଢିଲା ଓ ହାଲୁକା ପୋଷାକ ପିନ୍ଧିବା ସହିତ ପର୍ଯ୍ୟାପ୍ତ ପରିମାଣରେ ଶୋଇ ଶରୀରକୁ ସମ୍ପୂର୍ଣ୍ଣ ଆରାମ ଦେବା ଅତ୍ୟନ୍ତ ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

ଖରାଦିନ ପାନୀୟ
ଖରାଦିନେ କେବଳ ଯେ ଖାଦ୍ୟ ଉପରେ ଧ୍ୟାନ ଦେବାକୁ ହୋଇଥାଏ ସେକଥା ନୁହେଁ । ଏହି ଦିନେ ପାନୀୟ ଉପରେ ମଧ୍ୟ ସେତିକି ଧ୍ୟାନ ଦେବାକୁ ପଡିଥାଏ । ଖରାଦିନେ ଆମକୁ ପାଣି ପିଇବା ଛଡା ଆହୁରି ଅନେକ ଏଭଳି ଆହୁରି ଅନେକ ପାନୀୟ ଯେପରି ଫଳ ରସ, ପଇଡ, ଆଖୁ ରସ, ଲେମ୍ବୁ ପାଣି, ଓଆରଏସ୍‌ ପାଣି ଆଦି ସାମିଲ କରିପାରିବେ । ତେବେ ଖରାଦିନେ ଏହି ପାନୀୟ ଆମକୁ ସୁସ୍ଥ ରଖିବା ସହ ଓଜନ ନିୟନ୍ତ୍ରଣରେ ମଧ୍ୟ ସହାୟକ ହୋଇଥାଏ । ଆସନ୍ତୁ ଜାଣିବା ଏହି ସବୁ ପାନୀୟରେ କଣ ସ୍ୱାସ୍ଥ୍ୟକର ତତ୍ତ୍ୱ ରହିଥାଏ, ଯାହା ଆମ ପାଇଁ ବେଶ ଉପଯୋଗୀ ହୋଇଥାଏ ।

- ଯେତେବେଳେ ଆମେ ଆମର କ୍ୟାଲୋରୀ ଖାଇବା କମାଇଥାଉ ଆମେ ସୁସ୍ଥ ରହିବା ସହିତ ଆମର ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ପଇଡ ପାଣିରେ ସବୁଠାରୁ କମ କ୍ୟାଲୋରୀ ଓ ଫ୍ୟାଟ ରହିଥାଏ । ତେଣୁ ବଜାରରେ ମିଳୁଥିବା ସଫ୍ଟ ଡ୍ରିଙ୍କ୍‌ ବଦଳରେ ପଇଡ ପାଣି ପିଅନ୍ତୁ । ଏହା ଆପଣଙ୍କୁ ସୁସ୍ଥ ରଖିବା ସହିତ ଆପଣଙ୍କ ଓଜନ ମଧ୍ୟ ନିୟନ୍ତ୍ରଣରେ ରଖିବ ।

- ଏହି ସମସ୍ତ ଡ୍ରିଙ୍କରେ ପୋଷକ ତତ୍ତ୍ୱରେ ଭରପୂର ହୋଇଥାଏ । ଏହି ଡ୍ରିଙ୍କରେ ଥିବା ବିଭିନ୍ନ ଏଞ୍ଜାଇମ୍‌, ଇେଲେକଟ୍ରୋଲାଇଟିସ୍‌, ମିନେରାଲ୍ସ ଆଦି ଭରପୂର ମାତ୍ରାରେ ରହିଥାଏ । ଏହି ସମସ୍ତ ତତ୍ତ୍ୱ ଆମର ଓଜନ ନିୟନ୍ତ୍ରଣରେ ସହାୟକ ହୋଇଥାଏ ।

- ଖରାଦିନେ ମିଳୁଥିବା ଏହି ଡ୍ରିଙ୍କ ଗୁଡିକ ଆମର ପାଚନ ତନ୍ତ୍ରକୁ ମଧ୍ୟ ସୁସ୍ଥ ରଖିଥାଏ । ଯାହାଦ୍ୱାରା ଆମର ମେଟାବଲିଜିମ୍‌ ବଢିଥାଏ । ତେଣୁ ଖରାଦିନେ ଯେତେ ପାରୁଛନ୍ତି ସେତେ ପାନୀୟ ଗ୍ରହଣ କରନ୍ତୁ ।

- ସେହିଭଳି ଏହି ପାନୀୟ ଆମକୁ ଦିନ ସାରା ହାଇଡ୍ରେଟ ରଖିବା ସହିତ ଆମ ପେଟକୁ ମଧ୍ୟ ପୂର୍ଣ୍ଣ ରଖିଥାଏ । ଯାହାଫଳରେ ଆମକୁ କମ ଭୋକ ଲାଗିଥାଏ । ତେଣୁ ଆମ ଓଜନ ଅଯଥା ବଢିବାର ଭୟ ନଥାଏ ।

ଦେଖାଯିବନି ବୟସର ଛାପ
ଚେହେରାରେ ବୟସର ଛାପ କେବଳ ଚର୍ମର ଉପରି ଭାଗରେ ସୀମିତ ନୁହେଁ, ବରଂ ଏହା ମାଂସପେଶୀ, ହାଡ଼ର ଗଠନ, ଚର୍ବିର ସ୍ତର ଏବଂ କୋଲାଜେନ୍ ସଂରଚନାରେ ପରିବର୍ତ୍ତନ ଯୋଗୁଁ ହୋଇଥାଏ । ବୟସ ବଢ଼ିବା ସହିତ ଆମ ମୁହଁର ହାଡ଼ର ଆକାରରେ ପରିବର୍ତ୍ତନ ଆସେ, ଯାହାଦ୍ୱାରା ଚର୍ମକୁ ଉପରକୁ ଟେକି ରଖିବା ପାଇଁ ଆବଶ୍ୟକ ସହାୟତା କମିଯାଏ । ସେହିପରି ଚେହେରାରେ ଥିବା ଚର୍ବିର ସ୍ତରଗୁଡ଼ିକ ତଳକୁ ଖସିବା କିମ୍ବା ଶୁଖିଯିବା ଫଳରେ ଆଖି ତଳ ଚର୍ମ ଓ ଗାଲ ଝୁଲିବା ଭଳି ସମସ୍ୟା ଦେଖାଦିଏ । ଏହା ବ୍ୟତୀତ ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମି ଏବଂ ହରମୋନ୍‌ର ପରିବର୍ତ୍ତନ ମଧ୍ୟ ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ତେବେ କିଛି ଟ୍ରିକ ରହିଛି ଯାହାକୁ ଆପଣାଇଲେ ଚେହେରାକୁ ସତେଜ ରଖିହେବ ।

_ ଯଥେଷ୍ଟ ପରିମାଣର ପ୍ରୋଟିନ୍ ଗ୍ରହଣ କରନ୍ତୁ ।

_ ଷ୍ଟ୍ରେନ୍ଥ ଟ୍ରେନିଂ କରନ୍ତୁ ଯାହା ହାଡ଼ର ଗଠନକୁ ସୁଦୃଢ଼ ରଖିବ ।

_  ରେଟିନଏଡ୍ ବ୍ୟବହାର କରନ୍ତୁ ଯାହା କୋଲାଜେନ୍ ବୃଦ୍ଧି କରେ ।

_ ହାଡ଼ ପାଇଁ ଭିଟାମିନ୍ ଡି ଅତ୍ୟନ୍ତ ଜରୁରୀ, ତେଣୁ ଖାଦ୍ୟରେ ଏହାକୁ ସାମିଲ କରନ୍ତୁ ।

_  ଶରୀରରେ ଗ୍ଲୁକୋଜ୍ ସ୍ତର ସ୍ଥିର ରଖନ୍ତୁ, ଏଥିପାଇଁ ଖାଇବା ପରେ ଚାଲିବା ଅଭ୍ୟାସ କରନ୍ତୁ ।

_  ପ୍ରତିଦିନ ସନସ୍କ୍ରିନ୍  ବ୍ୟବହାର କରନ୍ତୁ ।

_ ଶରୀରକୁ ହାଇଡ୍ରେଟେଡ୍ ବା ଜଳୀୟ ଅଂଶ ବଜାୟ ରଖନ୍ତୁ ।

_ ରେଡ୍ ଲାଇଟ୍ ଥେରାପି ଆପଣାନ୍ତୁ ଏହା କୋଲାଜେନ୍ ବଢ଼ାଇବାରେ ସାହାଯ୍ୟ କରିପାରେ ।

_ ମଧ୍ୟାହ୍ନର ଟାଣ ଖରାଠାରୁ ଦୂରେଇ ରୁହନ୍ତୁ ।

_ ଚର୍ମର ବ୍ୟାରିଅର୍ ରିପେୟାର ପ୍ରତି ଧ୍ୟାନ ଦିଅନ୍ତୁ ।

_ ମାନସିକ ଚାପ ବା ଷ୍ଟ୍ରେସ୍ କମ୍ କରନ୍ତୁ ।

_  ପ୍ରତିଦିନ ୭ ରୁ ୮ ଘଣ୍ଟା ଶୁଅନ୍ତୁ, ଯାହା ଶରୀରର ପ୍ରାକୃତିକ ଉପାୟରେ ମରାମତିରେ ସାହାଯ୍ୟ କରିବ ।

