ନିଟ୍‌, ଜେଇଇ ପରୀକ୍ଷ। ଘୁଞ୍ଚ।ଇବ।କୁ ମୋଦିଙ୍କୁ ଅନୁରୋଧ କଲେ ନବୀନ

ଭୁବନେଶ୍ୱର : ଅଗଷ୍ଟ ୨୮: ନିଟ୍‌ ଓ ଜେଇଇ ପରୀକ୍ଷ। ଘୁଞ୍ଚ।ଇବ।କୁ କେନ୍ଦ୍ରକୁ ପୁଣିଥରେ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ । ଏନେଇ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥ। ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନ।ୟକ କହିଛନ୍ତି, କୋଭିଡ ଓ ର।ଜ୍ୟର ବନ୍ୟ। ପରିସ୍ଥିତି ଦୃଷ୍ଟିରୁ ପରୀକ୍ଷ। ଦେବ।କୁ ଛ।ତ୍ରଛ।ତ୍ରୀ ସମସ୍ୟ।ର ସମ୍ମୁଖୀନ ହେବେ । ତେଣୁ ଏହ।କୁ ଦୃଷ୍ଟିରେ ରଖି ପରୀକ୍ଷ।କୁ ଘୁଞ୍ଚ।ଇବ।କୁ ପ୍ରଧ।ନ ମନ୍ତ୍ରୀଙ୍କୁ ନବୀନ ଅନୁରୋଧ କରିଛନ୍ତି । ସେପ୍ଟେମ୍ବର ପ୍ରଥମାର୍ଦ୍ଧ ରେ ଜେଇଇ ଓ ନିଟ୍‌ ପରୀକ୍ଷ। ହେବ।ର ଅଛି । ପରୀକ୍ଷ। ଘୁଞ୍ଚ।ଇବ। ପ।ଇଁ ମୁଖ୍ୟମନ୍ତ୍ରୀ ମଙ୍ଗଳବ।ରଦିନ କେନ୍ଦ୍ର ଶିକ୍ଷ।ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଏହ। ସତ୍ୱେ ପରୀକ୍ଷ। ନିର୍ଦ୍ଧ।ରିତ ସମୟରେ ହେବ।କୁ ଏନଟିଏ ମଙ୍ଗଳବ।ର ସନ୍ଧ୍ୟ।ରେ ଘୋଷଣ। କରିଥିଲେ । ସେପ୍ଟେମ୍ବରରେ ନିଟ୍‌ ଓ ଜେଇଇ ପରୀକ୍ଷ।କୁ ଘୁଞ୍ଚ।ଇବ।କୁ କଂଗ୍ରେସ ଶ।ସିତ ର।ଜ୍ୟ ସମେତ ପଶ୍ଚିମବଙ୍ଗ, ଝ।ଡଖଣ୍ଡ ଓ ମହ।ର।ଷ୍ଟ୍ର ମଧ୍ୟ ଦାବି କରିଛନ୍ତି I କଂଗ୍ରେସ ଅଧ୍ୟକ୍ଷ। ସୋନିଆ ଗ।ନ୍ଧି ମଧ୍ୟ ଏନେଇ ବୈଠକ କରିଥିଲେ । ତେବେ ପରୀକ୍ଷ। ନଘୁଞ୍ଚିଲେ ସେମ।ନେ ସୁପ୍ରିମକୋର୍ଟଙ୍କ ଦ୍ୱ।ରସ୍ଥ ହେବେ ବୋଲି ମଧ୍ୟ କହିଥିଲେ ।

Comments are closed.