ଭୁବନେଶ୍ୱର ରେ ୬୪ ଏବଂ କଟକ ରେ ୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଜୁଲାଇ ୧୨: ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବାବେଳେ, କଟକ ମହାନଗର ନିଗମ ଅଂଚଳରେ ଆଜି ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଭୁବନେଶ୍ୱର ର ୬୪ ଟି କେଶ ମଧ୍ୟରୁ ୩୬ ଜଣ Quarantine ରେ ଥିଲେ ଏବଂ ୨୮ ଟି ଲୋକାଲ କେଶ I କଟକ ର ୯ ଟି କେଶ ମଧ୍ୟରୁ, ୮ ଜଣ Institutional Quarantine ରେ ଏବଂ ଜଣେ Home Quarantine ରେ ଥିଲେ I
ଭୁବନେଶ୍ୱର ରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦୪ କୁ ବୃଦ୍ଧି ପାଇଥିଲା ବେଳେ ୩୨୭ ଜଣ ସୁସ୍ଥ ହେଇଛନ୍ତି I ଏବେ ୩୬୮ ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ଏ ପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ହେଇଛି I
ସେହିପରି କଟକ ରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୮ କୁ ବୃଦ୍ଧି ପାଇଛି ଏବଂ ସେଥିମଧ୍ୟରୁ ୯୦ ଜଣ ସୁସ୍ଥ ହେଇଛନ୍ତି I ଏବେ, ୧୫୬ ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ଏ ପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ହେଇଛି I

Comments are closed.