ଏହି ସମସ୍ତ ଅଭ୍ୟାସ କେବଳ ଚର୍ମର ଉପରି ଭାଗ ନୁହେଁ, ବରଂ ଶରୀରର ଭିତର ସ୍ତରରୁ ଆପଣଙ୍କୁ ସତେଜ ଓ କମ ବୟସ ଭଳି ଦେଖାଯିବାରେ ସହାୟକ ହେବ ।

ଜୀବନଶୈଳୀ କମାଇବ ହୃଦଘାତ
ଆମର ଦୈନନ୍ଦିନ ଅଭ୍ୟାସରେ ସାମାନ୍ୟ ସକାରାତ୍ମକ ପରିବର୍ତ୍ତନ ଆଣିବା ଦ୍ୱାରା ହୃଦ୍‌ଘାତ ଏବଂ ଷ୍ଟ୍ରୋକ୍ ଭଳି ଗମ୍ଭୀର ସମସ୍ୟାର ବିପଦକୁ ଯଥେଷ୍ଟ ପରିମାଣରେ କମାଯାଇପାରିବ ବୋଲି ସିଡନୀ ବିଶ୍ୱବିଦ୍ୟାଳୟର ଏକ ଗବେଷଣାରୁ ଜଣାପଡ଼ିଛି । ପ୍ରାୟ ୫୩,୨୪୨ ଜଣ ବ୍ୟକ୍ତିଙ୍କ ଉପରେ ଦୀର୍ଘ ୮ ବର୍ଷ ଧରି ଏହି ଅନୁଧ୍ୟାନ କରାଯାଇଥିଲା । ମିଳିଥିବା ତଥ୍ୟ ଅନୁସାରେ ଯଦି ଜଣେ ବ୍ୟକ୍ତି ଦୈନନ୍ଦିନ ମାତ୍ର ୧୧ ମିନିଟ୍ ଅଧିକ ଶୋଉଛନ୍ତି, ୪.୫ ମିନିଟ୍ ଅଧିକ ବ୍ୟାୟାମ କରୁଛନ୍ତି ଏବଂ ଖାଦ୍ୟରେ ଅଳ୍ପ ପରିମାଣର ପନିପରିବା ବୃଦ୍ଧି କରୁଛନ୍ତି ତେବେ ହୃଦ୍‌ରୋଗ ଜନିତ ବିପଦ ପ୍ରାୟ ୧୦ ପ୍ରତିଶତ ପର୍ଯ୍ୟନ୍ତ କମିଯାଇଥାଏ । ଗବେଷକଙ୍କ ମତରେ, ଏକାଥରକେ ବଡ଼ ପରିବର୍ତ୍ତନ କରିବା ଅପେକ୍ଷା ଜୀବନଶୈଳୀର ବିଭିନ୍ନ କ୍ଷେତ୍ରରେ ଛୋଟ ଛୋଟ ପରିବର୍ତ୍ତନ କରିବା ସହଜ ଏବଂ ଅଧିକ ପ୍ରଭାବଶାଳୀ ହୋଇଥାଏ । ଅନ୍ୟପଟେ, ଯେଉଁମାନେ ଦୈନିକ ୮-୯ ଘଣ୍ଟା ଶୋଉଛନ୍ତି, ଅତିକମରେ ୪୨ ମିନିଟ୍ ଶାରୀରିକ ପରିଶ୍ରମ କରୁଛନ୍ତି ଏବଂ ସୁଷମ ଖାଦ୍ୟ ଗ୍ରହଣ କରୁଛନ୍ତି, ସେମାନଙ୍କ କ୍ଷେତ୍ରରେ ହୃଦ୍‌ରୋଗର ଆଶଙ୍କା ୫୭ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ଚାଲିବା କିମ୍ବା ପାହାଚ ଚଢ଼ିବା ଭଳି ସାଧାରଣ କାର୍ଯ୍ୟ ମଧ୍ୟ ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୁଏ । ବର୍ତ୍ତମାନ ସମୟରେ ହୃଦ୍‌ରୋଗ ବିଶ୍ୱରେ ମୃତ୍ୟୁର ପ୍ରମୁଖ କାରଣ ସାଜିଥିବା ବେଳେ, ଏହି ରିପୋର୍ଟ ଲୋକଙ୍କୁ ସେମାନଙ୍କର ଦୈନନ୍ଦିନ ସାଧାରଣ ଅଭ୍ୟାସରେ ଉନ୍ନତି ଆଣିବା ପାଇଁ ଉତ୍ସାହିତ କରିବ ବୋଲି ଆଶା କରାଯାଉଛି ।

ଉଚ୍ଚତା ବଢିବାର ପ୍ରାକୃତିକ ଉପାୟ
ପିଲାମାନଙ୍କର ଉଚ୍ଚତା ମୁଖ୍ୟତଃ ଜେନେଟିକ୍ସ ଉପରେ ନିର୍ଭର କରୁଥିଲେ ମଧ୍ୟ, ସଠିକ୍ ଜୀବନଶୈଳୀ ଏବଂ ପୁଷ୍ଟିକର ଖାଦ୍ୟ ଦ୍ବାରା ଏଥିରେ ଉନ୍ନତି ଅଣାଯାଇପାରିବ । ଆସନ୍ତୁ ଏଭଳି କିଛି ଟ୍ରିକ ସମ୍ପର୍କରେ ଜାଣିବା ।

୧. ସନ୍ତୁଳିତ ଆହାର

ପିଲାଙ୍କ ଶରୀରର ବୃଦ୍ଧି ପାଇଁ ସଠିକ୍ ପରିମାଣର ପୁଷ୍ଟିସାର , ଭିଟାମିନ୍ ଏବଂ ଖଣିଜ ଲବଣର ଆବଶ୍ୟକତା ଥାଏ । ଖାଦ୍ୟରେ କ୍ୟାଲସିୟମ୍ ଯୁକ୍ତ  କ୍ଷୀର, ପନିର, ଦହି ଏବଂ ଅଣ୍ଡା ସାମିଲ କରନ୍ତୁ ଯାହା ହାଡ଼କୁ ଶକ୍ତ କରିଥାଏ । ଏହା ସହିତ ସବୁଜ ପନିପରିବା, ଡାଲି ଆଦି ସାମିଲ କରନ୍ତୁ ଯାହା ପୋଷଣ ପ୍ରଦାନ କରିବ ।

୨. ପର୍ଯ୍ୟାପ୍ତ ନିଦ୍ରା

ଶୋଇବା ସମୟରେ ଶରୀରରେ ‘ହ୍ୟୁମାନ୍ ଗ୍ରୋଥ୍ ହରମୋନ୍’ ନିର୍ଗତ ହୋଇଥାଏ, ଯାହା ଉଚ୍ଚତା ବୃଦ୍ଧିରେ ସାହାଯ୍ୟ କରେ। ବଢୁଥିବା ପିଲାମାନଙ୍କ ପାଇଁ ଦୈନିକ ୮ ରୁ ୧୦ ଘଣ୍ଟା ଗଭୀର ନିଦ୍ରା ଅତ୍ୟନ୍ତ ଜରୁରୀ। ବିଳମ୍ବିତ ରାତି ଯାଏଁ  ଅନିଦ୍ରା ରହିବା ଦ୍ବାରା ଏହି ପ୍ରକ୍ରିୟାରେ ବାଧା ସୃଷ୍ଟି ହୁଏ, ତେଣୁ ପିଲାଙ୍କ ଶୋଇବା ସମୟ ଧାର୍ଯ୍ୟ କରନ୍ତୁ।

