ରାଜ୍ୟରେ ପୁଣି ୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ମେ ୨୭: ରାଜ୍ୟରେ ପୁଣି ୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ l ଏ ପର୍ଯ୍ୟନ୍ତ, ୮୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି l
ଆଜି ଗଂଜାମ ଜିଲ୍ଲାରୁ ୧୧ ଜଣ, ଯାଜପୁର ଜିଲ୍ଲା ରୁ ୫ ଜଣ, ବାଲେଶ୍ୱର ରୁ ୧୭ ଜଣ, କଟକ ରୁ ୪ ଜଣ,ଭଦ୍ରକ ରୁ ୨୮ ଜଣ,କେନ୍ଦୁଝର ରୁ ୩ ଜଣ,ଖୋର୍ଦ୍ଧା ରୁ ୨ ଜଣ, ବଲାଙ୍ଗୀର ରୁ ୨ ଜଣ ଏବଂ ପୁରୀ ଜିଲ୍ଲା ରୁ ୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି l

Comments are closed.