ଭୁବନେଶ୍ୱର ରେ ଦିନକରେ ୧୯୦ କୋଭିଡ ପଜିଟିଭ କେଶ

ଭୁବନେଶ୍ୱର: ଅଗଷ୍ଟ ୮: ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୨୪ ଘଂଟାରେ ୧୯୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି । ସେଥିରୁ ୧୩୮ ଜଣ Quarantine ରେ ଥିଲେ ଏବଂ ବାକି ୫୨ ଟି Local Contact Case ।
ଭୁବନେଶ୍ୱରରେ ଏବେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୩୭୬୩ କୁ ବୃଦ୍ଧି ପାଇଛି ।
ସେହିପରି ଆଜି ସୁସ୍ଥ ହେଇଛନ୍ତି ୧୦୩ ଜଣ କରୋନା ରୋଗୀ । ଏ ପର୍ଯ୍ୟନ୍ତ ମୋଟ ସୁସ୍ଥ ହେଇଛନ୍ତି ୨୩୬୦ ଜଣ ।
ଆଜି ସୁଦ୍ଧା ଚିକିତ୍ସାଧୀନ ଅଛନ୍ତି ୧୩୮୩ ଜଣ ।

Comments are closed.