Samaya Live - Samaya Live

ଫ୍ରୋଜେନ ଭୃଣ ସତେଜ ଭୃଣ ପରି ସମାନ କାର୍ଯ୍ୟକ୍ଷମ ହୋଇଥାନ୍ତି
ଭୁବନେଶ୍ୱର : ଅନେକ ଦମ୍ପତି ଏବେ ବି ବିଶ୍ୱାସ କରୁଛନ୍ତି ଯେ, ଫ୍ରୋଜେନ ଏମ୍ବ୍ରୋ ବା ଭୃଣଗୁଡିକ ସତେଜ ଭୃଣ ତୁଳନାରେ ଅପେକ୍ଷାକୃତ ଦୁର୍ବଳ ହୋଇଥାନ୍ତି ଓ ଏହା ମାଧ୍ୟମରେ ଗର୍ଭଧାରଣ କରିବାର ସମ୍ଭାବନା କମ୍ ରହିଥାଏ । ଏହି ଚିନ୍ତାଧାରା ଅନେକ ବର୍ଷ ପୂର୍ବେ ସତ୍ୟ ଥିଲା ଯେତେବେଳେ ଫ୍ରିଜିଙ୍ଗ ପଦ୍ଧତିଗୁଡିକ ବିକଶିତ ନଥିଲା, କିନ୍ତୁ ବିଜ୍ଞାନ ଆଗକୁ ବଢିଛି ଏବଂ ଏହାର ଫଳାଫଳ ମଧ୍ୟ ଉନ୍ନତ ହୋଇଛି ବୋଲି ଭୁବନେଶ୍ୱରର ର୍ବିଲା ଫର୍ଟିଲିଟି ଆଣ୍ଡ ଆଇଭିଏଫର ଫର୍ଟିଲିଟି ସ୍ପେଶାଲିଷ୍ଟ ଡକ୍ଟର ଲିପ୍ସା ମିଶ୍ର କହିଛନ୍ତି । ଭୃଣ ଫ୍ରିଜିଙ୍ଗ କରିବାର ପ୍ରାରମ୍ଭିକ ପଦ୍ଧତିଗୁଡିକରେ ମନ୍ଥର କୁଲିଙ୍ଗ ବା ଶୀତଳା ସାମିଲ ରହିଥାଏ ଯାହା ବରଫ କ୍ରିଷ୍ଟାଲ ସୃଷ୍ଟି କରିପାରେ ଓ କୋଷଗୁଡିକୁ କ୍ଷତିଗ୍ରସ୍ତ କରିପାରେ ।

ଭିଟ୍ରିଫିକେଶନକୁ ସ୍ଥାନାନ୍ତରଣ- ଏକ ଦ୍ରୁତ ଫ୍ରିଜିଂ ପ୍ରକ୍ରିୟା- ସବୁକିଛି ପରିବର୍ତନ କରିଦେଇଥାଏ । କ୍ରିଷ୍ଟାଲାଇଜେଶନକୁ ରୋକି ଭିଟ୍ରିଫିକେଶନ ପ୍ରାୟତଃ ସଠିକ ଭାବେ କୋଷିକାର ଢାଂଚାକୁ ସଂରକ୍ଷିତ ରଖିଥାଏ । ଅଧିକାଂଶ ଆଧୁନିକ ଲ୍ୟାବଗୁଡିକରେ ପ୍ରତ ୧୦ଟି ଭୃଣ ମଧ୍ୟରୁ ୯ରୁ ଅଧିକ ଭୃଣ ଥାଇଙ୍ଗ ପ୍ରୋସେସ ବା ତରଳିବା ପ୍ରକ୍ରିୟାର ସମ୍ମୁଖୀନ ହୋଇ ଜୀବିତ ରହିଥାନ୍ତି ।

ଗତ ଦଶନ୍ଧି ମଧ୍ୟରେ ଏକାଧିକ ଅସାଧାରଣ ଧ୍ୟୟନ ଦର୍ଶାଇଛି ଯେ, ଫ୍ରୋଜେନ ଏମ୍ବ୍ରୋ ଟ୍ରାନ୍ସଫର (ଏଫଇଟି), ଠିକ ସତେଜ ଭୃଣ ଭଳି ପ୍ରଦର୍ଶନ କରିଥାଏ । ଏକ ୨୦୨୫ ମେଟା-ଆନାଲିସିସରୁ ଜଣାଯାଇଛି ଯେ, ଏଫଇଟିଗୁଡିକର ୪୩.୩%ର ଏକ ଜୀବନ୍ତ ଜନ୍ମ ହାର ରହିଥିଲା ଯାହା ସତେଜ ଭୃଣ ସ୍ଥାନାନ୍ତର କ୍ଷେତ୍ରରେ ୩୩.୩% ଥିଲା । ପିସିଓଏସ ଥିବା ଇନ୍‌ଫର୍ଟିଲିଟି ମହିଳାଙ୍କ ମଧ୍ୟରେ କରାଯାଇଥିବା ଅନ୍ୟ ଏକ ପରୀକ୍ଷଣ ସତେଜ ଭୃଣ ସ୍ଥାନାନ୍ତର (୪୨%) ତୁଳନାରେ ଫ୍ରୋଜେନ ଭୃଣ ସ୍ଥାନାନ୍ତର କ୍ଷେତ୍ରରେ ୪୯.୩%ର ଲାଇଭ ବାର୍ଥ ରେଟ୍‌ର ଉଚ୍ଚ ଫ୍ରିକ୍ୱେନ୍ସି ଏବଂ ଓଭାରିଆନ ହାଇପରଷ୍ଟିମୁଲେଶନ ସିଣ୍ଡ୍ରୋମର କମ୍ ବିପଦକୁ ଦର୍ଶାଇଥିଲା ।

