ସାହିତ୍ୟ
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଭୀମରାଓ ରାମଜୀ ଆମ୍ବେଦକର
Published On
By Ipsita
ଭୀମରାଓ ରାମଜୀ ଆମ୍ବେଦକର ଜଣେ ଭାରତୀୟ ଆଇନଜୀବୀ, ଅର୍ଥନୀତିଜ୍ଞ, ସମାଜ ସଂସ୍କାରକ ଏବଂ ରାଜନୈତିକ ନେତା ଥିଲେ ଯିଏ ସମ୍ବିଧାନସଭାରେ ଭାରତର ସମ୍ବିଧାନ ପ୍ରସ୍ତୁତ କରୁଥିବା କମିଟିର ନେତୃତ୍ୱ ନେଇଥିଲେ । ଜବାହରଲାଲ ନେହେରୁଙ୍କ ପ୍ରଥମ କ୍ୟାବିନେଟରେ ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଭାବରେ ସେ କାର୍ଯ୍ୟ କରିଥିଲେ ଏବଂ ହିନ୍ଦୁ ଧର୍ମ ତ୍ୟାଗ କରିବା... ଯୋଗୀ ଶ୍ରୀ ଅରବିନ୍ଦ
Published On
By Ipsita
ଶ୍ରୀ ଅରବିନ୍ଦ ହେଉଛନ୍ତି ଏକାଧାରାରେ ଜଣେ ଯୋଗୀ, ଗୁରୁ, କ୍ରାନ୍ତିକାରୀ, ସ୍ୱାଧୀନତା ସଂଗ୍ରାମୀ, ଦାର୍ଶନିକ ତଥା କବି । ସେ ୧୫ ଅଗଷ୍ଟ ୧୮୭୨ ମସିହାରେ ଇଂରେଜ ଶାସନାଧୀନ ଭାରତର କଲିକତା ନଗରରେ ଭୂମିଷ୍ଠ ହୋଇଥିଲେ । ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରି ଜଣେ ମହାନ ନେତା ଭାବେ ପରିଚିତ । ସେ... ରମାଦେବୀ
Published On
By Ipsita
କୁହାଯାଏ-ପରିବାର ଜାଗିଲେ ଦେଶ ଜାଗିବ । ଇତିହାସ ପୃଷ୍ଠା ଲେଉଟାଇଲେ ଓଡିଶାର ଏମିତି କତିପୟ ପରିବାର ରହିଛି ଯେଉଁ ପରିବାରର ସ୍ୱତନ୍ତ୍ରତା ସ୍ପଷ୍ଟ ବାରି ହୋଇପଡେ । ଏସବୁ ପରିବାରର ପ୍ରତ୍ୟେକ ସଦସ୍ୟ ଭିନ୍ନ ଭିନ୍ନ କ୍ଷେତ୍ରରେ ବା ବିଶେଷ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲିଟିଛନ୍ତି । ସେମାନଙ୍କର ତ୍ୟାଗ, ତିତିକ୍ଷା... ଇନ୍ଦିରା ଗୋସ୍ୱାମୀ
Published On
By Ipsita
ଜଣେ ଭାରତୀୟ ଲେଖକ, ସମ୍ପାଦକ, କବି, ପ୍ରଫେସର ଭାବେ ଇନ୍ଦିରା ଗୋସ୍ୱାମୀଙ୍କର ରହିଛି ସ୍ୱତନ୍ତ୍ର ପରିଚୟ । ସେ ନିଜର କାର୍ଯ୍ୟ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର , ଜ୍ଞାନପୀଠ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସମସାମୟିକ ଭାରତୀୟ ସାହିତ୍ୟର ସେ ଜଣେ ପ୍ରସିଦ୍ଧ ଲେଖିକା ଥିଲେ । ତାଙ୍କର ଅନେକ କାର୍ଯ୍ୟ ତାଙ୍କ ମୂଳ... ସୋଆ ସାହିତ୍ୟ ଉତ୍ସବ-୨୦୨୫, ଜାଭେଦ୍ ଅଖ୍ତରଙ୍କୁ ସୋଆ ସାହିତ୍ୟ ସମ୍ମାନରେ ସମ୍ମାନିତ କଲେ ରାଜ୍ୟପାଳ
Published On
By Samaya Live News
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ପକ୍ଷରୁ ଆଜିଠାରୁ ଆରମ୍ଭ ହେଲା ଦୁଇ ଦିନିଆ ସୋଆ ସାହିତ୍ୟ ଉତ୍ସବ ୨୦୨୫ । ସୋଆ ଦ୍ଵାରା ପରିଚାଳିତ ସେଣ୍ଟର ଫର୍ ପ୍ରିଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନସିଏଣ୍ଟ କଲ୍ଚର ହେରିଟେଜ ଅଫ୍ ଇଣ୍ଡିଆ – ପ୍ରାଚୀନ ପକ୍ଷରୁ ଏହି ଉତ୍ସବ ପାଳନ କରାଯାଉଛି ।... ବିଶ୍ୱନାଥ ପ୍ରତାପ ସିଂ
Published On
By Ipsita
ଜଣେ ଭାରତୀୟ ରାଜନେତା ଓ ଭାରତର ପ୍ରଧାନମନ୍ତ୍ରୀ ଭାବେ ବିଶ୍ୱନାଥ ପ୍ରତାପ ସିଂ ବା ଭିପି ସିଂର ଥିଲା ସ୍ୱତନ୍ତ୍ର ପରିଚୟ । ୧୯୩୧ ଜୁନ ୨୫ରେ ସେ ମଣ୍ଡ ଶାସନର ଏକ ରାଜପୁତ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ନିଜର ଶିକ୍ଷା ଡେରାଡୁନ ସ୍ଥିତ କର୍ଣ୍ଣେଲ ବ୍ରାଉନ କ୍ୟାମ୍ବ୍ରିଜ ବିଦ୍ୟାଳୟରେ ଆରମ୍ଭ... ବୀରେନ ମିତ୍ର
