ଭୁବନେଶ୍ୱର ରେ ୩୮ ଏବଂ କଟକ ରେ ୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

0

ଭୁବନେଶ୍ୱର: ଜୁଲାଇ ୧୧: ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ରେ ଚିହ୍ନଟ ହେଲେ ୩୮ ଜଣ ନୂଆ କରୋନା ଆକ୍ରାନ୍ତ I ସେହିପରି, କଟକ ମହାନଗର ନିଗମ ଅଂଚଳରେ ରେ ଆଜି ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଭୁବନେଶ୍ୱର ରେ ଚିହ୍ନଟ ହେଇଥିବା ୩୮ ଟି କେଶ ମଧ୍ୟରୁ, ୨୬ ଟି Quarantine କେଶ ଥିବାବେଳେ ୧୨ ଟି ଲୋକାଲ କେଶ ବୋଲି ଭୁବନେଶ୍ୱର ନହାନଗର ନିଗମ ର ଟ୍ୱଇଟ ରୁ ଜଣାଯାଇଛି I
ଭୁବନେଶ୍ୱର ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪୦ ରେ ପହଂଚିଛି I ସେଥିରୁ, ୩୧୪ ଜଣ ସୁସ୍ଥ ହେଇସାରିଥିବା ବେଳେ, ୮ ଜଣଙ୍କର ମୃତ୍ୟୁ ହେଇଛି I ଏବେ ୩୧୭ ଜଣ ଚିକିତ୍ସାଧୀନ ଅଛନ୍ତି I
କଟକ ମହାନଗର ଅଂଚଳରେ ୧୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିରୁ, ୪ ଜଣ ସରକାରୀ Quarantine ସେଣ୍ଟର
ଥିଲେ I ଏମାନେ ସମସ୍ତେ କରୋନା ଯୋଦ୍ଧା I ୫ ଜଣ ହୋମ Quarantine ରେ ଥିଲେ ଏବଂ ଜଣେ ଲୋକାଲ କେଶ I କଟକ ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୯ କୁ ବୃଦ୍ଧି ପାଇଛି I ସେଥିରୁ, ୩୨ ଜଣ ସୁସ୍ଥ ହେଇସାରିଥିବା ବେଳେ, ୨ ଜଣଙ୍କର ମୃତ୍ୟୁ ହେଇଛି I ୨୦୫ ଜଣ ଚିକିତ୍ସାଧୀନ ଅଛନ୍ତି I

Leave A Reply

Your email address will not be published.