ତପ୍ତପାଣି ଘାଟିରେ ଓଲଟିଲା ଵସ, ୭ ମୃତ

ସମୟ ଲାଇଭ,୨୯/୧ (ଗରୁଡ଼ ଧ୍ୱଜ ଚୈାଧୁରୀ): ତପ୍ତପାଣି ଘାଟିରେ ମାରୁତି ନାମକ ଏକ ଘରୋଇ ଵସ ଓଲଟିପଡିଛି । ରାୟଗଡା କାଶୀପୁର ଠାରୁ ବ୍ରହ୍ମପୁର ଯାଉଥିବା ବସଟି ଓଲଟି 7 ଜଣଙ୍କ ମୃତ୍ୟ ହୋଇଥିବାବେଳେ ୪୫ ଜଣ ଯାତ୍ରୀଙ୍କ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ରାତି ୩ଟା ସମୟରେ ଏହି ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି। ଗୁରୁତରମାନଙ୍କୁ ବ୍ରହ୍ମପୁର ଏବଂ ଦିଗପହଣ୍ଡି ମେଡିକାଲ ରେ ଭର୍ତ୍ତି କରାଯାଇଥିବା ଜଣା ପଡିଛି |

Comments are closed.