୩. ନିୟମିତ ବ୍ୟାୟାମ

ପିଲାମାନଙ୍କୁ ଘର ବାହାରେ ଖେଳିବା ପାଇଁ ପ୍ରୋତ୍ସାହିତ କରନ୍ତୁ । ଦୌଡ଼ିବା, ସନ୍ତରଣ, ଫୁଟବଲ୍ କିମ୍ବା ବାସ୍କେଟବଲ୍ ଖେଳିବା ଦ୍ବାରା ଶରୀରର ମାଂସପେଶୀ ସକ୍ରିୟ ହୁଏ । ଏହା ଦ୍ବାରା ହାଡ଼ର ଲମ୍ବ ବୃଦ୍ଧି ପାଇଥାଏ ଏବଂ ଶରୀର ଗଠନ ସଠିକ୍ ରହେ ।

୪. ଯୋଗ

ଯୋଗ କେବଳ ମାନସିକ ଶାନ୍ତି ଦିଏ ନାହିଁ, ବରଂ ଶରୀରର ନମନୀୟତା ବୃଦ୍ଧି କରେ। ‘ତାଡ଼ାସନ’ , ‘ସୂର୍ଯ୍ୟ ନମସ୍କାର’ ଏବଂ ‘ଚକ୍ରାସନ’ ଭଳି ଆସନ ପିଲାଙ୍କ ପାଇଁ ଖୁବ୍ ଲାଭଦାୟକ। ଏହି ଆସନଗୁଡ଼ିକ ଶରୀରର ପ୍ରତିଟି ଅଙ୍ଗକୁ ଷ୍ଟ୍ରେଚ୍ କରିବା ସହିତ ଉଚ୍ଚତା ବଢିବାରେ ସହାୟକ ହୋଇଥାଆନ୍ତି ।

୫. ସୂର୍ଯ୍ୟକିରଣରୁ ଭିଟାମିନ୍-ଡି

ହାଡ଼ର ସୁସ୍ଥତା ଏବଂ ବିକାଶ ପାଇଁ ଭିଟାମିନ୍-ଡି ଅପରିହାର୍ଯ୍ୟ । ସକାଳର କୋମଳ ସୂର୍ଯ୍ୟକିରଣ ଭିଟାମିନ୍-ଡି ର ଏକ ମୁଖ୍ୟ ପ୍ରାକୃତିକ ଉତ୍ସ । ପିଲାଙ୍କୁ ଦୈନିକ ଅନ୍ତତଃ ୨୦ ରୁ ୩୦ ମିନିଟ୍ ଖରାରେ ରହିବାକୁ ଦିଅନ୍ତୁ, ଯାହା ଦ୍ବାରା ଶରୀର କ୍ୟାଲସିୟମ୍‌କୁ ସଠିକ୍ ଭାବେ ଗ୍ରହଣ କରିପାରିବ ଏବଂ ହାଡ଼ ଲମ୍ବା ହେବାରେ ସୁବିଧା ହେବ ।

ଲାନସେଟ ଡାଏଟ
ଲାନ୍‌ସେଟ୍ ଡାଏଟ୍ ହେଉଛି  ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ଏକ ‘ପ୍ଲାନେଟାରୀ ହେଲ୍‌ଥ ଡାଏଟ୍’, ଯାହା ମୁଖ୍ୟତଃ ଉଦ୍ଭିଦଜାତ ଖାଦ୍ୟ ଯଥା- ଡାଲି, ଶସ୍ୟ, ଫଳ ଓ ପନିପରିବା ଉପରେ ଆଧାରିତ । ଏଥିରେ ପ୍ରାଣୀଜ ଉତ୍ପାଦର ବ୍ୟବହାର ଅତି ନଗଣ୍ୟ। ୧୭ ଜାନୁଆରୀ ୨୦୧୯ରେ ନରୱେର ଓସଲୋଠାରେ ଆରମ୍ଭ ହୋଇଥିବା ଏହି ଡାଏଟ୍ ମଡେଲ୍‌ର ମୂଳ ଲକ୍ଷ୍ୟ ହେଉଛି ମଣିଷ ଶରୀରକୁ ସଠିକ୍ ପୋଷଣ ଯୋଗାଇବା ସହ ପରିବେଶକୁ ସୁରକ୍ଷିତ ରଖିବା । କାନାଡିଆନ୍ ମେଡିକାଲ୍ ଆସୋସିଏସନ୍ ଜର୍ଣ୍ଣାଲ୍’ରେ ପ୍ରକାଶିତ ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଏହି ଡାଏଟ୍ କ୍ରୋନିକ୍ କିଡନୀ ରୋଗର ଆଶଙ୍କାକୁ ଯଥେଷ୍ଟ ହ୍ରାସ କରିଥାଏ, କାରଣ ଏଥିରେ ଥିବା ପ୍ଲାଣ୍ଟ-ବେସଡ୍ ପ୍ରୋଟିନ୍ କିଡନୀ ଉପରେ କମ୍ ଚାପ ପକାଇଥାଏ ଏବଂ ଏହାର ହାଇ-ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଶରୀରରୁ ଟକ୍ସିନ୍ କମାଇ କିଡନୀ ଟିସୁକୁ ସୁରକ୍ଷିତ ରଖିବା ସହ ହୃଦ୍‌ରୋଗ, ମଧୁମେହ ଓ ମେଦବହୁଳତା ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ଏହି ଡାଏଟ୍ ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ଦୈନିକ ଖାଦ୍ୟ ଥାଳିରେ ଅଧାରୁ ଅଧିକ ଅଂଶ କେବଳ ପନିପରିବା ଏବଂ ଫଳ ରହିବା ଆବଶ୍ୟକ। ଯେଉଁଥିରେ ପ୍ରାୟ ୩୦୦ ଗ୍ରାମ୍ ପନିପରିବା ଏବଂ ୨୦୦ ଗ୍ରାମ୍ ତାଜା ଫଳ ସାମିଲ କରାଯାଇଛି ।  ପ୍ରୋଟିନ୍‌ର ମୁଖ୍ୟ ଉତ୍ସ ଭାବେ ୭୫ ଗ୍ରାମ୍ ଡାଲି, ୫୦ ଗ୍ରାମ୍ ବାଦାମ ବା ମଞ୍ଜି ଏବଂ ୨୫ ଗ୍ରାମ୍ ସୋୟା ଖାଦ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଡାଏଟ୍‌ରେ ପ୍ରାଣୀଜ ଉତ୍ପାଦର ପରିମାଣକୁ ଅତି ସୀମିତ ରଖାଯାଇଛି, ଯେଉଁଥିରେ ଦୈନିକ ମାତ୍ର ୨୫୦ ଗ୍ରାମ୍ ଦୁଗ୍ଧଜାତ ଦ୍ରବ୍ୟ, ୨୯ ଗ୍ରାମ୍ କୁକୁଡ଼ା ମାଂସ, ୨୮ ଗ୍ରାମ୍ ମାଛ, ୧୩ ଗ୍ରାମ୍ ଅଣ୍ଡା ଏବଂ ମାତ୍ର ୭ ଗ୍ରାମ ନାଲି ମାଂସ ଖାଇବାକୁ କୁହାଯାଇଛି । ଏହାସହିତ ସୁସ୍ଥ ରହିବା ପାଇଁ ଦୈନିକ ୫୦ ଗ୍ରାମ୍ ଅସନ୍ତୃପ୍ତ ତେଲ ଏବଂ ଚିନିର ପରିମାଣକୁ ୩୧ ଗ୍ରାମ୍‌ରୁ କମ୍ ରଖିବା ପାଇଁ ଏହି ଖାଦ୍ୟ ତାଲିକାରେ ନିର୍ଦ୍ଦେଶ ଦିଆଯାଇଛି ।

