ବ୍ଲୁ ହ୍ୱିଲ୍ ହସ୍ପିଟାଲ୍କୁ ସିଲ୍; କୋଭିଡ୍ ଗାଇଡ୍ଲାଇନ୍ସ ଉଲ୍ଲଘଂନ ଅଭିଯୋଗ

0

ଭୁବନେଶ୍ୱର: ଜୁନ ୨୪: ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମଞ୍ଚେଶ୍ୱର ଅଞ୍ଚଳରେ ଥିବା ବ୍ଲୁ ହ୍ୱିଲ୍ ହସ୍ପିଟାଲ୍କୁ ସିଲ୍ କରାଯାଇଛି। କୋଭିଡ୍ ଗାଇଡ୍ଲାଇନ୍ସ ଉଲ୍ଲଘଂନ ଅଭିଯୋଗରେ ହସ୍ପିଟାଲ କୁ ସିଲ୍ କରାଯାଇଥିବା ପ୍ରକାଶ I ଏହାସହ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି ହୋଇଛି। ଗତକାଲି ଏହି ହସ୍ପିଟାଲ୍ରୁ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Leave A Reply

Your email address will not be published.