୧୭୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୮ କୁ ବୃଦ୍ଧି

0

ଭୁବନେଶ୍ୱର: ଜୁଣେ ୧୭: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହେଇଛନ୍ତି ୧୭୫ ଜଣ କରୋନା ସଂକ୍ରମିତ I ଏହାକୁ ମିଶାଇ, ଓଡ଼ିଶାରେ ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୪୩୩୮ କୁ ବୃଦ୍ଧି ପାଇଛି I
ଗଜପତି ଜିଲ୍ଲାରେ ସର୍ବାଧିକ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବାବେଳେ, ଗଂଜାମ ରେ ଜଣେ, ଖୋର୍ଦ୍ଧା ରେ ୨୫ ଜଣ, କଟକ ରେ ୩ ଜଣ, ବାଲେଶ୍ୱର ରେ ୬ ଜଣ, ପୁରୀ ରେ ୧୮ ଜଣ, କେନ୍ଦ୍ରାପଡ଼ା ରେ ଜଣେ, ଜଗତସିଂହପୁର ରେ ୭ ଜଣ, ବଲାଙ୍ଗୀର ରେ ୩ ଜଣ, କନ୍ଧମାଳ ରେ ୭ ଜଣ, ସୁନ୍ଦରଗଡ ରେ ୫ ଜଣ, ମୟୁରଭଞ୍ଜ ରେ ୫ ଜଣ, ନୂଆପଡା ରେ ୪ ଜଣ, ବରଗଡ ରେ ୧୧ ଜଣ ଏବଂ ଝାରସୁଗୁଡା ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଏନଡିଆରଏଫ/ଓଡ୍ରାଫ/ଅଗ୍ନିଶମ ବିଭାଗ ର ୨୧ ଜଣ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହେଇଛନ୍ତି I
୧୭୫ ଜଣଙ୍କ ମଧ୍ୟରୁ,୧୪୫ ଜଣ ସଙ୍ଗରୋଧ କେନ୍ଦ୍ର ଗୁଡ଼ିକରୁ ଚିହ୍ନଟ ହେଇଥିବାବେଳେ, ୩୦ ଜଣ ସ୍ଥାନୀୟ ଅଂଚଳର I
ଏ ପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଇଛନ୍ତି ୨୯୭୪ ଜଣ ଏବଂ ୧୩୫୦ ଜଣ ଚିକିତ୍ସାଧୀନ ଅଛନ୍ତି I

Leave A Reply

Your email address will not be published.