ଭୁବନେଶ୍ୱର ରେ ଆଜି ୩୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

0

ଭୁବନେଶ୍ୱର: ଜୁନ ୨୫: ୨୪ ଘଣ୍ଟାରେ, ଭୁବନେଶ୍ୱର ରେ ୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଥିବା ବେଳେ, ୧୪ ଜଣ ସୁସ୍ଥ ହେଇଛନ୍ତି I
ନୂଆ ୩୮ କେଶ ମଧ୍ୟରୁ, ୨୫ ଜଣ home quarantine ରେ ଥିଲେ ଏବଂ ୧୩ ଜଣ local contact case ବୋଲି, ଭୁବନେଶ୍ୱର ମହାନିଗମ ର ଟ୍ୱଇଟ ରେ ଦର୍ଶାଯାଇଛି I
ଭୁବନେଶ୍ୱର ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୮ କୁ ବୃଦ୍ଧି ପାଇଛି I
ଆଜି ଆରୋଗ୍ୟ ଲାଭ କରିଥିବା ୧୪ ଜଣଙ୍କୁ ମିଶାଇ, ରାଜ୍ୟରେ ଏ ପର୍ଯ୍ୟନ୍ତ ୧୨୭ ଜଣ ସୁସ୍ଥ ହେଇସାରିଲେଣି ଏବଂ ୧୨୭ ଜଣ ଚିକିତ୍ସାଧୀନ ଅଛନ୍ତି I

Leave A Reply

Your email address will not be published.