ଶଙ୍କରାଚାର୍ଯ୍ୟ ନୀତିକାନ୍ତି ନିଷ୍ପତ୍ତି ନେବେ : ଗଜପତି

0

ଭୁବନେଶ୍ୱର(ସବୁ୍ୟ) : ଜୁନ ୧୮:ରଥ ଯାତ୍ରାକୁ ବନ୍ଦ ନେଇ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେବ । କି;ୁ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ମାନିବାକୁ ପଡିବ । ଚଳିତ ବର୍ଷ ରଥଯାତ୍ରା ହେବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ରାୟ ପରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ମତ ରଖିଛନ୍ତି ।
ପ୍ରତିକି୍ରାୟାରେ ଶ୍ରୀ ଦିବ୍ୟସିଂହ ଦେବ କହିଛନ୍ତି, ଶ୍ରୀମନ୍ଦିର ବାହାରେ ରଥଯାତ୍ରା ନହଲେ ଶ୍ରୀମନ୍ଦିର ଭିତରେ କଣ କରିବାକୁ ହେବ, ତାହା ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ପରିଚାଳନା କମିଟିରେ ଆଲୋଚନା କରାଯାଇ ପରବର୍ତ୍ତୀ ନୀତିକାନ୍ତି ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ।

Leave A Reply

Your email address will not be published.