ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କରୋନା

0

ଭୁବନେଶ୍ୱର : ଜୁନ ୧୭: ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଆମ୍‌ ଆଦମୀ ପାର୍ଟି (ଆପ୍‌) ବିଧାୟକ ଅତିସୀଙ୍କ ଠାରେ କୋଭିଡ ପଜେଟିଭ୍‌ ଚିହ୍ନଟ ହୋଇଛି । ଏମାନଙ୍କର ଯେଉଁ ସ୍ୱାବ୍‌୍‌ ନମୁନା ପରୀକ୍ଷା ପାଇଁ ଯାଇଥିଲା ତାହାର ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିବା ପରେ ଏମାନେ କରୋନା ସଂକ୍ରମିତ ଥିବା ଜାଣିବାକୁ ମିଳିଛି । ଏହା ପୂର୍ବରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କରୋନା ଭାଇରସ ପରୀକ୍ଷା ପାଇଁ ସ୍ୱାବ୍‌ ନମୁନା ପରୀକ୍ଷା ପଠା ଯାଇଥିଲା । ମାତ୍ର ରିପୋର୍ଟରେ ନେଗେଟିଭ୍‌ ଆସିଥିଲା ।

Leave A Reply

Your email address will not be published.