ଭୁବନେଶ୍ୱର ରେ ଗୋଟିଏ ଦିନରେ ୧୫୯ ଜଣ ନୂଆ କୋଭିଡ ପଜିଟିଭ

0

ଭୁବନେଶ୍ୱର: ଜୁଲାଇ ୨୭: ଭୁବନେଶ୍ୱର ରେ ୧୫୯ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛନ୍ତି I ସେଥିରୁ, ୧୧୮ ଜଣ Quarantine ରେ ଥିଲେ ଏବଂ ୪୧ ଟି Local Contact Case I
ସେହିପରି, ଗୋଟିଏ ଦିନରେ ୧୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I
ଏବେ, ଭୁବନେଶ୍ୱର ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୫୦ କୁ ବୃଦ୍ଧି ପାଇଛି I ଏ ପର୍ଯ୍ୟନ୍ତ ୧୦୧୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଥିବା ବେଳେ ୧୧୨୫ ଜଣ ଏବେ ଚିକିତ୍ସିତ ହେଇଛନ୍ତି I ମୋଟ ୧୨ ଜଣଙ୍କର ମୃତ୍ୟୁ ହେଇଛି I

Leave A Reply

Your email address will not be published.