ଭୁବନେଶ୍ୱର ରେ ଚିହ୍ନଟହେଲେ ୨୯ ଜଣ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଜୁଲାଇ ୬: ଭୁବନେଶ୍ୱର ରୁ ଚିହ୍ନଟ ହେଲେ ୨୯ ଜଣ କରୋନା ଆକ୍ରାନ୍ତ I ସେଥିମଧ୍ୟରୁ, ୧୪ ଜଣ quarantine ରେ ଥିଲେ ଏବଂ ୧୪ ଜଣ local contact case I ଆଉ ଜଣେ କରୋନା ଯୋଦ୍ଧା ମଧ୍ୟ କରୋନା ସଂକ୍ରମିତ ହେଇଛନ୍ତି I ଅନ୍ୟପକ୍ଷରେ ୩ ଜଣ ସୁସ୍ଥ ହେଇ ଘରକୁ ଫେରିଛନ୍ତି I
ଭୁବନେଶ୍ୱର ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭୯ କୁ ବୃଦ୍ଧି ପାଇଛି ଏବଂ ଏ ପର୍ଯ୍ୟନ୍ତ ସୁସ୍ଥ ହେଇସାରିଲେଣି ୨୭୭ ଜଣ I ୬ ଜଣ ମୃତ୍ୟୁବରଣ କରିଥିବାବେଳେ, ୧୯୫ ଜଣ ଚିକିତ୍ସାଧୀନ ଅଛନ୍ତି I

Comments are closed.