ଜୁଆ ଆଡା ଉପରେ ପୋଲିସ ର ଚଢ଼ାଉ; ଲକ୍ଷାଧିକ ଟଙ୍କା ଓ ଗାଡି ଜବତ

ଭୁବନେଶ୍ୱର: ମେ ୩୦: ରାଜଧାନୀ ରେ ଚାଲିଥିଲା ଜୁଆ ଖେଳ l ଘଟଣା ରୁ ପ୍ରକାଶ ଯେ, ନୟାପଲ୍ଲୀ ରେ ଥିବା ଗୋଟିଏ OYO ହୋଟେଲ ରେ ଜୁଆ ଖେଳ ଚାଲିଥିବା ନେଇ ଖବର ପାଇଥିଲା ଭୁବନେଶ୍ୱର ପୋଲିସ ଏବଂ ଶନିବାର ରାତି ରେ ଜୁଆ ଆଡା ଉପରେ ଚଢ଼ାଉ କରିଥିଲା l
ସୂଚନା ଅନୁଯାୟୀ, ପୋଲିସ ପ୍ରାୟ ଏକ ଲକ୍ଷ ୫୦ ହଜାର ଟଙ୍କା ଏବଂ ତିନୋଟି ଗାଡି ଜବତ କରିଛି l ତା ସହିତ ୯ ଜଣ ଙ୍କୁ ସେ ସ୍ଥାନ ରୁ ଗିରଫ କରିଛି l
ପୋଲିସ ପକ୍ଷରୁ ଅଧିକ ତଦନ୍ତ ଚାଲିଛି

Comments are closed.