ଦେଶ- ବିଦେଶ
ଖେଳ  ଦେଶ- ବିଦେଶ  ଓଡ଼ିଶା 

ବାରବାଟୀରେ ମ୍ୟାଚ ପାଇଁ କଡା ସୁରକ୍ଷା ବ୍ୟବସ୍ଥା

ବାରବାଟୀରେ ମ୍ୟାଚ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ ପୋଲିସ । ଆଜି ଆସୁଛନ୍ତି ଭାରତୀୟ ଟିମ୍ । ଏନେଇ ଏୟାରପୋର୍ଟ ରୁ ହୋଟେଲ ପର୍ଯନ୍ତ ହୋଇଛି କଡା ସୁରକ୍ଷା ବ୍ୟବସ୍ଥା ।  ଭୁବନେଶ୍ୱର ରେ ୨୨ପ୍ଲାଟୁନ ପୋଲିସ୍ ସୁରକ୍ଷା ବ୍ୟବସ୍ଥା ପାଇଁ ମୁତୟନ ହୋଇଛନ୍ତି ।  ଅନ୍ୟପଟେ ଖେଳାଳି ଙ୍କୁ...
Read More...
ଦେଶ- ବିଦେଶ 

ସବୁଠୁ ନିଆରା ପୁତିନଙ୍କ ଜୀବନଶୈଳୀ

ସବୁଠୁ ନିଆରା ପୁତିନଙ୍କ ଜୀବନଶୈଳୀ ନୂଆଦିଲ୍ଲୀ : ଭାରତରୁ ଦୁଇ ଦିନିଆ ଗସ୍ତ ଶେଷ କରି ଋଷ ଫେରିଗଲେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । କିନ୍ତୁ ଛାଡିଗଲେ ଅନେକ ସ୍ମୃତି । ପୁତିନଙ୍କ ଜୀବନଶୈଳୀ ଦେଖି ଏବେ ସମସ୍ତେ ଆଶ୍ଚର୍ଯ୍ୟ । ଋଷ ରାଷ୍ଟ୍ରପତି ପୁତିନ ଆକାଶ ମାର୍ଗରୁ ସ୍ଥଳଭାଗ ପର୍ଯ୍ୟନ୍ତ ସବୁବେଳେ ସୁରକ୍ଷା ଘେରରେ ରହିଥାନ୍ତି ତାହା ସମସ୍ତେ ଜାଣନ୍ତି...
Read More...
ଦେଶ- ବିଦେଶ 

ପୁଟିନଙ୍କୁ ମୋଦୀ ଦେଇଥିବା ଉପହାରରେ ରହିଛି ଆସାମ ଚା, ଭଗବଦ୍ ଗୀତା, ରୂପା ଘୋଡା 

ପୁଟିନଙ୍କୁ ମୋଦୀ ଦେଇଥିବା ଉପହାରରେ ରହିଛି ଆସାମ ଚା, ଭଗବଦ୍ ଗୀତା, ରୂପା ଘୋଡା  ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଦେଇଥିବା ଉପହାର ମଧ୍ୟରେ ସ୍ୱାଦଯୁକ୍ତ ଆସାମ କଳା ଚା, କାଶ୍ମୀର କେସର, ଏକ ହସ୍ତଶିଳ୍ପ ରୂପା ଘୋଡା, ଏକ ଅଳଙ୍କାରିତ ଚା ସେଟ୍ ଏବଂ ଭଗବଦ ଗୀତାର ଏକ ରୁଷୀୟ ସଂସ୍କରଣ ରହିଛି। ଶ୍ରୀମଦ୍ ଭଗବଦ୍ ଗୀତାର ଏକ ପ୍ରତିଲିପି ମହାଭାରତ ଯୁଦ୍ଧ...
Read More...
ଖେଳ  ଦେଶ- ବିଦେଶ 

ଆରମ୍ଭ ହେଲା ଥାର୍ଡ ୱାନଡେ,ବିସିସିଆଇ ନେଲା ବଡ ନିଷ୍ପତି

ଆରମ୍ଭ ହେଲା ଥାର୍ଡ ୱାନଡେ,ବିସିସିଆଇ ନେଲା ବଡ ନିଷ୍ପତି ନୂଆଦିଲ୍ଲୀ : ଆରମ୍ଭ ହେଲା ଥାର୍ଡ ୱାନଡେ ।  ଟସ ଜିତି ଟିମ ଇଣ୍ଡିଆ କରୁଛି ବୋଲିାଂ । କିନ୍ତୁ ଏହା ଭିତରେ ଏକ ବଡ ପରିବର୍ତନ ଦେଖିବାକୁ ମିଳିଛି । ଦଳରୁ  ଜଣେ ପ୍ଲୋୟାରଙ୍କୁ ବାହାର କରାଯାଇ ଆଉ ଜଣଙ୍କୁ ସାମିଲ କରାଯାଇଛି । କିନ୍ତୁ ରୋହିତଙ୍କୁ ଏକ ବଡ ଦାୟିତ୍ୱ ମିଳିଛି ।...
Read More...
ଦେଶ- ବିଦେଶ  ଅପରାଧ 

