3ରେ ଫାଶୀ ପାଇବେ 4 ଦୋଷୀ

ସମୟ ଲାଇଭ,17/2: ମାର୍ଚ୍ଚ 3 ତାରିଖରେ ଫାଶୀ ପାଇବେ 4 ନିର୍ଭୟା ଦୋଷୀ |ଏ ନେଇ ଜାରି ହୋଇଛି ଡେଥ ୱାରେଣ୍ଟ | ତେବେ ଫାଶୀ ଟାଳିବାକୁ ପ୍ରୟାସ କରିଛନ୍ତି | ପୂର୍ବରୁ ଫାଶୀ ତାରିଖ ଘୋଷିତ ହୋଇଥିଲେ ମଧ୍ୟ ବିଭିନ୍ନ ନ୍ୟାୟିକ ପ୍ରକ୍ରିୟା ସମାପନ ପାଇଁ ଫାଶୀ ସ୍ଥଗିତ ରଖାଯାଇଥିଲା |ତେବେ ଫାଶୀ ପାଇଁ ଏହା ଶେଷ ତାରିଖ ହେଉ ବୋଲି ନିର୍ଭୟାଙ୍କ ମା ଆଶା ରଖିଥିବା କହିଛନ୍ତି |

Comments are closed.