ଭୁବନେଶ୍ୱର ରେ ୨୪ ଘଣ୍ଟାରେ ୧୦୯ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୧୭୧ କୁ ବୃଦ୍ଧି

ଭୁବନେଶ୍ୱର : ଅଗଷ୍ଟ ୧୧: ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୨୪ ଘଣ୍ଟାରେ ୧୦୯ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିରୁ, ୬୦ ଜଣ Quarantine ରେ ଥିଲେ ଏବଂ ୪୯ ଟି Local Contact Case I ଏହାକୁ ମିଶାଇ, ଭୁବନେଶ୍ୱର ରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୧୭୧ କୁ ବୃଦ୍ଧି ପାଇଛି I
ଅନ୍ୟପକ୍ଷରେ ଆଜି ଭୁବନେଶ୍ୱର ରୁ ୧୩୪ ଜଣ କରୋନା ରୋଗୀ ସୁସ୍ଥ ହେଇଛନ୍ତି ଏବଂ ଏ ପର୍ଯ୍ୟନ୍ତ ମୋଟ ୨ ହଜାର ୮୦୭ ଜଣ ସୁସ୍ଥ ହେଇସାରିଲେଣି I
ଆଜି ସୁଦ୍ଧା ଭୁବନେଶ୍ୱର ରୁ ୨୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି I
ଏବେ ୧୩୩୯ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି I

Comments are closed.