ବ୍ରହ୍ମପୁର ମଣ୍ଡଳ କ।ର।ଗ।ର ର ୨ ଅନ୍ତେବ।ସୀ କରୋନା ରେ ସଂକ୍ରମିତ

ବ୍ରହ୍ମପୁର: ଜୁନ ୬: ବ୍ରହ୍ମପୁର ମଣ୍ଡଳ କ।ର।ଗ।ର ରେ ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହେଇଛନ୍ତି I ଏହି ଦୁଇ ଅନ୍ତେବ।ସୀ ଙ୍କୁ COVID Hospital କୁ ସ୍ଥ।ନ।ନ୍ତରିତ କର।ଯ।ଇଛି ।

ବ୍ରହ୍ମପୁର ଏସପି ପିନ।କୀ ମିଶ୍ର ଙ୍କ କହିବ।ନୁଯ।ୟୀ, ଗତ ୩ ତ।ରିଖ ଜରଡ଼। ଥ।ନ।ରେ ଏକ ମ।ମଲ। ରୁଜୁ ହୋଇଥିଲ। । କ୍ରମ।ଗତ ଭ।ବେ ସେଦିନ ଓ ୪ ତ।ରିଖ ଦିନ ଦୁଇ ଜଣ ଅଭିଯୁକ୍ତ ଙ୍କୁ ଜରଡ଼। ଥ।ନ। ପୋଲିସ ଗିରଫ କରି ଡ।କ୍ତରୀ ପରୀକ୍ଷ। ପରେ କୋର୍ଟ ଚ।ଲ।ଣ କରିଥିଲ। ।
ଏହ। ପରେ କୋର୍ଟ ଅଭିଯୁକ୍ତମ।ନଙ୍କୁ ଜେଲ୍ କୁ ରିମ।ଣ୍ଡ କରିଥିଲେ ।ଏହ। ସହ ଅଭିଯୁକ୍ତ ଦୁଇ ଜଣଙ୍କ କୋରୋନ। ଟେଷ୍ଟ ପ।ଇଁ ସ୍ବ।ବ ସଂଗ୍ରହ କରି ପରୀକ୍ଷ। ପରେ ଏମ।ନଙ୍କର ରିପୋର୍ଟ୍ ପଜିଟିଭି ଆସିଥିଲ। ।ଏଣୁ ଯେଉଁ ମ।ନେ ସଂକ୍ରମିତ ଙ୍କ ସମ୍ପର୍କ ରେ ଆସିଛନ୍ତି ସେମ।ନଙ୍କୁ କ୍ଵ।ରେଣ୍ଟିନରେ ଯିବ।କୁ ନିର୍ଦ୍ଦେଶ ଦିଆଯ।ଇଛି ।
ଏହ। ସହ ଥ।ନ। ପରିସରକୁ ସ।ନିଟ।ଇଜ କରିବ।କୁ ଏସଡିପିଓଙ୍କୁ ନିର୍ଦେଶ ଦିଆଯ।ଇଛି ।ଏଣେ କ୍ଵ।ରେଣ୍ଟିନ ଯ।ଇଥିବ। କର୍ମଚ।ରୀଙ୍କ ପ୍ରତି ବଦଳରେ ବିକଳ୍ପ ବ୍ୟବସ୍ଥ। ଗ୍ରହଣ କରିବ।କୁ ନିର୍ଦେଶ ଦିଆଯ।ଇଛି ।ଏହ। ଛଡ। ର।ଜ୍ୟ ସରକ।ର ଙ୍କ ପ୍ରୋଟୋକଲ ଓ ଗ।ଇଡ ଲ।ଇନ୍ ଅନୁସ।ରେ ସଂକ୍ରମିତ ଙ୍କ କଣ୍ଟ।କ୍ଟ୍ ଟ୍ରେଶିଂ ଜ।ରି ରହିଥିବ। ବ୍ରହ୍ମପୁର ଏସିପି ପିନ।କୀ ମିଶ୍ର ସୂଚନ। ଦେଇଛନ୍ତି ।

Comments are closed.