ରବିବାର ଠାରୁ ଅନଲାଇନରେ ମିଳିବ ମଦ; ହୋମ ଡେଲିଭରି ଓ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ

ଏମ୍‌ଆରପି ଉପରେ ୫୦ ପ୍ରତିଶତ କରୋନା ଟିକସ

0

Reported by Samir Kar

ଭୁବନେଶ୍ୱର: ମେ ୨୩: ମଦ ପିଉଥିବା ଲୋକଙ୍କ ପାଇଁ ଖୁସି ଖବର । ଆସନ୍ତା କାଲି ଠାରୁ ଅର୍ଥାତ ମେ ୨୪ ତାରିଖରୁ ଅନ୍‌ଲାଇନରେ ମିଳିବ ମଦ । ଆସନ୍ତାକାଲି ଠାରୁ ମଦର ହୋମ୍‌ ଡେଲିଭରିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ତେବେ କାଉଣ୍ଟରରେ ମଦ ବିକ୍ରି ପାଇଁ ମିଳିନି ଅନୁମତି । ଓଡିଶା ଅବକାରୀ ନିୟମ-୨୦୧୭ ରେ ସଂଶୋଧନ କରାଯାଇଛି । ଏଣିକି ରାଜ୍ୟର ସମସ୍ତ ଲାଇସେନ୍ସ ପ୍ରାପ୍ତ ଠିପି ଖୋଲା ଓ ଠିପି ବନ୍ଦ ମଦ ଦୋକାନୀ ଗ୍ରାହକଙ୍କ ଚାହିଦା ଅନୁସାରେ ଘରେ ମଦ ଯୋଗାଇ ପାରିବେ । ତେବେ ଅନଲାଇନରେ ମଦ କାଲିଠାରୁ ମିଳିବାକୁ ଥିବା ବେଳେ କଣ୍ଟେନମେଣ୍ଟ ଜୋନରେ ଏହି ସେବାକୁ କଡାକଡି ଭାବେ ବନ୍ଦ ରଖାଯାଇଛି । କଣ୍ଟନମେଣ୍ଟ ଜୋନ ଛାଡି ଅନ୍ୟ ସମସ୍ତ ସ୍ଥାନରେ ମଦର ହୋମ ଡେଲିଭରି ହୋଇପାରିବ । ଗ୍ରାହକ ମାନେ ଅନ୍‌ଲାଇନରେ ଅର୍ଡର କରିବା ସହିତ ଡିସିଟାଲ୍‌ ପେମେଣ୍ଟ କରି ମଦ ପାଇ ପାରିବେ। ଦୋକାନୀ ମାନେ ସେମାନଙ୍କ କାଉଁଣ୍ଟରରେ କୌଣସି ପ୍ରକାର ମଦ ବିକ୍ରୀ କରି ପାରିବେ ନାହିଁ ବୋଲି ସରକାର ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସରକାର ମଦ ଉପରେ ୫୦ ପ୍ରତିଶତ କରୋନା ଟିକସ ବୃଦ୍ଧି କରିଛନ୍ତି । ଟିକସ ବୃଦ୍ଧିରୁ ଅଧିକ ମିଳିବା ଅର୍ଥକୁ ସରକାର କରୋନା ମୁକାବିଲାରେ ଖର୍ଚ୍ଚ କରିବେ । ସୂଚନାଯୋଗ୍ୟ ପୂର୍ବରୁ ସୁପ୍ରିମ୍‌କୋର୍ଟ ମଦକୁ ହୋମ୍‌ ଡେଲିଭରି ପାଇଁ ରାଜ୍ୟ ସରକାର ମାନଙ୍କୁ ପରାମର୍ଶ ଦେଇଥିଲେ ମଦ ପିଉଥିବା ଲୋକଙ୍କ ପାଇଁ ଖୁସି ଖବର । ଆସନ୍ତା କାଲି ଠାରୁ ଅର୍ଥାତ ମେ ୨୪ ତାରିଖରୁ ଅନ୍‌ଲାଇନରେ ମିଳିବ ମଦ । ଆସନ୍ତାକାଲି ଠାରୁ ମଦର ହୋମ୍‌ ଡେଲିଭରିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ତେବେ କାଉଣ୍ଟରରେ ମଦ ବିକ୍ରି ପାଇଁ ମିଳିନି ଅନୁମତି । ଓଡିଶା ଅବକାରୀ ନିୟମ-୨୦୧୭ ରେ ସଂଶୋଧନ କରାଯାଇଛି । ଏଣିକି ରାଜ୍ୟର ସମସ୍ତ ଲାଇସେନ୍ସ ପ୍ରାପ୍ତ ଠିପି ଖୋଲା ଓ ଠିପି ବନ୍ଦ ମଦ ଦୋକାନୀ ଗ୍ରାହକଙ୍କ ଚାହିଦା ଅନୁସାରେ ଘରେ ମଦ ଯୋଗାଇ ପାରିବେ । ତେବେ ଅନଲାଇନରେ ମଦ କାଲିଠାରୁ ମିଳିବାକୁ ଥିବା ବେଳେ କଣ୍ଟେନମେଣ୍ଟ ଜୋନରେ ଏହି ସେବାକୁ କଡାକଡି ଭାବେ ବନ୍ଦ ରଖାଯାଇଛି । କଣ୍ଟନମେଣ୍ଟ ଜୋନ ଛାଡି ଅନ୍ୟ ସମସ୍ତ ସ୍ଥାନରେ ମଦର ହୋମ ଡେଲିଭରି ହୋଇପାରିବ । ଗ୍ରାହକ ମାନେ ଅନ୍‌ଲାଇନରେ ଅର୍ଡର କରିବା ସହିତ ଡିସିଟାଲ୍‌ ପେମେଣ୍ଟ କରି ମଦ ପାଇ ପାରିବେ। ଦୋକାନୀ ମାନେ ସେମାନଙ୍କ କାଉଁଣ୍ଟରରେ କୌଣସି ପ୍ରକାର ମଦ ବିକ୍ରୀ କରି ପାରିବେ ନାହିଁ ବୋଲି ସରକାର ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସରକାର ମଦ ଉପରେ ୫୦ ପ୍ରତିଶତ କରୋନା ଟିକସ ବୃଦ୍ଧି କରିଛନ୍ତି । ଟିକସ ବୃଦ୍ଧିରୁ ଅଧିକ ମିଳିବା ଅର୍ଥକୁ ସରକାର କରୋନା ମୁକାବିଲାରେ ଖର୍ଚ୍ଚ କରିବେ । ସୂଚନାଯୋଗ୍ୟ ପୂର୍ବରୁ ସୁପ୍ରିମ୍‌କୋର୍ଟ ମଦକୁ ହୋମ୍‌ ଡେଲିଭରି ପାଇଁ ରାଜ୍ୟ ସରକାର ମାନଙ୍କୁ ପରାମର୍ଶ ଦେଇଥିଲେ ମଦ ପିଉଥିବା ଲୋକଙ୍କ ପାଇଁ ଖୁସି ଖବର । ଆସନ୍ତା କାଲି ଠାରୁ ଅର୍ଥାତ ମେ ୨୪ ତାରିଖରୁ ଅନ୍‌ଲାଇନରେ ମିଳିବ ମଦ । ଆସନ୍ତାକାଲି ଠାରୁ ମଦର ହୋମ୍‌ ଡେଲିଭରିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ତେବେ କାଉଣ୍ଟରରେ ମଦ ବିକ୍ରି ପାଇଁ ମିଳିନି ଅନୁମତି । ଓଡିଶା ଅବକାରୀ ନିୟମ-୨୦୧୭ ରେ ସଂଶୋଧନ କରାଯାଇଛି । ଏଣିକି ରାଜ୍ୟର ସମସ୍ତ ଲାଇସେନ୍ସ ପ୍ରାପ୍ତ ଠିପି ଖୋଲା ଓ ଠିପି ବନ୍ଦ ମଦ ଦୋକାନୀ ଗ୍ରାହକଙ୍କ ଚାହିଦା ଅନୁସାରେ ଘରେ ମଦ ଯୋଗାଇ ପାରିବେ । ତେବେ ଅନଲାଇନରେ ମଦ କାଲିଠାରୁ ମିଳିବାକୁ ଥିବା ବେଳେ କଣ୍ଟେନମେଣ୍ଟ ଜୋନରେ ଏହି ସେବାକୁ କଡାକଡି ଭାବେ ବନ୍ଦ ରଖାଯାଇଛି । କଣ୍ଟନମେଣ୍ଟ ଜୋନ ଛାଡି ଅନ୍ୟ ସମସ୍ତ ସ୍ଥାନରେ ମଦର ହୋମ ଡେଲିଭରି ହୋଇପାରିବ । ଗ୍ରାହକ ମାନେ ଅନ୍‌ଲାଇନରେ ଅର୍ଡର କରିବା ସହିତ ଡିସିଟାଲ୍‌ ପେମେଣ୍ଟ କରି ମଦ ପାଇ ପାରିବେ। ଦୋକାନୀ ମାନେ ସେମାନଙ୍କ କାଉଁଣ୍ଟରରେ କୌଣସି ପ୍ରକାର ମଦ ବିକ୍ରୀ କରି ପାରିବେ ନାହିଁ ବୋଲି ସରକାର ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସରକାର ମଦ ଉପରେ ୫୦ ପ୍ରତିଶତ କରୋନା ଟିକସ ବୃଦ୍ଧି କରିଛନ୍ତି । ଟିକସ ବୃଦ୍ଧିରୁ ଅଧିକ ମିଳିବା ଅର୍ଥକୁ ସରକାର କରୋନା ମୁକାବିଲାରେ ଖର୍ଚ୍ଚ କରିବେ । ସୂଚନାଯୋଗ୍ୟ ପୂର୍ବରୁ ସୁପ୍ରିମ୍‌କୋର୍ଟ ମଦକୁ ହୋମ୍‌ ଡେଲିଭରି ପାଇଁ ରାଜ୍ୟ ସରକାର ମାନଙ୍କୁ ପରାମର୍ଶ ଦେଇଥିଲେ

Leave A Reply

Your email address will not be published.