ଦେଶରେ ୨୪ ଘଂଟାରେ ୬୯ ହାଜର ୯୨୧ ଟି ନୂଆ କୋଭିଡ ପଜିଟିଭ କେଶ

ଭୁବନେଶ୍ୱର: ସେପ୍ଟେମ୍ବର ୦୧: ଦେଶରେ ୨୪ ଘଂଟାରେ ୬୯ ହଜାର ୯୨୧ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ଏହାକୁ ମିଶାଇ, ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୩୬ ଲକ୍ଷ ୯୧ ହଜାର ୧୬୬ କୁ ବୃଦ୍ଧି ପାଇଛି I
ସେହିପରି, ଗୋଟିଏ ଦିନରେ ୮୧୯ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି ଏବଂ ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୬୫ ହଜାର ୨୮୮ ରେ ପହଂଚିଛି I
ଗତ ୨୪ ଘଂଟାରେ ୬୫ ହଜାର ୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି ଏବଂ ଦେଶରେ ଏ ପର୍ଯ୍ୟନ୍ତ ମୋଟ ୨୮ ଲକ୍ଷ ୩୯ ହଜାର ୮୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି I
ସୁସ୍ଥତା ହାର ବୃଦ୍ଧି ପାଇ ଆଜି ଏହି ସଂଖ୍ୟା ୭୬.୯୪ ପ୍ରତିଶତରେ ପହଞ୍ଚିପାରିଛି । ମୃତ୍ୟୁହାର ନିୟମିତ ଭାବେ ହ୍ରାସ ପାଇ ବର୍ତ୍ତମାନ ୧.୭୭ ପ୍ରତିଶତରେ ରହିଛି ।
ଏବେ ୭ ଲକ୍ଷ ୮୫ ହଜାର ୯୯୬ ଜଣ ଚିକିତ୍ସାଧୀନ ଅଛନ୍ତି I

So when you take antibiotics for acne, you are actually treating part of the symptom, rather than the root of the problem. cialis south africa price Originally, scientists thought that acne was due to the bacterial infection of pores and hair follicles.

Comments are closed.