ଡକ୍ଟର ଲିପ୍ସା ମିଶ୍ର କହିଛନ୍ତି ଏକ ଆଇଭିଏଫ ସାଇକେଲ ସମୟରେ ଉଚ୍ଚ ହରମୋନ ସ୍ତର ଗର୍ଭାଶୟକୁ କମ୍ ଗ୍ରହଣଶୀଳ କରିପାରେ । ଯେତେବେଳେ ଭୃଣଗୁଡିକୁ ଫ୍ରିଜ୍ ଓ ପରବର୍ତୀ ସମୟରେ ସ୍ଥାନାନ୍ତର କରାଯାଏ, ସେତେବେଳେ ଶରୀର ଏକ ଅଧିକ ପ୍ରାକୃତିକ ହରମୋନ ସନ୍ତୁଳନ ସ୍ତରକୁ ଫେରିଥାଏ, ଯାହା ଇମ୍‌ପ୍ଲାନଟେଶନ ସମ୍ଭାବନାକୁ ଉନ୍ନତ କରିପାରେ । ଓଭାରିଆନ ହାଇପରଷ୍ଟିମୁଲେଶନ ସିଣ୍ଡ୍ରୋମ (ଓଏଚଏସଏସ)ର ବିପଦ ଥିବା ରୋଗୀଙ୍କ ପାଇଁ ସମସ୍ତ ଭୃଣଗୁଡିକୁ ଫ୍ରିଜ୍ କରିବା ଦ୍ୱାରା ଶରୀରକୁ ରିକଭରି ପାଇଁ ସମୟ ମିଳିଥାଏ ଓ ଅନାବଶ୍ୟକ ବିପଦକୁ ଏଡାଇଯାଇପାରିଥାଏ । ଫ୍ରୋଜେନ ଭୃଣଗୁଡିକର ବଂଚି ରହିବା ସମ୍ଭାବନା କମ୍ ଥାଏ ବୋଲି ରହିଥିବା ଧାରଣା ବହୁମାତ୍ରାରେ ପୁରାତନ ଟେକ୍ନୋଲୋଜିର ଏକ ବିରାସତ ଅଟେ । ଆଜି ଫ୍ରୋଜେନ ଟ୍ରାନ୍ସଫରଗୁଡିକ ସୁରକ୍ଷା ସହ ସାଲିସ ନକରି ତୁଳନାତ୍ମକ ଓ ଅଧିକ ନିୟନ୍ତ୍ରିତ ଫଳାଫଳ ପ୍ରଦାନ କରୁଛନ୍ତି ବୋଲି ଡକ୍ଟର ଲିପ୍ସା ମିଶ୍ର କହିଛନ୍ତି ।

ଦୁଇହଜାର ବର୍ଷ ପୁରୁଣା କ୍ରୀତଦାସ ଘର
ବିଭିନ୍ନ ସମୟରେ ପ୍ରନିତତ୍ତ୍ୱବିତ୍‌ଙ୍କୁ ପୂରାତନ ସାମଗ୍ରୀ ମିଳିଥାଏ । ଇଟାଲିର ପୋମ୍ପେଲିରେ ଗବେଷକଙ୍କୁ ସେହିଭଳି ଏକ ପୂରାତନ କ୍ରୀତଦାସ ଘର ମିଳିଛି । ଯାହା ୨୦୦୦ବର୍ଷ ପୁରୁଣା ବୋଲି ଅନୁମାନ କରାଯାଉଛି । ଏହି ଘରେ ଗେବଷକଙ୍କୁ ଅନେକ ପୁରୁଣା ଜିନିଷ ମିଳିଛି । ଏହି ସାମଗ୍ରୀ ଭିତରେ ତିନୋଟି ଖଟ, କିଛି ପୁରୁଣା ପାତ୍ର ମିଳିଛି । ଏଠାରେ ଏକ ଖନନ କାର୍ଯ୍ୟ ଚାଲିଥିବା ସମୟରେ ଏହି ସାମଗ୍ରୀ ମିଳିଛି । ପୂର୍ବରୁ ଏଠାରେ ଏକ ପୁରୁଣା ରୋମାନ ଘୋଡାଗାଡି ମିଳିଥିଲା । ତେଣୁ ଏହି କ୍ରୀତଦାସ ମାନେ ଘୋଡା ଗାଡିର ରକ୍ଷଣା ବେକ୍ଷଣ କିମ୍ବା ନିର୍ମାଣରେ ନିୟୋଜିତ ଥିବା ନେଇ ଅନୁମାନ କରାଯାଉଛି । ଏହ ବଖରାରେ ମିଳିଥିବା ଖଟରେ ଏକ ଛୋଟପିଲାଙ୍କ ଖଟ ମଧ୍ୟ ମିଳିିଛି । ଦୁଇଟି ଖଟର ଲମ୍ବା ୧.୭ ମିଟର ଥିବା ବେଳେ ଗୋଟିଏ ୧.୪ ରହିଛି । ଏହାସହ ବଖରାର ଏକ କଣରେ କିଛି ପାତ୍ର ମଧ୍ୟ ରହିଛି । ସେହିଭଳି ମିଳିଥିବା କାଛ ବାକ୍ସରେ କିଛିଟା ଧାତୁ ଓ ଫେବ୍ରିକର ସାମଗ୍ରୀ ରହିଛି ଯାହା ଘୋଡାଗାଡିରେ ଲାଗିଥିବା ସାମଗ୍ରୀ ବୋଲି ଅନୁମାନ କରାଯାଉଛି । ମିଳିଥିବା ଏହି ପୁରୁଣା ସାମଗ୍ରୀ ଆଗକୁ ଏଠିକାର ସଭ୍ୟତା ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବ ବୋଲି ଭୂତତ୍ତ୍ୱବିତ୍‌ ମାନେ ଆଶା ପ୍ରକାଶ କରିଛନ୍ତି । ପ୍ରାଥମିକ ସୂଚନାରୁ ଏଠାରେ ଏକ କ୍ରୀତଦାସ ପରିବାର ରହୁଥିବାବେଳେ ସେମାନଙ୍କ ପରିବାରର ସଦସ୍ୟଙ୍କ ସଂଖ୍ୟା ୩ । ଘରଟିରେ ଗୋଟିଏ ଛୋଟ ଝରକା ଥିବା ବେଳେ କାନ୍ଥରେ କୌଣସି ସାଜସଜ୍ଜାର ଚିହ୍ନ ନାହିଁ । ତେବେ ଗୋଟିଏ ଲ=ନର ଚିହ୍ନ ରହିଥିବା ଅନୁମାନ କରାଯାଉଛି, ଯାହା କାନ୍ଥରେ ଟଙ୍ଗା ଯାଉଥିଲା ।