ସୁରକ୍ଷିତ ରହିବା ପାଇଁ ଟିପ୍ସ
ସୋସିଆଲ ଫିଟନେସ୍ ବା ବଣ୍ଡିଂ ଡ୍ରିଲ୍ସର ଅନେକ ଲାଭଥିଲେ ମଧ୍ୟ ଏହି ସମୟରେ ନିରାପତ୍ତା ଏବଂ ଗୋପନୀୟତା ରକ୍ଷା କରିବା ଅତ୍ୟନ୍ତ ଜରୁରୀ। ଏହି ସମୟରେ କିଛି ଟିପ୍ସକୁ ଆପଣାଇଲେ ଏହାର ଲାଭ ଉଠାଇବା ସହିତ ଆପଣ ସୁରକ୍ଷିତ ଭାବେ ଏହି ପ୍ରକ୍ରିୟାର ଲାଭ ଉଠାଇପାରିବେ ।

_ ସାର୍ବଜନୀନ ସ୍ଥାନ ଚୟନ କରନ୍ତୁ

ଯଦି ଆପଣ ପ୍ରଥମ ଥର ପାଇଁ ଅଜଣା ଲୋକଙ୍କ ସହ ମିଶୁଛନ୍ତି, ତେବେ ସବୁବେଳେ କୌଣସି କ୍ୟାଫେ, ପାର୍କ କିମ୍ବା ସର୍ବସାଧାରଣ ସ୍ଥାନରେ ସେସନ୍ ଆୟୋଜନ କରନ୍ତୁ। କୌଣସି ଅଜଣା ବ୍ୟକ୍ତିଙ୍କ ଘରକୁ ଏକୁଟିଆ ଯାଆନ୍ତୁ ନାହିଁ।_ବ୍ୟକ୍ତିଗତ ସୂଚନା ସାଙ୍ଗେ ସାଙ୍ଗେ ଦିଅନ୍ତୁ ନାହିଁ , ପ୍ରଥମ ସାକ୍ଷାତରେ ଆପଣଙ୍କର ଘରର ଠିକଣା, ବ୍ୟାଙ୍କ୍ ତଥ୍ୟ, କିମ୍ବା ପାସୱାର୍ଡ ଭଳି ବ୍ୟକ୍ତିଗତ ସୂଚନା ଦିଅନ୍ତୁ ନାହିଁ। ସମ୍ପର୍କ ଗଭୀର ହେବା ପର୍ଯ୍ୟନ୍ତ କେବଳ ସାଧାରଣ ବିଷୟରେ ଆଲୋଚନା କରନ୍ତୁ। ଗଭୀର ହେଲେ ମଧ୍ୟ କୌଣସି ଆର୍ଥିକ କିମ୍ବା ଅତ୍ୟନ୍ତ ବ୍ୟକ୍ତିଗତ ସୂଚନା ଦିଅନ୍ତୁ ନାହିଁ ।

_ନିଜର ସୀମା ନିର୍ଦ୍ଧାରଣ କରନ୍ତୁ

ଯଦି କୌଣସି ପ୍ରଶ୍ନ ବା କାର୍ଯ୍ୟକଳାପ ଆପଣଙ୍କୁ ଅସହଜ  କରୁଛି, ତେବେ ତୁରନ୍ତ ସେଥିରୁ ଓହରି ଯାଆନ୍ତୁ। ମନେରଖନ୍ତୁ, "ନା" କହିବାର ସମ୍ପୂର୍ଣ୍ଣ ଅଧିକାର ଆପଣଙ୍କର ଅଛି । ତେଣୁ ନିଜ ସୀମା ନିଜେ ନିର୍ଦ୍ଧାରଣ କରନ୍ତୁ, ଯେପରି କେହି ଆପଣଙ୍କୁ ଦୁର୍ବ୍ୟବହାର କରିପାରିବେ ନାହିଁ ।

ବିଶ୍ୱାସଯୋଗ୍ୟ ପ୍ଲାଟଫର୍ମ ବ୍ୟବହାର କରନ୍ତୁ

ଯଦି ଆପଣ କୌଣସି ଆପ୍ ବା ସଂସ୍ଥା ଜରିଆରେ ଏହି କ୍ଲବରେ ଯୋଗ ଦେଉଛନ୍ତି, ତେବେ ସେହି ସଂସ୍ଥାର ରେଟିଂ ଏବଂ ପୂର୍ବରୁ ଲୋକଙ୍କ ଅନୁଭୂତି  ଭଲ ଭାବେ ଯାଞ୍ଚ କରିନିଅନ୍ତୁ। ଏହାପରେ ଏଠାକୁ ଯାଆନ୍ତୁ ।

ଜଣେ ବିଶ୍ୱସ୍ତ ବନ୍ଧୁଙ୍କୁ ଜଣାନ୍ତୁ

ଆପଣ କେଉଁ ସ୍ଥାନକୁ ଯାଉଛନ୍ତି ଏବଂ ସେଠାରେ କେତେ ସମୟ ରହିବେ, ସେ ବିଷୟରେ ଆପଣଙ୍କର ପରିବାର ବା କୌଣସି ବିଶ୍ୱସ୍ତ ବନ୍ଧୁଙ୍କୁ ଜଣାଇ ରଖନ୍ତୁ। ଆବଶ୍ୟକ ପଡ଼ିଲେ ନିଜର ଲାଇଭ୍ ଲୋକେସନ୍ ସେମାନଙ୍କ ପ୍ରଦାନ କରନ୍ତୁ।

ମଦ୍ୟପାନ ବା ନିଶାଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ

ବଣ୍ଡିଂ ସେସନ୍ ସମୟରେ ନିଜର ସଚେତନତା ବଜାୟ ରଖିବା ଜରୁରୀ। ନିଶାଗ୍ରସ୍ତ ଅବସ୍ଥାରେ ସୁରକ୍ଷା ଜନିତ ସମସ୍ୟା ଉପୁଜିବାର ଆଶଙ୍କା ଅଧିକ ଥାଏ। ତେଣୁ ଏହି ସମୟରେ ନିଶା ଦ୍ରବ୍ୟଠାରୁ ଦୂରରେ ରୁହନ୍ତୁ ।

ଫଟୋ ଏବଂ ଭିଡିଓ ପାଇଁ ଅନୁମତି

କାର୍ଯ୍ୟକଳାପ ସମୟରେ କାହାର ଫଟୋ ଉଠାଇବା ପୂର୍ବରୁ ବା ସୋସିଆଲ ମିଡିଆରେ ପୋଷ୍ଟ କରିବା ପୂର୍ବରୁ ସେମାନଙ୍କର ଅନୁମତି ନିଶ୍ଚୟ ନିଅନ୍ତୁ। ସେହିଭଳି ଅନ୍ୟଙ୍କୁ ମଧ୍ୟ ଏସମ୍ପର୍କରେ କୁହନ୍ତୁ କି ଆପଣଙ୍କ ବିନା ଅନୁମତିରେ  ସେମାନେ ଯେପରି କୌଣସି ଫଟୋ ଉତ୍ତୋଳନ ନକରନ୍ତି କିମ୍ବା ସୋସିଆଲ ମିଡିଆରେ ସେୟାର ନ କରନ୍ତି ।

_ ଆବଶ୍ୟକ ପଡିଲେ ନିଜ ଡାକ୍ତରଙ୍କ ସହଯୋଗ ଓ ପରାମର୍ଶ ନିଅନ୍ତୁ ।

ଆୟୋଜନ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ
ଆଜିକାଲି ସୋସିଆଲ ଫିଟନେସକୁ ରକ୍ଷା କରିବାପାଇଁ ବିଭିନ୍ନ ସ୍ଥାନରେ ବୟସ୍କ ଓ ଯୁବଗୋଷ୍ଠୀଙ୍କୁ ଏକାଠି କରି ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏଥିରେ ସମସ୍ତଙ୍କୁ ଏକାଠି କରି ବିଭିନ୍ନ ପ୍ରକାର ଛୋଟବଡ ଖେଳ ହେଉ କିମ୍ବା ବ୍ୟାୟାମ ଆଦିର ଆୟୋଜନ ହେଉଛି । ଆସନ୍ତୁ ଜାଣିବା ସେହିଭଳି କିଛି କାର୍ଯ୍ୟକ୍ରମ ସମ୍ପର୍କରେ ।

