ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ କାଲିଫର୍ଣିଆର ଏକ ଜିମ ରେ ‘ୱାର୍କଆଉଟ୍‌ ପଡ୍‌’

0

ଦକ୍ଷିଣ କାଲିଫର୍ଣ୍ଣିଆରେ ଜିମ୍‌ ଭିତରେ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଜଣେ ଜିମ୍‌ ମାଲିକ ସବୁ ସଦସ୍ୟଙ୍କ ପାଇଁ ‘ୱାର୍କଆଉଟ୍‌ ପଡ୍‌’ ତିଆରି କରିଛନ୍ତି । ଅର୍ଥାତ୍‌ ପ୍ଲାଷ୍ଟିକ୍‌ ପରଦାରେ ଛୋଟ ଘର ତିଆରି ହୋଇଛି । ଏହା ଦ୍ୱାରା ଜିମ୍‌କୁ ଆସୁଥିବା ପ୍ରତ୍ୟେକ ଲୋକ ପରସ୍ପରଠାରୁ ଦୂରତ୍ୱ ରଖିବେ । ସମସ୍ତଙ୍କ ପାଇଁ ଜିମ୍‌ ଭିତରେ ସ୍ୱତନ୍ତ୍ର ପଡ୍‌ ତିଆରି ହୋଇଥିବାରୁ ୱାର୍କଆଉଟ୍‌ କରିବା ସମୟରେ କାହାରିକୁ ମାସ୍କ ପିନ୍ଧିବାକୁ ପଡୁ ନାହିଁ । ପଡ୍‌ ତିଆରି ପାଇଁ ତିନିଦିନ ଲାଗିଥିଲା । ଭବିଷ୍ୟତରେ ସବୁ ଜିମ୍‌ ଏହି ରୂପ ନେବାର ସଙ୍କେତ ଦେଉଛି ।

Leave A Reply

Your email address will not be published.