ରାଜ୍ୟରେ ୧୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୩୯୦୯ ରେ ପହଁଚିଲା

ଭୁବନେଶ୍ୱର: ଜୁନ ୧୪: ରାଜ୍ୟରେ ୧୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଖୋର୍ଦ୍ଧା ରେ ୨୧ ଜଣ, ଝାରସୁଗୁଡା ରେ ୨ ଜଣ, କେନ୍ଦୁଝର ରେ ୧୧ ଜଣ,ଯାଜପୁର ରେ ୧୨ ଜଣ, ମାଲକାନଗିରି ରେ ଜଣେ, କଟକ ରେ ୧୨ ଜଣ, ଜଗତସିଂହପୁର ରେ ୧୧ ଜଣ, ଅନୁଗୁଳ ରେ ଜଣେ,ଢେଙ୍କାନାଳ ରେ ୨ ଜଣ, ଭଦ୍ରକ ରେ ଜଣେ, ଗଜପତି ରେ ୧୫ ଜଣ, ବରଗଡ ରେ ୧୬ ଜଣ, କନ୍ଧମାଳ ରେ ୨୨ ଜଣ, କଳାହାଣ୍ଡି ରେ ୧୬ ଜଣ, ଗଂଜାମ ରେ ୪ ଜଣ, ପୁରୀ ରେ ୭ ଜଣ, ସୁନ୍ଦରଗଡ ରେ ୩ ଜଣ, ବଲାଙ୍ଗୀର ରେ ୨ ଜଣ, ମୟୁରଭଞ୍ଜ ରେ ୧୩ ଜଣ ଏବଂ କେନ୍ଦ୍ରାପଡ଼ା ରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I
୧୩ ଜଣ ଏନଡିଆରଏଫ/ଓଡ୍ରାଫ/ଅଗ୍ନିଶମ ବିଭାଗ ର ୧୩ ଜଣ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହେଇଛନ୍ତି I
ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୩୯୦୯ ରେ ପହଂଚିଛି I

Comments are closed.