_ ଆଖିକୁ ଆଖି ମିଳାଇ କଥାବାର୍ତ୍ତା : ଦୁଇଜଣ ବ୍ୟକ୍ତି ବିନା କିଛି କହି ୨ ରୁ ୩ ମିନିଟ୍ ପର୍ଯ୍ୟନ୍ତ ପରସ୍ପରର ଆଖିକୁ ଚାହିଁ ରହନ୍ତି। ଏହା ବିନା ଶବ୍ଦରେ ଗଭୀର ବିଶ୍ୱାସ ସୃଷ୍ଟି କରିବାରେ ସାହାଯ୍ୟ କରେ। ଏପରି କରିବା ଦ୍ବାରା ବାହାରକୁ ଯିବା ସମୟରେ ଯେଉଁ ନର୍ଭସନେସ ରହିଥାଏ ତାହା କମିଥାଏ । ଅନ୍ୟମାନଙ୍କ ସହିତ ଆଖିକୁ ଆଖି ମିଳାଇ କଥାହେବାର ଆତ୍ମବିଶ୍ବାସ ଏହି ଆକ୍ଟିଭିଟି ସାହାଯ୍ୟରେ ବଢିଥାଏ ।

_ ଅନୁଭୂତି ବାଣ୍ଟିବା : ଏହି ଆକ୍ଟିଭିଟିଟି ଖୁବ ସୁନ୍ଦର ହୋଇଥାଏ । ଏଥିରେ  ଜଣେ ବ୍ୟକ୍ତି ନିଜ ଜୀବନର ଅନୁଭୂତି କହିଥାଆନ୍ତି ଏବଂ ବାକି ସମସ୍ତେ କୌଣସି ପ୍ରଶ୍ନ ନପଚାରି କେବଳ ଧୈର୍ଯ୍ୟର ସହ ଶୁଣନ୍ତି। ଏହାଦ୍ବାରା ନିଜ ଭିତରେ ଶୁଣିବାର ଧୈର୍ଯ୍ୟ ବଢିଥାଏ । ଅନ୍ୟଙ୍କ କଥା ଶୁଣି ବୁଝି ବିଚାରି କିଭଳି ପ୍ରତିକ୍ରିୟା ଦେଇହେବ ସେ ଗୁଣ ଏହି ଆକ୍ଟିଭିଟି ଦ୍ବାରା ବିକଶିତ ହୋଇଥାଏ । ଏହା ମନରେ ସ୍ଥିରତା ଆଣିଥାଏ ।

_ ଡିଜିଟାଲ୍ ଡିଟକ୍ସ ୱାକ୍ : ଏହା ସବୁଠାରୁ ଶାନ୍ତି ଦାୟକ କାର୍ଯ୍ୟକ୍ରମ ହୋଇଥାଏ ।  ସମସ୍ତେ ଏହି ସମୟରେ ନିଜ ମୋବାଇଲ୍ ଫୋନ୍ ଗୋଟିଏ ସ୍ଥାନରେ ଏକାଠି ଥୋଇଦେଇ, ପ୍ରକୃତି କୋଳରେ ଏକାଠି ଚାଲନ୍ତି ଏବଂ ପରିବେଶ ବିଷୟରେ ଚର୍ଚ୍ଚା କରନ୍ତି। ଏହି ସମୟରେ ମୋବାଇଲର ଆବଶ୍ୟକତା ହିଁ ପଡିନଥାଏ । ସମସ୍ତେ ନିଜରନିଜର ଜ୍ଞାନ ଅନ୍ୟମାନଙ୍କ ସହିତ ବାଣ୍ଟିଥାଆନ୍ତି, ଯାହା ଖୁବ ଉପକାରୀ ହୋଇଥାଏ । ସାନମାନେ ବଡ ମାନଙ୍କଠାରୁ ଜ୍ଞାନ ଆହୋରଣ କରିଥାଆନ୍ତି ଏବଂ ବଡ ମାନେ ସାନଙ୍କ ପାଖରୁ ନୂତନ ଟେକନିକ ବିଷୟରେ ଶିଖିଥାଆନ୍ତି । ଏହା ଖୁବ ଶିକ୍ଷଣୀୟ ବାତାବରଣ ସୃଷ୍ଟି କରିଥାଏ ।

_ ଧନ୍ୟବାଦ ଅର୍ପଣ : ପ୍ରତ୍ୟେକ ସଦସ୍ୟ ନିଜ ଜୀବନରେ ଘଟିଥିବା କିମ୍ବା ସେହି ସମୟରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତିଙ୍କ ବିଷୟରେ କିଛି ଭଲ କଥା କହି କୃତଜ୍ଞତା ଜଣାନ୍ତି। ଏହା କରିବା ଦ୍ବାରା ଆମ ସମସ୍ତଙ୍କ ଜୀବନରେ ଏକ ଶାନ୍ତି ଆସିଥାଏ । ଏହି ଅଭ୍ୟାସ ଆମକୁ ସୁଖୀ କରିଥାଏ ଏବଂ ଦୟା ଭାବନା ଜାଗ୍ରତ କରିଥାଏ । ଯାହା ଆମର ଏକ ସୁସ୍ଥ ଜୀବନ ପାଇଁ ଖୁବ ଆବଶ୍ୟକ ହୋଇଥାଏ ।

_ କାହଣୀ କହିବା : ଏହି ଆକ୍ଟିଭିଟିଟି ଖୁବ ମଜାଳିଆ ହୋଇଥାଏ । ଏଥିରେ ଜଣେ ବ୍ୟକ୍ତି ଗୋଟିଏ କାହାଣୀ ଆରମ୍ଭ କରନ୍ତି ଏବଂ ପରବର୍ତ୍ତୀ ବ୍ୟକ୍ତି ସେଥିରେ ନିଜର କିଛି କଳ୍ପନା ଯୋଡ଼ି ତାକୁ ଆଗକୁ ବଢ଼ାନ୍ତି। ଏହି ଆକ୍ଟିଭିଟି ଦ୍ବାର ସୃଜନଶୀଳତା ବଢିଥାଏ । ସେହିଭଳି ସମସ୍ତେ ନିଜନିଜର କଳ୍ପନାକୁ ଏକ କାହାଣୀ ମାଧ୍ୟମରେ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିବାର ସୁଯୋଗ ପାଇଥାଆନ୍ତି ।

_ଇମୋସନାଲ୍ ଚେକ୍-ଇନ୍ : ଏଥିରେ ସମସ୍ତେ ଗୋଟିଏ ଶବ୍ଦରେ ବର୍ଣ୍ଣନା କରନ୍ତି ଯେ ସେମାନେ ସେହି ମୁହୂର୍ତ୍ତରେ କିପରି ଅନୁଭବ କରୁଛନ୍ତି। ଏହା ମାନସିକ ସ୍ଥିତିକୁ ବୁଝିବାରେ ସାହାଯ୍ୟ କରେ। ସେହିଭଳି ଯଦି କାହାର କିଛି ଦୁଃଖଥାଏ ତେବେ ଏହି ଆକ୍ଟିଭିଟି ସାହାଯ୍ୟରେ ବାହାରକୁ ଆସିଥାଏ ।

_ ଅଜଣା ବ୍ୟକ୍ତିଙ୍କ ସହ କଥା ବାର୍ତ୍ତା : ଏହି ଆକ୍ଟିଭିଟି ଅଧୀନରେ ଦୁଇଜଣ ଅଜଣା ବ୍ୟକ୍ତି ପରସ୍ପର ସହ କଥା ହୋଇ ସେମାନଙ୍କ ମଧ୍ୟରେ ଥିବା ୩ଟି ସାଧାରଣ ଆଗ୍ରହ ସମ୍ପର୍କରେ ଖୋଜି ବାହାର କରନ୍ତି। ଏହି ଭାବର ଆଦାନ ପ୍ରଦାନ ଖୁବ ଉତ୍ସାହପୂର୍ଣ୍ଣ ହୋଇଥାଏ ।

