ଭୁବନେଶ୍ୱର ରେ ୧୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୭୨ କୁ ବୃଦ୍ଧି

ଭୁବନେଶ୍ୱର: ଅଗଷ୍ଟ ୬: ଭୁବନେଶ୍ୱର ରେ ୨୪ ଘଂଟାରେ ୧୧୮ ଟି କୋଭିଡ ପଜିଟିଭ ଚିହ୍ନଟ ହେଇଛନ୍ତି I ସେଥିରୁ, ୭୧ ଟି Quarantine case ଥିବା ବେଳେ ୪୭ ଟି Local Contact case ଅଛି I ଏହାକୁ ମିଶାଇ, ଭୁବନେଶ୍ୱର ରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୩,୪୭୨ କୁ ବୃଦ୍ଧି ପାଇଛି I
ଭୁବନେଶ୍ୱର ମହାନଗର ନିଗମ ର ସୂଚନା ଅନୁସାରେ, ଆଜି ଭୁବନେଶ୍ୱର ରୁ ୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି ଏବଂ ଏଥିସହିତ ସୁସ୍ଥ ହେଇଥିବା ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୨୧୫୧ ରେ ପହଂଚିଛି I
ଭୁବନେଶ୍ୱର ରେ ଏ ପର୍ଯ୍ୟନ୍ତ ୧୮ ଜଣଙ୍କର କରୋନା ରେ ମୃତ୍ୟୁ ହେଇଛି I
ବର୍ତ୍ତମାନ ମୋଟ ୧୩୦୧ ଜଣ ଚିକିତ୍ସାଧୀନ ଅଛନ୍ତି I

Comments are closed.