ଶରୀରକୁ ସୁସ୍ଥ ରଖେ ଘିଅ ଗୁଡ
ମିଠା ଖାଇବାକୁ ସମସ୍ତଙ୍କର ଇଚ୍ଛା ହୋଇଥାଏ । ବିଶେଷକରି ଖାଇବା ପରେ ସମସ୍ତେ ମିଠା ଖାଇବାକୁ ଆଗ୍ରହ ଦେଖାଇଥାଆନ୍ତି । ହେଲେ କେତେକଙ୍କ ଶରୀର ଏଥିପାଇଁ ସମ୍ମତ୍ତି ପ୍ରକାଶ କରିନଥାଏ । ତେବେ ମିଠା ସ୍ଥାନରେ ଆପଣ ଗୁଡସହିତ ଘିଅ ମିଶାଇ ଖାଇପାରିବେ, ଯାହା ଆପଣଙ୍କ ମିଠା ଖାଇବାର ଇଚ୍ଛାକୁ ପୂର୍ଣ୍ଣ କରିବା ସହିତ ଶରୀର ପାଇଁ ମଧ୍ୟ ସ୍ୱାସ୍ଥ୍ୟପ୍ରଦ । ଘିଅ ସହିତ ଗୁଡ ମିଶ୍ରଣରେ ପ୍ରସ୍ତୁତ ଖାଦ୍ୟ ସୁସ୍ୱାଦୁ ହେବା ସହିତ ସ୍ୱସ୍ଥ୍ୟକର ମଧ୍ୟ । ଏହା ଆମର ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ଏହା ଆମର ଚର୍ମ, ନଖ ଓ ଚୁଟିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହାସହିତ ଶରୀରରେ ଥିବା ଆଇରନ୍‌ର ଅଭାବକୁ ମଧ୍ୟ ଏହା ଦୂର କରିଥାଏ । ଘିଅରେ ଥିବା ଓମେଗା -୩, ଭିଟାମିନ୍‌ ଏ, ଡି, କେ, ଇ ଆଦି ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।

ଅଜବ ଶେଷ ଇଚ୍ଛା
ଦୁନିଆର ସବୁଠାରୁ ନିରାଟ ସତ୍ୟ ହେଲା ମୃତ୍ୟୁା ଧରାରେ ଜନ୍ମ ନେଇଥିବା ସମସ୍ତଙ୍କର ମୃତ୍ୟୁ ସୁନିଶ୍ଚିତା କାହା ମୃତ୍ୟୁ କେବେ କହି କି ଆସେ ନାହିାଁ ହେଲେ ଯେଉଁମାନେ ଜେଲ୍‌ ହାଜଦରେ ଥାଆନ୍ତି ସେମାନଙ୍କ କଥା ଅଲଗାା ଯେଉଁମାନଙ୍କ ମୃତ୍ୟୁ ଦଣ୍ଡାଦେଶ ହୋଇଥାଏ ସେମାନଙ୍କୁ ତାଙ୍କର ଶେଷ ଇଚ୍ଛା କଥା ପଚରାଯାଇଥାଏା ଦୁନିଆରେ ଏଭଳି କିଛି ମଣିଷ ଅଛନ୍ତି ଯେଉଁମାନଙ୍କର ଶେଷ ଇଚ୍ଛା ବହୁତ ଅଜବ ଥାଏା ସେହି ଇଚ୍ଛାକୁ ଶୁଣିଲେ ଆଖିରେ ଲୁହ ବଦଳରେ ମଣିଷକୁ ହସ ଲାଗିଥାଏା ଆସନ୍ତୁ ପଢିବା ସେହିଭଳି କିଛି ଅଜବ ଶେଷ ଇଚ୍ଛା ବିଷୟରୋ

ଜନ୍‌ ବେନ୍‌ : ଏହି କଏଦୀଙ୍କ ଶେଷ ଇଚ୍ଛା ଥିଲା ଖୁବ୍‌ ନିଆରାା ସାଧାରଣତଃ ମୃତ୍ୟୁ ଆସୁଛି ବୋଲି ଜାଣିଥିବା ମଣିଷ ଖାଇବା ପିଇବା କଥା ଭୁଲିଯାଇଥାଏା ହେଲେ ଜନ୍‌ଙ୍କର ଶେଷ ଇଚ୍ଛାଥିଲା ଖାଇବା ଉପରୋ ଜନ୍‌ଙ୍କର ଶେଷ ଇଚ୍ଛା ଥିଲା କେଏଫ୍‌ସିର ଫ୍ରାଏଡ୍‌ ଚିକେନ ଖାଇବାକୁା

ବିକଫର : ମୃତ୍ୟୁ ଦଣ୍ଡାଦେଶ ପାଇଥିବା ବିକଫର ନିଜର ଶେଷ ଇଚ୍ଛାରେ ଖୁବ ଅଜବ ଦାବି କରିଥିଲୋ ସେ ତାଙ୍କ ଶେଷ ଇଚ୍ଛାରେ ଖାଇବାରେ ଅଲିଭ ମାଗିଥିଲୋ ଏହାପଛର କାରଣ ମଧ୍ୟ ଖୁବ୍‌ ରୋଚକା ତାଙ୍କର ବିଶ୍ୱାସ ରହିଛି କି ସେ ଯଦି ମରିବା ପୂର୍ବରୁ ଅଲିଭ ଫଳ ଖାଉଛନ୍ତି ତେବେ ତାଙ୍କ ପେଟରେ ମୃତ୍ୟୁ ପରେ ଏକ ଅଲିଭ ଗଛ ଉଠିବା

