ଭୁବନେଶ୍ୱର ରେ ୩୨୫ ଟି ନୂଆ କରୋନା ପଜିଟିଭ କେଶ; ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୧୮ ହଜାର ୫୯୨ କୁ ବୃଦ୍ଧି

ଭୁବନେଶ୍ୱର: ସେପ୍ଟେମ୍ବର ୨୦: ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୨୪ ଘଂଟାରେ ୩୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିରୁ, ୧୦୭ ଜଣ ସଂଗରୋଧ ରେ ଥିଲେ ଏବଂ ବାକି ୨୧୮ ଟି ଲୋକାଲ କେଶ I
ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୫୯୨ କୁ ବୃଦ୍ଧି ପାଇଛି I
ଭୁବନେଶ୍ୱର ମହାନଗର ନିଗମ ର ଟ୍ୱଇଟ ଅନୁସାରେ, ଏ ପର୍ଯ୍ୟନ୍ତ ମୋଟ ୬୮ ଜଣଙ୍କର କରୋନା ରେ ମୃତ୍ୟୁ ହେଇଛି I
ଆଜି ଭୁବନେଶ୍ୱର ରୁ ୩୮୪ ଜଣ କରୋନା ସଂକ୍ରମିତ ସୁସ୍ଥ ହେଇଛନ୍ତି I ଏହାକୁ ମିଶାଇ, ଏ ପର୍ଯ୍ୟନ୍ତ ଭୁବନେଶ୍ୱର ରୁ ୧୪ ହଜାର ୪୩୬ ଜଣ ସୁସ୍ଥ ହେଇ ସାରିଛନ୍ତି I
ଏବେ ମୋଟ ୪ ହଜାର ୭୪ ଜଣ ଜଣ ଚିକିତ୍ସାଧୀନ ଅଛନ୍ତି I

A: A few people may suffer side effects, even to organic products; however, you need to make certain that this product has been consumed by thousands of individuals during the past decade. buy viagra online Frequently reported side-effects are gastrointestinal in nature and involve abdominal cramping, nausea, diarrhea, constipation and bloating.

Comments are closed.