_ ଗ୍ରୁପ୍ ବୋର୍ଡ ଗେମ୍ସ : ଏହି ଆକ୍ଟିଭିଟିରେ ଚେସ୍ କିମ୍ବା ଲୁଡୁ ଭଳି ପାରମ୍ପରିକ ଖେଳ ମାଧ୍ୟମରେ ଲୋକଙ୍କୁ ଏକାଠି କରାଯାଏ, ଯାହା ମସ୍ତିଷ୍କକୁ ସକ୍ରିୟ ରଖିବା ସହ ହସଖୁସିର ପରିବେଶ ସୃଷ୍ଟି କରେ। ଏହାଦ୍ବାରା ମାନସିକ ଅବସାଦ କମିଥାଏ ।

ଭାରତରେ ବି ରହିଛି କ୍ରେଜ
ଭାରତରେ 'ସୋସିଆଲ ଫିଟନେସ'ର କ୍ରେଜ୍ ଏବେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ବିଶେଷ କରି ମେଟ୍ରୋ ସହରଗୁଡ଼ିକରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳୁଛି । ଲୋକମାନେ ଏହାକୁ ଖୁବ ସହଜରେ ଗ୍ରହଣ କରିବା ସହିତ ନିଜ ଜୀବନରେ ଉପଯୋଗ ମଧ୍ୟ କରୁଛନ୍ତି ।

ମେଟ୍ରୋ ସହରରେ ନୂଆ ଟ୍ରେଣ୍ଡ

ବେଙ୍ଗାଲୁରୁ, ମୁମ୍ବାଇ, ଦିଲ୍ଲୀ ଏବଂ ହାଇଦ୍ରାବାଦ ଭଳି ସହରରେ 'କନଭରସେସନ୍ କ୍ଲବ୍' ଏବଂ 'ବୋର୍ଡ ଗେମ୍ କ୍ୟାଫେ'ର ସଂଖ୍ୟା ବଢ଼ିବାରେ ଲାଗିଛି । ଏଠାରେ ଲୋକମାନେ କେବଳ ଖାଇବା ପାଇଁ ନୁହେଁ, ବରଂ ଅଜଣା ଲୋକଙ୍କ ସହ ମିଶିବା ପାଇଁ ଆସୁଛନ୍ତି । ଏଠାରେ ବିଭିନ୍ନ ଲୋକଙ୍କ ସହିତ ମିଶିବା ଫଳରେ ସେମାନଙ୍କର ଏକାକୀପଣ ଦୂର ହେଉଛି । ସେମାନଙ୍କର ମାନସିକ ଅବସାଦ କମ ହେବା ସହିତ ମାନସିକ ସ୍ବାସ୍ଥ୍ୟ ଭଲ ରହୁଛି । ବିଶେଷଭାବେ ଯେଉଁ ବୟସ୍କବ୍ୟକ୍ତିମାନେ ଘରେ ଏକୁଟିଆ ରହୁଛନ୍ତି ସେମାନଙ୍କ ପାଇଁ ଏହା ଲାଭ ଦାୟକ ହେଉଛି ।

ଡିଜିଟାଲ୍ ଡିଟକ୍ସ

ଭାରତୀୟ ଯୁବପିଢ଼ି ଏବେ ସୋସିଆଲ ମିଡିଆର କ୍ଲାନ୍ତିରୁ ବାହାରିବା ପାଇଁ 'ଡିଜିଟାଲ୍ ଡିଟକ୍ସ' କୁ ଆପଣାଉଛନ୍ତି । ଲୋକମାନେ ଏପରି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ଯେଉଁଠାରେ ପ୍ରବେଶ ସମୟରେ ମୋବାଇଲ୍ ଫୋନକୁ ଜିମା ରଖିବାକୁ ପଡ଼ିଥାଏ  । ଏହା ଲୋକଙ୍କୁ ସାମ୍ନାସାମ୍ନି ବସି କଥା ହେବାପାଇଁ ଏକ ନିରୋଳା ପରିବେଶ ଦେଉଛି । ଏହି ସୋସିଆଲ ଫିଟନେସ ଡିଜିଟାଲ ଡିଟକ୍ସର ଏକ ପ୍ରକାର । ଏହି ପ୍ରକ୍ରିୟାରେ ଯୁବପିଢି ମଧ୍ୟ ଲାଭବାନ ହେଉଛନ୍ତି ।

ବଢୁଛି ନେଟୱାର୍କିଂ

ପୂର୍ବରୁ ଭାରତରେ ଲୋକେ କେବଳ କାମ ପାଇଁ ବା ବ୍ୟବସାୟିକ ଲାଭ ପାଇଁ 'ନେଟୱର୍କିଂ' କରୁଥିଲେ । କିନ୍ତୁ ଏବେ ଟ୍ରେଣ୍ଡ ବଦଳିଛି। ଲୋକେ ଏବେ ମାନସିକ ଶାନ୍ତି ଏବଂ ପ୍ରକୃତ ବନ୍ଧୁତା ପାଇଁ 'କନେକ୍ଟିଂ' ଉପରେ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ସେମାନେ ମେମ୍ବରସିପ୍ ଫିସ୍ ଦେଇ ବିଭିନ୍ନ ସୋସିଆଲ କ୍ଲବ୍‌ରେ ଯୋଗ ଦେଉଥିବାର ଦେଖିବାକୁ ମିଳୁଛି ।

ଏକାକୀପଣ ଦୂର କରିବାର ମାଧ୍ୟମ

ଭାରତର ଅଧିକାଂଶ ଆଇଟି ହବ୍‌ରେ ଯୁବକଯୁବତୀମାନେ ନିଜ ପରିବାରଠାରୁ ଦୂରରେ ଏକାକୀ ରହନ୍ତି । ଏହି ଏକାକୀପଣ ସେମାନଙ୍କୁ ମାନସିକ ଚାପ ଆଡ଼କୁ ଠେଲି ଦେଉଛି । ତେଣୁ ସେମାନେ ସପ୍ତାହାନ୍ତରେ ଏହି ସୋସିଆଲ ଫିଟନେସ ସେସନ୍‌ରେ ଯୋଗ ଦେଉଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ କେବଳ ବୟସ୍କଙ୍କ ନୁହେଁ ଯୁବପିଢି ମଧ୍ୟ ସୋସିଆଲ ଫିଟନେସକୁ କୁଲ କଲଚର ଭାବେ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି । କିଛି ଷ୍ଟାର୍ଟଅପ୍ ଏବେ ଏହି ସୋସିଆଲ ଫିଟନେସକୁ ଏକ 'ଲାଇଫଷ୍ଟାଇଲ୍ ବ୍ରାଣ୍ଡ' ଭାବେ ଉପସ୍ଥାପନ କରୁଛନ୍ତି ।

ପ୍ରଭାବ
ବଣ୍ଡିଂ-ଡ୍ରିଲ୍ସ ବା ସାମାଜିକ ସମ୍ପର୍କ ସୃଦୃଢ଼ କରିବାର ଅଭ୍ୟାସ ଉଭୟ ଯୁବପିଢ଼ି ଏବଂ ବୟସ୍କଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଉଭୟଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣୁଥିବା ଦେଖିବାକୁ ମିଳିଛି । ସମସ୍ତେ ଏହି ଲାଇଫଷ୍ଟାଇଲକୁ ଆପଣାଇ ମାନସିକ ଶାନ୍ତି ଆଣିବା ସହିତ ଏକ ସୁସ୍ଥ ଜୀବନ ବଞ୍ଚୁଛନ୍ତି ।

ଯୁବପିଢ଼ି

_ ଡିଜିଟାଲ୍ ଆସକ୍ତିରୁ ମୁକ୍ତି

ଆଜିକାଲିର ଯୁବପିଢ଼ି ସ୍ମାର୍ଟଫୋନ୍ ଏବଂ ସୋସିଆଲ ମିଡିଆରେ ଅଧିକ ସମୟ ବିତାଉଛନ୍ତି । ବଣ୍ଡିଂ ଡ୍ରିଲ୍ସ ସେମାନଙ୍କୁ ସ୍କ୍ରିନ୍ ଦୁନିଆରୁ ବାହାର କରି ବାସ୍ତବ ଜୀବନରେ ଲୋକଙ୍କ ସହ ମିଶିବାର ସୁଯୋଗ ଦିଏ, ଯାହା ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ଭଲ ।