ରନି ଲୀ ଗାର୍ଡେନର : ରନିଙ୍କର ଶେଷ ଇଚ୍ଛା ଥିଲା ବେଶ୍‌ ରୋଚକ ପୂର୍ଣ୍ଣା ଏହି ଅପରାଧୀ ଜଣଙ୍କ ନିଜର ଶେଷ କ୍ଷଣକୁ ଖାସ କରିବା ପାଇଁ ଏକ ହଲିଉଡ୍‌ ସିନେମା ଦେଖିବାକୁ ଅନୁରୋଧ କରିଥିଲୋ ଏହା ସହ ତାଙ୍କର ଶେଷ ଖାଇବାକୁ ନେଇ ମଧ୍ୟ ଦାବି ଥିଲାା ସେ ଶେଷ ଇଚ୍ଛାରେ ଲାବେଷ୍ଟର ଲାଞ୍ଚ, ଆପଲ୍‌ ପାଇ ଭାନିଲା ଆଇସ୍‌କ୍ରିମ ଓ ସେଭେନ୍‌ ଅପ୍‌ କୋଲïଡ୍ରିଙ୍କସ୍‌ ପିଇବାକୁ ଇଚ୍ଛା କରିଥିଲୋ

ଧନଞ୍ଜୟ ଚାଟାର୍ଜି : ଭାରତରେ ଏକ ମାମଲାରେ ଫାଶୀଦଣ୍ଡ ପାଇଥିବା ଧନଞ୍ଜୟଙ୍କର ଶେଷ ଇଚ୍ଛା ଥିଲା ବେଶ୍‌ ଭାବପୂର୍ଣ୍ଣା ପ୍ରାୟ କଏଦୀ ନିଜ ପରିବାରକୁ ଦେଖିବା କିମ୍ବା କୌଣସି ଖାଦ୍ୟର ଇଚ୍ଛା କରିଥାଆନ୍ତିା ହେଲେ ଧନଞ୍ଜୟ ଚାଟାର୍ଜି ଜେଲର ଡାକ୍ତର ବାସୁଦେବ ମୁଖାର୍ଜିଙ୍କ ପାଦ ଛୁଇଁବାକୁ ଇଚ୍ଛା କରିଥିଲୋ

କେବଳ ଚଲେଇହେବ ଧଳା ଗାଡି
ତୁର୍କମେନିସ୍ତାନର ରାଜଧାନୀ ଅଶଗାବାତରେ ରହିଛି ଏକ ଅଜବ ନିୟମ । ଏଠାରେ ଥିବା ନିୟମ ଅନୁସାରେ ଏହି ସହରର ରାସ୍ତାରେ କେବଳ ଧଳା ଓ ହାଲୁକା ରଙ୍ଗର ଗାଡି ଚଳାଇବାକୁ ଅନୁମତି ରହିଛି । ଏହି ନିୟମ ସେଠାରେ ୨୦୧୮ରୁ ଲାଗୁ କରାଯାଇଥିଲା । ଏହି ନିୟମ ସେଠିକାର ପୂର୍ବ ରାଷ୍ଟ୍ରପତିଙ୍କର ଧଳା ରଙ୍ଗ ପ୍ରତି ଥିବା ଭଲପାଇବାର ଫଳ । ସେ ପାଗଳ ଭଳି ଧଳା ରଙ୍ଗକୁ ଭଲ ପାଉଥିଲେ ତେଣୁ ଏଭଳି ଏକ ନିୟମ ଲାଗୁ କରିଥିଲେ । ଧଳା ରଙ୍ଗ ଭଲ ଭାଗ୍ୟ ଓ ଶୁଦ୍ଧତାର ପ୍ରତୀକ ହୋଇଥିବାରୁ ସେ ଏହି ରଙ୍ଗକୁ ଖୁବ ଭଲ ପାଉଥିଲେ । ୨୦୧୫ରୁ ଏଠାରେ କଳା, ଗାଢ ନୀଳ ଓ ଲାଲ ରଙ୍ଗର କାର ଉପରେ ପ୍ରତିବନ୍ଧକ ଲାଗିଛି । ସେହିଭଳି ଯଦି ଗାଡି କିଣିବା ପରେ କାରର ରଙ୍ଗ ବଦଳା ଯାଏ ତେବେ ସେମାନଙ୍କ ଗାଡିକୁ ପୋଲିସ ଜବତ କରିଦିଏ । କେବଳ ଗାଡି ନୁହେଁ ଏଠାରେ ଥିବା ଘର ବିଲïିଂ ମଧ୍ୟ ଧଳା ରଙ୍ଗର । ଏପରିକି ଏଠାରେ ଧଳା ମାର୍ବଲରେ ନିର୍ମିତ ବିଲïିଂ ପାଇଁ ଏହାକୁ ଓ୍ୱାଲïର୍ ରେକର୍ଡରେ ମଧ୍ୟ ସାମିଲ କରାଯାଇଛି । ତେବେ ସହରରେ ସମସ୍ତ ଜିନିଷ ଧଳା ରଙ୍ଗର ଥିବାରୁ କେହିକେହି ଏହାକୁ ଏଲିଅନ ସହର ବୋଲି ମଧ୍ୟ କହି ଥାଆନ୍ତି ।

