ହିରୋଇନଙ୍କ ତକିଆ ପିନ୍ଧା ଚ୍ୟାଲେଂଜ!

ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡିରେ ରହିଛି ପିଲୋ ଚ୍ୟାଲେଂଜ । ଯାହାର ଅର୍ଥ ହେଉଛି ନିଜ ଡ୍ରେସ ଖୋଲି ତକିଆକୁ ଡ୍ରେସ ଭାବେ ବ୍ୟବହାର କରି ସେସିଆଲ ମିଡିଆରେ ପୋଷ୍ଟ କରିବେ ।

ହଲିଉଡରୁ ନେଇ ବଲିଉଡ ପର୍ଯ୍ୟନ୍ତ ଅନେକ ଷ୍ଟାର ଏବେ ଏହି ପିଲୋ ଚ୍ୟାଲେଂଜକୁ ଗ୍ରହଣ କରିଛନ୍ତି ।

https://www.instagram.com/p/B_ML5iTj-sx/?igshid=yhzqdjyds4ae

ବଲିଉଡରେ ପ୍ରଥମେ ଗାୟିକା ନେହା କକ୍କଡ ଏହି ଚ୍ୟାଲେଂଜ ଆକସେପ୍ଟ କରିଥିଲେ । ପରେ ଏହା ଟ୍ରୋଲ ହେବାରେ ଲାଗିଲା । ଜଣଙ୍କ ପରେ ଜଣେ ବଲିଉଡ ବ୍ୟୁଟି ନିଜ ତକିଆ ପିନ୍ଧା ଫଟୋ ଅପଲୋଡ କରିବାରେ ଲାଗିଲେ ।

ଏବେ ତମନ୍ନା ଭାଟିଆ, ପାୟଲ ରାଜପୁତ ବି ଏହି ଚ୍ୟାଲେଂଜ ଅକସେପ୍ଟ କରି ଇନଷ୍ଟାଗ୍ରାମରେ ଚହଳ ସୃଷ୍ଟି କରିଛନ୍ତି ।

Comments are closed.