ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ ଲକ୍ଷ ୫୪ ହଜାର ୩୫୬ କୁ ବୃଦ୍ଧି; ୨୪ ଘଂଟାରେ ୯୪ ହଜାର ୩୭୨ ନୂଆ କେଶ

ଭୁବନେଶ୍ୱର: ସେପ୍ଟେମ୍ବର ୧୩: ଦେଶରେ ୨୪ ଘଂଟାରେ ୯୪ ହଜାର ୩୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ ଲକ୍ଷ ୫୪ ହଜାର ୩୫୬ କୁ ବୃଦ୍ଧି ପାଇଛି I
କରୋନା ରେ ୨୪ ଘଂଟାରେ ୧,୧୧୪ ଜଣଙ୍କର ମୃତ୍ୟୁ ହେଇଛି I ଭାରତରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୭୮ ହଜାର ୫୮୬ ରେ ପହଂଚିଛି I
ସେହିପରି, ୨୪ ଘଂଟାରେ ସୁସ୍ଥ ହେଇଛନ୍ତି ୭୮ ହଜାର ୩୯୯ ଜଣ ଏବଂ ଏହାକୁ ମିଶାଇ, ଦେଶରେ ଏ ପର୍ଯ୍ୟନ୍ତ ୩୭ ଲକ୍ଷ ୨ ହଜାର ୫୯୫ ଜଣ ସୁସ୍ଥ ହେଇସାରିଲେଣି I ସୁସ୍ଥତା ହାର ୭୭.୮୮ ପ୍ରତିଶତ ରେ ପହଂଚିଛି I
ଏବେ ମୋଟ ୯ ଲକ୍ଷ ୭୩ ହଜାର ୧୭୫ ଜଣ ଚିକିତ୍ସାଧୀନ ଅଛନ୍ତି I

Watermelon contains high amounts of L-citrulline. cialis price This is a nonessential amino acid.

Comments are closed.