ମହାକାଶରେ ରନ୍ଧା ଖାଦ୍ୟ
ପ୍ରଥମଥର ପାଇଁ ମହାକାଶରେ ଚୀନ ଖାଦ୍ୟ ରାନ୍ଧିଥିବା ଜଣା ପଡିଛି । ମହାକାଶରେ ଥିବା ଚୀନସ୍ପେସ ଷ୍ଟେସନରେ ପ୍ରଥମଥର ପାଇଁ ଅନ୍ତରୀକ୍ଷ ଯାତ୍ରୀମାନେ ଓଭାନର ବ୍ୟବହାର କରି ରୋଷେଇ କରିଛନ୍ତି । ସେମାନେ ଏଠାରେ ଚିକେନ ଉଇଙ୍ଗସ୍‌ ଓ କାଲିମିର୍ଚ ଷ୍ଟେକ ରୋଷେଇ କରିଛନ୍ତି । ଏହା ଏକ ଫେରେଓ୍ୱଲ ପାଟି ଅବସରରେ ପ୍ରସ୍ତୁତ କରାଯାଇଛି । ସ୍ପେସ ଷ୍ଟେସନରେ ପହଞ୍ଚିଥିବା ନୂଆ ଯାତ୍ରୀ ପୁରୁଣା ଯାତ୍ରୀଙ୍କୁ ବିଦାୟ ଦେବା ସମୟରେ ଏହାକୁ ରାନ୍ଧିଛନ୍ତି । ଏହାକୁ ସ୍ପେସ ଷ୍ଟେସନର ପ୍ରଥମ ବାର୍ବିକ୍ୟୁ ପାର୍ଟିର ଆଖ୍ୟା ଦିଆଯାଇଛି । ଏହି ଓଭାନଟି ସ୍ମୋକ ଫ୍ରି , ତେଣୁ ଏହାକୁ ମହାକାଶରେ ଖାଦ୍ୟ ରାନ୍ଧିବା ପାଇଁ ଯୋଗ୍ୟ । ଏହାକୁ ସ୍ୱତନ୍ତ୍ରଭାବେ ମହାକାଶ ପାଇଁ ହିଁ ଡିଜାଇନ କରାଯାଇଛି । ଏହା ମହାକାଶରେ ୫୦୦ ଥର ଖାଦ୍ୟ ପ୍ରସ୍ତୁତ କରିପାରିବ । ଯାହାପରେ ଏହାକୁ ସଫା କରିବାର ଆବଶ୍ୟକତା ରହିଛି । ଏହି ଓଭାନରେ ୧୯୦ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଇ ପାରିବ । ଯେଉଁଥିରେ ତାଜା ପନିପରିବା,କେକ୍‌ ଓ ମାଂସ ଆଦି ରୋଷେଇ ହୋଇପାରିବ ।

ଫେରୁଛନ୍ତି ଅନୁଷ୍କା
ଅଭିନେତ୍ରୀ ଅନୁଷ୍କା ଶର୍ମା ଶେଷଥର ୨୦୧୮ରେ ଫିଲ୍ମ ଜିରୋରେ ଲିଡ ରୋଲରେ ଅଭିନୟ କରିଥିଲେ । ଏହାପରେ ତାଙ୍କର ଏକ ଫିଲ୍ମ, ଚକଦା ଏକ୍ସପ୍ରେସର ସୁଟିଂ ପୂରା ହୋଇଥିଲେ ମଧ୍ୟ ରିଲିଜ ହୋଇ ନାହିଁ । ତେବେ ନିକଟରେ ମିଳିଥିବା ସୂଚନା ଅନୁସାରେ ଖୁବ ଜଲଦି ଏହି ଫିଲ୍ମ ରିଲିଜ ହେବ । ତେବେ ସାତ ବର୍ଷପରେ ଏହି ଫିଲ୍ମ ଜରିଆରେ ଅନୁଷ୍କା ବଡ ପରଦାକୁ ଫେରୁଛନ୍ତି । ଏହି ଫିଲ୍ମଟି କ୍ରିକେଟର ଝୁଲନ ଗୋସ୍ୱାମୀଙ୍କର ବାୟୋପିକ, ଯିଏ କି ଭାରତୀୟ ମହିଳା କ୍ରିକେଟ ଟିମ୍‌ର କ୍ୟାପେଟନ ଦାୟିତ୍ୱ ତୂଲାଇ ସାରିଛନ୍ତି । ତେବେ ସୂଚନା ଅନୁସାରେ ନିକଟରେ ମହିଳା କ୍ରିକେଟ ଦଳ ବିଶ୍ୱକପ ଜିତିବା ପରେ ଫିଲ୍ମର ପ୍ରଯୋଜକ ଏହାକୁ ରିଲିଜ କରିବାକୁ ଆଗ୍ରହ ଦେଖାଇବାରେ ଲାଗିଛନ୍ତି । ସେ ନେଟଫ୍ଲିକ୍ସକୁ ପତ୍ର ଜରିଆରେ ଫିଲ୍ମର ରିଲିଜ୍‌କୁ ନେଇ ଅନୁରୋଧ କରିଛନ୍ତି । ସେହିଭଳି ଏହି ଖବର ଜଣା ପଡିବାପରେ ଅନୁଷ୍କାଙ୍କ ଫ୍ୟାନମାନେ ଖୁବ ଖୁସି ଅଛନ୍ତି । ସେମାନଙ୍କ ପ୍ରିୟ ହିରୋଇନଙ୍କୁ ବଡପରଦାରେ ପୁଣି ଦେଖିବାକୁ ସେମାନେ ଆଗ୍ରହ ପ୍ରକାଶ କରିଛନ୍ତି ।

ୱିମେନ ପ୍ରିମିଅର ଲିଗ
ଆପିଏଲ ଭଳି ଡବ୍ଲୁପିଏଲର ମଧ୍ୟ ଖୁବ କ୍ରେଜ ଦେଖିବାକୁ ମିଳିଥାଏ । ୨୦୨୨ରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ସାରା ବିଶ୍ବରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିବାରେ ସମର୍ଥ ହୋଇଛି । ଡବ୍ଲୁପିଏଲ ହେଉଛି ମହିଳା ଟିଟ୍ବେଣ୍ଟି କ୍ରିକେଟ ଲିଗ ଯାହାକୁ ବିସିସିଆଇ ଆୟୋଜନ କରିଥାଏ । ଏହି ଲିଗରେ ପାଞ୍ଚଟି ଫ୍ରାଞ୍ଚାଇଜ ଟିମ୍ ଭାଗ ନେଇଥାଆନ୍ତି । ୨୦୨୩ରେ ଏହାର ପ୍ରଥମ ସଂସ୍କରଣ ଖେଳାଯାଇଥିଲା, ଯେଉଁଥିରେ ମୁମ୍ବାଇ ଇଣ୍ଡିଆନ୍ସ ଟାଇଟଲ ବିଜେତା ହୋଇଥିଲା । ଏହାପରେ ଦ୍ବିତୀୟ ସଂସ୍କରଣ ୨୦୨୪ରେ ଖେଳାଯାଇଥିଲା । ଏହି ଟାଇଟଲ ରୟାଲ ଚାଲେଞ୍ଜର ବେଙ୍ଗାଲୁରୁ ଟାଇଟଲ ଜିତିଥିଲା । ଏହାପରେ ତୃତୀୟ ସଂସ୍କରଣ ୨୦୨୫ରେ ପୁଣିଥରେ ମୁମ୍ବାଇ ଇଣ୍ଡିଆନ ଏହି ଟାଇଟଲକୁ ଜିତିଥିଲା ।

