ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩.୭ ଲକ୍ଷ କୁ ବୃଦ୍ଧି

ଭୁବନେଶ୍ୱର: ସେପ୍ଟେମ୍ବର ୯: ଗତ ୨୪ ଘଂଟାରେ ଭାରତରେ ୮୯ ହଜାର ୭୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି ଏବଂ ଏଥିସହିତ, ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩ ଲକ୍ଷ ୭୦ ହଜାର ୧୨୮ କୁ ବୃଦ୍ଧି ପାଇଛି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁଯାଇ, ୨୪ ଘଂଟାରେ ୧୧୧୫ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି ଏବଂ ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୭୩ ହଜାର ୮୯୦ ରେ ପହଂଚିଛି I
୨୪ ଘଂଟାରେ ୭୪ ହଜାର ୮୯୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି ଏବଂ ଏହାକୁ ମିଶାଇ, ଦେଶରେ ସୁସ୍ଥ ହେଇସାରିଥିବା ରୋଗୀଙ୍କ ସଂଖ୍ୟା ୩୩ ଲକ୍ଷ ୯୮ ହଜାର ୮୪୪ ରେ ପହଂଚିଛି I ସୁସ୍ଥତା ହାର ମଧ୍ୟ ୭୭.୭୭ ପ୍ରତିଶତ କୁ ବୃଦ୍ଧି ପାଇଛି I
ଏବେ, ୮ ଲକ୍ଷ ୯୭ ହଜାର ୩୯୪ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି I

A coated paper used on the chloroquine dose for malaria prevention inside of boxes, which. cialis price malaysia But SARMs can be brilliant for building bulk, and stripping muscle.

Comments are closed.