ଭୁବନେଶ୍ୱର ରେ ୧୭ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଜୁଲାଇ ୬: ଭୁବନେଶ୍ୱର ରେ ୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୫ ଜଣ Quarantine ରେ ଥିଲେ ଏବଂ ୧୦ ଜଣ local contact case I ଆଉ ଦୁଇଜଣ କୋଭିଡ ଯୋଦ୍ଧା ମଧ୍ୟ କରୋନା ରେ ଆକ୍ରାନ୍ତ ହେଇଛନ୍ତି I
ଆଜି ଭୁବନେଶ୍ୱରରେ ଆଉ ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଭୁବନେଶ୍ୱର ରେ ଏ ପର୍ଯ୍ୟନ୍ତ ମୋଟ ୪୫୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇସାରିଲେଣି I ସେଥିରୁ, ୨୭୪ ଜଣ ସୁସ୍ଥ ହେଇସାରିଛନ୍ତି ଏବଂ ୧୬୯ ଜଣ ଚିକିତ୍ସାଧୀନ ଅଛନ୍ତି I ୬ ଜଣଙ୍କର ମୃତ୍ୟୁ ହେଇଛି I

Comments are closed.