Published On
By Ipsita
ଜଣେ ବିଶିଷ୍ଟ ଓଡ଼ିଆ ରାଜନେତା ଓ ସମାଜ ସଂସ୍କାରକ ଭାବେ ପରିଚିତ ଥିଲେ ବୀରେନ ମିତ୍ର । ୧୯୧୭ ମସିହା ନଭେମ୍ବର ୨୬ ତାରିଖରେ ସେ କଟକର କାଠଗଡା ସାହିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ବିପିନ ବିହାରୀ ମିତ୍ର । ସେ କଟକର ପ୍ୟାରୀମୋହନ ଏକାଡେମୀ ଓ ରେଭେନ୍ସା ମହାବିଦ୍ୟାଳୟରୁ... ରବି ରାୟ
Published On
By Ipsita
ଓଡ଼ିଶାର ଜଣେ ଗାନ୍ଧୀବାଦୀ ସ୍ୱାଧୀନତା ସଂଗ୍ରାମୀ, ଲେଖକ, ସମାଜସେବୀ ତଥା ଜନନେତା ଭାବେ ପରିଚିତ ଥିଲେ ରବିରାୟ । ୧୯୨୬ ମସିହା ନଭେମ୍ବର ମାସ ୨୬ ତାରିଖରେ, ସେ ପୁରୀ ଜିଲ୍ଲାର ଭଁଅରାଗଡ଼ର ରାୟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଛାତ୍ରାବସ୍ଥାରୁ ସେ ସ୍ପଷ୍ଟବାଦୀ ତଥା ନିର୍ଭୀକ ଥିଲେ । ସେ କଟକର ରେଭେନ୍ସା ମହାବିଦ୍ୟାଳୟରୁ... ନବକୃଷ୍ଣ ଚୌଧୁରୀ
Published On
By Ipsita
ଓଡ଼ିଶାରେ ଗାନ୍ଧିବାଦୀ ଅନୁଚିନ୍ତନର ଚିନ୍ତା ଓ ଚେତନାକୁ ଜାଗରଣ କରିଥିବା ବିଶିଷ୍ଟ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କର ଆଜି ହେଉଛି ପବିତ୍ର ଜନ୍ମତିଥି । ୧୯୦୧ ମସିହା ୨୩ ନଭେମ୍ବରରେ ଏହି ମହାନ ଜନନେତାଙ୍କର ଜନ୍ମ ହୋଇଥିଲା । ନବକୃଷ୍ଣ ଚୌଧୁରୀଙ୍କର କେବଳ ବେଶଭୂଷା ନୁହେଁ ବରଂ ତାଙ୍କ ଜୀବନାଦର୍ଶ ଥିଲା ସମ୍ପୂର୍ଣ୍ଣ ରୂପେ ଅତ୍ୟନ୍ତ ସାଧାସିଧା... ସହିଦ ଲକ୍ଷ୍ମଣ ନାୟକ
Published On
By Ipsita
୨୨ ନଭେମ୍ବର ୧୮୯୯ ମସିହାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ତେନ୍ତୁଳିଗୁମ୍ମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଲକ୍ଷ୍ମଣ ନାୟକ । ପିତା ପଦଲାମ ନାୟକ ଓ ମାତା ସମାରି ନାୟକଙ୍କର ଲକ୍ଷ୍ମଣ ନାୟକ ଥିଲେ ଦ୍ୱିତୀୟ ସନ୍ତାନ । ଲକ୍ଷ୍ମଣ ନାୟକ ଥିଲେ ଓଡ଼ିଶାର ଜଣେ ଅଗ୍ରଣୀ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ । ସେ ରହୁଥିବା ନିକଟରେ... ହରେକୃଷ୍ଣ ମହତାବ
Published On
By Ipsita
ଜଣେ ବିଶିଷ୍ଟ ଲେଖକ , ସ୍ୱାଧୀନତା ସଂଗ୍ରାମୀ ତଥା ଭାରତୀୟ ଜାତୀୟ କଂଗ୍ରେସର ବରିଷ୍ଠ ନେତା ଭାବେ ପରିଚିତ ଥିଲେ ହରେକୃଷ୍ଣ ମହତାବ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ସେ ୧୯୪୬-୫୦ ଯାଏଁ କାମ କରିଥିଲେ । ସେ ଉତ୍କଳ କେଶରୀ ନାମରେ ମଧ୍ୟ ଜଣାଶୁଣା । ହରେକୃଷ୍ଣ ମହତାବ ଓଡ଼ିଶାର ଭଦ୍ରକ ଜିଲ୍ଲାର ଆଗରପଡ଼ାଠାରେ... ଲାଲା ଲଜପତ ରାୟ
Published On
By Ipsita
ଭାରତର ଜଣେ ପ୍ରମୁଖ ସ୍ୱାଧୀନତା ସେନାନୀ ଭାବେ ପରିଚିତ ଲାଲା ଲଜପତ ରାୟ । ତାଙ୍କୁ ଦେଶରେ ସମସ୍ତେ ପଞ୍ଜାବକେଶରୀଙ୍କ ନାମରେ ମଧ୍ୟ ଜାଣନ୍ତି । ଲାଲା ଲଜପତଙ୍କ ଜନ୍ମ ୧୮୬୫ ମସିହା ୨୮ ଜାନୁଆରୀରେ ପଞ୍ଜାବରେ ହୋଇଥିଲା । ସେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ପ୍ରମୁଖ ନେତା ଥିଲେ । ବାଲ ଗଙ୍ଗାଧର ତିଲକ... 
