ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ ଲକ୍ଷ ୩୬ ହଜାର ୭୪୭ କୁ ବୃଦ୍ଧି: ୨୪ ଘଂଟାରେ ୮୩ ହଜାର ୩୪୧ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ

ଭୁବନେଶ୍ୱର: ସେପ୍ଟେମ୍ବର ୪: ଦେଶରେ ୨୪ ଘଂଟାରେ ୮୩ ହଜାର ୩୪୧ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ଏହାକୁ ମିଶାଇ, ଭାରତ ରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ ଲକ୍ଷ ୩୬ ହଜାର ୭୪୭ ରେ ପହଂଚିଛି I
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ତଥ୍ୟ ଅନୁଯାଇ, ୨୪ ଘଂଟାରେ ୧୦୯୬ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି ଏବଂ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୬୮ ହଜାର ୪୭୨ କୁ ବୃଦ୍ଧି ପାଇଛି I
ତେବେ ପ୍ରତ୍ୟେକ ଦିନ ପ୍ରାୟ ୬୦ ହଜାର ରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି ଏବଂ ଗତ ୨୪ ଘଂଟାରେ ୬୬ ହଜାର ୬୫୯ ଜଣ କରୋନା ରୋଗୀ ସୁସ୍ଥ ହେଇଛନ୍ତି I ଦେଶରେ ଏ ପର୍ଯ୍ୟନ୍ତ ମୋଟ ୩୦ ଲକ୍ଷ ୩୭ ହଜାର ୧୫୧ ଜଣ କରୋନା ରୋଗୀ ସୁସ୍ଥ ହେଇସାରିଛନ୍ତି I ସୁସ୍ଥତା ହାର ୭୭.୧୫ ପ୍ରତିଶତ ରେ ପହଂଚିଛି ଇ
ଏବେ ୮ ଲକ୍ଷ ୩୧ ହଜାର ୧୨୪ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି I

The FDA issued a relevant alert. vgrmalaysia.net In the same alert, the FDA also noted that angioedema and multi-organ hypersensitivity reactions have also been reported in postmarketing experiences.

During the Covid pandemic, many of our services are bulk-billed if you have a valid Medicare card. If you are purchasing medication for delivery, the cost of the medication is added to your cart, where applicable. Generic Revatio But seeing an online doctor is becoming more mainstream now.

Comments are closed.