ଦୀପ ଆଲୋକରେ ଆଲୋକିତ ଇସ୍ପାତ ସହର

ସମୟ ଲାଇଭ,୫/୪: ରାଉରକେଲା ରେ ଘରେ ଘରେ ପ୍ରଜ୍ଜଳିତ ହେଲା ଦୀପ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକୁ ସମର୍ଥନ ଜଣାଇ ଥିଲେ ସମଗ୍ର ରାଉରକେଲା ବାସୀ ଗୋଟିଏ ଗୋଟିଏ ଦୀପ ଜଳାଇ କରୋନା ଭାଇରସ୍ରରାଉରକେଲା ରେ ଘରେ ଘରେ ପ୍ରଜ୍ଜଳିତ ହେଲା ଦୀପ ର ଆଲୋକ. ମୋଦୀ ଙ୍କ ଆହ୍ବାନ କୁ ସମର୍ଥନ ଜଣାଇ ଥିଲେ ସମଗ୍ର ରାଉରକେଲା ବାସୀ. ଗୋଟିଏ ଗୋଟିଏ ଦୀପ ଜଳାଇ କରୋନା ଭାଇରସ୍ ର ଲଢେଇ ରେ ସାମିଲ ହୋଇଥିଲେ |
ଠିକ୍ ରାତି ୯ ରେ ସମଗ୍ର ରାଉରକେଲା ଅନ୍ଧାର ଭିତରେ ଥିବା ବେଳେ ଦୀପ ର ଆଲୋକ ରେ ଆଲୋକିତ ରାଉରକେଲା ସହର |
ପିଲା ଠାରୁ ବୃଦ୍ଧ ଲୋକ ମାନଙ୍କ ମଧ୍ୟରେ ଏକ ପ୍ରକାରର ସଚେତନତା ସୃଷ୍ଟି କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହି ପ୍ରୟାସ ବୋଲି ମତ ପ୍ରକାଶ ପାଇଛି |

Comments are closed.