୨୪ ଘଂଟାରେ ୧୦୧୮ ନୂଆ କୋଭିଡ ପଜିଟିଭ କେଶ: ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୩,୭୪୨ କୁ ବୃଦ୍ଧି

ଭୁବନେଶ୍ୱର: ନଭେମ୍ବର ୧୩: ଓଡ଼ିଶାରେ ୨୪ ଘଂଟାରେ ୧୦୧୮ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ଏହାକୁ ମିଶାଇ, ରାଜ୍ୟରେ ମୋଟ ସଂକ୍ରମିତ ଙ୍କ ସଂଖ୍ୟା ୩,୦୭,୦୦୪ ରେ ପହଂଚିଛି I ତେବେ ସେଥିମଧ୍ୟରୁ ଏ ପର୍ଯ୍ୟନ୍ତ ୨,୯୩,୭୪୨ ଜଣ ସୁସ୍ଥ ହେଇସାରିଛନ୍ତି I ଏବେ ମାତ୍ର ୧୧,୭୧୫ ଟି କେଶ ସକ୍ରିୟ ଅଛି I
ସୂଚନା ଓ ଲୋକସମ୍ପର୍କ ବିଭାଗ ର ସୂଚନା ଅନୁସାରେ, ୨୪ ଘଂଟାରେ ଅନୁଗୁଳ ଜିଲ୍ଲାରେ ୬୫ ଜଣ, ବାଲେଶ୍ୱର ରେ ୨୪, ବରଗଡ ରେ ୨୭, ଭଦ୍ରକ ରେ ୯, ବଲାଙ୍ଗୀର ରେ ୬୭, ବୌଦ ରେ ୨, କଟକ ରେ ୭୩, ଦେଓଗଡ ରେ ୪, ଢେଙ୍କାନାଳ ରେ ୨୦,ଗଜପତି ରେ ୭, ଗଂଜାମ ରେ ୧୩, ଜଗତସିଂହପୁର ରେ ୫୧, ଯାଜପୁର ରେ ୩୯, ଝାରସୁଗୁଡା ରେ ୨୭, କଳାହାଣ୍ଡି ରେ ୪୩, କନ୍ଧମାଳ ରେ ୧୯, କେନ୍ଦ୍ରାପଡ଼ା ରେ ୩୮, କେନ୍ଦୁଝର ରେ ୩୫, ଖୋର୍ଦ୍ଧା ରେ ୮୩, କୋରାପୁଟ ରେ ୧୨, ମାଲକାନଗିରି ରେ ୩, ମୟୁରଭଞ୍ଜ ରେ ୮୬, ନବରଙ୍ଗପୁର ରେ ୧୭, ନୟାଗଡ ରେ ୧୦, ନୂଆପଡା ରେ ୪୧, ପୁରୀ ରେ ୩୮, ସମ୍ବଲପୁର ରେ ୪୬, ସୋନପୁର ରେ ୮ ଏବଂ ସୁନ୍ଦରଗଡ ରେ ୯୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଥିବା ବେଳେ ଷ୍ଟେଟ ପୂଲ ରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I

Atlas of Orthodontics. Clinical principles and applications. Editorial Médica Panamericana S. viagra new zeland Buenos Aires Editions of the Universidat de Barcelona.

Dosage de Viagra Viagra Royaume-Uni acheter. Pharmacie viagra uk Comparez les prix cialis. Viagra canadien en toute sécurité. canada casino online Chiffres de vente de Viagra Carte avec Viagra.

Comments are closed.