ଭୁବନେଶ୍ୱର ରେ ୧୬୩ ଏବଂ କଟକ ରେ ୫୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

0

ଭୁବନେଶ୍ୱର: ଜୁଲାଇ ୨୬: ଭୁବନେଶ୍ୱର ରେ ୨୪ ଘଂଟାରେ ୧୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୧୦୪ ଜଣ Quarantine ରେ ଥିଲେ ଏବଂ ୫୯ ଜଣ Local Contact Case I ଏହାକୁ ମିଶାଇ, ଭୁବନେଶ୍ୱର ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୯୧କୁ ବୃଦ୍ଧି ପାଇଛି I
ଆଜି ଭୁବନେଶ୍ୱର ରୁ ମୋଟ ୪୬ ଜଣ ସୁସ୍ଥ ହେଇଛନ୍ତି I
ଏହାକୁ ମିଶାଇ, ଭୁବନେଶ୍ୱର ରେ ମୋଟ ୯୦୯ ଜଣ ସୁସ୍ଥ ହେଇସାରିଛନ୍ତି I ଏବେ, ୧୦୬୯ ଜଣ ଚିକିତ୍ସାଧୀନ ଅଛନ୍ତି I
ଏ ପର୍ଯ୍ୟନ୍ତ ମୋଟ ୧୧ ଜଣଙ୍କର ମୃତ୍ୟୁ ହେଇଛି I
ସେହିପରି, କଟକ ରେ ୫୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିରୁ, ୧୧ ଜଣ Institutional Quarantine , ୩୬ ଜଣ Home Quarantine ରେ, ୨ ଜଣ paid Quarantine ରେ ଏବଂ ବାକି ୮ ଜଣ Local Contact Case I
କଟକ ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୧ ରେ ପହଂଚିଛି I ୨୯୬ ଜଣ ସୁସ୍ଥ ହେଇସାରିଛନ୍ତି ଏବଂ ୩୬୭ ଜଣ ଚିକିତ୍ସାଧୀନ ଅଛନ୍ତି I ଏ ପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ହେଇଛି I

Leave A Reply

Your email address will not be published.