ଦଳ
୧ ଦିଲ୍ଲୀ କ୍ୟାପିଟାଲ୍ସ
୨ ଗୁଜରାଟ ଜ୍ୟାଣ୍ଟସ
୩ ମୁମ୍ବାଇ ଇଣ୍ଡିଆନ୍ସ
୪ ରୟାଲ ଚାଲେଞ୍ଜରସ ବେଙ୍ଗାଲୁରୁ
୫ ୟୁପି ୱାରିଅର

ଆପିଏଲ ଭଳି ଏହାର ଷ୍ଟ୍ରକଚରକୁ ନିର୍ମାଣ କରାଯାଇଛି । ପ୍ରଥମରୁ ଏଥିରେ ପାଞ୍ଚୋଟି ଦଳ ଖେଳୁଥିଲେ । ଯେଉଁଥିରେ ସେମାନେ ଡବଲ ରାଉଣ୍ଡ ରବିନ ଫର୍ମାଟରେ ଖେଳୁଥିଲେ । ହେଲେ ଏହାପରେ ବୋର୍ଡ ଦଳ ବଢାଇବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମ ସଂସ୍କରଣ ୨୦୨୩, ୪ ମାର୍ଚ୍ଚରୁ ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ମୁମ୍ବାଇରେ ଖେଳାଯାଇଥିଲା । ପ୍ରଥମ ସଂସ୍କରଣରେ ମହିଳାଙ୍କୁ ମାଗଣାରେ ମ୍ୟାଚ ଦେଖିବାକୁ ସୁଯୋଗ ଦିଆଯାଇଥିଲା । ଏହାପରେ ଦ୍ବିତୀୟ ସଂସ୍କରଣ ଫେବୃଆରୀ ୨୩ରୁ ମାର୍ଚ୍ଚ ୧୭, ୨୦୨୪ ପର୍ଯ୍ୟନ୍ତ ଖେଳାଯାଇଥିଲା । ତେବେ ଏହି ସଂସ୍କରଣକୁ ପାଞ୍ଚଟି ଦଳକୁ ନେଇ ଖେଳାଯାଇଥିଲା । ଏହାର ମ୍ୟାଚ ଗୁଡିକ ବେଙ୍ଗାଲୁର ଓ ଦିଲ୍ଲୀରେ ଖେଳାଯାଇଥିଲା । ଏହି ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ପ୍ରଥମଥର ରୟାଲ ଚାଲେଞ୍ଜର ବେଙ୍ଗାଲୁରୁ ଚମ୍ପିଆନ ହୋଇଥିଲା । ପ୍ରଥମ ସଂସ୍କରଣରେ ପାଖାପାଖି ୧୫୦୦ ଜଣ ଖେଳାଳୀ ନିଜ ନାଁ ରେଜିଷ୍ଟ୍ରର କରିଥିଲେ । ପ୍ରତି ଫାଞ୍ଚାଇଜ ୧୨ କୋଟିରେ ୧୫ରୁ ୧୮ ଜଣ ଖେଳାଳୀଙ୍କୁ କିଣିବାର ନିୟମ ରହିଥିଲା । ପ୍ରଥମ ନିଲାମୀରେ ସ୍ମୃତି ମନ୍ଦାନା ସବୁଠାରୁ ଦାମୀ ଖେଳାଳୀ ଭାବେ ନିଲାମ ହୋଇଥିଲେ । ତାଙ୍କୁ ରୟାଲ ଚାଲଞ୍ଜର ବେଙ୍ଗାଲୁରୁ ୩.୪ କୋଟିରେ କିଣିଥିଲା ଏବଂ ଦଳର ଅଧିନାୟକ ଭାବେ ସେ କାର୍ଯ୍ୟ କରିଥିଲେ ।

କୌରଙ୍କ କରିସ୍ମା
ନିକଟରେ ଭାରତ ପାଇଁ ଗର୍ବ ଆଣିଛନ୍ତି ଭାରତୀୟ ମହିଳା କ୍ରିକେଟଦଳ । ଦୀର୍ଘ ୨୫ ବର୍ଷପରେ ଭାରତୀୟ ମହିଳା କ୍ରେକଟ ଦଳର କ୍ୟାପେଟନ ଭାବେ ହରମନପ୍ରିତ କୌର ଏହି ଭେଟି ଦେଶକୁ ଦେଇଛନ୍ତି, ଯାହାକୁ ନେଇ ସବୁଠାରେ ବର୍ତ୍ତମାନ ଚର୍ଚ୍ଚିତ ବ୍ୟକ୍ତିତ୍ବ ପାଲଟିଯାଇଛନ୍ତି ।

