ଓଡିଶାରେ ଆଜି ସୁସ୍ଥ ହେଲେ ୯୭ ଜଣ; ଏ ପର୍ଯ୍ୟନ୍ତ ମୋଟ ସୁସ୍ଥ ହେଲେଣି ୩୧୪୪ ଜଣ

0

ଭୁବନେଶ୍ୱର : ଜୁନ ୧୮: ଆଜି ରାଜ୍ୟରେ ୯୭ ଜଣ କରୋନା ସଂକ୍ରମିତ ସୁସ୍ଥ ହେଇଛନ୍ତି I ଏହାକୁ ମିଶାଇ, ଓଡ଼ିଶାରେ ଏ ପର୍ଯ୍ୟନ୍ତ ମୋଟ ୩୧୪୪ ଜଣ କରୋନା ସଂକ୍ରମିତ ସୁସ୍ଥ ହେଇସାରିଲେଣି I
କଟକରୁ ୧୭ ଜଣ, ଖୋର୍ଦ୍ଧାରୁ ୧୬ ଜଣ, ଗଂଜାମ ରୁ ୧୬ ଜଣ, କନ୍ଧମାଳ ରୁ ୧୪ ଜଣ, ମୟୁରଭଞ୍ଜ ରୁ ୯ ଜଣ, ଯାଜପୁର ରୁ ୭ ଜଣ, ପୁରୀ ରୁ ୫ ଜଣ, ନୟାଗଡ ରୁ ୪ ଜଣ, କେନ୍ଦ୍ରାପଡ଼ା ରୁ ୩ ଜଣ, ବରଗଡ ଓ କେନ୍ଦୁଝର ରୁ ୨ ଜଣ ଲେଖାଏଁ ଏବଂ ଢେଙ୍କାନାଳ ଓ ସୁନ୍ଦରଗଡ ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I
ରାଜ୍ୟରେ ଏବେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୪୫୧୨ ରେ ପହଂଚିଛି I

Leave A Reply

Your email address will not be published.