୬୭ ନୂଆ କରୋନା ଆକ୍ରାନ୍ତ : ରାଜ୍ୟର କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୬୬୦ କୁ ବୃଦ୍ଧି

ଭୁବନେଶ୍ୱର: ମେ ୨୮: ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ତଥ୍ୟ ଅନୁସାରେ, ମେ ୨୭ ତାରିଖରେ ରାଜ୍ୟରେ ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l ଏହାକୁ ମିଶାଇ,ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୬୬୦ କୁ ବୃଦ୍ଧି ପାଇଛି l

ମେ ୨୭ ତାରିଖରେ ଚିହ୍ନଟ ହେଇଥିବା Positive Cases : ଗଂଜାମ: ୨୬, ଯାଜପୁର: ୧୧,ଖୋର୍ଦ୍ଧା : ୧୧, ନୟାଗଡ : ୦୭, ବଲାଙ୍ଗୀର : ୦୨: ଜଗତସିଂହପୁର : ୦୨: କେନ୍ଦୁଝର : ୦୧, ସମ୍ବଲପୁର; ୦୨, ସୋନପୁର : ୪ ଏବଂ ବରଗଡ : ୧ l

ଏହି ୬୭ ଜଣଙ୍କ ମଧ୍ୟରୁ, quarantine ସେଣ୍ଟର ରେ ୬୫ ଜଣ ଥିଲେ ଏବଂ ବାକି ଦୁଇ ଜଣ ଲୋକାଲ case l

ଏ ପର୍ଯ୍ୟନ୍ତ ଚିହ୍ନଟ ହେଇଥିବା ୧୬୬୦ ଜଣ କରୋନା ଆକ୍ରାନ୍ତ ଙ୍କ ମଧ୍ୟରୁ, ୮୦୨ ଜଣ ସୁସ୍ଥ ହେଇସାରିଲେଣି l

Comments are closed.