୩ ଆଇଇଡି ବୋମାକୁ ନିଷ୍କ୍ରିୟ କଲେ ଯବାନ

୩ ଆଇଇଡି ବୋମାକୁ ନିଷ୍କ୍ରିୟ କଲେ ଯବାନ ମାଲକାନଗିରି : କୁମ୍ବିଂ ଅପରେସନ ବେଳେ ୩ ଆଇଇଡି ବୋମାକୁ ନିଷ୍କ୍ରିୟ କରିଛନ୍ତି ଯବାନ । ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ରାଜ୍ୟ ନାରାୟଣପୁର ଜିଲା ଛୋଟେଡୋଙ୍ଗର ଥାନା ଅଞ୍ଚଳର ସମ୍ବେଦନଶୀଳ ତୋୟାମେଟା ଏବଂ ପଢିବେଦା ଜଙ୍ଗଲରେ ନକ୍ସଲଙ୍କ ଦ୍ବାରା ଖଞ୍ଜାଯାଇଥିବା ଜଣାପଡିଥିଲା । ସୁରକ୍ଷାବାହିନୀ ଏବଂ ପୁଲିସକୁ କ୍ଷତି ପହଞ୍ଚାଇବା ଉଦେଶ୍ୟରେ ନକ୍ସଲମାନେ ଉକ୍ତ...
Read More...
ବାଣିଜ୍ୟ  ଦେଶ- ବିଦେଶ 

ରେପୋ ହ୍ରାସ କଲା ଆରବିଆଇ

ରେପୋ ହ୍ରାସ କଲା ଆରବିଆଇ ଭୁବନେଶ୍ୱର : ଶସ୍ତା ହେବ ଲୋନ୍। କମିଯିବ EMI।  25 ବେସିସ୍ ପଏଣ୍ଟ ରେପୋ ହ୍ରାସ କଲା RBI। ୩ ଦିନିଆ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ମୁଦ୍ରା ନୀତି ବୈଠକରେ ବଡ଼ ନିଷ୍ପତ୍ତି ନେଇଛି। ରେପୋ ରେଟ୍‌ ବର୍ତ୍ତମାନ 5.50% ରୁ 5.25% କୁ ହ୍ରାସ କରାଯାଇଛି। RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଆଜି...
Read More...
ଦେଶ- ବିଦେଶ  ଅପରାଧ 

୨୪ ଘଣ୍ଟା ମଧ୍ୟରେ ଟଳିଲେ ୧୫ ନକ୍ସଲ,୩ ଯବାନ ସହିଦ

୨୪ ଘଣ୍ଟା ମଧ୍ୟରେ ଟଳିଲେ ୧୫ ନକ୍ସଲ,୩ ଯବାନ ସହିଦ ଛତିଶଗଡ଼ : ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ବଡ଼ଧରଣର ମାଓ ନିପାତ ଅପରେସନ । ଗତ ୨୪ ଘଣ୍ଟା ମଧ୍ୟରେ ୧୫ ନକ୍ସଲଙ୍କ ସହ ୩ ଡିଆରଜି ଯବାନ ସହିଦ ହୋଇଛନ୍ତି । ବିଜେପୁର କେଶୁକୁତୁଲ  ଜଙ୍ଗଲ ମଧ୍ୟରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିଲା ଜୋରଦାର ଗୁଳି ବିନିମୟ । ଏଥିରେ ଗତକାଲି ସୁଦ୍ଧା...
Read More...
ଖେଳ  ଦେଶ- ବିଦେଶ  ଓଡ଼ିଶା 

ବାରବାଟୀରେ ପିଚ ଯାଞ୍ଚ କଲେ ବିସିସିଆଇ କ୍ୟୁରେଟର

ବାରବାଟୀରେ ପିଚ ଯାଞ୍ଚ କଲେ ବିସିସିଆଇ କ୍ୟୁରେଟର  କଟକ : ଆଜି ପଡିଆରେ ପିଚ୍‌ ଯାଞ୍ଚ କରିଛନ୍ତି କ୍ୟୁରେଟର୍‌ । ଡିସେମ୍ବର ୯ ରେ ବାରବାଟୀ ଷ୍ଟାଡିଅମରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ମ୍ୟାଚ୍ ପାଇଁ ପଡିଆରେ ପିଚ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି ବିସିସିଆଇ କ୍ୟୁରେଟର ଆଶିଷ ଭୌମିକ । ପିଚ୍ ପ୍ରସ୍ତୁତି ସହ...
Read More...
ଦେଶ- ବିଦେଶ 

ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ ମୁମ୍ବାଇ : ମୁମ୍ବାଇ ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ । ବିମାନରେ ବୋମା ଥିବା ଧମକପୂର୍ଣ୍ଣ ବାର୍ତ୍ତା ମିଳିବା ପରେ ଜରୁରୀ ଅବତରଣ କରିଛି ବିମାନ I ବିମାନଟି ଆଜି କୁଏତରୁ ହାଇଦ୍ରାବାଦ ଅଭିମୁଖେ ଉଡ଼ାଣ ଭରିଥିଲା । ସୂଚନା ଅନୁସାରେ, ଆଜି କୁଏତରୁ ହାଇଦ୍ରାବାଦ ଅଭିମୁଖୀ ଇଣ୍ଡିଗୋ ବିମାନ-୬ଇ୧୨୩୪କୁ ବୋମା...
Read More...
ଦେଶ- ବିଦେଶ  ଓଡ଼ିଶା  ଅପରାଧ 

ଆତ୍ମସମର୍ପଣ କଲେ ୧୦ ମାଓବାଦୀ,ମୁଣ୍ଡ ଉପରେ ଥିଲା ୬୫ ଲକ୍ଷ ପୁରସ୍କାର ରାଶି

ଆତ୍ମସମର୍ପଣ କଲେ ୧୦ ମାଓବାଦୀ,ମୁଣ୍ଡ ଉପରେ ଥିଲା ୬୫ ଲକ୍ଷ ପୁରସ୍କାର ରାଶି ମାଲକାନଗିରି :  ଭୁଶୁଡି ଯାଉଛି ଲାଲ ଦୁର୍ଗ । କୁମ୍ବିଂ ଅପରେସନ ଯୋଗୁଁ ଅତିଷ୍ଠ ହୋଇପଡିଛନ୍ତି ମାଓବାଦୀ I ସଂଗଠନ ଛାଡି ମୁଖ୍ୟ ସ୍ରୋତ ଆଡକୁ ମୁହାଉଁଛନ୍ତି । ଗତକାଲି ପୁଣି ୧୦ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି I ଏମଙ୍କ ମୁଣ୍ଡରେ ଥିଲା ୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି I ଛତିଶଗଡ ସୁକୁମା...
Read More...
ଦେଶ- ବିଦେଶ 

୨ ଦିନିଆ ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି

୨ ଦିନିଆ ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ନୂଆଦିଲ୍ଲୀ : ଭାରତ ଗସ୍ତରେ ଆସିବେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଡିସେମ୍ବର ୪ ରେ ଭାରତ ଆସିବେ I ୪ ଏବଂ ୫ ତାରିଖ ଦୁଇ ଦିନ ଭାରତରେ ରହିବେ I ୨୩ ତମ ଭାରତ ରୁଷ ବୈଠକରେ ଯୋଗ ଦେଇ ବାର୍ଷିକ ଶିଖର ସମ୍ମିଳନୀରେ ଭାଗ ନେବେ I ଏହି ସମୟରେ...
Read More...
ଦେଶ- ବିଦେଶ 

ବହୁରାଷ୍ଟ୍ରୀୟ ନିଶା ଓ ହାୱଲା ରୢାକେଟ ଠାବ, ୫୦ ନାଇଜେରୀୟ ନାଗରିକ ଗିରଫ

ବହୁରାଷ୍ଟ୍ରୀୟ ନିଶା ଓ ହାୱଲା ରୢାକେଟ ଠାବ, ୫୦ ନାଇଜେରୀୟ ନାଗରିକ ଗିରଫ ହାଇଦ୍ରାବାଦ: ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଏକ ବହୁରାଷ୍ଟ୍ରୀୟ ନାର୍କୋଟିକ୍ସ ନେଟୱର୍କ ବିରୋଧରେ ଦେଶବ୍ୟାପୀ ଏକ ସୁସଂଗଠିତ ଅପରେସନ୍‌ ଚଳାଇ ସଫଳପ୍ରଦ ଭାବେ ଏକ ବଡ଼ ଧରଣର ନିଶା ଓ ହାୱଲା ରୢାକେଟ୍‌ ଠାବ କରିଛି। ଉକ୍ତ ଘଟଣାରେ ନୋଡାଲ ଏଜେନ୍ସି ଭାବେ କାମ କରୁଥିବା ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ମାସ ମାସର ଗୁଇନ୍ଦା ସୂଚନା ଠୁଳ...
Read More...