_ଆତ୍ମବିଶ୍ୱାସ ବୃଦ୍ଧି

ଅନେକ ଯୁବକଯୁବତୀ ଅନ୍ୟମାନଙ୍କ ସହ କଥା ହେବାକୁ ଭୟ କରନ୍ତି ଯାହାକୁ ସୋସିଆଲ ଆଙ୍ଗଜାଇଟି କୁହାଯାଇଥାଏ । ବଣ୍ଡିଂ ଡ୍ରିଲ୍ସ ମାଧ୍ୟମରେ ସେମାନେ ଅଜଣା ଲୋକଙ୍କ ସହ ମିଶିବା ଓ ନିଜର ବିଚାର ରଖିବା ଶିଖନ୍ତି, ଯାହା ସେମାନଙ୍କ ଆତ୍ମବିଶ୍ୱାସ ବଢ଼ାଇଥାଏ ।

_ ସହାନୁଭୂତି ଓ ବୁଝାମଣାର ବିକାଶ

ଏହି ଅଭ୍ୟାସ ଦ୍ୱାରା ଯୁବପିଢ଼ି ଅନ୍ୟମାନଙ୍କ ସମସ୍ୟା ଓ ଅନୁଭୂତିକୁ ଶୁଣନ୍ତି । ଏହାଦ୍ୱାରା ସେମାନଙ୍କ ମଧ୍ୟରେ ସହାନୁଭୂତି ଜାଗ୍ରତ ହୁଏ ଏବଂ ସେମାନେ ବିଭିନ୍ନ ପ୍ରକାରର ଲୋକଙ୍କୁ ବୁଝିବାର କ୍ଷମତା ହାସଲ କରନ୍ତି । ଯାହା ତାଙ୍କୁ ଜୀବନରେ ଆଗକୁ ବଢିବାକୁ ପ୍ରେରିତ କରେ ।

ବୟସ୍କ

_ ଏକୁଟିଆପଣ ଦୂର କରିବା

ବାର୍ଦ୍ଧକ୍ୟରେ ଅନେକ ବ୍ୟକ୍ତି ଏକୁଟିଆପଣ ଅନୁଭବ କରନ୍ତି, ଯାହା ଅବସାଦର କାରଣ ହୋଇପାରେ । ବଣ୍ଡିଂ ଡ୍ରିଲ୍ସ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରେ ଏବଂ ସେମାନଙ୍କୁ ଅନୁଭବ କରାଏ ଯେ ସେମାନେ ଏକା ନୁହନ୍ତି । ସେମାନଙ୍କର ସମୟ ଅତିବାହିତ ହେବା ସହିତ ସେମାନଙ୍କୁ ଖୁସି ଅନୁଭବ ହୋଇଥାଏ ।

_ ମସ୍ତିଷ୍କର ସକ୍ରିୟତା

ଅନ୍ୟମାନଙ୍କ ସହ ଆଲୋଚନା କରିବା ଏବଂ ନୂଆ ବିଷୟରେ ଜାଣିବା ଦ୍ୱାରା ମସ୍ତିଷ୍କ ସକ୍ରିୟ ରହେ। ଏହା ବୟସ୍କମାନଙ୍କ କ୍ଷେତ୍ରରେ ସ୍ମୃତି ଶକ୍ତି ହ୍ରାସ ବା ଆଲଜାଇମର ଭଳି ସମସ୍ୟାର ଆଶଙ୍କା କମାଇଥାଏ । ସେମାନେ ମଧ୍ୟ ସମାଜ ସମ୍ପର୍କରେ ବିଭିନ୍ନ ତଥ୍ୟ ଜାଣିବାରେ ସକ୍ଷମ ହୋଇପାରନ୍ତି ।

_ ଅନୁଭୂତି କହିବାର ସୁଯୋଗ

ବୟସ୍କମାନଙ୍କ ପାଖରେ ଜୀବନର ଅନେକ ଅନୁଭୂତି ଥାଏ । ବଣ୍ଡିଂ ଡ୍ରିଲ୍ସ ସେମାନଙ୍କୁ ନିଜର କାହାଣୀ ଓ ଜ୍ଞାନ ଶୁଣାଇବା ପାଇଁ ଏକ ପ୍ଲାଟଫର୍ମ ଦିଏ, ଯାହା ସେମାନଙ୍କୁ ମାନସିକ ସନ୍ତୋଷ ପ୍ରଦାନ କରିଥାଏ । ଏହି ଅନୁଭୂତି ଆଦାନ ପ୍ରଦାନରୁ ସେମାନେ ଅନେକ କିଛି ଶିଖିଥାଆନ୍ତି ।

_ ଶାରୀରିକ ସୁସ୍ଥତା

ଏହି ପ୍ରକ୍ରିୟା କେବଳ ଯେ ମାନସିକ ସୁସ୍ଥତା ପ୍ରଦାନ କରେ ତାହା ନୁହେଁ, ଶରୀରକୁ ମଧ୍ୟ ସୁସ୍ଥ ରଖିଥାଏ । ଯେପରି ବୟସ୍କମାନେ ନିଜର ସ୍ମୃତି ବଖାଣିବା ସମୟରେ ଆନନ୍ଦ ଅନୁଭବ କରିଥାଆନ୍ତି ।  ହସିବା ଏବଂ ଖୁସିରେ ସମୟ ବିତାଇବା ଦ୍ୱାରା ଶରୀରରେ 'ଫିଲ୍-ଗୁଡ୍' ହରମୋନ୍‌ ସୃଷ୍ଟି ହୁଏ। ଯାହା ରକ୍ତଚାପ ନିୟନ୍ତ୍ରଣ କରିବାରେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ, ଯାହା ବୟସ୍କଙ୍କ ପାଇଁ ଅତ୍ୟନ୍ତ ଜରୁରୀ ।