ମହିଳା ଦିନିକିଆ ବିଶ୍ବକପରେ ଦୀର୍ଘ ୨୫ ବର୍ଷପରେ ମହିଳା ବିଶ୍ବ କପକୁ ମିଳିଛି ନୂଆ ବିଜେତା । ଦୁଇଦୁଇଥର ପୂର୍ବରୁ ଉପବିଜେତା ରହିଥିବା ଭାରତ ଚଳିତଥର ପାଲଟିଛି ବିଜେତା । ହରମନପ୍ରିତ କୌରଙ୍କ ନେତୃତ୍ବାଧୀନ ଦଳ ଭାରତକୁ ଏହି ବିଜୟର ସ୍ବାଦ ଚଖାଇଛନ୍ତି । ତେବେ ବର୍ତ୍ତମାନ ହରମନପ୍ରିତଙ୍କୁ ନେଇ ସବୁଠି ଚର୍ଚ୍ଚା ଦେଖିବାକୁ ମିଳିଛି । ୧୯୮୯ରେ ପଞ୍ଜାବରେ ଜନ୍ମିତ ହରମନପ୍ରିତ ନିଜ ନାଁରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡିବାରେ ସଫଳ ହୋଇଛନ୍ତି । ୧୯୮୯ ମସିହା ମାର୍ଚ୍ଚ ୮ରେ ପଞ୍ଜାବରେ ଜନ୍ମ ହୋଇଥିଲେ ହରମନ୍ପ୍ରିତ । ବାପା ଜଣେ ପୂର୍ବତନ ଖେଳାଳୀ, ଯାହାର ପ୍ରଭାବ ହରମନ୍ପ୍ରିତଙ୍କ ଉପରେ ରହିଥିଲା । ପଞ୍ଜାବରେ ନିଜର ଶିକ୍ଷା ଗ୍ରହଣ କରିଛନ୍ତି ହରମନପ୍ରିତ । ତେବେ ଗିଆନ ଜ୍ୟୋତି ସ୍କୁଲ ଏକାଡୋମୀରେ ଆଡମିଶନ ନେବାପରେ ତାଙ୍କର କ୍ରିକେଟ କ୍ୟାରିୟରର ଆରମ୍ଭ ହୋଇଥିଲା । ସେ ପ୍ରଥମରୁ ନିଜର କ୍ରିକେଟ ଟ୍ରେନିଂ କମଲଦିପ ସିଂ ସୋଢିଙ୍କ ଅଧୀନରେ ଆରମ୍ଭ କରିଥିଲେ । ସେ ନିଜର ଓଡିଆଇ ଡେବ୍ୟୁ ମାତ୍ର ୨୦ ବର୍ଷ ବୟସରେ କରିଥିଲେ । ପ୍ରଥମ ମ୍ୟାଚ ସେ ପାକିସ୍ତାନ ବିପକ୍ଷରେ ଖେଳିଥିଲେ । ସେ ଏହି ବିଶ୍ବକପରେ ୬ଟି ମ୍ୟାଚରେ ଖେଳିଥିଲେ । ୨୦୦୯ରେ ସେ ନିଜର ଟି ଟ୍ବେଣ୍ଟି ଇଣ୍ଟରନ୍ୟାସନାଲ ଡେବ୍ୟୁ କରିଥିଲେ । ୨୦୧୨ରେ ହରମନ୍ଙ୍କୁ ଏସିଆକପ ଫାଇନାଲରେ ଷ୍ଟାଣ୍ଡ ଇନ୍ କ୍ୟାପ୍ଟେନର ଭୂମିକା ମିଳିଥିଲା । ଯେଉଁଥିରେ ମିଥାଲି ରାଜ ଅଧିନାୟକ ଥିବାବେଳେ ଝୁଲନ ଗୋସ୍ବାମୀ ଉପ ଅଧିନାୟକ ରହିଥିଲେ । ୨୦୧୩ରେ ତାଙ୍କୁ ଡବ୍ଲୁଓଡିଆଇ ଟିମର କ୍ୟାପ୍ଟେନ ଦାୟିତ୍ବ ମିଳିଥିଲା । ସେତେବେଳେ ଦଳ ବାଙ୍ଗଲାଦେଶ ଟୁରରେ ଥିଲା । ୨୦୧୭ ମହିଳା କ୍ରିକେଟ ବିଶ୍ବ କପରେ ସେ ଭାରତୀୟ ଦଳର ଅଂଶଥିଲେ । ଏହାପରେ ଅନେକ ଟୁରରେ ତାଙ୍କୁ ଦଳର ଅଧିନାୟକର ଦାୟିତ୍ବ ଦିଆଯାଇଥିଲା । ସେହିଭଳି ଚଳିତ ୨୦୨୫ ବିଶ୍ବକପରେ ମଧ୍ୟ ସେ ଅଧିନାୟିକତ୍ବ କରୁଥିଲେ । ଯାହାଙ୍କ ଅଧିନରେ ଦଳ ଏହି ବିରାଟ ସଫଳତା ପ୍ରାପ୍ତ କରି ବିଶ୍ବ ଚାମ୍ପିଅନ ହୋଇଛି ।

ମାଲିରେ ୫ ଭାରତୀୟଙ୍କୁ ଅପହରଣ
ନୂଆଦିଲ୍ଲୀ: ଜିହାଦୀଙ୍କ ହିଂସାରେ ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ରରେ ଏବେ ତୀବ୍ର ଉତ୍ତେଜନା ଲାଗି ରହିଥିବାବେଳେ ବନ୍ଧୁକଧାରୀମାନେ ୫ ଭାରତୀୟ ନାଗରିକଙ୍କୁ ଅପହରଣ କରିନେଇଛନ୍ତି। ପଶ୍ଚିମ ମାଲିର କୋବ୍ରି ନିକଟରେ କର୍ମଚାରୀଙ୍କୁ ଅପହରଣ କରାଯାଇଛି। ବିଦ୍ୟୁତ୍‌ ପ୍ରକଳ୍ପ ଉପରେ କାମ କରୁଥିବା ଏକ କମ୍ପାନି ଦ୍ବାରା ସେମାନଙ୍କୁ ନିୟୋଜନ କରାଯାଇଥିଲା। ଉକ୍ତ କମ୍ପାନିର ଜଣେ ପ୍ରତିନିଧି ସ୍ପଷ୍ଟ କରିଛନ୍ତି ଯେ ୫ ଭାରତୀୟଙ୍କୁ ଅପହରଣ କରଯାଇଛି। କମ୍ପାନି ପାଇଁ କାମ କରୁଥିବା ଅନ୍ୟ ଭାରତୀୟଙ୍କୁ ବାମାକୋକୁ ଖାଲି କରାଯାଇଛି। କୌଣସି ଗୋଷ୍ଠୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ସାମରିକ ଶାସନ ଚଳାଇଥିବା ମାଲିରେ ଏବେ ଅଲକାଏଦା ଏବଂ ଇସଲାମିକ ଷ୍ଟେଟ୍‌ ଗ୍ରୁପ୍‌ ସହ ଜଡ଼ିତ ଅପରାଧୀ ଗୋଷ୍ଠୀ ଏବଂ ଜିହାଦୀମାନେ ଉତ୍ତେଜନା ବୃଦ୍ଧି କରିଛନ୍ତି।

