ପୁରୀ କୁ ଯ।ଉଥିବ। ବ। ଆସୁଥିବ। Train ଭୁବନେଶ୍ବର ଯ।ଏ ଆସିବ ଏବଂ ଭୁବନେଶ୍ୱର ରୁ ବହାରିବ

ଭୁବନେଶ୍ବର : ମେ ୩୦: ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପୁରୀ କୁ ଟ୍ରେନ ଚଳାଚଳ କରିବ ନାହିଁ ବୋଲି East Coast Railway ପକ୍ଷରୁ କୁହାଯାଇଛି l
ଓଡିଶା ସରକାର ଙ୍କ ଆଦେଶ ଅନୁସାରେ, Railway ପକ୍ଷରୁ ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି l
ଜୁନ ୧ ତାରିଖରୁ ପୁରୁଷୋତ୍ତୋମ ଏକ୍ସପ୍ରେସ ପୁରୀ ପରିବର୍ତ୍ତେ ଭୁବନେଶ୍ୱର ରୁ ବହାରିବ ଏବଂ Sealdah Puri ଦୁରନ୍ତ ଏକ୍ସପ୍ରେସ ମଧ୍ୟ ଭୁବନେଶ୍ୱର ରୁ ବହାରିବ l
ସୂଚନ। ଅନୁଯ।ୟୀ, ପୁରୀ କୁ ଯ।ଉଥିବ। ବ। ଆସୁଥିବ। ସମସ୍ତ ଟ୍ରେନ ଭୁବନେଶ୍ବର ଯ।ଏ ଆସିବ ଏବଂ ଭୁବନେଶ୍ୱର ରୁ ବହାରିବ l

Comments are closed.