57 ଟି ବାଇକ ସିଜ଼ ସହ 7ହଜାର 5 ସହ ଟଙ୍କା ଆଦାୟ କରିଛି ପୁରୀ ପୋଲିସ

ସମୟ ଲାଇଭ,8/4 (ଦୁର୍ଗା ପ୍ରସାଦ ମହାପାତ୍ର): ପୁରୀ ରେ ଲକ ଡାଉନ ପ୍ରକ୍ରିୟା କୁ ଜୋର ଦାର କରିଛି ପୁରୀ ପୋଲିସ। ଅଯଥା କୌଣସି ଜରୁରୀ କାର୍ଯ୍ୟ ନ ଥାଇ ଘରୁ ବାହାରିବା ନେଇ ପୋଲିସ କାର୍ଯ୍ୟନୁଷ୍ଠାନ ନେଇଛି। ପୁରୀ ରେ ଆଜି 57 ଟି ବାଇକ ସିଜ଼ କରାଯାଇଛି। ସେହିପରି ଜରିମାନା 7ହଜାର 5 ସହ ଟଙ୍କା ଆଦାୟ କରାଯାଇ ଚି। ଆଗାମୀ ଦିନରେ ମଧ୍ୟ ଏହି କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ପୁରୀ ରେ ସହର ରେ 20 ରୁ ଅଧିକ ନାକା ପଏଣ୍ଟ କରି ଲୋକ ଙ୍କ ଯିବା ଆସିବା କୁ ନିୟନ୍ତ୍ରଣ କରୁଚି। ସେହିପରି 20 ରୁ ଅଧିକ ପୋଲିସ ପାଟ୍ରୋଲିଂ ଗାଡି ପୁରୀ ସହରରେ ପଇଁତରା ମାରୁଛି।

Comments are closed.