ଓଡିଶା ସୁସ୍ଥ ହେଲେ ୧୨୦ ଜଣ କରୋନା ସଂକ୍ରମିତ; ମୋଟ ସୁସ୍ଥ ହେଇସାରିଲେଣି ୨୫୯୪ ଜଣ

ଭୁବନେଶ୍ୱର: ଜୁନ ୧୩: ଆଜି ଓଡ଼ିଶାରେ ୧୨୦ ଜଣ କରୋନା ସଂକ୍ରମିତ ସୁସ୍ଥ ହେଲେ I ଏ ପର୍ଯ୍ୟନ୍ତ ସୁସ୍ଥ ହେଲେଣି ୨୫୯୪ ଜଣ I
ଗଂଜାମ ରୁ ୩୩ ଜଣ, ଗଜପତି ରୁ ୧୮ ଜଣ, ସୋନପୁର ରୁ ୧୩ ଜଣ, ବାଲେଶ୍ୱର ରୁ ୧୨ ଜଣ,ବଲାଙ୍ଗୀର ରୁ ୮ ଜଣ, ଖୋର୍ଦ୍ଧା ରୁ ୮ ଜଣ, ମୟୁରଭଞ୍ଜ ରୁ ୭ ଜଣ, କଟକ ରୁ ୪ ଜଣ, ଯାଜପୁର, ନୟାଗଡ ଓ ନୂଆପଡା ରୁ ୩ ଜଣ ଲେଖାଏଁ, ଢେଙ୍କାନାଳ, ପୁରୀ ଓ ରାୟଗଡା ରୁ ୨ ଜଣ ଲେଖାଏଁ ଏବଂ କେନ୍ଦ୍ରାପଡ଼ା ଓ କଳାହାଣ୍ଡି ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I
ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩ ରେ ପହଁଚିଥିବା ବେଳେ, ସେଥିମଧ୍ୟରୁ ୨୫୯୪ ଜଣ ସୁସ୍ଥ ହେଇସାରିଲେଣି I
ଏବେ ୧୧୧୬ ଜଣ ଚିକିତ୍ସାଧୀନ ଅଛନ୍ତି I

Comments are closed.