ଦଶମ ରାଉଣ୍ଡରେ ୫୨,୧୪୨ ଭୋଟରେ ରୀତା ଆଗରେ

0

ସମୟ ଲାଇଭ,୨୪/୧୦: ଦଶମ ରାଉଣ୍ଡ ଭୋଟ ଗଣତି ସୁଧା ବିଜେଡ଼ି ପ୍ରାର୍ଥୀ ରୀତା ସାହୁ ୫୨,୧୪୨ ଖଣ୍ଡ ଭୋଟରେ ଅଛନ୍ତି । ମୋଟ ୭୧,୧୪୨ ଖଣ୍ଡ ଭୋଟ ପାଇବା ସହ ଆଗରେ ଅଛନ୍ତି । ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ସନତ ଗଡତିଆ କେବଳ ୧୯,୦୮୭ ଖଣ୍ଡ ଭୋଟ ପାଇଛନ୍ତି ।

Leave A Reply

Your email address will not be published.