କୁକୁର କାମୁଡ଼ା ବିରୋଧରେ ସୁପ୍ରିମ୍‌କୋର୍ଟରେ ଆବେଦନ
ନୂଆଦିଲ୍ଲୀ: ଜଣେ ବୟସ୍କ ଦମ୍ପତି ଏକ ବୁଲା କୁକୁରକୁ ସେମାନଙ୍କ ଘର ନିକଟରୁ ହଟାଇବାପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ୭୦ ବର୍ଷୀୟା ସୁନୀତା ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଆବେଦନରେ ଦର୍ଶାଇଛନ୍ତି ଯେ ବୁଲା କୁକୁରଟି ମହାରଣା ପ୍ରତାପ ବାଗ ଅଞ୍ଚଳ ସ୍ଥିତ ସେମାନଙ୍କ ବାସଭବନ ନିକଟରେ ୩ ମାସ ମଧ୍ୟରେ ୮ ବର୍ଷର ଶିଶୁ ଏବଂ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ସମେତ ୬ ଜଣଙ୍କୁ କାମୁଡ଼ି ସାରିଛି। ପୌର ସଂସ୍ଥା ଉକ୍ତ କୁକୁରକୁ ‌ଅକ୍ଟୋବର ୨୧ ତାରିଖରେ ଧରିଥି‌‌ଲେ କିନ୍ତୁ ଏହାକୁ ପୁଣିଥରେ ଉକ୍ତ ଅଞ୍ଚଳରେ ଛାଡ଼ି ଦେଇଥିଲେ। ଫେରିବାପରେ ଉକ୍ତ କୁକୁରଟି ଅକ୍ଟୋବର ୩୧ ଏବଂ ନଭେମ୍ବର ୩ରେ ୨ ଜଣଙ୍କୁ କାମୁଡ଼ି ସାରିଛି। ଘର ବାହାରେ ଖେଳୁଥିବା ପିଲାମାନେ କୁକୁର କାମୁଡ଼ାର ବେଶୀ ଶିକାର ହେଉଛନ୍ତି। ବୁଲା କୁକୁରଙ୍କୁ ରାସ୍ତାରୁ ହଟାଇବାପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେବାର ଦିନକ ପରେ ଆଜି ଏକ ବୁଲା କୁକୁର ବିରୋଧରେ ସୁପ୍ରିମକୋର୍ଟ‌ରେ ଆବେଦନ ହୋଇଛି।

ଦିଲ୍ଲୀ ଶ୍ୱାସରୁଦ୍ଧ : କାର୍ଯ୍ୟାନୁଷ୍ଠାନ ଦାବି କରି ଇଣ୍ଡିଆ ଗେଟରେ ଦିଲ୍ଲୀ ବାସିନ୍ଦାଙ୍କ ଆନ୍ଦୋଳନ
ଦିଲ୍ଲୀ ଶ୍ୱାସରୁଦ୍ଧ : କାର୍ଯ୍ୟାନୁଷ୍ଠାନ ଦାବି କରି ଇଣ୍ଡିଆ ଗେଟରେ ଦିଲ୍ଲୀ ବାସିନ୍ଦାଙ୍କ ଆନ୍ଦୋଳନ ନୂଆଦିଲ୍ଲୀ : ଦିଲ୍ଲୀ ବାସିନ୍ଦା ପ୍ରଦୂଷଣ ପାଇଁ ଅଣନିଶ୍ବାସୀ ହୋଇପଡ଼ିଛନ୍ତି। ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଏକ୍ୟୁଆଇ (ବାୟୁ ଗୁଣବତ୍ତା ସୂଚକାଙ୍କ) ୪୦୦ ଟପିବା ସହ ଦିଲ୍ଲୀ ରେଡ୍‌ ଜୋନ୍‌ରେ ପ୍ରବେଶ କରିଛି। ତେଣୁ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ଅନେକ ସଂଖ୍ୟାରେ ଦିଲ୍ଲୀ ବାସିନ୍ଦା ଆପ ଏବଂ କଂଗ୍ରେସ ଭଳି ବିରୋଧୀ ଦଳର ନେତାମାନଙ୍କ ସହିତ ଆନ୍ଦୋଳନରେ ଯୋଗ ଦେଇଥିଲେ। ସେମାନେ ଇଣ୍ଡିଆ ଗେଟ୍ ଆଡକୁ ପଦ ଯାତ୍ରା କରିଥିଲେ ଏବଂ ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ସରକାର ପ୍ରଭାବଶାଳୀ ନୀତି ପ୍ରଣୟନ କରିବାକୁ ଦାବି କରିଥିଲେ। ବିକ୍ଷୋଭ ସ୍ଥଳରୁ ପୁଲିସ ଅନେକଙ୍କୁ ଅଟକ ରଖିଛି। ନୂଆଦିଲ୍ଲୀର ବରିଷ୍ଠ ପୋଲିସ ଅଧିକାରୀ ଦେବେଶ କୁମାର ଏନେଇ କହିଛନ୍ତି, ଇଣ୍ଡିଆ ଗେଟ୍ ଏକ ପ୍ରତିବାଦ ସ୍ଥାନ ନୁହେଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନୂଆଦିଲ୍ଲୀରେ ନିର୍ଣ୍ଣିତ ପ୍ରତିବାଦ ସ୍ଥାନ ହେଉଛି ଜନ୍ତରମନ୍ତର। ସେଥିପାଇଁ ଆମେ ସମସ୍ତଙ୍କୁ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦେଇଛୁ। ଉଲ୍ଲେଖଯୋଗ୍ୟ ଯେ ଇଣ୍ଡିଆ ଗେଟରେ ପ୍ରାୟ ୩୦ ମିନିଟ୍ ଧରି ପ୍ରତିବାଦ ଚାଲିଥିଲା ଏବଂ ପୁଲିସ ପ୍ରଦର୍ଶନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ସେମାନଙ୍କୁ ଅଟକ ରଖିବା ଆରମ୍ଭ କରିଥିଲା। ଜଣେ ପ୍ରଦର୍ଶନକାରୀ କହିଛନ୍ତି ଯେ ସେମାନଙ୍କୁ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରିବାକୁ ଅନୁମତି ଦିଆଯାଉନାହିଁ ଏବଂ ସେମାନଙ୍କୁ ସ୍ଥାନାନ୍ତର କରାଯାଉଛି।