ସୋସିଆଲ ଫିଟନେସ
ସାଧାରଣତଃ ଆମେ ଜାଣିଛେ ଜୀବନରେ ଆମର ଦୁଇଟି ଫିଟନେସର ଆବଶ୍ୟକତା ରହିଛି, ଫିଜିକାଲ ଫିଟନେସ ଓ ମେଣ୍ଟାଲ ଫିଟନେସ, ଅର୍ଥାତ ଶାରିରୀକ ସୁସ୍ଥତା ଓ ମାନସିକ ସୁସ୍ଥତା । ହେଲେ ବର୍ତ୍ତମାନ ଆଉ ଏକ ନୂଆ ଫିଟନେସ ଲୋକଙ୍କ ଭିତରେ ଖୁବ ଭାଇରାଲ ହେବାରେ ଲାଗିଛି । ବିଶେଷକରି ବୟସ୍କଙ୍କ ଭିତରେ ଏହି ଟ୍ରେଣ୍ଡ ଖୁବ ଅଧିକ ଚର୍ଚ୍ଚାରେ ରହିଛି । ସେମାନେ ବର୍ତ୍ତମାନ ବ୍ୟୟାମ କରି ଝାଳ ବୁହାଇବା ଅପେକ୍ଷା ନିଜର ସୋସିଆଲ ଫିଟନେସ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି । ସୋସିଆଲ ଫିଟନେସର ଅର୍ଥ ହେଉଛି ଆପଣଙ୍କ ସମ୍ପର୍କର ଦୃଢ଼ତା ଏବଂ ଅନ୍ୟମାନଙ୍କ ସହ ଜଡ଼ିତ ହେବାର ଦକ୍ଷତା। ଏଥିପାଇଁ  ସ୍ଥାନେସ୍ଥାନେ 'ସୋସିଆଲ ଫିଟନେସ ଷ୍ଟୁଡିଓ'ର ନିର୍ମାଣ ହୋଇଛି । ଏହି ସ୍ଥାନରେ, ଯେଉଁଠାରେ ଶରୀରର ମାଂସପେଶୀ ପରିବର୍ତ୍ତେ 'ସାମାଜିକ ଦକ୍ଷତା' ବଢ଼ାଇବା ଏବଂ ସେଥିରେ ସୁଧାର ଆଣିବା ଉପରେ କାମ କରାଯାଏ । ସୋସିଆଲ ଫିଟନେସ ଷ୍ଟୁଡିଓ ହେଉଛି ଏକ ଅଭିନବ କେନ୍ଦ୍ର ଯେଉଁଠାରେ ବ୍ୟକ୍ତିର ସାମାଜିକ ଦକ୍ଷତା ଏବଂ ପାରସ୍ପରିକ ସମ୍ପର୍କର ଗୁଣବତ୍ତା ବୃଦ୍ଧି କରିବା ପାଇଁ ବୈଜ୍ଞାନିକ ପଦ୍ଧତିରେ ପ୍ରଶିକ୍ଷଣ ଦିଆଯାଇଥାଏ । ଆଧୁନିକ ଯୁଗରେ ମଣିଷ ଡିଜିଟାଲ୍ ଦୁନିଆରେ ଅଧିକ ବ୍ୟସ୍ତ ରହି ନିଜକୁ ଏକାକୀ ମନେ କରୁଥିବାର ଅନେକ ଉଦାହରଣ ଦେଖିବାକୁ ମିଳୁଛି । ଏପରିକି ଏହି କାରଣରୁ ଅନେକ ମାନସିକ ରୋଗରେ ମଧ୍ୟ ପୀଡିତ ହେଉଥିବାର ନଜିର ରହିଛି । ହେଲେ ଏହି ଷ୍ଟୁଡିଓଗୁଡ଼ିକ ଲୋକଙ୍କୁ ମୋବାଇଲ୍ ସ୍କ୍ରିନ୍‌ରୁ ବାହାର କରି ବାସ୍ତବ ଦୁନିଆର ମଣିଷଙ୍କ ସହ ମିଶିବାର ସୁଯୋଗ ଦେଇଥାଏ । ଏଠାରେ ଜଣେ ବ୍ୟକ୍ତି ଅନ୍ୟମାନଙ୍କ ସହ କିପରି ଅର୍ଥପୂର୍ଣ୍ଣ କଥାବାର୍ତ୍ତା କରିବେ, ଜଣେ ଭଲ ଶ୍ରୋତା କିପରି ହେବେ ଏବଂ ନିଜର ଭାବନାକୁ ସଠିକ୍ ଭାବେ କିପରି ପ୍ରକାଶ କରିବେ, ସେଥିପାଇଁ ବିଭିନ୍ନ ଗ୍ରୁପ୍ ଆକ୍ଟିଭିଟି ଓ ରୋଲ୍-ପ୍ଲେ ମାଧ୍ୟମରେ ଅଭ୍ୟାସ କରାଯାଏ । ଏହି ଷ୍ଟୁଡିଓର ମୂଳ ଲକ୍ଷ୍ୟ ହେଉଛି ମଣିଷର 'ସୋସିଆଲ ମସଲ୍' ବା ସାମାଜିକ ମାଂସପେଶୀକୁ ମଜବୁତ କରିବା, ଯାହାଦ୍ୱାରା ସେ ସମାଜରେ ନିଜକୁ ଅସହାୟ ବା ପଛୁଆ ମନେ ନକରି ସହଜରେ ସମସ୍ତଙ୍କ ସହ ମିଶିପାରିବ । ବିଶେଷଜ୍ଞଙ୍କ ମତରେ, ଉତ୍ତମ ସାମାଜିକ ସମ୍ପର୍କ କେବଳ ମନକୁ ଖୁସି ରଖେ ନାହିଁ, ବରଂ ଏହା ରକ୍ତଚାପ ନିୟନ୍ତ୍ରଣ କରିବା ସହ ହୃଦରୋଗର ଆଶଙ୍କା କମାଇଥାଏ ଏବଂ ଆୟୁଷ ବୃଦ୍ଧି କରିବାରେ ସାହାଯ୍ୟ କରେ । ତେଣୁ, ଏହି ଷ୍ଟୁଡିଓଗୁଡ଼ିକ କେବଳ ଏକ କ୍ଲବ୍ ନୁହେଁ, ବରଂ ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଏକ ଅନନ୍ୟ କେନ୍ଦ୍ର ଭାବେ ଉଭା ହୋଇଛି, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତି ନିଜର ସାମାଜିକ ଭୟକୁ ଦୂର କରି ଏକ ସୁଖମୟ ଜୀବନ ଗଢ଼ିବାର କୌଶଳ ଶିଖିପାରନ୍ତି । ବିଶେଷଜ୍ଞଙ୍କ ମତରେ, ସୋସିଆଲ ଫିଟନେସ କେବଳ 'ମଜା-ମସ୍ତି' ନୁହେଁ ବରଂ ଦୀର୍ଘାୟୁ ହେବାର ଏକ ଉତ୍ତମ ଉପାୟ । ହାଭାର୍ଡର ୮୫ ବର୍ଷର ଏକ ଦୀର୍ଘକାଳୀନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ମଣିଷର ଖୁସି ଏବଂ ଦୀର୍ଘ ଜୀବନର ସବୁଠାରୁ ବଡ଼ ରହସ୍ୟ ଟଙ୍କା କିମ୍ବା ସଫଳତା ନୁହେଁ, ବରଂ ତାଙ୍କର ସମ୍ପର୍କର ନିବିଡ଼ତା । ଗବେଷଣା କହୁଛି ଯେ, ଯେଉଁମାନେ ସାମାଜିକ ଭାବେ ସକ୍ରିୟ ରହନ୍ତି, ସେମାନେ କେବଳ ଖୁସିରେ ରହନ୍ତି ନାହିଁ, ବରଂ ସେମାନଙ୍କର ଆୟୁଷ ମଧ୍ୟ ବୃଦ୍ଧି ପାଇଥାଏ ।

ବଣ୍ଡିଂ ଡ୍ରିଲ୍
ଆଜିକାଲି ଫିଟ ରହିବା ପାଇଁ ସମସ୍ତେ ଚାହୁଁଛନ୍ତି ଏବଂ ଏଥିପାଇଁ ପରିଶ୍ରମ ମଧ୍ୟ କରୁଛନ୍ତି । ହେଲେ ନିକଟରେ ବୟସ୍କଙ୍କ ମଧ୍ୟରେ ଏକ ନୂଆ ଟ୍ରେଣ୍ଡ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଟ୍ରେଣ୍ଡରେ ଝାଳ ବୁହାଇ ନୁହେଁ ବରଂ ଲୋକଙ୍କ ସହିତ କଥାହୋଇ ଫିଟ ରହୁଛନ୍ତି । ଏହି ନୂଆ ଟ୍ରେଣ୍ଡର ନାଁ ରହିଛି ସୋସିଆଲ ଫିଟନେସ । ସୋସିଆଲ ଫିଟନେସର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହେଉଛି ବଣ୍ଡିଂ ଡ୍ରିଲ । ଏହା ଅଧୀନରେ ପ୍ରଥମେ  ୪୦ ମିନିଟ୍ ପର୍ଯ୍ୟନ୍ତ ବିନା ସ୍କ୍ରିନରେ ଲୋକଙ୍କ ସହ ଯୋଡିହେବାର ସୁଯୋଗ ମିଳିଥାଏ । ଏହି ସମୟରେ ସମସ୍ତେ ସମସ୍ତଙ୍କ ସହିତ ନିଜନିଜର ମନକଥାକୁ ସେୟାର କରିଥାଆନ୍ତି । ଏହି ବଣ୍ଡିଂ ଡ୍ରିଲ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପ୍ରକ୍ରିୟାରେ କରାଯାଉଛି । ସୋସିଆଲ ଫିଟନେସ ପାଇଁ ୟୁରୋପ ଏବଂ ଆମେରିକାରେ ଅଜଣା ଲୋକଙ୍କ ସହ ୪୦ ମିନିଟର ବଣ୍ଡିଂ ଡ୍ରିଲର ସେସନ୍ ଅନୁଷ୍ଠିତ ହେଉଛି । ଏଥିରେ ମୋବାଇଲ୍ ସ୍କ୍ରିନ୍ ବ୍ୟବହାର ନକରି ଲୋକଙ୍କ ସହ ଜଡ଼ିତ ହେବା, ହସିବା, ପରସ୍ପରକୁ ଶୁଣିବା ଏବଂ ନିଜର ଚିନ୍ତାଧାରା ବାଣ୍ଟିବା ଶିଖାଯାଏ । ଏହି ସେସନ ସେଠିକାର ଲୋକଙ୍କ ଭିତରେ ଖୁବ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି ।