୧୧୪ ଜଣ କରୋନା ସଂକ୍ରମିତ ସୁସ୍ଥ; ଓଡ଼ିଶାରେ ମୋଟ ସୁସ୍ଥ ହେଇସାରିଲେଣି ୨୭୦୮ ଜଣ

ଭୁବନେଶ୍ୱର: ଜୁନ ୧୪: ଓଡ଼ିଶାରେ ଆଜି ୧୧୪ ଜଣ କରୋନା ସଂକ୍ରମିତ ସୁସ୍ଥ ହେଇଛନ୍ତି I ସର୍ବାଧିକ ୩୦ ଜଣ ସୁନ୍ଦରଗଡ ରୁ ସୁସ୍ଥ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୨୩ ଜଣ, ଗଂଜାମ ରୁ ୧୭ ଜଣ, କଟକ ରୁ ୧୧ ଜଣ, ମୟୁରଭଞ୍ଜ ରୁ ୧୦ ଜଣ, ଗଜପତି ରୁ ୮ ଜଣ, ବରଗଡ ରୁ ୫ ଜଣ, ନୟାଗଡ ରୁ ୪ ଜଣ, ବଲାଙ୍ଗୀର ରୁ ୩ ଜଣ ଏବଂ ବାଲେଶ୍ୱର, କୋରାପୁଟ ଓ ସମ୍ବଲପୁର ରୁ ଜଣେ ଲେଖାଏଁ ସୁସ୍ଥ ହେଇଛନ୍ତି I
ରାଜ୍ୟରେ ଏ ପର୍ଯ୍ୟନ୍ତ ୨୭୦୮ ଜଣ ସୁସ୍ଥ ହେଇସାରିଲେଣି ଏବଂ ୧୧୮୭ ଜଣ ଚିକିତ୍ସିତ ହେଉଛନ୍ତି I
କରୋନା ଯୋଗୁଁ, ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୧ ଜଣ ଙ୍କର ମୃତ୍ୟୁ ହେଇଛି I

Comments are closed.