ରାଜ୍ୟରେ ଚିହ୍ନଟ ହେଲେ ୧୬୭ ନୂଆ କରୋନା ସଂକ୍ରମିତ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୦ ହେଲା

0

ଭୁବନେଶ୍ୱର: ଜୁନ ୨3:ରାଜ୍ୟରେ ୨୪ ଘଂଟାରେ ଚିହ୍ନଟ ହେଲେ ଆଉ ୧୬୭ ଜଣ କରୋନା ସଂକ୍ରମିତ I ରାୟଗଡା ଜିଲ୍ଲାରୁ ୫ ଜଣ, ଯାଜପୁର ରୁ ୫ ଜଣ, ଖୋର୍ଦ୍ଧା ରୁ ୮ ଜଣ, ନୟାଗଡ ରୁ ୨ ଜଣ, ବାଲେଶ୍ୱର ରୁ ୧୩ ଜଣ, ଜଗତସିଂହପୁର ରୁ ୧୯ ଜଣ, କଟକରୁ ୩ ଜଣ,ଢେଙ୍କାନାଳ ରୁ ୯ ଜଣ, ବରଗଡ ରୁ ଜଣେ, ଗଂଜାମ ରୁ ୩୦ ଜଣ, ଗଜପତି ରୁ ୪୧ ଜଣ, ପୁରୀ ରୁ ଜଣେ, ସୁନ୍ଦରଗଡ ରୁ ୪ ଜଣ, ବଲାଙ୍ଗୀର ରୁ ଜଣେ, ମୟୁରଭଞ୍ଜ ରୁ ୧୪ ଜଣ, କୋରାପୁଟ ରୁ ଜଣେ, ଝାରସୁଗୁଡା ରୁ ୩ ଜଣ ଏବଂ କେନ୍ଦ୍ରାପଡ଼ା ରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ନୂଆ ଚିହ୍ନଟ ହେଇଥିବା ୧୬୭ ଜଣଙ୍କ ମଧ୍ୟରୁ, ୧୫୦ ଜଣ ସଙ୍ଗରୋଧ କେନ୍ଦ୍ର ଗୁଡିକରେ ଥିଲେ ଏବଂ ବାକି ୧୭ ଜଣ ସ୍ଥାନୀୟ ଅଂଚଳର I

Leave A Reply

Your email address will not be published.