ଭୁବନେଶ୍ୱର ରେ ଚିହ୍ନଟ ହେଲେ ୧୧୧ ଜଣ କରୋନା ସଂକ୍ରମିତ; ମୋଟ ସଂକ୍ରମିତ ଙ୍କ ସଂଖ୍ୟା ୧୮୨୮ ହେଲା

0

ଭୁବନେଶ୍ୱର:ଜୁଲାଇ ୨୫: ୨୪ ଘଂଟାରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୧୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୬୨ ଟି Quarantine Case ଥିବା ବେଳେ ୪୯ ଟି Local Contact Case ଅଛି I ଅନ୍ୟପକ୍ଷରେ ୨୯ ଜଣ କରୋନା ସଂକ୍ରମିତ ସୁସ୍ଥ ହେଇଛନ୍ତି I
ଆଜି ସୁଦ୍ଧା ଭୁବନେଶ୍ୱର ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୨୮ ରେ ପହଂଚିଛି I ସେଥିରୁ, ୮୬୩ ଜଣ ସୁସ୍ଥ ହେଇଛନ୍ତି ଏବଂ ୯୫୨ ଜଣ ଚିକିତ୍ସାଧୀନ ଅଛନ୍ତି I ଏ ପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହେଇଛି I

Leave A Reply

Your email address will not be published.