ଭୁବନେଶ୍ୱର ରେ ୧୪ ଏବଂ କଟକ ରେ ୧୬ ନୂଆ କରୋନା ଆକ୍ରାନ୍ତ

0

ଭୁବନେଶ୍ୱର : ଜୁଲାଇ ୧୩: ଭୁବନେଶ୍ୱର ରେ ୧୪ ଟି ନୂଆ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିମଧ୍ୟରୁ, ୪ ଜଣ Quarantine ରେ ଥିଲେ ଏବଂ ୧୦ ଜଣ ଲୋକାଲ କେଶ I ଅନ୍ୟପକ୍ଷରେ ୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I
ଭୁବନେଶ୍ୱର ମହାନଗର ନିଗମ ର ତଥ୍ୟ ଅନୁସାରେ, ଭୁବନେଶ୍ୱର ରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୭୧୮ ରେ ପହଂଚିଛି I ସେଥିରୁ, ୩୫୬ ଜଣ ସୁସ୍ଥ ହେଇସାରିଥିବା ବେଳେ, ୩୫୩ ଜଣ ଚିକିତ୍ସିତ ଅଛନ୍ତି I ଏ ପର୍ଯ୍ୟନ୍ତ ୮ ଜଣ କରୋନା ରୋଗୀ ଙ୍କର ମୃତ୍ୟୁ ହେଇଛି I
ସେହିପରି, କଟକ ସହରରେ ଆଜି ୧୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୬ ଜଣ Institutional Quarantine ରେ ଓ ୨ ଜଣ Home Quarantine ରେ ଥିଲେ I ବାକି ୮ ଜଣ ଲୋକାଲ କେଶ ଇ
ଅନ୍ୟପକ୍ଷରେ ଗୋଟିଏ ଦିନରେ ୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I
କଟକ ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪ ଥିବା ବେଳେ, ସେଥିରୁ ୧୩୪ ଜଣ ସୁସ୍ଥ ହେଇସାରିଛନ୍ତି ଓ ୧୨୮ ଜଣ ଚିକିତ୍ସିତ ହେଉଛନ୍ତି I ଏ ପର୍ଯ୍ୟନ୍ତ ଦୁଇଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି I

Leave A Reply

Your email address will not be published.