ଦାରିଙ୍ଗବାଡ଼ି ବନବିଭାଗ ତରଫରୁ କୁଟୁରା ଉଦ୍ଧାର

0

ବ।ଲିଗୁଡ।,୨୪/୬.(ସ.ବ୍ୟୁ.)କନ୍ଧମ।ଳ ଜିଲ୍ଲ। ବ।ଲିଗୁଡ। ଉପଖଣ୍ଡ ଅନ୍ତର୍ଗତ ଦ।ରିଙ୍ଗବ।ଡ଼ି ବନ।ଞ୍ଚଳ ଅନ୍ତର୍ଗତ ଏ-ଡକେବ।ଡ଼ି ଅଞ୍ଚଳରୁ ଏକ କୁଟୁର।କୁ ବନ ବିଭ।ଗ ପକ୍ଷରୁ ଉଦ୍ଧ।ର କର।ଯ।ଇଥିବ। ନେଇ ବନ।ଞ୍ଚଳ ଅଧିକ।ରୀ ସତୀଶ କୁମ।ର ଧ।ରୁଆ ସୂଚନ। ଦେଇଛନ୍ତି ଝ ସୂଚନ। ପ୍ରକ।ରେ ପ।ଖ ଜଙ୍ଗଲରୁ ଏକ କୁଟୁର। ଟି ଏ-ଡକେବ।ଡ଼ି ଅଞ୍ଚଳକୁ ଆସି ଲଡୁକିଶୋର ସ।ହୁଙ୍କ ଘର ବ।ରିପଛ ରେ ରହିଥିଲ। ଝ କୁଟୁର। ଟି ଜଙ୍ଗଲ ଭିତରୁ ଚ।ଲିଆସିଥିବ। ନେଇ ସ।ହି ପଡ଼ିଶ। ଲୋକଙ୍କ ସହିତ ଲଡୁ କିଶୋର ସ।ହୁ ଦେଖିବ। ପରେ ସେ ନିଜେ ଏନେଇ ବନ ବିଭ।ଗ ଅଧିକ।ରୀ ଓ ଥ।ନ।କୁ ସୂଚନ। ଦେଇଥିଲେ ଝ ସୂଚନ। ପ।ଇବ। ପରେ ବନ।ଞ୍ଚଳ ଅଧିକ।ରୀ ଶ୍ରୀ ଧ।ରୁଆ ଙ୍କ ସମେତ ଫରେଷ୍ଟର ମନ୍ମଥ ପରିଛ।, ହରିହର ବେହେର।,ବନରକ୍ଷୀ ସୁବ୍ରତ ନ।ୟକ ପ୍ରମୁଖ ପହଞ୍ଚି କୁଟୁର। ଟି କୁ ଉଦ୍ଧ।ର କରିଥିଲେ ଝ ଉଦ୍ଧ।ର କରିବ। ପରେ ଦ।ରିଙ୍ଗବ।ଡ଼ି ପଶୁ ଚିକିତ୍ସକ ଚିନ୍ମୟ ସ।ହୁ କୁଟୁର। ଟି ର ସ୍ୱ।ସ୍ଥ୍ୟ ପରୀକ୍ଷ। କରିବ। ପରେ ସେ ସୁସ୍ଥ ଥିବ। କହିଥିଲେ ଏହ।ପରେ ବନବିଭ।ଗ ତରଫରୁ କୁଟୁର। ଟିକୁ ପୁନର୍ବ।ର ଘଞ୍ଚ ଜଙ୍ଗଲ ଭିତରେ ଛ।ଡ଼ି ଦିଆଯ।ଇଥିଲ।

Leave A Reply

Your email address will not be published.